ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଦ୍ଵାତ୍ରିଂଶୋଂଧ୍ୟାୟଃ
ଦ୍ବାତ୍ରିଂଶ ଅଧ୍ଯାୟ
ଜୈମିନି ମୁନି କହନ୍ତି ପ୍ରଭୁ ଭଗବାନଦକ୍ଷିଣାଭିମୁଖ ହୋଇ କରିବେ ଗମନପ୍ରଭୁଙ୍କ ଦକ୍ଷିଣ ମୁଖ ଯେ କରେ ଦର୍ଶନଅଶ୍ଵମେଧ ଯଜ୍ଞ ଫଳ ଲଭଇ ସେ ଜନ ।ଏହାପରେ ଯଥାବିଧ୍ବ ଭକ୍ଷ୍ୟ ଭୋଜ୍ୟଦ୍ରବ୍ୟନାନା ଉପଚାର ଗନ୍ଧ ମାଲ୍ୟ ଆଦି ସର୍ବ ।ରାମକୃଷ୍ଣ ସୁଭଦ୍ରାଙ୍କୁ କରି ନିବେଦନନୃତ୍ୟ ଗୀତ ସହିତରେ କରିବ ଅର୍ଚ୍ଚନବ୍ରାହ୍ମଣ ବୈଷ୍ଣବ ଆଉ ଯେତେ ଭକ୍ତଜନଏମାନଙ୍କୁ ଗନ୍ଧ ମାଲ୍ୟ ବସ୍ତ୍ର କରି ଦାନପୂର୍ବପରି ମହୋତ୍ସବ କରିବ ବିଧ୍ବରେଠାକୁରମାନଙ୍କ ନେବ ଦକ୍ଷିଣ ମୁଖରେ ।ରାମକୃଷ୍ଣ ସଭଦ୍ରାଙ୍କୁ ଦକ୍ଷିଣ ମୁରିରେଗମନକାଳେ ଯେ ଜନ ଦରଶନ କରେ ।ପ୍ରକୃତରେ ମନୁଷ୍ୟ ତ ନୁହେଁ ସେହିଜନସ୍ବର୍ଗରୁ ଯେ ଆସିଥିଲେ ଯେତେ ଦେବଗଣପ୍ରଭୁଙ୍କୁ ସ୍କାନ କରାଇ ଗଗନ ପ୍ରାଙ୍ଗଣେଅବସ୍ଥିତ ହର୍ଷମନେ ରତ ସଂଘର୍ଷଣେ |ପ୍ରଭୁଙ୍କୁ ଦକ୍ଷିଣ ମୁଖେ ଗମନ କାଳରେଠିଆହୋଇ ଯେଉଁଜନ ଦରଶନ କରେଧର୍ମ କାର୍ଯ୍ୟ ଯେତେ ଧର୍ମ ଶାସ୍ତ୍ରରେ ଉକତସେ ଜନ ଲାଭ କରଲ ସେ ଫଳ ସମସ୍ତ ।ସ୍କାନ କରି ଭଗବାନ ଦକ୍ଷିଣ ଦିଗରେଗଲାବେଳେ ଯେ ମାନବ ଦରଶନ କରେତାହା ଲାଭକରି ସେ ମାନବ ହୁଏ ଧନ୍ୟ ।ଅନନ୍ତର ବଳରାମ ସୁଭଦ୍ରା ଜନନୀଶ୍ରୀ ଜଗନ୍ନାଥଙ୍କୁ ବନ୍ଦାପନା କରି ପୁଣି ।ମନ୍ଦିର ମଧ୍ୟେ ପ୍ରବେଶ କରାଇବ ନେଇଆଉ ଦର୍ଶନ ତାହାଙ୍କୁ ନ କରିବେ କେହି ।