ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ତ୍ରୟୋଦଶଧ୍ୟାୟଃ
ତ୍ରୟୋଦଶ ଅଧ୍ୟାୟ
ସକଳ ଲୋକେ ବିଦିତ ହେବେ ନିଶ୍ଚୟଟି ।କହୁଛନ୍ତି ଦ୍ଵିଜଗଣ ଶୁଣ ମୁନିବରଆହେ ପ୍ରଭୁ ବୃଷଧ୍ଵଜ ! ଦିଅନ୍ତୁ ଆଦେଶସସୈନ୍ୟେ ନୀଳପର୍ବତେ ହୋଇବ ପ୍ରବେଶାରାଜାଙ୍କୁ ମହାଯଜ୍ଞରେ କରିଣ ଦୀକ୍ଷିତପୁନର୍ବାର ଆସି ହେବି ପଦେ ପ୍ରଣିପାତ ।କହନ୍ତି ଜୈମିନି ସେହି ବୃଷଭ ବାହନନାରଦଙ୍କୁ ଅନୁମତି କରିଲେ ପ୍ରଦାନ |ନାରଦ ଦେଖନ୍ତେ ଶିବ ହେଲେ ଅନ୍ତର୍ବାନରଷି ରାଜା ଦୁହେଁ ରଥ କଲେ ଆରୋହଣ ।ପୁରୁଷୋତ୍ତମ କ୍ଷେତ୍ରକୁ କରିଲେ ପ୍ରୟାଣକପୋତେଶ୍ବର ସମୀପେ ଗଲେ .ପରଦିନସେ ସ୍ଥାନରେ ବହୁବିଧ ବୃକ୍ଷ ବିରାଜିତଜଳାଶୟମାନଙ୍କରେ ଅତି ସୁଶୋଭିତ ।ପୂର୍ବଦିଗେ ସମୁଦ୍ରତଟରେ ବିଲ୍ଲେଶ୍ବଵରସମୀପରେ ସକଳ ସୈନ୍ୟ ରଖୁଲେ ନବର ।ଯଥାଯୋଗ୍ୟ ବାସସ୍ଥାନ କଲେ ନିରୂପଣ
କପୋତେଶ୍ବର ଶିବଙ୍କୁ ପୂଜିଲେ ତକ୍ଷଣନାରଦଙ୍କ ସହିତରେ ରଥେ ଚଳିଗଲେନୀଳାଚଳନାଥଙ୍କୁ ସେ ମନରେ ଚିନ୍ତିଲେ ।ନାମ କରିଣ କୀର୍ଉଁନ ବିଖୁ ସନ୍ଧିଧ୍ୟାନରାଜାଙ୍କ ସଙ୍ଗେ ନାରଦ କରିଲେ ଗମନ ।ଦ୍ଵାଦଶ ଛନ୍ଦ ଉତ୍କଳ ଭାଷାରେ ସମାପ୍ତରକ୍ଷା କରନ୍ତୁ ନୀଳଦ୍ରିନାଥ ଏ ଜଗତଏକ ଆମ୍ମା ହରି ହର ନୁହନ୍ତି ପୂଥକକହନ୍ତି ପୃଥକ ବୋଲି ମୂୁଢ଼ମତି ଲୋକ ।କୋଟି ଲିଙ୍ଗଶ୍ଵର ରୂପେ ତୁମ୍ଭେ ପୂଜା ପାଅଏକାମ୍ର କାନନେ ପ୍ରଭୁ ଆହେ ଦୟାମୟ ।ହରିହର ରୂପେ ତୁମ୍ଭେ କରିଅଛ ବିଜେଦୀନ ହରିହର ନମେ ଚରଣ ସରୋଜେ ।ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳଖଣ୍ଡେ ଇନ୍ଦ୍ରଦ୍ୟୁମ୍ନରାଜା ନାରଦ ମହର୍ଷି ସହ ଏକାମ୍ର କାନନେପ୍ରବେଶ ନାମ ଦ୍ଵାଦଶୋଦଧ୍ୟାୟଃ |କାହିଁକି ପ୍ରସିଦ୍ଧ ସ୍ଥାନ ସେ କପୋତଶ୍ବଵର ।ସେ ସ୍ଥାନର କେଉଁ ଖ୍ୟାତି କିଏ ବା କପୋତ
