ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଚତୁଥୈଧ୍ୟାୟଃ
ଚତୁର୍ଥ ଅଧ୍ୟାୟ
କହନ୍ତି କମଳା ଦେବୀ ଯମରାଜ ଶୁଣପଞ୍ଚକ୍ରୋଶ ଅଟେ ଶ୍ରୀକ୍ଷେତ୍ରର ପରିମାଣ ।ସୁବର୍ଣ୍ଣ ବାଲୁକା ପୂର୍ଣ ନୀଳ ପର୍ବତରେଶୋଭା ପାଏ ତିର୍ନିକ୍ରୋଶ ସମୁଦ୍ର ତଟରେ ।ଇନ୍ଦ୍ରିୟ ସଞ୍ଜମ କରି ଦେବ ବିଶ୍ଳେଶ୍ଵରଉପାସନା କରିବାକୁ ଜଗନ୍ନାଥଙ୍କରରହିଛନ୍ତି ସମୁଦ୍ରର ଉତ୍ତର ତଟରେଏ ବଚନ ଶୁଣି ଯମ ଶିବପୂଜା କରେ ।ଯମ-ସଞ୍ଜମନ ନଷ୍ଟ କରିବାରୁ ହରତାହାଙ୍କର ନାମ ହେଲା ଲୋକେ ଯମେଶ୍ବର।ଯମେଶ୍ବରଙ୍କୁ ' ଦର୍ଶନ କରି ପୂଜା କଲେକୋଟି ଶିବଲିଙ୍ଗ ପୂଜିବାର ଫଳ ମିଳେ ।ଏ କ୍ଷେତ୍ର ଶଙ୍ଖ ଆକାର ପଶ୍ଚିମ ଦିଗରେନୀଳକଣ୍ଠ ରହିଛନ୍ତି ଶଙ୍ଖର ଅଗ୍ରରେଏଥୁ କ୍ରୋଶ ପରିମିତ ଅତି ପୁଣ୍ୟସ୍ଥାନନାରାୟଣ ଏହିଠାରେ ଚିର ବିଦ୍ୟମାନଶଙ୍ଖର ଉଦର ଭାଗ ସମୁଦ୍ର ଜଳରେନିମଜିତ ହୋଇ ରହିଅଛି ଶୁଣ ଧୀରେଶଙ୍ଖ ସଂସର୍ଗରୁ ତୀ୍ଥରାଜ ନାମ ଧରିସମୁଦ୍ର ରହିଛି ଏହି ତୀର୍ଥକୁ ଆବୋରି ।ଏହି କ୍ଷେତ୍ରେ ଭଗବାନ କରିଲେ ଦର୍ଶନମୁକ୍ତି ଲାଭ କରି ଜୀବଗଣ ହୋନ୍ତି ଧନ୍ଯ ।ତାଦୃଶ ଜୀବର ଏଥି ହୋଇଲେ ମରଣମୁଭ୍ଚିଲାଭ ହୁଏ ସମୁଦ୍ରରେ କଲେ ସ୍ଵାନ ।କ୍ଷେତ୍ରରେ ମରଣ ଜଗନ୍ନାଥଙ୍କୁ ଦର୍ଶନସମପଦ୍ରେ ସ୍ଥାନ ଏ ତିନି ମୁକ୍ତିର ସାଧନ ।ଇତିପୂବେ କ୍ରୋଧାନ୍ତିତ ହୋଇ ଉମାକାନ୍ତବ୍ରହ୍ମାଙ୍କ ପଶ୍ଚିମ ମୁଖ ଛେଦିଲେ ତୁରିତ ।ଛେଦନ୍ତେ ଲାଗି ରହିଲା ମସ୍ତକ ହସ୍ତରେତେଣୁ ଶିବ ଭ୍ରମଣ ଯେ କଲା ବ୍ରହ୍ମାଣ୍ଡରେ ।ଶିଙ୍ଖାକାର ଏ କ୍ଷେତ୍ରର ଦ୍ଵିତୀୟ ଆବବେଷ୍ଟନୀ ସ୍ଥାନରେ ଆସି ହେଲେ ଉପସ୍ଥିତ ।ତକ୍ଷଣେ ବ୍ରହ୍ମ କପାଳ ହସ୍ତରୁ ଖସିଲାକପାଳ ମୋଚନ ଶିବ ନାମ ବୋଲାଇଲା ।କପାଳ ମୋଚନ ଶିବ କଲେ ଦରଶନପୂଜନ ଅବା ପ୍ରଣାମ କରନ୍ତି ଯେ ଜନ ।ବ୍ରହ୍ମ ଇତ୍ୟାଦି ପାପରୁ ହୁଅନ୍ତି ମୁକତକପାଳ ମୋଚନ ଦକ୍ଷିଣରେ ହେଲେ ମୃତ ।ନ ହୁଏ ଆଉ ଜନମ ଧର୍ମରାଜ ଶୁଣଶଙ୍ଖର ତୃତୀୟାବର୍ଉ କଥା ଏବେ ଶୁଣ ।ଆମ୍ଭର ବିମଳା ନାମେ ଅଛି ଯେଉଁ ଶକ୍ତିଭୁଲ୍ତି ମୁକ୍ତି ଫଳ ସେହି ପ୍ରଦାନ କରନ୍ତି ।ଯେ ଜନ ବିମଳା ଦେବୀ ପୂଜଇ ଭକ୍ତିରେପ୍ରଣାମ ଅବା କୀର୍ଭନ କରେ ଧାତିକାରେ ।ସକଳ ଅଭିଳଷିତ ଫଳ ଳାଭ କରେସାଯୁଜ୍ୟ ମୁକତି ଲଭେ ଜୀବ ଅନ୍ତକାଳେ ।ଶଙ୍ଖର ନାଭି ଦେଶରେ କୁଣ୍ଡ ବିଦ୍ୟମାନକଳ ପାଦପ ତାମୁଳେ ବିଜେ ଭଗବାନ ।କପାଳ ମୋଚନ ` ଠାରୁ ନାଭି ଦେଶଯାଏବିରାଜିତା ଅର୍ଵାଶନୀ ଶକ୍ତି ଶୋଭା ପାଏ ।ମହାପ୍ରଳୟ ବର୍ବିତ ଜଳ ହୁଏ ଯେତେଅଧେ ତହୁଁ ସୃଷ୍ଟି ଆଦ୍ୟେ ଅଶନ କରନ୍ତେ ।ଅର୍ଵାଶନୀ ଶକ୍ତି ନାମ ହୋଇଛି ତାହାରଦର୍ଶନ: ପ୍ରଣାମ କଲେ ଭବୁ ହେବ ପାର ।ସିନ୍ଧୁରାଜ ଜଳଠାରୁ ବଟମୁଳଯାଏକୀଟପକ୍ଷୀ ମନୁଷ୍ୟର ଯେବେ ମୃତ୍ୟୁ ହୁଏ ।ତାହାଙ୍କୁ ତ ଭଗବାନ ଦେଇଥାନ୍ତି ମୁକ୍ତିଯହିଁ ପବିତ୍ର ଦେବତାଗଣ ତା ଇଛୁନ୍ତି |ଅତି ପବିତ୍ର ଦେବତାଗଣ ତା ଇଛ୍ଛନ୍ତିଏହି ସ୍ଥାନେ ଯେତେ ଜୀବ ବାସ କରିଥାନ୍ତି ।ତାଙ୍କୁ ଭଗବାନରୂପେ ଦେଦେ ଦେଖୁଛନ୍ତିଯୁଥୂ୍ବୀ ଗମନ ସ୍ଵର୍ଗେ ତୀର୍ଥ ଯେ ଅଛନ୍ତି ।ସା୍ତ୍ରିକୋଟି ସଂଖ୍ୟକ ଦିଅନ୍ତି ମୁକତିକିନ୍ତୁ ଶ୍ରୀକ୍ଷେତ୍ରେ ସାଯୁଜ୍ୟ ମୁକ୍ତି ହୁଏ ପ୍ରାପ୍ତ ।ଏହି ଗ୍ରୀକ୍ଷେତ୍ରେ ଝ ବାସ କରିଛନ୍ତି ଯେତେ ଲୋକତାହାଙ୍କର ନାହିଁ ଜନ୍ମ ମୃତ୍ୟୁ ଜରାଶୋକ ।ଏ ଯେଉଁ ରୋହିଣୀ କୁଣ୍ଡ କାରଣ ଜଳରେନିତ୍ୟ ପୂର୍ଣ ରହିଥାଏ ସ୍ପର୍ଶ ଯେହୁ କରେ ।ସେ ଜୀବି ଭବବନ୍ଧନୂ ହୁଅଇ ମୁକତପ୍ରଳୟେ ଏ କୁଣ୍ଡଳଳ ହୁଅଇ ବର୍ିତ |ସେହି ଜଳ ଏହିସ୍ଥାନେ ହୁଅଇ ଯେ ଲୀନତେଣୁ ଏ କଣ୍ଠର ନାମ ଅଟଇ ରୋହିଣ ।-ଯମରାଜ ତୁମ୍ଭ ଅଧ୍ବକାର ବିପର୍ଯ୍ୟୟହେବ ବୋଲି ଛାଡ଼ ଚିନ୍ତା ମନରୁ ନିଶ୍ଚୟଏ ସ୍ଥାନେ କେବେଳ ମୋକ୍ଷଭାଗୀ ଜୀବଗଣତୁମ୍ଭେ ଯମରାଜ ତାଙ୍କ ନ କର ଶାସନଲକ୍ଷ୍ମୀ ଦେବୀ ଯମରାଜାଙ୍କ ଯେ ଏହା କହିବ୍ରହ୍ମାଙ୍କ ମୁଖକୁ ଦୃଷ୍ଟିକୋଣେ ଦେଲେ ଚାହିଁ ।କହିଲେ ଅତି ଆଦରେ ଶୁଣ ବେଦପତିଏକ୍ଷେତ୍ର ଜୀବଗଣଙ୍କୁ ମୋକ୍ଷ କରେ ନିତି ।କାମାକ୍ଷା ମଧ୍ୟେ ବିମଳା କ୍ଷେତ୍ରପାଳ ଶିବଭଗବାନଙ୍କ ଦକ୍ଷିେ ଶ୍ରୀନୃସିଂହ ଦେବହିରଣ୍ୟ କଶିପୁ ବକ୍ଷସ୍ତୁଳେ ବିଦାରିଣସ୍ଵଦେହ କାନ୍ତିରେ ପୂର୍ଣ୍ଣକଲେ ତ୍ରିଭୁବନଏ ସକଳ ଦେବତାଙ୍କୁ କରିଲେ ଦର୍ଶନସର୍ବପାପ ନିଃସଂଶୟେ ହୁଅଇ ଦହନଭକ୍ତି ମୁକ୍ତି ଫଳ ଲାଭ ହୁଅଇ ତାହାରସନ୍ଦେହ ନ କର ମନେ ଆହେ ବେଦବରଏହି ନୃସିଂହଙ୍କ! ଆଗେ ପ୍ରାଣତ୍ୟାଗ କଲେବହୁ ସାଯୁଜ୍ୟ ପ୍ଲାପତି ହୁଏ ତତକାଳେ ।