ଏହିକଥା ଆମ୍ଭେ ପୂର୍ବେ ବିସ୍ତୃତ ରୂପରେକହିଅଛୁ ତୁମ୍ଭମାନଙ୍କର ଅଗ୍ରତରେ |ମୁନିଗଣ ପଚାରନ୍ତି ଜୈମିନି ମୁନିଙ୍କୁଯେ ବ୍ରତ ବିଧାନ କଥା କହିଲ ଆମ୍ଭଙ୍କୁପ୍ରଭୁଙ୍କୁ ସ୍କାନ ନିମିତ୍ତ ସେ ବ୍ରତ ବିଧାନଆମ୍ଭମାନଙ୍କୁ ବିଝାଇ କହନ୍ତୁ ଆପଣ |ଜୈମିନି ମୁନି କହନ୍ତି ଶୁଣ ମୁନିଗଣଜ୍ୟେଷ୍ଠ ପଞ୍ଚକ ବୋଲିଣ ସେ ବ୍ରତର ନାମ ।ଏ ବ୍ରତରୁ ନାହିଁ ଆଉ ବ୍ରତ ପୁଣ୍ୟତମଏହା କହିଛନ୍ତି ଶାସ୍ତ୍ର ପାରଦଶୀଗଣ |ଏହିକଥା କହିଛନ୍ତି ବ୍ରହ୍ମା ପୁର୍ବକାଳେଉକତ ହୋଇଛି ଶ୍ରୁତି ସୃତି ପୁରାଣରେ ।ଯେତେ ବ୍ରତ ତାହାମଧ୍ୟେ ଶ୍ରେଷ୍ଠ ଏହି ବ୍ରତଜ୍ୟେଷ୍ଠ ପଞ୍ଚକ ନାମରେ ଏ ଲୋକ ବିଖ୍ୟାତ ।ସମୁଦ୍ର ସ୍କାନେ ଯେ ଫଳ ଲାଭ ତାହା ଶ୍ରେଷ୍ଠଜଗନ୍ନାଥଙ୍କ ଦର୍ଶନ ଫଳ ତ ଗରିଷ୍ଠ |ଯେ ଜନ ସ୍ବାନ ଦର୍ଶନ କରି ପ୍ରତିଦିନଏକବର୍ଷ ଯାଏ ଲାଭ କରେ ଯେତେ ପୁଣ୍ୟ ।ସେହି ଫଳ ଲାଭ ହୁଏ ଜ୍ୟେଷ୍ଠ ପଞ୍ଚକରେପଞ୍ଚକର ଫଳ ମହଜ୍ୟେଷ୍ଠୀ ଦିନକରେ ।ପୂର୍ବେ କହିଛୁ ପ୍ରଭୁଙ୍କୁ ଦର୍ଶନର ଫଳମହାଜ୍ୟେଷ୍ଠୀ ସ୍କାନ ଲାଭ ହୁଏ ସେ ସକଳ ।ଏହାଶୁଣି ମୁନିଗଣ କହନ୍ତି ବଚନମହାଜ୍ୟେଷ୍ଠୀ ସ୍କାନ ବିଧୂ କରନ୍ତୁ ବର୍ଣ୍ଣନ ।ଜୈମିନି କହନ୍ତି ମହାଜ୍ୟେଷ୍ଠୀର ବିଧାନଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପୂର୍ଣିମାର ଦିନଚନ୍ଦ୍ର ବୃହସ୍ପତି ଥୁବେ ଜ୍ୟେଷ୍ଠ ନକ୍ଷତ୍ରରେଗୁରୁବାର ଶୁଭ ଯୋଗ ଯେବେ ସେଦିନରେ ।ହୋଇଥାଏ ମହାଜ୍ୟେଷ୍ଠୀ ନାମ ତ ତାହାରଏ ଯୋଗରେ ସ୍କାନକଲେ ପାପ ହୁଏ ଦୂର ।ମହାଜ୍ୟେଷ୍ଠ ସ୍କାନଯୋଗେ ହେଲେ ଉପସ୍ଥିତସମୁଦାୟ ପୁଣ୍ୟ ତୀର୍ଥ ସମୁଦାୟ ତୀର୍ଥ ।ସପ୍ତ ସମୁଦ୍ର ସକଳ ଯଜ୍ଞ ତପ ବ୍ରତମହାଯଜ୍ଞ ଅଷ୍ଟାଦଶ ବିଦ୍ୟାର ସହିତ |ଶାନ୍ତିକ ପୌଷ୍ଟିକ ଆଦି କାର୍ଯ୍ୟ ଫଳେ ଯୁକ୍ତ |ତାମଧ୍ୟେ କରିବ ସ୍ଵର୍ଣ୍ଣ ପ୍ରତିମା ସ୍ଥାପନସାଂଖ୍ୟଯୋଗ ସହିତରେ ହୋଇ ଏକତ୍ରିତ | |ସୁନ୍ଦର ଅଙ୍ଗ ପ୍ରତ୍ୟଙ୍ଗ ଶ୍ରୀମଧୁସୂଦନ |: ମହାଜ୍ୟେଷ୍ଠୀ ସ୍କାନ ଯୋଗ କରିବେ ଦର୍ଶନ |ସେ ପ୍ରତିମା ହୋଇଥିବ ପ୍ରଶାନ୍ତ ଆକୃତିଦଳ ଦଳ ହୋଇକରି କରନ୍ତି ଗମନବାମଭାଗେ ଶୋଭା ପାଉଥିବେ ଲକ୍ଷ୍ମୀମୁରଜି ।ପୁରୁଷୋତ୍ତମ କ୍ଷେତ୍ରରେ କରି ଅବସ୍ଥାନଉଚ୍ଚ ହସ୍ତଦୃୟେ ଶଙ୍ଖ ପଦ୍ମ ବିରାଜିତଯେଉ ଭାଗ୍ୟବାନ ଜନ କରୁଥିବେ ସ୍କାନ ।[ଦକ୍ଷିଣ ହସ୍ତ ଗରୁଡ଼ ପୃଷ୍ଠରେ ସ୍କାପିତ |ତାହାଙ୍କୁ ତ ପୂଣ୍ୟଫଳ କରିବେ ପ୍ରଦାନପଦ୍ଧାସନେ ଅବସ୍ମିତ ଶ୍ରୀ ମଧୁସୁଦନଏକଥା ବିଚାରି କରୁଥାନ୍ତି ନିଜ ମନଦେବଙ୍କୁ ପୂଜା କରିବ ଆହେ ଦ୍ବିଜଗଣ ।ମହାଜ୍ୟେଷ୍ଠୀ ଦିନେ ଅନ୍ୟ ମହାଯୋଗ ମାନ |ନିଜେ କିମ୍ବୀ ଆଚାର୍ଯ୍ୟଙ୍କଦ୍ଵାରା କରାଇବକୁହାକୋହି ହେବେ ନିଜ ନିଜ କଥାମାନ । |ନୀଳୋପୂଳ ପୁଷ୍ଠମାଳା ଭକତିରେ ଦେବ ।ପୁରୁଷୋତ୍ତମ କ୍ଷେତ୍ରକୁ ଗମନ କରନ୍ତି
ଦଶକୋଟି ସଂଖ୍ୟା ପାପ ନାଶ ଦଶମୀରେତେଣୁ ମହାଜ୍ୟେଷ୍ଠୀ ନାମ ଲଭିଅଛି ଖ୍ୟାତି । |ଭଗବାନଙ୍କର ପୂଜା କରିଲେ ଶ୍ରଦ୍ଧାରେ ।ଏହି ଯୋଗ ଅଟେ ମହା ପୁଣ୍ୟର ଜନନୀ |ଦୁଇକର ଯୋଡ଼ିକରି ପ୍ରାର୍ଥନା ' କରିବପ୍ରଭୁ ଭଗବାନଙ୍କର ପ୍ରୀତି ବିବର୍ବଵନୀ „ 1! |ହେ ମଧୁସୂଦନ ହେ ମାଧବ ପ୍ରିୟଦେବ |ଯେଜନ ଏ ଯୋଗେ କରେ ପ୍ରଭୁଙ୍କୁ ଅଚ୍ଚନ |ହେ କୃପାସିନ୍ଧୁ ଏ ଭବ ସାଗରେ ପତିତପ୍ରଭୁଙ୍କର ମଞ୍ଚ ସ୍କାନ କରଇ ଦଶନ | |ରକ୍ଷାକର ପ୍ରଭୁ ମୋତେ କରେ ପ୍ରଣିପାତ ।ସେ ଜନ ଦେହରେ ପାପ ପଙ୍କ ନ ଲାଗଇ |ଏହାପରେ ଏକାଦଶୀ ଦିନ ପ୍ରଭାତରେମୁନିଗଣ ଏକଥାରେ ସନ୍ଦେହ ତ ନାହିଁପୂର୍ବପରି ନିତ୍ୟକୃତ୍ୟ ସାରିବ ବିଧ୍୍ଵରେ ।ଜ୍ୟେଷ୍ପ ପଞ୍ଚକ ବ୍ରତକୁ କଲେ ଅନୁଷ୍ଠାନପଞ୍ଚନିଷ୍ କିମ୍ବା ତାର ଅର୍ଵ ପରିମାଣଯେଉଁ ଫଳ ଲାଭ ହୁଏ କରନ୍ତୁ ଶ୍ରବଣ ।।ସ୍ଵର୍ଣ୍ଣରେ ଶ୍ରୀ ନାରାୟଣ ପ୍ରତିମା ଗଠନ ।ଦଶମୀ ଦିନ ପ୍ରଭାତକାଳେ କରି ସ୍କାନଶଙ୍ଖ ଚକ୍ର ଗଦା ପଦ୍ଧ ହସ୍ତେ ଥିବ ଧରିଯଥା ବିଧାନରେ ବ୍ରତ କରିବ ଗ୍ରହଣଅବସ୍ଥାନ କରିଥଦେ ପଦ୍ଧ ପୁଷ୍ଣୋ ପରି ।ବିଷ୍ଣୁଭକ୍ତ ବ୍ରାହ୍ମଣକୁ ଆଚାର୍ଯ୍ୟ ବରଣ 'ଅର୍ଚ୍ଚନା କରିବ ପଦ୍ଧ ପୁଷ୍ପ ମାଳା ଦେଇସଂକଳ୍ପ ଆଦି କରିବ ଯେ ଶାସ୍ତ ବିଧାନ । |ଖଣ୍ଡ କଦଳୀ ପାୟସ ନୈବେଦ୍ଯକୁ ଥୋଇ ।ସଂସାରାର୍ଣ୍ଧବ ତାରକ ଦେବ ଜଗନ୍ନାଥହେ ନାରାୟଣ ହେ ଭବସିନ୍ଧୁ କର୍ଣ୍ଣଧାରଆପଣଙ୍କ ପ୍ରୀତି ଅର୍ଥେ କରୁଛି ଏ ବ୍ରତ । |ଆପଣଙ୍କ ଶ୍ରୀଚରଣେ ମୋର ନମସ୍କାର ।ଯେ ଦିନ ଜ୍ୟେଷ୍ଠ ପୂର୍ଣ୍ଣିମା ହେବ ଉପସ୍ଥିତ |ହେ ପଦ୍ଧନେତ୍ର ଶରଣ ଜନ ରକ୍ଷାକାରୀଗ୍ରହଣ କରିଲି ସେ ପର୍ଯ୍ୟନ୍ତ ଏହି ବ୍ରତହେ ନାଥ ଭବସାଗରୁ ମୋତେ କର ପାରି ।ହେ ଦେବେଶ ପ୍ରତିଦିନ ପଞ୍ଚତୀର୍ଥ ସ୍କାନ ।ପୂଜା କରି ଏହିରୂପେ ପ୍ରାର୍ଥନା କରିବଯଥାବିଧ ହବିଷ୍ୟାନ୍ସ କରିବି ଭୋଜନଜାଣିଶୁଣି ଯେ ସକଳ ପାପ କରିଥୁବ |ଆପଣଙ୍କ ପଞ୍ଚମୂରି ପାଞ୍ଚ ଦିବସରେଅନାଦି ଜନ୍ମରୁ ଯେତେ ଥିବଟି ସଞ୍ଚୟତ୍ରିସନ୍ଧ୍ୟାରେ ଏକମୁରି ପୂଜା ଦିନକରେସେ ସକଳ ପାପରାଶି ହୋଇବ ବିଳୟ ।