କପୋତର ଅଟେ କିଏ ଇଶ୍ଵର ଉଚିତ ।ଏ ସକଳ ବିଷୟକୁ କରନ୍ତୁ ବଖାଣନୀଳାଦ୍ରୀନାଥଙ୍କ ମନେ କରିବୁ ସ୍ମରଣ ।କହନ୍ତି ଜୈମିନି ମୁନି ଶୁଣ ଦ୍ବିଜଗଣପୂର୍ବକାଳେ ସେହି ସ୍ଥାନ ଥଲା କୁଶ ବଣ ।ତୀକ୍ଷ୍ଣ ଅଗ୍ର କୁଶକଣ୍ଠା ଚାରିଦିଗେ ପୂର୍ଣବୃକ୍ଷ ତହିଁ କିଛି ନାହିଁ ଜଳାଶୟ ଶୂନ୍ୟ |ପିଶାଚଗଣର ବାସ ରୂପ ସେହି ସ୍ଥୀନଏକଦା ଧୂର୍ଜଟି ତହିଁ କରିଲେ ଗମନ |ମନରେ ବିଚାର କଲେ ଭଗବାନଙ୍କରସବୁସ୍ଥାନେ ପୂଜା ହୁଏ ନ ହୁଏ ମୋହର ।ଭଗବାନଙ୍କର ହୁଏ ଯେ ପ୍ରକାରେ ପୂଜାସବୁସ୍ଥାନେ ସେହିପରି ହେବ ମୋର ପୂଜା ।ଏହିପରି ଚିନ୍ତାକଲେ ତହିଁ ମହାଦେବବିଷୁଭକ୍ତି ବିଷୟରେ ଜାତ ମନୋଭାବ ।ସକଳ ବିଷୟ ଆଶା ତ୍ୟାଗ ମୁଁ କରିବିବିଷୟ ଶୂନ୍ୟ ପ୍ରଦେଶେ ସର୍ବଦା ରହିବି ।ମହତୀ ତପସ୍ୟା ଅନୁଷ୍ଠାନେ ଯିବ ଦିନସନ୍ତୁଷ୍ଟ ହୋଇବେ ମୋତେ ପ୍ରଭୁ ନାରାୟଣ ।
ସେ ପ୍ରଭୁ ଅଟନ୍ତି ସ୍ଵୟଂ ଲକ୍ଷ୍ମୀଙ୍କର ପତିତାହାଙ୍କୁ ଦେବା ପଦାର୍ଥ କିଛି ନାହିଁ କ୍ଷିତି ।ଆଉ ମଧ୍ୟ ସେହି ପ୍ରଭୁ ବାକ୍ୟ ଦେବୀ ପତିକେଉଁ ପ୍ରକାରେ ତାଙ୍କର କରିବି ମୁଁ ସ୍ତୁତି ।ସେ ତ ଅଚନ୍ତି ନିଖମଳ ବ୍ରହ୍ମାଣ୍ଡ ଇଶ୍ଵରତାଙ୍କର ସନ୍ତୋଷ ଚିତ୍ତ କିମ୍ପା ଦରକାର ।ଭଗବାନଙ୍କୁ ଯଦ୍ୟପି କରିବି ସନ୍ତୋଷଅନ୍ତର୍ଯାଗ ବିଧାନରେ ପୂଜିବି ଅବଶ୍ୟ ।ଯିବି ଏକଚିତ୍ତେ ଭକ୍ତଗଣି ସମୀପକୁଆମ୍ଭ ସମର୍ପଣ କରି ଦେବି ମୁଁ ତାହାଙ୍କୁ ।ଚରାଚର ଗୁରୁ ହରିଙ୍କର ଆରାଧନାକଲେ ସକଳେ ମୋ ପୂଜା କରିବେଟି ସିନା ।ତପସ୍ୟା କଲେ ତାଙ୍କର ପ୍ରସାଦ ପାଇବି.ସକଳ ଲୋକରେ ପୂଜନୀୟ ମୁଁ ହୋଇବି ।