ଆଉ ଯେଉଁ କର୍ତ କିଛି କରିବ ସେଠାରେକୋଟି କୋଟି ଗୁଣ ଫଳ ଲାଭ ସେହୁ କରେ ।କଳ୍ନବଟ ବୃକ୍ଷଛାୟା ନୁସିଂହ ତେଜରେଦୀପ୍ତିମାଳ ହୋଇ ରହିଅଛି ସର୍ବକାଳେ ।ଜ୍ଞାନେ ବା ଅଜ୍ଞାନେ ଏହି ବୃକ୍ଷର ଛାୟାରେପ୍ରାଣ ତ୍ୟାଗ କଲେ ମାୟା ଚାଲିଯାଏ ଦୂରେବେଦାନ୍ତ ଶାସ୍ତେ ପ୍ରସିଦ୍ଧ ଶ୍ରବଣ ନନ୍ଦନନିଦିଧ୍ୟାସନ ଏ ତିନି ମୋକ୍ଷର ସାଧନଏ ତିନି ସାଧନ ବିନା ମୁର୍ଖ ଲୋକଙ୍କରମୁକ୍ତି ହୁଏ ଏ କ୍ଷେତ୍ରରେ ସନ୍ଦେହ ନ କରବାରାଣସୀ କ୍ଷେତ୍ରେ କୃପାନିଧବ ମହେଶ୍ବରବ୍ରହ୍ମ ନାମ କହନ୍ତି ଯେ ମନୁଷ୍ୟ କର୍ଣ୍ଣର ।ସେ ନାମ କର୍ଣ୍ଣ ବିବରେ ହୁଅନ୍ତେ ପ୍ରବେଶହୃଦୟ ପଦ୍ଧରେ ଜ୍ଞାନ ହୁଅଇ ପ୍ରକାଶ |ସେ ଜ୍ଞାନ ସାଧନ କଲେ ଜୀବ ପାଏ ମୁକ୍ତିକେବଳ ଏ କ୍ଷେତ୍ରେ ମୃତ୍ୟୁ ହେଲେ ପରାଂଗତି ।ଉପଦେଷ୍ଟା ଗୁରୁଙ୍କର ମହିମା ଏସନଅନ୍ୟଥୀ ନ ହୁଏ ସେହି ଜ୍ଞାନ କଦାଚନ ।ଏ କ୍ଷେତ୍ରେ ମରଣ ହେଲେ ସ୍ଵରୂପ ମୁକତିଲାଭ ହୁଏ ଯମ ମନେ କର ନାହିଁ ଭ୍ରାନ୍ତି ।ଯେଉଁମାନେ କରୁଥାନ୍ତି କର୍ମଫଳ ଭୋଗଜନ୍ମପରେ ମୂତ୍ୟୁ ହେବ ବୋଲି ଉଦବେଗ ।ଅଜ୍ଞାନ ସ୍ଵାର୍ଥାନ୍ଧ ଆଉ ମୃର୍ଖବ୍ୟକ୍ତିଗଣଏ କ୍ଷେତ୍ରେ କରନ୍ତି ନାହିଁ ବିଶ୍ଵାସ ସ୍ଥାପନ ।ଯେପରି ତୃଷାର୍ଜ ବ୍ୟକ୍ତି ତେଜି ଗଙ୍ଗାଜଳପାନ କରେ ଯାଇ କ୍ଷୁଦ୍ର ସରୋବରୁ ଜଳ ।ସେହିପରି ଏ କ୍ଷେତ୍ରକୁ ତେଜି ମୁଢ଼ଜନଅନ୍ୟ ତୀର୍ଥମାନଙ୍କରେ କରନ୍ତି ଭ୍ରମଣ ।ଫଳ ଆଶା ମୋହକରେ ହୋଇଥାଏ ତୃପ୍ତଶ୍ରମଜାତ ହୁଏ ଫଳ ଲାଭରେ ଆସକ୍ତ ।ସମୁଦ୍ରରେ ସ୍ଵାନ ଜଗନ୍ନାଥଙ୍କ ଦର୍ଶନକଳ ବୃକ୍ଷ ଛାୟାତଳେ ହୋଇଲେ ମରଣ ।ଯେକୌଣସି ସ୍ଥାନେ ଅବା ଏ କ୍ଷେତ୍ର ମଧ୍ୟରେମୂତ୍ୟୁ ହେଲେ ମୁକ୍ତିଲାଭ ଜୀବ ବେଗେ କରେ।ଏ କ୍ଷେତ୍ରେ ଯେଉଁ ବିଷୟେ ବିଶ୍ଵାସ ଭକତିଯେ ଜନ କରେ ତାହାର ହୁଅଇ ମୁକତି ।ଅତଏବ ଏହିପରି ତୀର୍ଥ ପୂୃଥ୍ବୀରେକୃତ୍ରାପି ନାହିଁ ଏକଥା ରଖନ୍ତୁ ମନରେ |ଯେ ବ୍ୟକ୍ତି ଏହି କ୍ଷେତ୍ରକୁ ପରିତ୍ୟାଗ କରିଲାଭ ଲାଳସାରେ ଅନ୍ୟ ତୀର୍ଥରେ ବିହରିସେ ବ୍ୟକ୍ତି ନିଶ୍ଚୟେ ହୁଏ ବିଷ୍ଣୁ ମାୟାଗ୍ରସ୍ତକାଳେ କାଳେ ହୁଏ ମୁକ୍ତି ଲାଭରୁ ବଞ୍ଚତଆଉ ଉପଦେଶ ଦିଆଯିବ କି ତୁମ୍ଭଙ୍କୁପ୍ରତ୍ୟକ୍ଷରେ ମୁକ୍ତି ହେଲା ଦେଖୁଲ କାକକୁଅନ୍ତର୍ବେଦି ରକ୍ଷାଅରଥେ ଆଠଗୋଟି ଶକ୍ତିକଳପନା କରିଅଛୁ ଆହେ ବେଦପତି |ରୁଦ୍ର ଉଗ୍ର ତପସ୍ୟା ଯେ କଲେ ପତ୍ନୀ ପ୍ରତିତେଣୁ ସ୍ଵଦେହରୁ ଜାତ କଲୁ ଗୌରୀ ଶକ୍ତି ।ଗୌରୀଙ୍କୁ ଆଦେଶ କଲୁ ଆଗୋ ମାଏ ଶୁଣଅନ୍ତର୍ବେଦୀ ରକ୍ଷାଅ୍ଥୈ ହୁଏ ସାବଧାନ ।ଆମ୍ଭ ପ୍ରତି ଅଥୈ ଗୌରୀ ହେଲେ ଅପମୁରିଅନ୍ତର୍ବେଦି ରକ୍ଷା ଅର୍ଥେ ହୋଇଲେ ନିଯୁକ୍ତି |ବଟମୁଳେ ଅଗ୍ନି କୋଣେ ମଙ୍ଗଳା ନାମରେବିମଳା ନାମେ ଶକତି ପଶ୍ଚିମ ଦିଗରେ ।ସର୍ବମଙ୍ଗଳା ନାମରେ ବାୟୁକୋଣେ ସ୍ପିତିଉତ୍ତମ ଦିଗରେ ଅର୍ବବାଙ୍ଗିନୀ ନାମେ ଶକ୍ତି |ଏଶାନ୍ୟରେ ଲମ୍ବା ଦକ୍ଷିଣରେ କାଳରାତ୍ରିପୂର୍ବେ ମରିଚିକା ନୈର୍ଭତରେ ଚଣ୍ଡାଶକ୍ତ `ଅନ୍ତର୍ବେଦୀ ରକ୍ଷା ଅର୍ଥେ ଏହି ଅଷ୍ଟଶକ୍ତଅଷ୍ଟଦିଗେ ରହି ପୂଜା ପାଉଛନ୍ତି ନିତି |ଅଛ ପୁଣ୍ୟକାରୀ ପକ୍ଷେ ଦୁର୍ଲ୍ଲଭ ଏ ସ୍ଥାନଅଷ୍ଟମୁରି ଦରଶନ ଅଥବା କୀରଉଁନ |କରିଲେ ସକଳ ପାପ ହୁଅଇ ଦହନଅଶ୍ଵମେଧ ଯାଗଫଳ ଲଭେ ତତକ୍ଷଣରୁଦ ଦେଖୁଲେ ରୁଦ୍ରାଣୀ ଅଷ୍ଟମୂର୍ରି ହେଲେନିଜର ଯେ ଅଷ୍ଟମୂରି କଳ୍ପନା କରିଲେପରମେଶ୍ବରଙ୍କୁ ଉପସନା ତହୁଁ କଲେତପସ୍ୟା କରି ଏ ବର ପ୍ରାର୍ଥନା କରିଲେ ।ଆହେ ଦେବ ତୁମ୍ଭେ ଯେଉଁ ସ୍ଥାନରେ ରହିବସେ ସ୍ଥନରେ ମୋର ବାସ ନିତ୍ୟ ଯେ ହୋଇବ ।ହେ କମଳାକାନ୍ତ ତୁମ୍ଭ ବିନା ଆଉ କେହିଜୀବକୁ ମୁକ୍ତି ଦେବାକୁ ସମର୍ଥ ନୃହଇତୁମ୍ଭେ ଜୀବଗଣଙ୍କର ଅଟ ଅନ୍ତର୍ଯ୍ୟାମୀତୁମ୍ଭ ବ୍ୟତିରେକେ ଦେହ ଧରିବକେ ପୁଣିତୁମ୍ଭ ସ୍ଵରୂପ ନ ବୁଝି ବିଷୟ ଅଗ୍ନିରେଆନନ୍ଦିତ ମୂଢ଼ ଲୋକେ ହୁଅନ୍ତି ମନରେ ।ନିର୍ସଳ ଜଳଦ କାନ୍ତି ଦେବ ଭଗବାନତୁମ୍ଭ ପାଦପଦ୍ଧରେ ମୁଁ ପଶିଲି ଶରଣସେ ଅଷ୍ଟରୁଦ୍ରଙ୍କୁ କ୍ଷେତ୍ରସ୍ତାମୀ ଭଗବାନତୁରିତେ ଅଷ୍ଟ ଦିଗରେ କରିଲେ ସ୍ଥାପନମଧ୍ୟ ବେଦୀରେ ବିଜୟେ ସ୍ବୟଂ ଭଗବାନଶୁଣ ଅଷ୍ଟରୁଦ୍ର ନାମ କପାଳ ମୋଚନଦ୍ଵିତୀୟରେ କାମ କ୍ଷେତ୍ରପାଳ ତୃତୀୟରେଯମେଶ୍ବର ମା୍କଣ୍ଡେୟଶ୍ବର ପଞ୍ଚମରେଷଷ୍ଟେ ବିଶ୍ବେଶ୍ବର ନୀଳକଣ୍ଠ ସପ୍ତମରେଅଷ୍ଟମରେ ବଟେଶ୍ଵର କଳ୍ପବଟ ମୂଳେଏ ଅଷ୍ଟଲିଙ୍ଗୁ ଦର୍ଶନ ସ୍ପର୍ଶନ ପୁଜନକରିଲେ ସକଳେ ହେବେ ମୁକତି ଭାଜନଅତଏବ ଯମରାଜ ଏ କ୍ଷେତ୍ରେ କେବଳତୁମ୍ଭେ ଶାସକ ନ ହେବ ମୂତ ବ୍ୟକ୍ତିଙ୍କରଯେ ନିମିତ୍ତ ଏହିସ୍ଥାନେ କଲେ ଆଗମନଅନ୍ୟସ୍ଥାନେ ଯାଇଁ ତାହା କରନ୍ତୁ ସାଧନଲକ୍ଷ୍ମୀଦେବୀ ଯମକୁ ଏ ଉପଦେଶ ଦେଲେପିତାମହ ମୁଖ ଚାହିଁ ବଚନ ଭାଷିଲେମନରେ ନିଶ୍ଚୟ କର ଭଗବାନଙ୍କରନାଭି ପଦ୍ଧରୁ ଜନମ ହୋଇଛି ତୁମ୍ଭରତଥାପି ଏ ଜଗନ୍ନାଥ ଭକ୍ତର ଅଧୀନଶରଣ ଗଲେ କରନ୍ତି ଦୁଃଖ ବିମୋଚନଏହି ହେତୁ ଯମପ୍ରତି ପ୍ରଭୁ ସୁପ୍ରସନ୍ଧସେ କଥା କହୁଛୁ ତୁମ୍ଭେ ଶୁଣ ସାବଧାନଶ୍ରୀ ସୁଦର୍ଶନ ଅନନ୍ତ ଦେବ ଲକ୍ଷ୍ମୀପତିଯମରାଜାଙ୍କୁ ଏକଥା ବୁଝାଇଣ ଦିଅଯାଆନ୍ତୁ ଏଠାରୁ ନିର୍ଭୟରେ ନିଜ ଗ୍ରହ ।ସତ୍ୟଯୁଗେ ଯାଗକାରୀ ବିଷ୍ଣୁପରାୟଣଇନ୍ଦ୍ରଦ୍ୟୁମ୍ନ ନାମେ ରାଜା ହୋଇଥୁଲେ ଜନ୍ମ ।ସେ ରାଜା ଏହି କ୍ଷେତ୍ରକୁ କରି ଆଗମନଭକ୍ତିଭରେ କରିବେ ତ ପ୍ରଭୁଙ୍କୁ ଦର୍ଶନ ।ଭଗବାନଙ୍କର ପ୍ରୀତି ସାଧନ ନିମିତ୍ତକରିବେ ସହସ୍ର ଅଶ୍ଵମେଧ ନରନାଥ |ସେ ରାଜାଙ୍କ ଭଗବାନ ହୋଇବେ ସଦୟଦାରୁ ମଧ୍ୟରେ ପ୍ରକାଶ ହୋଇବେ ନିଶ୍ଚୟ ।ସେ ଦାରୁରେ ବିଶ୍ବକର୍ମା ପ୍ରତିମା ଗଢ଼ିବେପ୍ରତିଷ୍ଠା କରିବ ଇନ୍ଦ୍ରଦ୍ୟୁମ୍ନ ବାକ୍ୟେ ତୁମ୍ଭେ ।ଆମ୍ଭ ସଦୃଶ ପ୍ରତିମା ନିମାଣ କରିବସେ ମୁଭି ନିଶ୍ଚୟ ତୁମ୍ଭେ ପ୍ରତିଷ୍ଠା କରିବ ।ବ୍ରହ୍ମା ଯମରାଜ ଦୁହେଁ ଲକ୍ଷ୍ମୀ ଦେବୀଙ୍କରବାକ୍ୟ ଶୁଣି ଆନନ୍ଦରେ ଗଲେ ସ୍ଵ-ମନ୍ଦିର ।ମୁନିଗଣ ଶୁଣ ସେହି କ୍ଷେତ୍ରେ ବର୍ଉମାନମେଘକାନ୍ତି ଶଙ୍ଖଚକ୍ର ଧାରୀ ଭଗବାନ ।ଇନ୍ଦ୍ରଦ୍ୟୁମ୍ନ ରାଜାପ୍ରତି ହୋଇ ସୃପ୍ରସନ୍ଧନୀଳାଚଳେ ଦାରୁବ୍ରହ୍ମ ରୂପେ ବିଦ୍ୟମାନ ।ଶ୍ରୀ ବଳରାମ ସୁଭଦ୍ରା ସୁଦର୍ଶନ ଘେନିଦେହଧାରୀ ହୋଇ ବିଜେ ଜଗନ୍ନାଥ ସ୍ଵାମୀ ।ଜୀବ-ବ୍ରହ୍ମ-ହିତେ-ସାଧନରେ ହୋଇ ବ୍ରତୀପାପ ଦୂର ହୋଇଯାଏ କରିଲେ ପ୍ରଣତୀ ।ଶୁଣ ସବ ମୁନିଗଣ ଯାହାକୁ ଦଶନସୁଦୃଢ଼ ପାପ ବନ୍ଧନ କରିଦିଏ ଛିନ୍ନ |ସୁଧାକର ତୁଲ୍ୟ କରେ ତ୍ରିତାପ ହରଣସତ୍କସ୍ମି ସମୁହ ଫଳ ଫଳର ତତ୍କ୍ଷଣ ।ବିଷ୍ଣୁଙ୍କର ଅଛି ବହୁବିଧ ଅବତାରଅଦ୍ଭୂତ କର୍ମ ସାଧନ ମହିମା ଅପାର ।ଭୁଲୋକେ ମନୁଷ୍ୟଗଣ ସ୍ଵର୍ଗେ ଦେବଗଣସେ ମହିମା ବୁଝିବାକୁ ନୁହନ୍ତି ଭାଜନ ।ବିପ୍ପଗଣ ଶୁଣ ଦେବ, ଦଇତ ମାନବଗର୍ଷବ ସପ ରାକ୍ଷସ ପକ୍ଷୀଜାତି ସର୍ବ |ଏ ସକଳ ଆମ୍ୃଭୂତ ସର୍ବ ସୁଖାବହଦାରୂମୟ ଶ୍ରୀ ହରିଙ୍କୁ କରନ୍ତି ଆଶ୍ରୟ |ଆନନ୍ଦ ସ୍ଵରୂପୀ ବ୍ରହ୍ମଙ୍କର ଜୀବ ଅଂଶେଜୀବର ଜନ୍ମ ହୁଅଇ ସେ ଜୀବ ବିଶେଷେ ।ଦାରୁମୁର୍ଭି ମଧ୍ୟେ ବ୍ରହ୍ମ କରେ ଅନୁଭବ:କସ୍ପିନ କାଳେ ଏ କଷ୍େତ୍ର ତ୍ୟାଗ ନ କରନ୍ତି ।ବେଦ ବାକ୍ୟରେ ପ୍ରସିଵ୍ଧି ଏକଥା ଜାଣିବ ।ଏ ମୁର୍ଭି ସଂସାର ଦୁଃଖ ସକଳ ବିନାଶିଅବ୍ୟୟ ସୁଖ ପ୍ରଦାନେ ଜୀବକୁ ଆଶ୍ଵାସୀଏ ହେତୁ ବେଦାନ୍ତ ଶାସ୍ତ୍ର କରଇ କୀର୍ରଁନଦାରୁମଧ୍ୟେ ବ୍ରଙ୍ମରପ ଧାରୀ ଭଗବାନକେବଳ କାଷ୍ଠ ପ୍ରତିମା ନ ଦିଏ ମୁକତିମୋକ୍ଷ ତ ସ୍ଵଭାବ ସିଦ୍ଧ ଅକୃତ୍ରିମ ଅତିକୃତ୍ରିମ ପ୍ରତିମା କେଉଁପରି ମୁକ୍ତି ଦେବତ୍ରିକାଳରେ ଏକଥା ତ ସମ୍ଭବ ନ ହେବଅତଏବ ବ୍ରହମସ୍ପଖ ଆଶ୍ରୟ ବ୍ୟତୀତଲାଭ ନ ହୂଅଇ ତେଣୁ ଏ ସ୍ଥାନ ଗୁପତଅଲୌକିକୀ ସେ ପ୍ରତିମା ଲୈକିକୀ ହୋଇଲେକିଏ ବା ଶୁଣିଲେ କିଏ ନୟନେ ଦେଖୁଲେ।ମହର୍ଷି ଜୈମିନି ମୁନିଗଣଙ୍କ ଏକଥାକହିଲେ ଇନ୍ଦ୍ରଦ୍ୟୁମ୍ବର ବର ଲାଭ ବାରରଯେ ପ୍ରଭୁ ରକ୍ଷକ ଦୀନ ଅନାଥ ଜନରସଂସାର ସାଗର ତାରିବାକୁ କର୍ଣ୍ଣଧାରଅବଲମ୍ବନ ଅଟନ୍ତି ସକଳ ଜୀବରଚରଣ ବନ୍ଦନା କରୁଛନ୍ତି ଚରାଚରଯେ ପ୍ରଭୁ ସୃଷ୍ଠି ପାଳନ ସଂହାର କାରଣଜୀବର କରନ୍ତି ସଦା ପାପ ବିମୋଚନଆପଦ ବିନାଶକାରୀ ବିଭୂତି ବର୍ବକବିଷୟ ଭୋଗୀର ସଦା ଅଭୀଷ୍ଟ ପୁରକଜୀବ ଜଗତର ସଦା ପାଳନ କରତାଚରାଚର ଜଗତର ଅଟନ୍ତି ବିଧାତାପୃଥବୀରେ ଯେତେ ଭାଷା ତହିଁରେ ପଣ୍ଡିତକଳ୍ପଷ ନାଶ କରିବା ପାଇଁ ସମରଥପାପ ତାଙ୍କର ଶୋଷକ ଅଟନ୍ତି ଶ୍ରୀହରିଜୀବହିତେ ନୀଳାଦି କନ୍ଦରେ ବିଜେ କରିମୁନିଗଣ ନୀଳାଚଳସ୍ଥିତ ନାରାୟଣପ୍ରଭୁଙ୍କର ପାଦପଦ୍ମେ ପଶନ୍ତୁ ଶରଣଯେ ପ୍ରଭୁ ଜଡ଼ ସମାନ ଦାରୁ ରୂପ ଧରିବିବିଧ ପ୍ରକାରେ ଦିବ୍ୟଲୀଳା ତହିଁ କରିସେ ପ୍ରଭୁଙ୍କୁ ଏକମାତ୍ର କରିଲେ ଭକତିଶତ ଅପରାଧ ଥିଲେ କ୍ଷମା ସେ ଦିଅନ୍ତିଶୁଣି ମୁନିଗଣ ସେହି ପ୍ରଭୁଙ୍କ ଚରିତଦାରୁ ଦେହେ ଲୀଳା କରୁଅଛନ୍ତି ଅଦ୍ଭୂତପାପ ନାଶନ ଚରିତ୍ର କରୁଛୁ ବର୍ଣ୍ଠନସାବଧାନ ହୋଇ ତାହା କରନ୍ତୁ ଶ୍ରବଣକୁରୁକ୍ଷେତ୍ରେ ଥଲେ ଏକଜଣ ବିପ୍ରଚରଆଉ ଜଣେ କ୍ଷତ୍ରିୟ ଯେ ମଇତ୍ର ତାଙ୍କରଦୁହେଁ ଏକତ୍ର କରନ୍ତି ଆହାର ବିହାରଶୌଚାଚାର ବିବର୍ଜିତ ନିଷିଦ୍ଧ ଆମ୍ଭରବେଦ ଅଧ୍ୟୟନ ତେଜିହୋଇ ମୋହଯୁକ୍ତଦେବ କାର୍ଯ୍ୟ ପିତୃକାର୍ଯ୍ୟ ଆଦି ବିବର୍ଡିତଧର୍ମହୀନ ମହାପାତକାଦିରେ ଦୂଷିତସଦା ମଦୋନୃତ ବେଶ୍ୟା ସହବାସେ ରତ ।ଦୁହେଁ ପରଲୋକ ଚିନ୍ତା ଦିନେ ନ କରନ୍ତିଏହିପରି ଅକାର୍ଯ୍ୟରେ ଅର୍ଵାୟୁଷ ବିତିଏକଦା ସେ ଦୁହେଁ ଗଲେ ଏକ ଯଜ୍ଞସ୍ଥାନମନୋହର ମନ୍ତ୍ର ଧ୍ବନି କରିଲେ ଶ୍ରବଣବୈଦିକ କ୍ରିୟା ସକଳ କରିଲେ ଦର୍ଶନତେଣୁ ଧର୍ମ କାର୍ଯ୍ୟେ ଶ୍ରଦ୍ଧା କଲେ ଦୁଇଜଣ ।ପୁଣ୍ଡରୀକ ଅତ୍ବରୀଷ ନାମ ଦୂହିଙ୍କରନିଜ ନିଜ ଜାତି କଥା ପଡ଼ିଲା ମନରନିଜ ନିଜ ଦୂ୍ଚରିତ୍ର ନିଦ୍ରା ବହୁ କରିଏ ପାପ ସମୁଦୁ କେଉଁରୂପେ ହେବା ପାରିଆମ୍ଭେ ଦୁହେଁ ଏ ଜନ୍ମରେ କଲୁ ଯେ ପାତକତାର ପ୍ରାୟଶ୍ଚିତ କହିବାକୁ ଶାସ୍ତ ମୂକସଞ୍ଚୟ କରିଛୁ ଯେଉଁ ପାପ ଘୋରତରଦୁର୍ଲଭ ଅଟଇ ପ୍ରାୟଶ୍ଚିତ ଯେ ତାହାରତଥାପି ଏହି ସକଳ ବ୍ରହ୍ମନିଷ୍ଠଗଣସଭାସଦ ହୋଇଛନ୍ତି ଯେତେକ ବ୍ରାହ୍ମଣଏମାନଙ୍କ ଶ୍ରୀଚରଣେ କଲେ ପ୍ରଣିପାତପଚାରିବା କେଉଁପରି ହେବା ପାପମୁକ୍ତଏକଥା ବିଚାର କରି ସେହି ଦୁଇମିତବିପ୍ରମାନଙ୍କ ଚରଣେ କଲେ ପ୍ରଣିପାତନିଜ କୃତ ପାପ ମାନ କରିଲେ ବର୍ଣ୍ଣନପୁଛିଲେ କିପରି ହେବ ଦୂରିତ ଦହନଦୁଇ ମିତ୍ରଙ୍କର କଥା ଶୁଣି ବିପ୍ରଗଣବିସ୍ମୟ ବଦନେ କଲେ ଚକ୍ଷୁ ନିମୀଳନପରସ୍ପର ମୁଖ ଚାହିଁ ହୋଇଲେ ମଉନଆଶ୍ଚର୍ଯ୍ୟ ହୋଇଲେ ଶୁଣି ପାପକର୍ମ ମାନଯେତେ ପାପ ଦୁହିଙ୍କର ହୋଇଛି ସଞ୍ଜତପ୍ରାୟଶ୍ଚିତ କରିବାକୁ ଶାସ୍ତ ଅସମର୍ଥଏହାଙ୍କ ପାପର ଉପଯୁକ୍ତ ପ୍ରାୟଶ୍ଚିତକହିବାକୁ ଆମ୍ଭେମାନେ ନୋହୂତ ସମକରିଛନ୍ତି ପାପ କ୍ଷୟ ଭକ୍ତ ସାଧନାରେବିପ୍ରଗଣ ମଧ୍ୟ ଶ୍ରେଷ୍ଠ ବକ୍ତା ସେ ଭାବରେସଭାପତି ପ୍ରଧାନ ବୈଷ୍ଣବ ଚୂଡ଼ାମଣିହସି ହସି କହିଲେ ସଭାରେ ସେହିକ୍ଷଣିବ୍ରାହ୍ମଣ କ୍ଷତ୍ରିୟ ଦୂଇ ଜାତିର ସନ୍ତାନମନଦେଇ ଶୁଣ ତୁମ୍ଭ ପାପ ଯେ ଦାରୁଣସେ ପାପର ପ୍ରାୟଶ୍ଚିତ ଯେବେ ଇଚ୍ଛା କରଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ଚଳ ହେ ସତର 'ସେହିସ୍ଥାନେ ଦାରୁମୟ ଶ୍ରୀପୁରୁଷୋତ୍ତମବିଜେ କରିଛନ୍ତି ସେହି କ୍ଷେତ୍ରଟି ଉତ୍ତମରାଜର୍ଷି ଇନ୍ଦ୍ରଦ୍ୟୁମନ ଭକ୍ତିରେ ସନ୍ତୋଷହୋଇ ନାରାୟଣ ତହିଁ କରିଛନ୍ତି ବାସଶିଙ୍ଖଂ ଚକ୍ର ଗଦା ପଦଧଧାରୀ ଜଗନ୍ନାଥଆରାଧନା କଲେ ପାପ କ୍ଷୟ ଜୀବନ୍ଧକ୍ତଏ ଦୁଇ ମଧ୍ୟରୁ ତୁମ୍ଭେ ଯାହା ଇଚ୍ଛା କରନିଶ୍ଚୟ ପାଇବ ତାହା ସନ୍ଦେହ ନ କରସେ ପ୍ରଭୁ ଘୋର ଦୁଷ୍ପତ ରୂପ ତୁଳା ରାଶିଅଗ୍ନିରୁପେ ଦହୁଛନ୍ତି ନୀଳାଚଳେ ବସିକୋର୍ଟିଜନ୍ସ ତପ କରି ଏ ପାପ ଦହନକରିବାକୁ ତୁମ୍ଭେ ଦୂହେଁ ନ ହେବ ଭାଜନଯା ଦର୍ଶନ ଏକକାଳେ ପାପ କ୍ଷୟ କରେତା ନିକଟେ ଚଳିଯାଅ ଆନନ୍ଦ ମନରେପୁଣ୍ୟଭୂମି ଉତ୍କଳ ଦେଶରେ ବିଦ୍ୟମାନଦକ୍ଷିଣ ସମୁଦ ତୀରେ ସ୍ଵୟଂ ଭଗବାନନୀଳ ପବବତ କନ୍ଦରେ କରିଛନ୍ତି ବାସତାହାଙ୍କର ପାଦପଦ୍ମେ ଶରଣ ଯେ ପଶସେ କୃପାସାଗର ପୂରାଇବେ ଅଭିଳାଷମୁନିଗଣ ଶୁଣିଲ କି ` ମନ ହେତୁ ତୋଷବ୍ରାହ୍ମଣ କ୍ଷତ୍ରିୟ ପୁଏ ସନ୍ତୋଷ ହୋଇଲେତହୁ ଉତ୍କଳ ପ୍ରଦେଶେ ତୁରିତେ ଚଳିଲେଅତି ଆନନ୍ଦରେ କଲେ ଜୟ ଜୟ ଧନିଭକ୍ତିଭରେ ବ୍ରାହ୍ମଣଙ୍କ ଚରଣେ ପ୍ରଣମିଉତ୍କଳ ଖଣ୍ଡ ଚତୁର୍ଥ ଅଧ୍ୟାୟ ସମାପ୍ତସଂସାର ରକ୍ଷା କରନ୍ତୁ ନୀଳାଚଳ ନାଥବିପ୍ରଦାନ୍ଧକାର ନାଶିବାରେ ସୂର୍ଯ୍ୟ ସମଅଭିଳାଷ ଦାନେ କାମଧେନୂର ସମାନଅପାର ସଂସାର ସମୁଦ୍ରରେ ନୌକାବତବିପ୍ର ପାଦରଜ କରେ ତ୍ରିଭୁବନ ପୂତଯଜ୍ଞକାରୀ ବିପ୍ରମାନଙ୍କର ପଦଧୂଳିଶିରେ ବହିବାକୁ ହରିହର କରେୈ ଅଳିଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେପୁରୁଷୋତ୍ତମ କ୍ଷେତ୍ର ବର୍ଣ୍ଣନେ ପୁଣ୍ଡରୀକ ଅମ୍ବରୀଷଶ୍ରାକ୍ଷେତ୍ରେ ଗମନେ ନାମ ଚତୁଥୈଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment