ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଅଷ୍ଟଚତ୍ବାରିଂଶୋଧ୍ୟାୟଃ
ଅଷ୍ଟଚତ୍ନାରିଂଶ ଅଧ୍ଯାୟ
ମନରେ ଥଲେ ଏ କ୍ଷେତ୍ର ଗୁପ୍ତ ତାହାପ୍ରତି ।ଜୈମିନି ମୁନି କହିଲେ ରଷିଗଣ ଶୁଣଆମ୍ମା ସାକ୍ଷାତର ମୁକ୍ତି ପ୍ରସିଦ୍ଧ ବେଦରେସେ କାଶୀ ଧାମର କଥା କହୁଅଛି ପୁଣଯୋଗୀଏ ଯତ୍ନ କରନ୍ତି ସେହି ବିଷୟରେ ।ଅଦ୍ୟାପି ବୃଷଭ ଧ୍ଵଜ ସେ କାଶୀ ଧାମରେ |ଆମ୍ ଦର୍ଶନ ନିମିତ୍ତ କରନ୍ତି ଉଦ୍ୟମଅବସ୍ଥିତ ରହିଛନ୍ତି ପ୍ରକୃତ ରୂପରେ ଯବବ୍ରୀହି ରୁପେ ପୁଥକ୍ ମୁକ୍ତି ଓ ଦର୍ଶନ ।ସତ୍ୟ ତ୍ରେତୟା ଦ୍ଵାପର ଏ ତିନିଯୁଗରେ |ଏତିକି ପାର୍ଥକ୍ୟ ଯଦି । ବିଘ୍ନ ନ ଘଟଇଶିବ ବାସ କରିଥାନ୍ତି ସେ କାଶୀ ଧାମରେ ।ଯୋଗବଳରେ ମୁକତି ଅବଶ୍ୟ ମିଳଇ ` ।ଘୋ କଳିଯୁଗ ଆସି ହେଲେ ଉପସ୍ଥିତମସ୍୍ୟକତ୍ୟରାଦି ଚତୁଷ୍ଟୟର ମଧ୍ୟରେକାଶୀଧାମ ସହ ଶିବ ହେଲେ ଅନ୍ତହିଁତ ।ପ୍ରାଣତ୍ୟାଗ କଲେ ମୁକ୍ତି ଲାଭ ନିର୍ବିଘଗ୍ଵରେ ।ପୁରୁଷୋତ୍ତମ କ୍ଷେତ୍ରରେ ଯେତେ ଅବତାରପ୍ରଥମରେ ହେଲେ ମୂ ମତ୍ସ୍ୟ ଅବତାରଅବତୀର୍ଣ୍ଣ ହୋଇ ପୁର୍ବଦିଗେ ଅବସ୍ପିତଶ୍ଵେତ ମାଧବ ନାମରେ ପଶ୍ଚିମରେ ଖ୍ୟାତ !ଏ କ୍ଷେତ୍ରରେ କଳବଟ ସାଗର ମଧ୍ୟରେଚତୁର୍ମଧ୍ୟ ସ୍ଥଳ ବୋଲି ପ୍ରସିଦ୍ଧ ସଂସାରେଏହି ଚତୁର୍ମଧ୍ୟ ସ୍ଥଳେ ପ୍ରାଣତ୍ୟାଗ କଲେମୁକତି ଲଭନ୍ତି ଜୀବଗଣ ନିର୍ବିଗ୍ଵରେଏ ଚାରି ସ୍ଥଳକୁ ସ୍ଵର୍ଗଦ୍ଵାର ବୋଲି କହିପୂର୍ବକାଳ କଥା କହେ ଶୁଣ ମନଦେଇମୁନିବର ଦୁର୍ବାସା ଯେ ଏକଦିନେ ଗଲେବ୍ରହ୍ଧାଙ୍କର ସମ୍ମୁଖରେ ଯାଇ ଜଣାଇଲେଦୂବାସା ମୁନି ରୁଦ୍ରଙ୍କ ଅଂଶେ ଅବତୀର୍ଣ୍ଶୈଶବ କାଳରୁ ଲଭୁଥଲେ ବ୍ରହ୍ଧଜ୍ଞାନତପସ୍ୟାରେ ରତ ସଦା ଏକ ସମୟରେସ୍ଵଇଚ୍ଛାରେ ଚତୁର୍ଦଦଶ ଭୁବନ ବୁଲିଲେମନୁଷ୍ୟଙ୍କର ଆଚାର ଏହି ପୂଥବୀରେଦେଖୁବାକୁ ଇଛା ହେଲା ତାହାଙ୍କ ମନରେ ।ମଧ୍ୟ ଦେଶରେ ଦେଖୁଲେ ଦୂଇଟି ବ୍ରାହ୍ମଣତପୋନିଷ୍ଠ ସଦାଚାରୀ ଗୃହୀ ଏକ ଜଣଅନ୍ୟ ବିପ୍ରେ ପ୍ରତିଦିନ ରହି ସଦାଚାରେବିଷ୍ଣୁଙ୍କ ଭଜନ କରେ ନିଷ୍କାମ ଭାବରେ ।କିନ୍ତୁ ବିଷ୍ଣୁଭକ୍ତ ବିପ୍ର କେତେ କାଳପରେବୌଦ୍ଧନାସ୍ଥିକର ବାକ୍ୟେ ପଡ଼ିଲା ଲୋଭରେ |ଶାସ୍ତ୍ରାଚାର ଛାଡ଼ି ଦେଲା ଧନ ଲାଳସାରେସର୍ବଦା ଆସକ୍ତ ହେଲା ବିଷୟ ଭୋଗରେ ।ଏହିପରି କେତେକାଳ ହୋଇଲା ଅତୀତଧନାର୍ଥୀ ଜ୍ୟେତିଷ ଏକ ସମୀପେ ଆଗତ ।ତାହାକୁ ସେ ଦୂଇବିପ୍ର ଆଦର କରିଲେନିଜ ନିଜର ଆୟୁଷ କଥା ପଚାରିଲେ ।ସେ ଗଣକ ଏହା ଶୁଣି ଗଣନା କରିଲେଦୂଇଙ୍କର ମୃତ୍ୟୁ ପଞ୍ଚତ୍ରିଂଶ ଦିନପରେ |ଗଣକର ବାକ୍ୟ ଶୁଣି ସେ ଦୂଇ ବ୍ରାହ୍ମଣପୁନର୍ବାର ପଚାରିଲେ ହେ ଗଣକ ଶୁଣ ।ମୂତ୍ୟୁ ହେବ ମୁଲ୍ତିକ୍ଷେତ୍ରେ ବା ଅନ୍ୟ କ୍ଷେତ୍ରରେସ୍ଵଗ୍ନଦରେ କିବା ଆଉ କୌଣସି ସ୍ଥାନରେ ।କି ରୂପେ ମରଣ ହେବ କହ ମହାଶୟବିଚାରି କହ ଯେପରି ଛାଡ଼ିବ ସଂଶୟଏହା ଶୁଣି ସେ ଗଣକ ବିଚାରି କହିଲେଗ୍ଣହସ୍ତକୁ ମୂତ୍ୟୁ ହେବ ନଦୀର ସ୍ରୋତରେ ।ଉତ୍ତମ ଗତି ଦେବତ୍ବ ଲଭିବେ ନିଶ୍ଚୟସ୍ଵର୍ଗ ଭୁବନେ ରହିବ ନ କର ସଂଶୟ ।ଦ୍ଵିତୀୟକୁ ହସି ହସି କହିଲେ ବଚନହେ ବିପ୍ର ଆପଣ ପ୍ରକୃତରେ ଭାଗ୍ୟବାନନିଧନ ସ୍ଥାନରେ ଉଚ୍ଚ ହୋଇ ବୃହସ୍ପତିଆପଣଙ୍କୁ ପ୍ରାପ୍ତି ହେବ ନିର୍ବାଣ ମୁକତି_ |ହେ ବିପ୍ର ଯେଉଁ ସ୍ଥାନରେ ହେବ ଉପସ୍ଥିତମାନବର ପାପରାଶି ହୁଏ ଧ୍ଵଂସ ପ୍ରାପ୍ତ ।ସେହି ପରମ ପବିତ୍ର ପୁରୁଷୋତ୍ତମରେଆପଣଙ୍କ ମୂତ୍ୟୁ ହେବ ରଖନ୍ତୁ ମନରେ ।ସେ ସ୍କାନରେ ଦାରୁଦେହ ଧରି ଭଗବାନମୁମୁର୍ଷ ଜନକୁ କରୁଛନ୍ତି ମୁକ୍ତି ଦାନ |ଗଣକଠାରୁ ଏକଥା ଶୁଣି ବିପ୍ରବରନିଜ ଭାଗ୍ୟକୁ ପ୍ରଶଂସା କରିଲେ ଅପାର ।ପୁନର୍ବାର ବିଷ୍ଣୁଭକ୍ତ ହେବାକୁ ଇଚ୍ଚିଲେତାଙ୍କର ଆତ୍ମା ପବିତ୍ର ହେଲା ସେ କାଳରେ |ନିର୍ଲୋଭରେ ଗଣକକୁ ଧନରତ୍ନ ଦେଲେଆନନ୍ଦେ ପାଛୋଟି ଯାଇ ବିଦାୟ କରିଲେ ।ପୁରୁଷୋତ୍ତମ କ୍ଷେତ୍ରକୁ କରିବେ ଗମନକେଉଁପଥେ କେଉଁରୂପେ ଭାବିଲେ ତକ୍ଷଣ ।ଶ୍ରୀ୍କନ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେଆଠ ଚାରି ଛାନ୍ଦ ଶେଷ ଉତ୍କଳ ଭାଷାରେ ।କଂସକେଶୀ ନିସୂଦନ ପାଣ୍ଡବ ଶରଣବୃନ୍ଦାବନ ଚନ୍ଦ୍ରକୃଷ୍ଣ ଯଶୋଦା ନନ୍ଦନ ।ହେ ଦୂଃଖୀ ଜନସୋଦର ସଙ୍କଟୁ ଉଦ୍ଧରହେ ପ୍ରଭୁ ମୋ ଡାକ ଶୁଣି ବେଗେ ଦୟା କର ।ମମତା ପାଶକୁ ବେଗେ କରନ୍ତୁ ଛେଦନଶ୍ରୀଚରଣେ ହରିହର ମାଗୁଛି ଶରଣଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେକ୍ଷେତ୍ରବାସ ଫଳ ବର୍ଣ୍ଣନେଅଷ୍ଟଚତ୍ବାରିଂଶୋଧ୍ୟାୟଃ ।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
Brass Jagannath
.
Brass Jagannath
Comments
Post a Comment