ଏହିରୂପେ ମନେ ଚିନ୍ତାକରି ବିଶ୍ଵନାଥନୀଳସୁନ୍ଦର ପର୍ବତେ ହେଲେ ଉପସ୍ଥିତ ।ହିଂସା ଶୂନ୍ୟ ପୁଣି ଭୂମି କୂଶବନ ଯହିଁ `ହର ତପି ସାଧ୍ଵବାକୁ ମନ କଲେ ତହିଁମହେଶ୍ବର ବାକ୍ଷୁ ମାତ୍ର କରିଲେ ଭୋଜନଅତି କଠୋର ତପରେ କଟାଇଲେ ଦିନସବଭୂତ ପତିଙ୍କର ଯେଉଁ ସୁଳକାୟତପସ୍ୟାରେ ସୂକ୍ଷ୍ମ ହେଲା କପୋତର ନ୍ୟାୟ ।ସେହିକାଳେ ଭଗବାନ ହୋଇଲେ ପ୍ରସନ୍ନଶିବଙ୍କୁ ଏଶ୍ବର୍ଯ୍ୟ ଦାନ କରିଲେ ବହନ ।ଭଗବାନଙ୍କର ପୂଜା ହେଉଛି ଯେପରିସକଳେ ପୂଜା କରିବେ ତୁମ୍ଭଙ୍କୁ ସେପରି ।ଶିବ ତପ ପ୍ରଭାବରେ ସେହି କୂଶବନେବୁନ୍ଦାବନର ୟେ ଶୋଭା ଫୁଟିଲା ତକ୍ଷଣେ ।ମନୋହର ସରୋବର ତଡ଼ାଗେ ଶୋଭିତସଦା ନୀରା ନଦୀଦ୍ଵାରା ହେଲା ସୁଶୋଭିତ ।ନାନାବିଧ ତରୁଲତା ସକଳ ରତୁରଫଳ ପୁଷ୍ଠ ଗଭ ମଧୁ ପିଅନ୍ତି ଭ୍ରମରଭ୍ରମର ଝଂକୃତ ଧ୍ଵନି ହୁଏ କର୍ଣ୍ଣ ତୃପ୍ତିନାନାବିଧ ପକ୍ଷୀ କୁଜନରେ ଚକ୍ଷୁ ' ପ୍ରୀତି !
ସର୍ବ ପ୍ରାଣୀ ସୁଖକର ହେଲା ସେହି ସ୍ଥାନଶିବ ତପସ୍ୟାରେ ହେଲେ କପୋତ ସମାନ ।ଦେହର ସ୍ତୁଳତା ଗଲା ଦେହ ଶୁଷ୍ଠ ହେଲାକପୋତଶ୍ବର ଏ ନାମ ପ୍ରସିଦ୍ଧି ଲଭିଲା ।ଭଗବାନଙ୍କର ଆଜ୍ଞା କେ ପାରିବ ମେଣ୍ଟିତହିଁ ମୁର୍ବନୀ ସହିତ ବିଜୟ ଧୂ୍ଜଟି |କପୋତେଶ୍ବର ଶିବଙ୍କୁ ଅର୍ଚ୍ଚନ ବନ୍ଦନସ୍ତବ ପାଠ ପ୍ରଣାମାଦି କରିବ ଯେ ଜନ ।ନିଷ୍ପାପ ହୋଇଣ ପୁରୁଷୋତ୍ତମ ଦର୍ଶନକରିବାକୁ ସମର୍ଥ ଯେ ଅଟେ ସେହି ଜନ୍ ।ବିଲେଶ୍ଵର ଶିବଙ୍କର ମହିମା ବର୍ଣ୍ଣନ୍କହୁଅଛି ଦ୍ଵିଜଗଣ ମନ ଦେଇ ଶୁଣ |ପୁର୍ବକାଳେ ପାତାଳରେ ଥିଲେ ଦୈତ୍ୟଗଣପରଥିବୀକୁ ଏକଦ୍ଵାର କଲେ ନିରିମାଣନାନା ଉପଦ୍ରବ କଲେ ଭୂଲୋକରେ ଆସିମନୁଷ୍ୟ ଭକ୍ଷଣ କଲେ ଘରେ ଘରେ ପଶିସେକାଳେ ଦୁଭାର ନାଶ କରିବା ନିମିତ୍ତଦେବକୀ ଗର୍ଭେ ଜନମ ହେଲେ ଲକ୍ଷ୍ମୀକାନ୍ତ |ପୁଥବୀ ପାଳନ କରୁଥିଲେ ଯେ କାଳରେଦିନେ ପାଣ୍ଡବ ଯାଦବଗଣ ସଙ୍ଗତରେଶ୍ରୀକୃଷ୍ଣ ଏହି କ୍ଷେତ୍ରକୁ କଲେ ଆଗମନତୀଥରାଜ ସମୁଦ୍ରରେ କରିଲେ ସ୍ଵାହାନନୀଳମାଧବଙ୍କୁ ମନମଧ୍ୟେ ପ୍ରଣମିଲେଦୈତ୍ୟଯଗଣଙ୍କର ଦ୍ଵାରା ଅନ୍ଵେଷଣ କଲେ ।ଦେଖୁଲେ ଏକ ବିବର ଅତି ଭୟଙ୍କରସେ ବାଟେ ଯିବାକୁ ନାହିଁ ସାଧ୍ୟ ମନୁଷ୍ୟର ।ଶ୍ରୀକୃଷ୍ଣ ଛଳନା କରି କହିଲେ ସେ ସ୍ଥାନେସର୍ବେମିଳି ଶିବପୂଜା କର ଏହି ସ୍ଥାନେ ।ଏକଗୋଟି ବିଲ୍ଲଫଳ ଥିଲା ଯେ ସ୍ଥାନରେସେ ଫଳରେ ଶିବଙ୍କୁ ଯେ ଆବାହନ କଲେ ।ଯଥାବିଧ୍ବରେ ଶିବଙ୍କୁ ପୁଜିଲେ ତକ୍ଷଣପୂଜାଶେଷେ ସ୍ତବ ସ୍ତୋତ୍ର କଲେ ଉଚ୍ଚାରଣ ।ସଦାଶିବ ! ଆପଣ ତ ତ୍ରିଗୁଣ ରହିତପୁନଃ ତ୍ରିଗୁଣେ ହୋଇଛ ତୁମ୍ଭେ ପ୍ରକାଶିତ |ବେଦତ୍ରୟ ରୂପେ ତୁମ୍ଭେ କରାଉଛ କର୍ମବେଦବାହ୍ୟ ଅଟେ ଯେଉଁ ନୈଷ୍ପର୍ମ ସାଧନ ।ଭୂତ ଭବିଷ୍ୟତ ବର୍ଭମାନ ତିନିକାଳଜାଣନ୍ତି ପୁଣାମ କରୁଅଛୁ ପାଦତଳ |ଚନ୍ଦ୍ର ସୂର୍ଯ୍ୟ ଅଗ୍ନି ତିନି ନୟନ ତୁମ୍ଭରବ୍ରହ୍ମସ୍ବଚୂପୀ ପରମ ଆମ୍ମା ତୁମ୍ଭେ ହର |ଅଣିମାର୍ଦି ଅଷ୍ଟ ଏଶ୍ବର୍ଯ୍ୟର ଅଧୀଶ୍ବର
କ୍ଷିତ୍ୟପ୍ ତେଜମରୁତ୍ ବ୍ୟୋମସୂର୍ଯ୍ୟ ନିଶାକର ।ହୋତା ଏହି ଅଷ୍ଟମୂର୍ଭି ରୂପେ କର ବିଜେପ୍ରଣାମ କରୁଛୁ ତବ ଚରଣ ସରୋଜେ ।ଶିବ ଅବ୍ୟୟ ସ୍ଵରୂପ ତୁମ୍ଭେ ଅବ୍ୟକତତମୋଗୁଣ ପରପାରେ ସଦା ଅବସ୍ଥିତ ।ତମୋଗୁଣ ନାଶକରୀ ଅଜ୍ଞାନ ଜନରତମ ଗ୍ରେଦନରେ ଦକ୍ଷ ପ୍ରଭୁ ମହେଶ୍ଵର ।ତମୋଗୁଣ ବିରହିତ ଅଟନ୍ତି ଆପଣବାରମ୍ବାର ଶ୍ରୀଚରଣେ କରୁଛୁ ପ୍ରଣାମ |ଏହି ପ୍ରକାରେ ଶ୍ରୀକୃଷ୍ଣ ସ୍ଵୟଂ ଭଗବାନଆପଣଙ୍କୁ ଆପଣେ ତ କରିଲେ ପ୍ରଣାମ ।ଶିବରୂପୀ ବ୍ରହ୍ମାଙ୍କର ଦୟାରେ ତତ୍କାଳବିବର ମଧ୍ୟରେ ପଥ ଦିଶିଲା ନିର୍ମଳ ।ସେ ପରେ ଶ୍ରୀକୃଷ୍ଣ ସୈନ୍ୟସହ ଚଳିଗଲେପାତାଳ ଭୁବନେ ଯାଇଁ ପ୍ରବେଶ ହୋଇଲେ ।ଦୈତ୍ୟଗଣକୁ ପାତାଳେ କରିଲେ ବିନାଶପୂଥବୀର ଭାର ତହୁଁ ହୋଇଲା ଉଶ୍ବାସ ।ପ୍ରତ୍ଯୟାଗମନ ବେଳରେ ପୁଣି ସେହିସ୍ଥାନେଯଥାବିଧ୍ବରେ ଶିବଙ୍କୁ ପୁଚ୍ଛିଲେ ଯତନେ ।ସେ ବିବର ଅପରାଧ କରିବା ନିମିତ୍ତପ୍ରସାଦ ନିର୍ମାଣ କଲେ ସେ ସ୍ଥାନେ ତୁରିତ ।ଶିବଲିଙ୍ଗ ପ୍ରସାଦରେ କରି ସଂସ୍ଥାପନମହାବୁଵ୍ଧିଶାଳୀ କୃଷ୍ଣ କହିଲେ ବଚନହେ ଶିବ ଅସୁର ବଳ ବିନାଶେ ସମର୍ଥତୁମ୍ଭବିନା ଆଉ କେହି ନାହିଁ ତ୍ରିଲୋକେ ତ ।ସ୍ଥାପନ କରିଲେ ତହିଁ ଭାବନୀ ପତିଙ୍କୁଶ୍ରୀକୃଷ୍ଣ ଯେ ଚଳିଗଲେ ଦ୍ଵାରିକା ପୁରକୁ ।ସେହିକାଳଠାରୁ ଏହି ସ୍ଥାନେ ଅବସ୍ଥିତବିଲ୍ଲେଶ୍ଵର ମହାଦେବ ଲୋକରେ ବିଖ୍ୟାତ ।ବିଲେଶ୍ଵର ଦେବ ଶ୍ରୀକ୍ଷେତ୍ରର ପୂର୍ବ ସୀମାଅଳଂକୃତ କରୁଛନ୍ତି ପ୍ରକାଶି ମହିମାଯେ ଜନ ବିଲେଶ୍ବରଙ୍କୁ କରେ ଦରଶନ
ବିପଦ ସମୂହ ତାର ହୁଅଇ ଦହନସମୁଦାୟ ଅଭିଳାଷ ତାର ହୁଏ ପୂର୍ଣ୍କହିଲେ ସକଳ କଥା କରିଲି ଶ୍ରବିଣକପୋତେଶ୍ବର ଶ୍ରୀ ବିଲ୍ଲେଶରଙ୍କ ଚରିତକୀର୍ଉନ କଲେ ଶୁଣିଲେ ଶୁଦ୍ଧ ହେବ ଚିତ୍ତସ୍କନ୍ଦ ପୁରାଣେ ଉତ୍କଳଖଣ୍ଡ ତ୍ରୟୋଦଶଅଧ୍ୟାୟର ଅନୁବାଦ ଏହିଠାରେ ଶେଷପ୍ରଭୁ ଶ୍ରୀ କପୋତେଶ୍ବର ପ୍ରଭୁ ବିଲ୍ଲେଶ୍ବଵରକୃପାଭିକ୍ଷା ମାଗୁଅଛି ଦ୍ଵିଜ ହରିହରଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେପୁରୁଷୋତ୍ତମ କ୍ଷେତ୍ର ପ୍ରସଙ୍ଗେ ଶ୍ରୀକପୋତେଶ୍ବର, ବିଲ୍ଲେଶଵର ଚରିତ ବର୍ଣନେନାମ ତ୍ରୟୋଦଶଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment