Posts

Showing posts from April, 2025

ଅଷ୍ଟାଦଶ ପୁରାଣ

ଅଷ୍ଟାଦଶ ପୁରାଣ  ୧. ବ୍ରହ୍ମ ପୁରାଣ ସେଟ୍‌   ୨. ପଦ୍ମ ପୁରାଣ ସେଟ୍‌   ୩. ମହାବିଷ୍କୁ ପୁରାଣ   ୪. ଶିବ ପୁରାଣ ସେଟ୍‌(୫ଖଣ୍ଡ)   ୫. ନାରଦ ପୁରାଣ  ୬. ମାର୍କଣ୍ଡେୟ ପୁରାଣ   ୭. ଅଗ୍ନି ପୁରାଣ   ୮. ଭବିଷ୍ଯ ପୁରାଣ   ୯. ବ୍ରହ୍ମବୈବର୍ଉ ପୁରାଣ   ୧୦. ଲିଙ୍ଗ ପୁରାଣ ୧୧. ବରାହ ପୁରାଣ ୧୨. ସ୍କନ୍ଦ ପୁରାଣ ( ଉକକଳଖଣ୍ଡ )  ୧୩. ବାମନ ପୁରାଣ ୧୪. କୂର୍ମ ପୁରାଣ ୧୫. ମସ୍ୟ ପୁରାଣ ୧୬. ଗରୁଡ଼ ପୁରାଣ ୧୭. ବ୍ରହ୍ମାଣ୍ଡ ପୁରାଣ ୧୮. ଭାଗବତ ସେଟ୍‌ website : www.dharmagranthastore.com   Brass Jagannath https://amzn.to/45dBJyl ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ ପ୍ରଥମ ଅଧ୍ୟାୟ  - ପୁରୁଷୋତ୍ତମକ୍ଷେତ୍ର  ମାହାତ୍ମ୍ୟ ୨ୟ ଅଧ୍ୟାୟ  - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର  ମାହାତ୍ମ୍ୟ ୩ୟ ଅଧ୍ୟାୟ  - ଲକ୍ଷ୍ମୀ ଯମରାଜ ସମ୍ବାଦ ୪ର୍ଥ ଅଧ୍ୟାୟ  - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ ୫ମ ଅଧ୍ୟାୟ  - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ ୬ଷ୍ଠ ଅଧ୍ୟାୟ  - ଉତ୍କଳ ବର୍ଣ୍ଣନ ୭ମ ଅଧ୍ୟାୟ  - ବିଦ୍ୟାପତି ନୀଳାଚଳ ପ୍ରବେଶ ୮ମ ଅଧ୍ୟାୟ  - ବିଦ୍ୟାପତି ନୀଳମାଧବ ଦର୍ଶନ ୯ମ ଅଧ୍ୟାୟ  - ଇନ୍ଦଦ୍ୟୁମ୍ ନିର୍ମ...

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଅଷ୍ଟପଞ୍ଚାଶତ ଅଧ୍ୟାୟ

ଅନ୍ଧ ପ୍ରସାଦ ଭକ୍ଷଣ କଲେ ଯେତେ ପୁଣ୍ୟ ।  ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଦୁର୍ଲଭ କୀରତି  ଯେ ରୂପେ ନୀଳମାଧବ ହେଲେ ଦାରୁମୁ୍ି  ଏ ସକଳ ବୃତ୍ତାନ୍ତ ଯେ କରିଲୁ ଶ୍ରବଣ  ପୁରାଣ ଶ୍ରବଣ ବିଧ କହନ୍ତୁ ଏକ୍ଷଣ  ଆପଣଙ୍କ ଶ୍ରୀମୁଖରୁ କରିବୁ ଶ୍ରବଣ  ବିସ୍ତାରି କହ କି ରୂପେ ଶ୍ରବଣ ବିଧାନ ।  ଆପଣଙ୍କର କରୁଣା ଯଦି ଆମ୍ଭ ପ୍ରତି  ଯଥାବିଧ୍ବରେ ବର୍ଣ୍ଣନା କରନ୍ତୁ ସମ୍ପତି |  ଏହା ଶୁଣି ଜଇମିନି କହନ୍ତି ବଚନ  ଉତ୍ତମ କଥା ପୁଚ୍ିଲ ଆହେ ମୁନିଗଣ  ଯେଉଁ ପ୍ରଶ୍ନ କରିଅଛ ମନ ଆନନ୍ଦରେ  ତାହା କହିବାକୁ ଶ୍ରଦ୍ଧା ହେଉଛି ମନରେ ।  ରୋମ ଟାଙ୍କୁରି ଉଠୁଛି ଶରୀର ଆମ୍ଭର  ମୁନିବରଗଣ ଶୁଣ ମନ କରି ସ୍ଥିର |  ପୁରାଣ ଶ୍ରବଣ ଇଚ୍ଛା ଯାହାର ହୋଇବ  ପ୍ରଥମରେ ଯଥାବିଧ୍ବ ସଂକଳ୍ପ କରିବ |  ଯେ ବ୍ରାହ୍ମଣ ଶୁଦ୍ଧବଂଶେ ହୋଇଥ୍‌ବେ ଜାତ  ତାର କେଉଁ ଅଙ୍ଗ ହୋଇ ନ ଥିବ ବିକୃତ ।  ଶାନ୍ତ ସ୍ଵଭାବ ଶାସ୍ତାର୍ଥ ଜ୍ଞାନରେ ନିପୁଣ  ନିଜର ବେଦ ଶାଖାରେ ଅତୀବ ପ୍ରବୀଣ ।  ନିଜକୂଳ ପୁରୋଧାଙ୍କୁ କରିବ ବରଣ.  ବିଭବାନୁସାରେ ଦେଇ ବସନ ଭୂଷଣ ।  ପ୍ରାର୍ଥନା କରିବ ତାଙ୍କୁ ଅତି ବିନୟରେ  ଦୁଇକର ଯୋଡ଼ିକରି ପ୍ରଣମି ପଦରେ  ହେ ବ୍ରାହ୍ମଣ ଆପଣ ଯେ ବିଷ୍ୁଙ୍କ ସ୍ଵରୂପ  ଭଗବାନ ଧରିଥାନ୍ତି ବ୍ରାହ୍ମଣ ସ୍ବରୂପ ।...

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ସପ୍ତପଞ୍ଚାଶତ ଅଧ୍ୟାୟଃ

 ସସ୍ତପଞ୍ଚାଶତ ଅଧ୍ୟାୟ  ମହାଦେବ କହୁଛନ୍ତି କାଉରିକେୟ ଶୁଣ  ତୁମ୍ଭ ପ୍ରତି ଅନୁଗ୍ରହ କଲୁ ଏହିକ୍ଷଣ  ଗୁପ୍ତତମ ଶ୍ରେଷ୍ଠ ବ୍ରତ କହିଲୁ ବୁଝାଇ  ସେ ବ୍ରତ ପ୍ରତିଷ୍ଠା ବିଧ ଶୁଣ ମନ ଦେଇ  ବ୍ରତୀ ବ୍ୟକ୍ତି ଏକମାସ କାଳ ନିୟମରେ  ଏ ବ୍ରତକୁ ଆଚରଣ କରିବ ବିଧୂରେ  କାଉିକ ପୂର୍ଣ୍ଣିମା ଦିନ ନିତ୍ୟକର୍ମ ସାରି  ଜଗଦ୍ଗୁରୁ ଜଗନ୍ନାଥଙ୍କୁ ଯେ ପୂଜା କରି  ବୈଷ୍ଣବ ଶାସ୍ତ୍ରରେ ଜ୍ଞାନ ସମ୍ପନ୍ନ ବ୍ରାହ୍ମଣ  ଆଚାର୍ଯ୍ୟ ପଦରେ ଆଣି କରିବ ବରଣ  କୁଣ୍ଡଳ ମୁଦିକ୍ରା ବସ୍ତୁ ଯୁଗଳ ଚନ୍ଦନ  ସୁଗନ୍ଧ ପୁଷ୍ପ ମାଲ୍ୟରେ କରିବ ଅର୍ଚ୍ଚନ  ସେ ବିପ୍ରଙ୍କୁ ଜଗନ୍ନାଥ ଦେବ ମନେ କରି  | ପ୍ରାର୍ଥନା କରିବ ଦୁଇ କରଯୋଡ଼ି କରି  ହେ ମହାମତି ଭୁଦେବ ଆପଣ ତ ନିଜେ  ବିଷ୍ଣୁଙ୍କ ଚଳନ୍ତି ମୁ୍ିରୂପେ କର ବିଜେ  ହେ ପଣ୍ତିତବର ସର୍ବ ପାପହାରୀ ହରି  କୃପା କରିଣ ପ୍ରସନ୍ନ ହୋଇବେ ଯେପରି  ଶଙ୍ଖ ଚକ୍ର ଗଦାଧର ଜ୍ୟେତିର୍ମୟ ସ୍ଵାମୀ  ଦେବାଧ୍ୂପତି ପ୍ରଭୁଙ୍କୁ କରାନ୍ତି ପ୍ରସନ୍ନ  ¡ | ମୋ ବ୍ରତ ପ୍ରତିଷ୍ଠା ବିଧ୍ବ କରନ୍ତୁ ସମ୍ପନ୍ନ  ପାପାର୍ଣ୍ଣବେ ବୁଡ଼ି ନାନା ଦୁଃଖ ସହୁଅଛି  ¡ | ନିରାଶ୍ରୟେ ଅଚେତନ ପ୍ରାୟ ପଡ଼ିଅଛି  ଶରଣ ଯାଉଛି ମୋତେ କର ପରିତ୍ରାଣ.  । | ବ୍ରତ ପ୍ରତିଷ୍ଠା ନିମିତ୍ତ ଆଚାର୍ଯ୍ୟ ବ୍ରାହ୍...

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଷଟ୍ପଞ୍ଚାଶତ ଅଧ୍ୟାୟଃ

 ଷିଟ୍‌ପଞ୍ଚାଶତ ଅଧ୍ୟାୟ  ମହାଦେବ କହୁଛନ୍ତି ବସ୍ସ ଏବେ ଶୁଣ  ଶାସ୍ତ୍ର ସିଦ୍ଧାନ୍ତ ବିଷୟ କରିଣ ଶ୍ରବଣ |  ସଂକଳ୍ପ କରି କ୍ଷେତ୍ରକୁ କରିବ ଗମନ  ମନମଧ୍ୟୟେ ଚିନ୍ତାକରି ଶ୍ରୀପୁରୁଷୋତ୍ତମ ।  ସେ ସ୍ଥାନକୁ ଯାଇ ଜଗଦ୍‌ଗୁରୁଙ୍କୁ ଦର୍ଶନ  ଯଥାବିଧ୍ବ ପୁଜାସାରି କରିବ ପ୍ରଣାମ |  ପ୍ରାର୍ଥନା କରିବ ଦୁଇ କରଯୋଡ଼ି କରି  ହେ ନାଥ ସଂସାର ସମୁଦ୍ରରୁ କର ପାରି ।  ସଂସାରେ ହେଲି ମୁଁ ଜନମ  ସେ କାର୍ଯ୍ୟରେ ଅଗଣିତ ପାତକ ସଞ୍ଚତ  କୃପା କଲେ ସେ ସକଳ ହେବ କ୍ଷପ୍ରାପ୍ତ |  ଆପଣଙ୍କର ସନ୍ତୋଷ ଅର୍ଥେ କେତେଦିନ  କରିବି ଶକ୍ତିରେ ପୂଜା ବ୍ରତ ଅନୁଷ୍ଠାନ  ଏ ବିଷୟରେ କରନ୍ତୁ ଅନୁଜ୍ଞା ପ୍ରଦାନ  ହେ ପ୍ରଭୁ ଲୋକଙ୍କୁ କୃପା କରନ୍ତି ଆପଣ  ହେ ଦେବ ପାପ ସାଗରୁ ଯେ ରୂପେ ଉତ୍ତୀର୍ଣ୍ଣ  ସେ ରୂପ ଆପଣ ଆଜ୍ଞା କରନ୍ତୁ ପ୍ରଦାନ  ଜଗନ୍ନାଥଙ୍କୁ ଏ ରୂପେ ପ୍ରାର୍ଥନା କରିବ  କାର୍ରିକ ମାସରେ ବ୍ରତ ସଂକଳ୍ପ କରିବ  ସେହି ଦିନଠାରୁ ଗବ୍ୟ ଦୁଗ୍ଧ ଶାଳି ଅନ୍ଧ  ଶୁଚିହୋଇ ପ୍ରତିଦିନ କରିବ ଭୋଜନ  ପ୍ରତ୍ୟେହ ସ୍କାନ ସାଗର ଜଳେ ତ୍ରିସନ୍ଧ୍ୟାରେ  ପୁରୁଷ ପରତିପାଦକ ମନ୍ତ୍ର ଯେ ବେଦରେ  ଚତୁର୍ବର୍ଗ ପୁରୁଷାର୍ଥ ଲାଭର କାରଣ  ବୈକୁଣ୍ଠ ଗମନ ପକ୍ଷେ ଅଟଇ କଲ୍ୟାଣ  ସର୍ବ କଳ୍ପଷ ନାଶନ ପୁରୁଷ ସୁକ୍ତି...