ଅନୁଗ୍ରହ କରି ମୋର ସଂକଳିତ ବ୍ରତଅନନ୍ତର ଦ୍ଵାଦଶୀରେ ସ୍ଵଣ୍ରେ ନିର୍ମିତପୂର୍ଣକରି ଦିଅନ୍ତୁ ହେ ପ୍ରଭୁ ଜଗନ୍ନାଥଯଜ୍ଞ ବରାହଙ୍କୁ ପୂଜା କରିବା ଉଚିତ |ଅନନ୍ତର ପଞ୍ଚତୀର୍ଥେ ସ୍କାନ ଯେ କରିବଚନ୍ଦନାଗୁରୁ କର୍ପୁର କରିବ ଲେପ୍ରନଗୃହକୁ ଆସି ସ୍ପଣ୍ତିଲ ନିର୍ମାଣ କରିବଚମ୍ପକ ପୁଷ୍ପର ମାଳା କରିବ ଅର୍ପଣ |ସ୍ପଣ୍ିଳରେ ଅଷ୍ଟଦଳ ପଦ୍ଧ ମୁରୁଜରେଭକ୍ଷ୍ୟ ଭୋଜ୍ୟ ଧୂପ ଦୀପ କରି ନିବେଦନତୀର୍ଥକଳେ ପୂର୍ଣ୍ଣ କୁମ୍ଭ ସ୍ଥାପିବ ତହିଁରେପ୍ରାର୍ଥନା କରିବ ସ୍ଭୃତି ବାକ୍ୟ ଉଚ୍ଚାରିଣ ।ତ୍ରାମ ପାତ୍ରରେ ଅକ୍ଷତ ଶ୍ରୀଫଳ ଚନ୍ଦନହେ ଗୋବିନ୍ଦ ଆପଣ ତ ପ୍ରଳୟ କାଳରେକୁମ୍ଭ ରଖୁ କଣ୍ଠ ବସ୍ତେ କରିବ ବେଷ୍ଟନ । |ପୃଥୁବୀ ଉଦ୍ଧାର କଲ ନିଜ ବାହୁବଳେ ।ଆପଣଙ୍କ ଶ୍ରୀଚରଣେ ହେଉଛି ପତିତମୋ ଉଦ୍ଧାରେ କାହିଁପାଇଁ ନ ହୁଅ ସମର୍ଥହେ ନାଥ ଶୋକ ସାଗରେ ହୋଇଛ ନିମଗ୍ନବ୍ରାହ୍ମଣମାନଙ୍କୁ ଦେବି ଭୋଜନ ଶେଷରେହେ ଦୟାନିଧବ ଆପଣ କରନ୍ତୁ କାରଣଯଜ୍ଞବରାହଙ୍କୁ ଏହିରୂପେ ପୂଜା କଲେପୂର୍ବ ଜନ୍ମରୁ ସଞ୍ଚତ ଯେତେ ପାପ ଥଲେଗୁରୁ ଲଘୁ ଯେତେ ପାପ ବର୍ଷ ବର୍ଷ କରସେ ସକଳ ପାପରାଶି ହୋଇଯାଏ ଦୂରତ୍ରିୟୋଦଶୀ ଦିନ ଶୁଣ କରିବ ଏମନ୍ତଚାରିନିଷ୍ଷ ପରିମିତ ସ୍ଵର୍ଣ୍ଣରେ ନିର୍ମିତଶଙ୍ଖ ଚକ୍ର ବରାଭୟ ଚତୁର ହସ୍ତରେପଦ୍ମୋପରି ସ୍ଥିତ ପ୍ରଦ୍ୟୁମ୍ପଙ୍କୁ ଭକତିରେଅଶୋକ ପାଟଳି ମାଳା କର୍ପୁର ମିଶାଇପୂଜା କରିବ ବିବିଧ ଉପଚାର ଦେଇପ୍ରଣିପାତ ହୋଇକରି ଯୋଡ଼ି ଦୁଇକରଶୁଦ୍ଧ ମନରେ ପ୍ରାର୍ଥନା କରିବ ସତ୍ତ୍ବରହେ ଦେବ ପ୍ରଦ୍ୟୁମ୍ନ ତୁମ୍ଭେ କାମରୂପଧାରୀଭକ୍ତଗଣଙ୍କର ମନୋରଥ ପୂର୍ଣକାରୀହେ କାମପାଳ କରୁଛି ପଦୈ ନମସ୍କାରଅନୁଗ୍ରହ କଲେ ହେବ କାମନା ସଫଳଚତୁର୍ଦ୍ଦଶୀ ଦିନ ଚାରିନିଷ୍ଠ ପରିମାଣସ୍ଵର୍ଣ୍ଣରେ ନୃସିଂହ ମୁର୍ରି କରିବ ଗଠନଲକ୍ଷ୍ମୀଦେବୀ ବକ୍ଷସ୍ଥଳେ ସନ୍ତୋଷ ବିଧାନକରୁଥିବେ ମସ୍ତକରେ ଜଟା ଲମ୍ବମାନଅଟ୍ଗଅଟ୍ଗହାସ୍ୟ ମୁଖମଣ୍ଡଳ ବିସ୍ତୃତଯୋଗ ପଟ୍ଟଧାରୀ ପଦ୍ମୋପରି ଅବସ୍ଥିତହୋଇଥିବ ଅତି ତୀକ୍ଷଣ ହସ୍ତେ ନଖମାନ
ଭକ୍ତଜନର ବିପଦ କରିବେ ବିଦୀର୍ଣଜନ ପୁଷ୍ପ ଜାଳି ପୁଷ୍ଠମାଳା କରି ଦାନପୁଷ୍ଠାଞ୍ଜଳି ପଦେ ଦେଇ କରିବ ଜଣାଣପ୍ରଦକ୍ଷିଣ କରିସାରି ପ୍ରାର୍ଥନା କରିବତ୍ରିଲୋଚନ ହିତକାରୀ ହେ ନୂସିଂହ ଦେବପୂର୍ବେ ହିରଣ୍ୟ କଶିପୁ କଲ ବିଦାରଣସେପରି ମୋ ପାପପୁଞ୍ଜ କରନ୍ତୁ ବିଦୀ ଏ୍ଣ୍ଏ ରୂପେ ପ୍ରାର୍ଥନା କରି ଦଣ୍ଡବତ ହୋଇପ୍ରଣାମି କରିବ ପ୍ରଭୁ ନୃସିଂହଙ୍କୁ ତହିଁପାଞ୍ଚ ପାଞ୍ଚ ଦୀପ ପ୍ରତି ଦେବଙ୍କ ଅଗ୍ରତଜାଗର ଜାଳିବ ବ୍ରତୀ ପଞ୍ଚ ଅହୋରାତ୍ରଶ୍ରଦ୍ଧାରେ ବହୁ ବ୍ରାହ୍ମଣ ଭୋଜନ କରାଇ _ପାଞ୍ଚଯୋଡ଼ା ବସ୍ତ ଦେବ ପ୍ରତ୍ୟେନଙ୍କୁ ତହିଁପାଞ୍ଚ ପାଞ୍ଚ ଛତ୍ର ଉପାନହ ସଙ୍ଗେ ଦେବ| ¦ ଫଳସହ ପଞ୍ଚଯଜ୍ଞ ସୂତ୍ର ସମପବ| | ରତୀ ଉଜାଗର ହେବ ସେଦିନ ରାତ୍ରରେବାସୁଦେବଙ୍କ ସନ୍ତୋଷ ବିଧାନ ନିମିତ୍ତ| କରିବ ପୁରାଣ ପାଠ ବାଦ୍ୟ ନୃତ୍ୟ ଗୀତପୂର୍ଣ୍ଣିମା ଦିନ ପ୍ରଭାତେ କରିସାରି ସ୍କାନଭଗବାନଙ୍କର ସ୍କାନ ଦର୍ଶନର ଫଳ।| ଜଗନ୍ନାଥଙ୍କ ଦର୍ଶନେ କରିବ ଗମନବଳଭଦ୍ର ସୁଭଦ୍ରା ଶ୍ରୀଜଗନ୍ନାଥ ଦେବ। | ଏମାନଙ୍କୁ ଯଥାବିଧ୍ବ ସ୍କାନ କରାଇବଅଥବା ଭକତିସହ କରିବ ଦର୍ଶନ| | ପୁନରପି ସମୁଦ୍ରରେ କରିବ ଯେ ସ୍ଵାନଏହାପରେ ନିଜଗ୍ଧହେ କରି ଆଗମନ। | ପଞ୍ଚମୂଭି ପୂଜା କରିଥୁବ ଯେଉଁ ସ୍ଥାନତା ପଶ୍ଚିମକୃଣ୍ଡେ କରି ଅଗ୍ନିଙ୍କୁ ସ୍ଥାପିବ| ପ୍ରତିଦେବଙ୍କୁ ସ୍ଵମନ୍ତ୍େ ଆହୁତି କରିବଦେବତାମାନଙ୍କ ମନ୍ତ୍ର କରନ୍ତୁ ଶ୍ରବଣ। | ପ୍ରଣବାଦି ଚତୁର୍ଥ୍ୟନ୍ତ କରି ଦେବନାମଅନ୍ତେ ନମଃ ଏହିମନ୍ତେ କରିବ ଅର୍୍ଚନ| | ସ୍ଵାହାଯୁକ୍ତ କରି ହୋମ କରିବ ସମ୍ପନ୍ନତତି ଦେବଙ୍କୁ ଆହୂତି ଦେବ ପୂଥକରେ।| ପଳ୍ଲାଶ ସମିଧ ତରୁ ଆଦ୍ୟ ସହିତରେଶତାହୁତି ଦେଇ ଶତେ ଫଳ କରି ହୋମ। | ଶେଷେ ପୂର୍ଣାହୂତି ଦେବ ଶାସ୍ତ୍ରର ବିଧାନବ୍ରହ୍ମାଙ୍କୁ ଦକ୍ଷିଣାସହ ପୂର୍ଣପାତ୍ର ଦାନ| ଆଚାଯଯ୍ୟଙ୍କୁ ଧୋନୁ ସୃ କରିବ ପ୍ରଦାନସେ ଧେନୁର ଶ୍ଧିଙ୍ଗଦୃୟ ସୁବର୍ଣ୍ତେ ମଣ୍ଡିତ| ¦ ଖୁରା ସକଳ ରୌ୍ୟରେ କରି ଆଚ୍ଛାଦିତବିବିଧ ପ୍ରକାର ଉପବରଣ ସହିତେ!| ଆଚା୍ଯ୍ୟଙ୍କୁ ଧେନୁଦାନ ଦେବ ଶ୍ରଦ୍ଧାଯୁକ୍ତେ ।ବହୁ ଧନ ବହୁ ଧାନ୍ୟ ଆଚାର୍ଯ୍ୟଙ୍କୁ ଦେବକିମ୍ବା ତାହାଙ୍କର ଇଚ୍ଛା ଥେ ଦ୍ରବ୍ୟେ ହୋଇବ ।ସେ ସକଳ ଶ୍ରଦ୍ଧାସହ ପ୍ରଦାନ କରିବଯେ ସ୍ଵର୍ଣ୍ଣ ପ୍ରତିମାମାନ ଫୂଜା କରିଥିବ ।ଆଉ ବ୍ରତୋପକରଣ ଦ୍ରଫ୍ୟର ସହିତଉତ୍ସ ଗଁ କରିବ ଆଚାର୍ଯ୍ୟଙର ନିମିତ୍ତ |ଘୂତ ଖଣ୍ଡ ପାୟସରେ ଚ୍ରାହ୍ମଣ ଭୋଜନକରାଇବ ଏ ବ୍ରତର ଅଟଇ ବିଧାନ: |ଜ୍ୟେଷ୍ଠ ପଞ୍ଚକ ଏ ବ୍ରତ କରିଲେ ଶ୍ରବଣଶ୍ରଦ୍ଧା ଭକ୍ତିରେ ଯେ ଜନ କରେ ଅନୁଷ୍ଠାନ ।ସେହି ଜନ ପ୍ରାପ୍ତହୁଏ ସନ୍ଦେହ ନ କରଏ ପଞ୍ଚଦିନ ମଧ୍ୟରେ ଯେଉଁ ଏକାଦଶୀଅନାମ ନିମଳା ବୋଲି କହିଛନ୍ତି ରଖିଯେ ନିମିଳା ଏକାଦଶୀ ଉପବାସେ ରହେ .ବାରମାସୀ ଏକାଦଶୀ ଫଳ ସେହୁ ପାଏଏହି ବ୍ରତ ଯେ ମାନବ କରେ ଅନୁଷ୍ଠାନସକଳ ବ୍ରତର ଫଳ ଲଭେ ସେହି ଜନଯେଉଁ ବିଷୟରେ ତାର କାମନା ଯେ ଥାଇସେ ସକଳ ପ୍ରାପ୍ତ ହୁଏ ସନ୍ଦେହ ତ ନାହିଁସ୍କନ୍ଦ ପୁରାଣେ ଉକତ ଉକ୍କଳ ଖଣ୍ଡରେଦ୍ଵିତ୍ରିଂଶ ଅଧ୍ୟାୟ ଶେଷ ଉତ୍କଳ ଭାଷାରେବଳରାମ ସୁଭଦ୍ରା ମା ଜୟ ଜଗନ୍ନାଥନାନବିଧ ଦୁର୍ଘଟଣା ବିଧାନେ ସମର୍ଥତୁମ୍ଭ ନାମ ପରା ଅଟେ ପତିତପାବନପତିତଜନଙ୍କୁ କରୁଅଛ ପରତ୍ରାଣଜଞ୍ଜାଳ ଜାଲରେ ହେଉଅଛି ଛଟପଟଫିଟାଇ ନ ଦେଇ କିମ୍ପା କରୁଛ କପଟମୁଢ଼ଜନେ ଉପହାସ କରୁଛନ୍ତି ନିତିବନ୍ଧୁଜନେ ଛାଡ଼ିଲାଣି ସ୍ଵଜନ ପୀରତିକରିନାହିଁ ତୀର୍ଥ ସ୍କାନ ବ୍ରତ ଅନୁଷ୍ଠାନଦିନେ ତ ନ କରେ ପ୍ରଭୁ ସ୍ମରଣ ୧ କୀର୍ଉନତେବେ ଆଶା ରଖଅଛି ଏ ଅଧର୍ମି ଜନନିଶ୍ଚୟ କରିବ ପରା ତାକୁ ପରିତ୍ରାଣଉଚ୍ଚସ୍ଵରେ ଡାକୂଅଛି ଦୀନ ହରିହରତାକୁ ପରିତ୍ରାଣ କର ହେ କୃପା ସାଗରଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳଖଣ୍ଡେ ମଞ୍ଚସ୍ମାନବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠା ପଞ୍ଚକ ବ୍ରତବିଧାନ ବର୍ଣ୍ଣନଂ ନାମ ଦ୍ଵାତ୍ରିଂଶୋଂଧ୍ୟାୟଃ ।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment