ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ସପ୍ତପଞ୍ଚାଶତ ଅଧ୍ୟାୟଃ
ସସ୍ତପଞ୍ଚାଶତ ଅଧ୍ୟାୟ
ମହାଦେବ କହୁଛନ୍ତି କାଉରିକେୟ ଶୁଣତୁମ୍ଭ ପ୍ରତି ଅନୁଗ୍ରହ କଲୁ ଏହିକ୍ଷଣଗୁପ୍ତତମ ଶ୍ରେଷ୍ଠ ବ୍ରତ କହିଲୁ ବୁଝାଇସେ ବ୍ରତ ପ୍ରତିଷ୍ଠା ବିଧ ଶୁଣ ମନ ଦେଇବ୍ରତୀ ବ୍ୟକ୍ତି ଏକମାସ କାଳ ନିୟମରେଏ ବ୍ରତକୁ ଆଚରଣ କରିବ ବିଧୂରେକାଉିକ ପୂର୍ଣ୍ଣିମା ଦିନ ନିତ୍ୟକର୍ମ ସାରିଜଗଦ୍ଗୁରୁ ଜଗନ୍ନାଥଙ୍କୁ ଯେ ପୂଜା କରିବୈଷ୍ଣବ ଶାସ୍ତ୍ରରେ ଜ୍ଞାନ ସମ୍ପନ୍ନ ବ୍ରାହ୍ମଣଆଚାର୍ଯ୍ୟ ପଦରେ ଆଣି କରିବ ବରଣକୁଣ୍ଡଳ ମୁଦିକ୍ରା ବସ୍ତୁ ଯୁଗଳ ଚନ୍ଦନସୁଗନ୍ଧ ପୁଷ୍ପ ମାଲ୍ୟରେ କରିବ ଅର୍ଚ୍ଚନସେ ବିପ୍ରଙ୍କୁ ଜଗନ୍ନାଥ ଦେବ ମନେ କରି| ପ୍ରାର୍ଥନା କରିବ ଦୁଇ କରଯୋଡ଼ି କରିହେ ମହାମତି ଭୁଦେବ ଆପଣ ତ ନିଜେବିଷ୍ଣୁଙ୍କ ଚଳନ୍ତି ମୁ୍ିରୂପେ କର ବିଜେହେ ପଣ୍ତିତବର ସର୍ବ ପାପହାରୀ ହରିକୃପା କରିଣ ପ୍ରସନ୍ନ ହୋଇବେ ଯେପରିଶଙ୍ଖ ଚକ୍ର ଗଦାଧର ଜ୍ୟେତିର୍ମୟ ସ୍ଵାମୀଦେବାଧ୍ୂପତି ପ୍ରଭୁଙ୍କୁ କରାନ୍ତି ପ୍ରସନ୍ନ¡ | ମୋ ବ୍ରତ ପ୍ରତିଷ୍ଠା ବିଧ୍ବ କରନ୍ତୁ ସମ୍ପନ୍ନପାପାର୍ଣ୍ଣବେ ବୁଡ଼ି ନାନା ଦୁଃଖ ସହୁଅଛି¡ | ନିରାଶ୍ରୟେ ଅଚେତନ ପ୍ରାୟ ପଡ଼ିଅଛିଶରଣ ଯାଉଛି ମୋତେ କର ପରିତ୍ରାଣ.। | ବ୍ରତ ପ୍ରତିଷ୍ଠା ନିମିତ୍ତ ଆଚାର୍ଯ୍ୟ ବ୍ରାହ୍ମଣସେ ରୂପରେ ପୂଜା କରି ଉପହାର ଦେଇହସ୍ତ ପ୍ରମାଣରେ କୂଣ୍ଡ କରିବେ ଖନନଶ୍ରୀ ଭଗବାନଙ୍କୁ ମନେ କରିଣ ସ୍ଲୁରଣତହିଁ ସଂସ୍କାର କରିଣ ବୈଣ୍ଠବ ଅଗ୍ନିକୁଷୋଡ଼ଶୋପଚାରେ ପୂଜା କରିବେ ବହିକୁ ।ନାରାୟଣ ସ୍ଵରୂପରେ ଅଗ୍ନି ଦେବଙ୍କରପୁଜା କରିବେ ପୁରୁଷ ସୂକ୍ତରେ ସତ୍ବର ।ଆଦ୍ୟନ୍ତେ ପ୍ରଣବ ଶେଷୈ ସ୍ବାହା ଏ ମନ୍ତ୍ରରେଅଷ୍ଟାକ୍ଷର ରୂପେ ନାରାୟଣ ସାକ୍ଷାତରେଅଗ୍ନିରେ ଆହୁତି ପଞ୍ଚ ସହସ୍ର ସଂଖ୍ୟାରେଆଚାର୍ଯ୍ୟ କରିବେ ହୋମ ପ୍ରତ୍ୟେକ ଦ୍ରବ୍ୟରେ।ଘୃତ ମଧୁଯୁକ୍ତ ପାୟାସାନ୍ଧ କୃଷ୍ଣତିଳପଲାଶ ସମିଧ ଗବ୍ୟଘ୍ୂତ ଏ ସକଳଅନନ୍ତର ବ୍ରତୀ ବ୍ରହ୍ମା ରତ୍ରିଜ ବ୍ରାହ୍ମଣସ୍ପଷ୍ଟାକ୍ଷରେ ସୁମଧୁର ସ୍ଵରରେ ଗାୟନପୌରୁଷ ଆଗ୍େୟ ବିଷ୍ଣୁ ସୃକ୍ତାଦି ପଢ଼ିବେବସୁଧରା ପକାଇଣ ପ୍ରାର୍ଥନା କରିବେପରମ ପୁରୁଷ ରୂପୀ ଅଗ । ଦେବଙ୍କରପୁରୁଷ ସୁକ୍ତରେ ସ ସୁୁତି କରି ଯୋଡ଼ିକରହେ ଦେବ ଜଗତନାଥ ସଂସାର ତାରଣଦୁସ୍ତର ପାପ ସାଗରେ ହୁଏ ଭାସମାନ ।ହେ ଦୀନତାରକ ମୋତେ ପରିତ୍ରାଣ କରଆପଣଙ୍କ ବିନା କିଏ କରିବ ଉଦ୍ଧାର |ହେ ଅପ୍ରମେୟ କରୁଣା ସିନ୍ଧୁ କୃପାକରମାଦଧଶଜନ ହୋଇବ ପୁଣ୍ୟାତ୍ମା ପ୍ରବରଏ ରୂପ ପ୍ରାର୍ଥନା କରି ଦେବ ନାରାୟଣରୂପରେ ବହ୍ଧିକୁ ଚିନ୍ତା କରିବ ତକ୍ଷଣସପ୍ତବାର ପ୍ରଦକ୍ଷିଣ ବେଗେ କରିସାରିଦଣ୍ଡବତ ପ୍ରଣାମ ଯେ କ୍ଷିତିତଳେ କରିତପୂରେ ଷୋଡ଼ଶାକ୍ଷର ମନ୍ତ୍ର ଉଚ୍ାରିଣଷୋଳଥର ପୁଷ୍ପାଞ୍ଜଳି କରିବ ପ୍ରଦାନନିଜକୁ ଯେ ପାପମୁକ୍ତ ମନରେ ଚିନ୍ତିବପୂର୍ଣାହୁତି ଦେଇ କର୍ମ ସମାପ୍ତ କରିବଏହାପରେ ପ୍ରଭୁଙ୍କର ସମ୍ମୁଖେ ବସିବବିଷୁଙ୍କ ମହିମା ପୂର୍ଣ ପୁରାଣ ପଢ଼ିବବୃହତ୍ ସାମ ବାମଦେବ୍ୟ ସାମ ଗାଥାମାନସୁମଧୁରେ ଉଦ୍ଦାତ୍ତାଦି ସ୍ଵରେ କରି ଗାନମ୍ଭଣାଚିକେତ ଯେ ସାମ ଉଦାଉ୍ତ ସ୍ଵରରେଗାନ କରିବା କର୍ଭବ୍ୟ ଅଟେ ସେ କାଳରେ ।ଏହି ରୂପରେ ଅନ୍ୟାନ୍ୟ ସୁୁତି ଗୀତମାନଶ୍ରତି ଉପନିଷଦାଦି କରିବ ପଠନଅଖୁଳ ଜଗତନାଥ ଶ୍ରୀ ଭଗବାନଙ୍କୁପ୍ରସନ୍ନ କରାଇ ବିତାଇବ ରଜନୀକୁ |ପ୍ରଭାତ କାଳ ହୁଅନ୍ତେ ସେହି ଯଜମାନଅନ୍ୟ ବ୍ରତୀଗଣ ସହ କରିବ ଗମନ |ତୀର୍ଥରାଜ ସମୁଦ୍ରର ଜଳେ କରି ସ୍କାନବଟମୂଳେ ଉପସ୍ମିତ ହେବ ଯଜମାନ |ଭଗବାନଙ୍କ ରୂପରେ ସେ କଳ ପଟକୁବିଧ୍ୂରେ ପୂଜା ଝ କରିବ ଆଉ ଗରୁଡ଼ଙ୍କ ।ଅନନ୍ତର ଦାରୁବ୍ରହ ରୂପୀ ଭଗବାନପାପାନ୍ଧକାରେ ନାଶନେ ଭାସ୍କର ସମାନ ।ପୁର୍ଲଷ ସୁକ୍ତରେ ଯଥାବିଧ୍ବ ପୂଜା ସାରିପ୍ରାଥନା କିରିବ ଦୂଇକର ଯୋଡ଼ିକରି |ହେ ଦେବ ! ପାଦ ପଦରେ କରୁଛି ପ୍ରଣାମକୃପାକରି ମୋତେ କର ବେଗେ ପରିତ୍ରାଣ ।ତ୍ରିତାପ ଜଳଧ୍ୂ ଜଳେ ହୋଇଛି ନିମଗ୍ନଚେତନା ଶୂନ୍ୟ ହୋଇଛି କର ପରିତ୍ରାଣ ।ହେ ଦୀନଜନ ଉଦ୍ଧାର କରଣେ ତପ୍ପରଜଗନ୍ନାଥ ଏହି ଦୂଃଖ ସାଗରୁ ଉଦ୍ଧାର |ହେ ନାଥ ! ଆପଣ ମୋତେ କଲେ ଅନୁଗ୍ରହମୋ ବ୍ରତ ସଫଳ ହେବ ନାହିଁତ ସନ୍ଦେହ ।ହେ ଦେବ ! ଜଗତ ପ୍ରଭୁ ଯେପରି ମୋହରଆତ୍ମା ପ୍ରସନ୍ନ ହୋଇବ ନିର୍ମଳ ଶରୀର ।ଆପଣଙ୍କ ଚରଣାରବିନ୍ଦ ସନ୍ଧିଧୂରେବାସ କରିଣ ରହିବି ମୁଁ ଯେଉଁ ପ୍ରକାରେ ।ପୁରୁଷ ସୁକ୍ତ ସହସ୍ର ନାମ ବିଷ୍ଣୁଙ୍କରପାଠ କରି ପ୍ରଦକ୍ଷିଣ କରିବ ସତ୍ଵର |ହିରଣ୍ୟ ଗର୍ଭ ନାମକୁ ଦ୍ଵାଦଶ ଅକ୍ଷରେସମ୍ୁଟ କରି ପ୍ରଣାମ କରିବ ବିଧ୍ୂବରେ |ତପୂରେ ଗୃହକୁ ଆସି ଅଗ୍ଧି ସମୀପରେଉପବିଷ୍ଟ ହୋଇ ପୂଜା କରିବ ବିଧ୍ବରେ ।ପ୍ରଜ୍ବଳିତ ଅଗ୍ନି ମଧ୍ୟ ଦେବ ଦେବଙ୍କରଭକ୍ତିଭରେ ପୂର୍ବପରି ଦେଇ ଉପଚାର ।ପ୍ରଣାମ କରି ତାପରେ ଅଗ୍ନି ବିସର୍ଜନଦକ୍ଷିଣା ଦେଇ ତୋଷିବ ଆଚାର୍ଯ୍ୟଙ୍କ ମନ ।ସୁଲକ୍ଷଣା ଦେହଶୋଭା ସୂର୍ଣ୍ଣ ଭୂଷଣରେଦୂଗ୍ଧବତୀ ଧେନୁ ଦେବ ବସ୍ଥା ସହିତରେ ।ମହାମୁଲ୍ୟ ବସ୍ତ ଯୁଗ ଧାନ୍ୟ ଯେ ସୁବର୍ଣ୍ତାମ୍ପପାତ୍ରେ ଘୃତ କାଂସ୍ୟପାତ୍ରେ ପରିପୂର୍ଣ୍ଣ ।କାଂସ୍ୟରେ ନିର୍ମିତ ତୈଳପାତ୍ର ପୟଃପୀତ୍ରଦଧୂପାତ୍ର ଆଦି ସବୂ ଦକ୍ଷିଣା ସହିତ |ଅନ୍ୟ ବ୍ରତୀଗଣ ନିଜ ଶକ୍ତ ଅନୁସାରେ ପରିଶିଷ୍ଟ ଅଧ୍ୟାୟବ୍ରାହ୍ମଣ ଦକ୍ଷିଣା ଯେ ଦେବେ ସେ ସ୍ଥାନରେ ! |ବେଦ ବେଦାନ୍ତାଦି ଶାସ୍ତ୍ରଜ୍ଞାନରେ ନିପୁଣମଧୁପାତ୍ର ଆଦି ଷୋଳହସ୍ତ ପରିମିତବସ୍ତ୍ର ଯୁଗ୍ଧ ଆନନ୍ଦରେ ଦକ୍ଷିଣା ଦେବତଏ ଦିନ ବହୁ ବିପ୍ରଙ୍କୁ ଗନ୍ଧମାଲ୍ୟ ଦେଇଜୈମିନି ମୁନିଙ୍କୁ ପଚାରନ୍ତି ମୁନିଗଣ |ହେ ମୁନି କହିଲ ଜଗନ୍ନାଥଙ୍କ ଚରିତପୁରୁଷୋତ୍ତମ କ୍ଷେତ୍ରର ସକଳ ବୃତ୍ତାନ୍ତ |ଭୋଜନ ଯେ କରାଇବେ ଦକ୍ଷିଣାକୁ ଥୋଇ | |ଦ୍ଵାଦଶ ଯାତ୍ରା ବିଧାନ କରିଲ ବର୍ଣ୍ନଇଷ୍ଟଦେବ ଦେବୀଙ୍କୁ ଯେ କରିବ ଅର୍ଚ୍ଚନାଭଗବାନ ସ୍ଵରୂପରେ କରିବ ବନ୍ଦନାଦୀନ ଅନାଥ ବିପନ୍ନ ଜନ ଥିବେ ଯେତେସେମାନଙ୍କୁ ଅନ୍ଧ ଦାନ ଦେବ ଶ୍ରଦ୍ଧା ଚିତ୍ତେ ।ଏହାପରେ ଦିନ ଶେଷେ ଇଷ୍ଟ ବନ୍ଧୁଗଣସହିତରେ ଆନନ୍ଦରେ କରିବ ଭୋଜନହେ ପୁତ୍ର ଏ ବ୍ରତ କରେ ମଙ୍ଗଳ ପ୍ରଦାନଏହାଠାରୁ ଅତ୍ୟୁତ୍ତମ ବ୍ରତ ନାହିଁ ଅନ୍ୟଏ ବ୍ରତ ସମାନ ନାହିଁ ଆଉ ଅନ୍ୟ ବ୍ରତଥିଲେ କୁହା ଯାଇଥାନ୍ତା ଅନ୍ୟ ଶାସ୍ତ୍ରରେ ତ |ଏ ବ୍ରତ କରିଲେ ପାପ ହୁଅଇ ବିଲୀନଏ ସ୍ଥାନରେ ତୁମ୍ଭଆଗେ କରିଲୁ ବର୍ତନହେ ଷଡ଼ ଆନନ ଆମ୍ଭେ ଜାଣୁ ଯେତେ ବ୍ରତତା ମଧ୍ୟରେ ଶ୍ରେଷ୍ଠତମ ଏ କାଉଁକ ବ୍ରତଯେ ବ୍ରତେ ଅନାଦି ଜନ୍ମ କଳ୍ପଷ ନିଶ୍ଚୟଦୁଃଖ ଦାନ କରେ ଯାହା ତା ହୁଏ ବିଲୟଏ ବିଧ୍ବରେ ଏହିବ୍ରତ କଲେ ଅନୁଷ୍ଠାନଭକ୍ତି ଅନୁସାରେ ସିଦ୍ଧି ହୁଏ ସର୍ବକାମସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେସପ୍ତପଞ୍ଚାଧ୍ୟାୟ ଶେଷ ଉତ୍କଳ ଭାଷାରେବୃନ୍ଦାବନଚନ୍ଦ୍ରଜୟ ଗୋକୁଳ ବିହାରୀଲୀଳାଛଳେ ଗୋପପୁର ଅନିଷ୍ଟ ନିବାରିପାପୀମାନଙ୍କର ପାପ କରୁଛ ଦହନସେ ଅଭୟ ପଦ ହରିହରର ଶରଣଇତି ଶ୍ରୀ ସ୍ନ୍ଦ .ପୁରାଣେ ଉତ୍କଳ ଗଣ୍ଡେ.କାଉିକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନେନାମ ସପ୍ତପଞ୍ଚାଶତ ଅଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
Brass Jagannath
.
Brass Jagannath
Comments
Post a Comment