ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ତ୍ରିଂଶୋଦଧ୍ୟୋୟଃ
ସ୍ଵର୍ଗଗୁରେ ଗମନ କରନ୍ତୁ ଦେବଗଣ |
ତୁମ୍ଭର ଜୀବିତ କାଳ ପର୍ଯ୍ୟନ୍ତ ଏ ସ୍ଥାନେ
ରଖୁବୁ ହେ ବେଦବର ରଖୁଥାଅ ମନେ ।
ତ୍ରିଂଶ ଅଧ୍ୟାୟ
ଅନନ୍ତର ଦେବଖଣ ଆଉ ରଷିମାନେଆନନ୍ଦରେ ଜଗନ୍ନାଥ ପ୍ରଭୁଙ୍କ ଚରଣେ ।ମନ ମୁନଙ୍କ ପଚାରଚ୍ତ ମୁନଗଣଅବନତ ମସ୍ତକରେ ପ୍ରଣାମ କରିଲେବ୍ରହ୍ମାଙ୍କର ଆଦେଶରେ ରାଜା ଇନ୍ଦ୍ରଙ୍ୀମ୍ପ ।ନିଜ ନିଜ ସ୍ଥାନକୁ ଯେ ବେଗେ ଚଳିଗଲେ।ଜଗନ୍ନାଥ ପ୍ରଭୁଙ୍କର ସ୍କାନ. ମହୋତ୍ସବପ୍ରତିମାରୂପୀ ଶ୍ରୀଜଗନ୍ନାଥ ସେ କାଳରେକି ରୂପେ କରିଲେ ଆଉ ସକଳ ଉତ୍ସବ ।ଆନନ୍ଦ ଦେଲେ ଯେ ମର୍ତ୍ୟବାସୀଙ୍କ ମନରେ ।ଯଥାବିଧ୍ୂ ସେ ସକଳ ବୁଝାଇ କହିବକେବଳ କରିଲେ ତୃଷ୍ଣୀଭାବେ ଅବସ୍ଥାନନାରଦ ରଷିଙ୍କଠାରୁ ଶୁଣିଅଛ ସର୍ବ |ହରିବୋଲ ହରିବୋଲ ଦେଲେ ସର୍ବଜନ ।ହେ ମୁନି ! କହନ୍ତୁ ତାହା ପୂର୍ଥକ ଭାବରେସେତେବେଳେ ଦୃଢ଼ ବ୍ରତ ରାଜା ବିଷୁଭକ୍ତଧାର୍ମିକ ପ୍ରବର ର ନରନାଥକିକ୍ପୁନ କରଲ କ ପକରକହାକର ପଛେ ପନେ ଗମନ କରିଲେ ।
ଅଦି ରଷ ବତକ ବୃତ୍ଧାଳର ପୃତବ୍ରହ୍ମାଙ୍କ ଆଦଶେ କେତେ ଦୂରରୁ ଫେରିଲେ ।ତୁ ପ୍ରତିଷ୍ଠା ଶେଷେ ଘଟିଲା ଯେ ରୂପ ଅଦ୍ଭୁତସେ ଆଶ୍ଚର୍ଯ୍ୟ କଥା କହ ପେଡ଼ି ତପୋବନ୍ତଏପରି ଆଶ୍ଚର୍ଯ୍ୟ କଥା କେହି ଶୁଣିନାହିଁଆଉ ମଧ୍ୟ କେଉଁକାଳ କେହି ଦେଖୁନାହିଁଦାରୁମୟ ପ୍ରତିମା ଯେ ସଜୀବ ଦେହରେମନୁଷ୍ୟ ପରି ରାଜାଙ୍କୁ ବରଦାନ କରେପାପ ନାଶନ ମହିମା ଭଗବାନଙ୍କରଆଉ ମର୍ଭ୍ଯଲୋକ ରାଜା ଇନ୍ଦ୍ରଦ୍ୟୁମ୍ପଙ୍କରଅତି ଦୁର୍ଲ୍ଲଭ ଚରିତ୍ର କରନ୍ତେ ସ୍ମରଣସକଳେ ଆଶ୍ଚର୍ଯ୍ୟ ହୋଇଅଛ ତପୋଧନଆଉ ସେ ରାଜାଙ୍କ କଥା କରନ୍ତେ ଶ୍ରବଣଆମ୍ଭମାନଙ୍କର ତୃପ୍ତି ହେଉନାହିଁ ମନକୃପାକରି ଭଗବାନଙ୍କର ଯେ ପ୍ରକାରଯାତ୍ରା ଉତ୍ସବ ସକଳ କହନ୍ତୁ ସତ୍ତ୍ରପ୍ରଭୁଙ୍କ ଯାତ୍ରା ଉତ୍ସବ କରିଲେ ଦର୍ଶନନିଶ୍ଚୟ ବୈକୁଣ୍ଠ ପୁରେ ମିଳଇ ଯେ ସ୍ଥାନଯେ ହେତୁ ଯାତ୍ରା ଉତ୍ସବ ମହାତ୍ମା କୀଉଁନସାକ୍ଷାତରେ କହିଛନ୍ତି ଶ୍ରୀ ମଧୁସୂଦନଜଗତ ହିତ ନିମିତ୍ତ ସେ ସର୍ବ ବିଷୟଆମ୍ଭମାନଙ୍କୁ କହନ୍ତୁ ଆହେ ମହାଶୟଜୈମିନି ମୁନି କହନ୍ତି ଶୁଣ ରଷିଗଣଜ୍ୟେଷ୍ଠା ସ୍ଵାନର ବିଧାନ କରୁଛୁ ବର୍ଣ୍ଣନସଂକଳ୍ପ କରିବ ଜ୍ୟେଷ୍ଠ ଶୁକ୍ଳ ଦଶମୀରେପରିଦିନ ମୌନ ହୋଇ ପ୍ରଭାତ କାଳରେମାର୍କଣ୍ଡେୟ ସରୋବର କରିବ ଗମନପ୍ରଥମରେ ତୀର୍ଥଜଳେ କରି ଆଚମନପ୍ରଣାମ କରି ଶିବଙ୍କୁ ପ୍ରାଥନା କରିବକର ଦୁଇ ଯୋଡ଼ି କରି ସମ୍ମୁଖେ ବସିବଅତି ତୀକ୍ଷ୍ଣ ମହାକାଳ ପ୍ରଳୟ କାଳରଅଗ୍ନିତୁଲ୍ଯ ତେଜୋ ଦୀପ୍ତ ତୁମ୍ଭର ଶରୀରଭୈରବ ରୂପୀ ଚରଣେ କରୁଛି ପ୍ରଣାମତୀର୍ଥ ସ୍କାନ ଅଣଥୈ ଦିଅ ଆଦେଶ ଆପଣ.ଏହାପରେ ତୀର୍ଥ ଜଳେ ପ୍ରବେଶ କରିବବେଦୋକ୍ତ ପଞ୍ଚବାରୁଣ ମନ୍ତ୍ରକୁ ପଢ଼ିବତିନିବାର ପଢ଼ି ଅଘମରଷଣ ସକ୍ତତୀର୍ଥଜଳେ ଯଥାବିଧୂ ସ୍କାନ କରିବ ତହେ ମଙ୍ଗଳମୟ ଶିବ ପାପ ବିନାଶନଶାନ୍ତ ମୁରି ଆପଣଙ୍କ ଚରଣେ ପ୍ରଣାମଏ ସ୍ଥାନରେ କରୁଅଛି ତୀର୍ଥ ଜଳେ ସ୍ଵାନଆମ୍ଭର ସକଳ ପାପ କରନ୍ତୁ ଦହନତ୍ରିପୁରାରି କନ୍ଦର୍ପକୁ ଭସ୍ପ କରିଦେଲ।!| ନିଜ ନୟନରୁ ଜାତ କରିଣ ଅମଳଆପଣଙ୍କ ଶ୍ରୀଚରଣେ କରୁଛି ପ୍ରଣାମଏ ଘୋର ସଂସାରୁ ମୋତେ କର ପରିତ୍ରାଣ ।ସ୍କାନ ଶେଷକରି କୂଳେ ପିନ୍ଧି ଧୌତବସ୍ତ। | ତିଳକ ଧାରଣ କରିଣ ଯେ ଶାସ୍ତ୍ର ମତଦେବତା ରଷି ପିତୃଙ୍କୁ କରିବ ତର୍ପଣଶିବଙ୍କର ମନ୍ଦିରକୁ କରିବ ଗମନଭକ୍ତିରେ ସ୍ପର୍ଶ କରିବ ବୃଷଭ ବୃଷଣହେ ବୃଷଭ ତୁମ୍ଭେ ଅଟ ଚତୁଷ୍ଠାଦ ଧର୍ମଯଜ୍ଞ ସ୍ଵରୂପୀ ଶୁଙ୍ଗରେ ସ୍ଵର୍ଣ୍ଣ ବିଭୂଷଣତୁମ୍ଭର ଶରୀର ବେଦ ତ୍ରୟ ଅଧଷ୍ଠାନଅଙ୍ଗରେ ତ୍ରିଶୂଳ ଚିହ୍ନ ଶିବଙ୍କ ବାହନଆପଣଙ୍କ ଚରଣରେ କରୁଛି ପ୍ରଣାମମନ୍ତ୍ର ପଢ଼ି ଶଙ୍କରଙ୍କୁ କରିବ ଦର୍ଶନତ୍ରିଲୋଚନ ଆଣଙ୍କ ଚରଣେ ପ୍ରଣାମନମସ୍କାର କରୁଅଛି ହେ ଶଶୀଭୂଷଣଏ ଘୋର ସଂସାରୁ ନାଥ କର ପରିତ୍ରାଣବିରୁପାକ୍ଷ ସଂକଟରୁ ବେଗେ ରକ୍ଷା କରମହାଦେବ ତୁମ୍ଭ ଚରଣରେ ନମସ୍କାରତପ୍ୂରେ ଅଘୋର ମନ୍ତ ଶିବଙ୍କୁ ପୂଜିବପଞ୍ଚବ୍ରହ୍ମ ମନ୍ତେ ଶିବ ଲିଙ୍ଗକୁ ଛୁଇଁବିମୁଞ୍ଟିଦ୍ଵାରା ଶକ୍ତିପୀଠ ଲିଙ୍ଗ ଅଙ୍ଗୁଷ୍ଣିରେସ୍ର୍ଶ କରିବା ବିଧାନ ଅଛି ଯେ ଶାସ୍ତ୍ରରେଏହିରୂପେ ଭକ୍ତିଭରେ ଶିବଙ୍କୁ ଅର୍ଚ୍ଚନଯେ ଜିନ କରଇ ନାନା ବିଧ ସ୍ତୁତିଗାନଦଶ ଅଶ୍ଵମେଧ ଯଜ୍ଞ ଫଳ ସେ ଲଭଇ :ରଷିଗଣ ଏକଥାରେ ସଂଶୟ ତ ନାହିଁମାର୍କଣ୍ଡେୟ ସରୋବର ଜଳେ କରି ସ୍କାନମାର୍କଣ୍ଡେୟ ଲଶ୍ଵରଙ୍କୁ ଯେ କରେ ଦର୍ଶନସେହି ଜନ ଅଶ୍ଵମେଧ ଆଉ ରାଜସୂୟ| | ସାଗର ଫଳ ଲଭଇ ଏକଥା ନିଶ୍ଚୟଦେହାନ୍ତେ ସାଲୋକ୍ୟ ମୁକ୍ତି ପାଏ ଶିବଙ୍କର। | ଶିବଙ୍କ ପ୍ରସାଦେ ଜ୍ଞାନ ଲାଭ ହୁଏ ତାତଶିବଙ୍କ ପ୍ରସାଦେ କ୍ରମେ ମୁକ୍ତି ପଥେ ଯାଇଁ| ନିର୍ବାଣ ଲଭଇ ସନ୍ଦେହ ତ କର ନାହିଁମାର୍କଣ୍ଡେୟ ସରୋବର ଦକ୍ଷିଣ ତୀରରେ| ନାରାୟଣ ବିଜେ ବଟବୃକ୍ଷ ସ୍ଵରୂପରେସେ କଳ୍ପ ବଟର ମୂଳେ କରିଲେ ଗମନପାପୀଜନଙ୍କର ପାପ ହୁଅଇ ଦହନକଳ୍ପ ବଟ ବୃକ୍ଷକୁ ଯେ କରନ୍ତେ ଦର୍ଶନବିଷୁରୂପେ ଚିନ୍ତାକରି କରିବ ପ୍ରଣାମହେ ନାଗ୍ରୋଧ ତୁମ୍ଭେ ପରା କଳ୍ନାନ୍ତ ଅମରଅତି ଅବ୍ୟକ୍ତ ସ୍ଵରୂପ ଅଟଇ ତୁମ୍ଭରହେ ବିଷୁରୂପ ତୃମ୍ଭଙ୍କୁ କରୁଛି ପ୍ରଣାମସକଳ ପାପ ଆତ୍ଭର କରନ୍ତୁ ହରଣ
ତୁମ୍ଭେ ପରା ବିଷୁଙ୍କର ଆବାସ ନିଳୟଏକମାତ୍ର ଜଗତର ଅଟ ଯେ ଆଶ୍ରୟହେ କଳଚୃକ୍ଷ ତୁମ୍ଭଙ୍କୁ କରେ ନମସ୍କାରପ୍ରଦକ୍ଷିଣ କରୁଅଛି ଯୋଡ଼ି ବେନି କରକଳ୍ବଟକୁ ଏ ରୂପେ କରିବ ପ୍ରଣାମତା ମୂଳେ ପୂଜା କରିବ ଶ୍ରୀ ମଧୁସୂଦନଏ ରୂପରେ ୀମାନବର କୋଟି କୌଟି ଜନ୍ମପାପରାଶି ଦଗ୍ଧ ହୁଏ ସନ୍ଦେହ ନମଣଏ ବୃକ୍ଷର ଛାୟା ସ୍ପର୍ଶ କରେ ଯେଉଁ ଜନତକ୍ଷଣେ ନିଷ୍ପାପ ହୁଏ ଶୁଣ ରଷିଗଣତପ୍ୂରେ ଶ୍ରୀହରିଙ୍କର ଉତ୍ତମ ବାହନଗରୁଡ଼ଙ୍କ କରଯୋଡ଼ି କରିବ ପ୍ରଣାମଭକ୍ତି ସହକାରେ କରିବଟି ସ୍ତୁତିଗାନଦେବମୟ ଯଜ୍ଞ ରୂପ ବିଷୁଙ୍କ ବାହନଏ ଦୀନ କରୁଛି ଆପଣଙ୍କୁ ନମସ୍କାରପ୍ରସନ୍ଧ ହୁଅନ୍ତୁ ମାଗୁଅଛି ଯୋଡ଼ି କରଗରୁଡ଼ଙ୍କ ଏହିରୂପେ କରିଲେ ପ୍ରଣାମଜନ୍ମ ଜନ୍ମାନ୍ତର ` ପାପ ହୁଅଇ ଦହନମନ ବାକ୍ୟ କର୍ମ ତିନି କରିଣ ସଞ୍ଜତନାରାୟଣଙ୍କର ଚିନ୍ତା କରିବ ତୁରିତମନ୍ଦିର ମଧ୍ୟରେ ଯାଇ କରିବ ପ୍ରବେଶରତ୍ନ ସିଂହାସନେ ବିଜେ ପ୍ରଭୁ ଜଗଦୀଶତ୍ରିବାର କରିବ ପ୍ରଥମରେ ପ୍ରଦକ୍ଷିଣପୁରୁଷ ସୂକ୍ତ ସକଳ ମନ୍ତ୍ରର ପ୍ରଧାନଦ୍ଵାଦଶାକ୍ଷର ମନ୍ତ୍ର ବା ରୁଚି ଅନୁସାରେଅନ୍ୟ ମନ୍ତ୍ରରେ ପୂଜିବ ପ୍ରଭୁଙ୍କୁ ଭକ୍ତିରେବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏହିଁ ତିନିଜାତିଅଟ୍ଟନାରେ ଅଧ୍ବକାରୀ ଅନ୍ୟ କେ ନୂହନ୍ତିଆଉ ଅନ୍ୟ ଜାତିମାନ କରି ନାମ ଗାନଦର୍ଶନ କରିବେ ଏହା ଶାସ୍ତ୍ରରେ ବିଧାନପଞ୍ଚୋପଚାର ବିଧ୍ୂରେ ପ୍ରଭୁଙ୍କ ଅଙ୍ଗନଭକ୍ତିରେ କରିବ ନାନାବିଧ ସତୁଚିଗୀନଦେବ ଦେବ ଜଗନ୍ନାଥ କରୁଣା ନିଧାନସଂସାର ସାଗର ପାରି କରନ୍ତୁ ଆପଣ |ଭକ୍ତଗଣ ପ୍ରତି ଅନୁଗ୍ରହ ପରାୟଣଆପଣ ରକ୍ଷା କରନ୍ତୁ କରୁଛି ପ୍ରଣାମ |ହେ କୃଷ୍ଣ ହେ ଜଗନ୍ନାଥ ହେ ଅଘନାଶନହେ ଜଗତ ବନ୍ଦନୀୟ ଚରଣେ ପ୍ରଣାମ ।ଜଗତ ଆଧାର କୋଟି ବ୍ରହ୍ମାଣ୍ଡ ଇଶ୍ଵରସକଳ ଦେବ ତୁମ୍ଭର ନିଃଶ୍ବାସ ସମୀରୀ ।ବ୍ରହ୍ମାରୁଦ୍ର ଇନ୍ଦ୍ର ଆଦି ଦେବଗଣଙ୍କରନମସ୍ୟ ତୁମ୍ଭର ଜୟ ହେଉ ନିରନ୍ତର |କ୍ଲେଶ ନାଶକରୀ ସର୍ବ ଜଗତ ଆଧାରକରୁଅଛି ପାଦେ ବରାତ୍ମାର ନମସ୍କାର ।ହେ ବିଶ୍ବ ସାକ୍ଷୀ ହେ ଦୀନ ଅନାଥ ଶରଣଆପଣଙ୍କ ଜୟ ହେଉ କରୁଛି ପ୍ରଣାମ ।ମୋହବାର୍ଉା ସୁଦୁସ୍ତର ସଂସାର ସାଗରକାକାଦିରିପୁ ତରଙ୍ଗ ଉଠେ ନିରନ୍ତର |କୁକର୍ମ ରୂପ କୁମ୍ଭୀର ଅତ୍ୟନ୍ତ ଦାରୁଣପାରି ହେବାକୁ ସମର୍ଥ ନୂହେଁ କେଉଁଜନ ।ବହୁବିଧ ଦୂଖରାଶି ଫେଣର ସମାନସଂସାର ଅସାର ଆଉ ଆଶ୍ରୟ ବିହୀନ ।'| ତମୋଗୁଣରେ ଆବଦ୍ଦ ଅବଶ ଭାବରେବୁଡ଼ି ରହିଛି ସଂସାର ସାଗର ମଧ୍ଯରେ ।ଅଖୁଳ ଜଗତ ପ୍ରକାଶକ ସ୍ଵପ୍ରକାଶସୁର ଶ୍ରେଷ୍ଠ ଆପଣଙ୍କ କରୁଣା ଅଶେଷ ।କୃପାନେତ୍ରେ ମୋତେ ଅବଲୋକନ ଯେ କରତୁମ୍ଭେ ଏକା ବନ୍ଧୁ ଭବ ଭୀତି ଜନଙ୍କର ।ହେ ପ୍ରଭୁ ଆପଣଙ୍କର ଏ ସୃଷ୍ଟି ମଧ୍ୟରେତୁମ୍ଭ ବିନା କିଏ ଦୀନଜନ ରକ୍ଷା କରେ ।
ଦୀନଜନ ପ୍ରତି ଦୟା ପ୍ରକାଶି ଆପଣସ୍ଵଇଚ୍ଛାରେ ଦାରୁରୂପେ ହେଲେ ଅବତୀର୍ଣ୍ଣ ।ଆପଣ ଅଟନ୍ତି ଏକମାତ୍ର ପୂର୍ଣ କାମକି କାରଣେ ଦାରୁରୂପେ ହେଲେ ଅବତୀର୍ଣ୍ଣ ।ହେ ଜଗତପତି ତବି ଚରଣେ ଆଶ୍ରୟନେଲେ ସଂସାର ସାଗରେ ନାହିଁ ଆଉ ଭୟ |ଆପଣଙ୍କ ପାଦ ପଦ୍ଧମେ ନେଇଣ ଆଶ୍ରୟଯେବେ ସଂସାର ସାଗର ତରିବାକୁ ଭୟ ।ତେବେ ତ ଆପଣଙ୍କର ଯୁଗଳ ଚରଣଚତୁର୍ବର୍ଗ ଦେବାପାଇଁ ନ ହେବ ଭାଜନ ।ଆପଣଙ୍କ ଶ୍ରୀଚରଣ ଯେ କରେ ଦର୍ଶନତାର ସର୍ବ ମନୋବାଞ୍ଚା ହୋଇଥାଏ ପୂର୍ଣ୍ଣ ।ଶ୍ରୀ ଜଗନ୍ନାଥଙ୍କୁ ଏହିରୂପେ କରି ସତିସକଳ କାର୍ଯ୍ୟରେ ତୁମ୍ଭେ ଅଟ କାର୍ଯ୍ୟ ରୂପବଳରାମଙ୍କ ସମୀପେ ହୋଇବ ପ୍ରଣତିକାରଣ ମଧ୍ୟରେ ତୁମ୍ଭେ କାରଣ ସ୍ଵରୂପ ।ଦ୍ଵାଦଶୀକ୍ଷର ଯନ୍ତ ବା ପ୍ରଣବାଦି ନାମସକଳ ବସ୍ତୁକୁ ତୁମ୍ଭେ କରଛ ଧାରଣଉଚ୍ଚାରି ଯଥାବିଧାନେ କରିବ ଅର୍ଚ୍ଚନ ¦ସକଳର ଆଦ ମାଗୋ କରୁଛ ପ୍ରଣାମ |ବୈକୁଣ୍ଠକୁ ଚନ୍ଦ୍ର ସୂର୍ଯ୍ୟ ଆଦି ଗ୍ରହଗଣଜନନୀ ବିଷୁଙ୍କ ବକ୍ଷସ୍ଥୁଳେ ଲକ୍ଷ୍ମୀ ରୂପାଯାଆନ୍ତି ଫେରିଆସିନ୍ତି ପୁଣି ନିଜ ସ୍ଥାନ ¡ତୁମ୍ଭେ ଗୌରୀ ଶିବଙ୍କର ଅ୍ବାଙ୍ଗ ସ୍ଵରୂପ |କିନ୍ତୁ ଦଵାଦଶାକ୍ଷରରେ କରିଣ ଅର୍ଚ୍ଚନବହାଙ୍କ ମୁଖେ ବାକ୍ଦେବୀ ରୂପେ ଶେଭାମାନଅଦ୍ୟାପି କେ ଫେରିନାହିଁ ଏ ମର୍ତ୍ୟଭୁବନ ।ଜଗତ୍ପ୍ରିୟ ତୁମ୍ଭଙ୍କୁ ଯେ କରୁଛି ପ୍ରଣାମ ।ବିଷ୍ଣୁ ପ୍ରତିଷ୍ଠାଦି ଆଉ ଅନ୍ୟ କାର୍ଯ୍ୟମାନ ।ସୃଷ୍ଟି ପାଳନ ସଂହାର କରୁଛ ସାଧନଦ୍ଵାଦଶାକ୍ଷର ମନ୍ତ୍ରରେ କରିବ ସାଧନପରମାତ୍ମାଙ୍କର ଶକ୍ତିରୂପା ତୁମ୍ଭ ନାମ |ଏ ମନ୍ତ୍ରରେ ଯଥାବିଧ୍ବ ଯେ କରେ ଅର୍୍ଟନ |ତୁମ୍ଭ ସାହଯ୍ୟ ବ୍ୟତୀତ ପରମାମତ୍ଭାଙ୍କରତାହାର ମହତ୍ତ୍ ପଣ ବଢ଼େ ଦିନୁ ଦିନସାମର୍ଥ୍ୟ ନାହିଁ ଆଉ ସେ ନ ହେବେ ଇଶ୍ବର ।ପୂର୍ବେ ସ୍ବାୟମ୍ଭୁବ ମନୁ ଏ ମନ୍ତ୍ର ବଳରେ ।ହେ ଦେବି ! ଆପଣ ସର୍ବଲୋକର ଜନନୀପ୍ରଜାପତି ରୂପେ ଚରାଚର ସୃଷ୍ଟି କଲେସକଳ ପଦାର୍ଥ ରୂପା ସୈନ୍ୟ ସ୍ଵରୂପିଣୀ ।ଏକାଗ୍ର ଚିତ୍ତରେ ବଳରାମଙ୍କ ପ୍ରଣାମବିଷ୍ଣୁ ମାୟା ମଙ୍ଗଳ କାରିଣୀ ଜଗତିରସ୍ତୁତି ପାଠ କରି କରାଇବ ସୃପ୍ରସନ୍ଧସୁଭଦ୍ରା ଦେବୀ ପୟରେ କରେ ନମସ୍କାର ।ଜୟ ଜୟ ବଳରାମ ସଦା ଆତ୍ମାରାମଅନନ୍ତର ସିନ୍ଧୁ ସ୍କାନ କରିବା ନିମିତ୍ତସଙ୍ିଦାନନ୍ଦ ବିଗ୍ରହ କରିଛ ଧାରଣ |ପ୍ରଣାମ କରିବ ଜଗନ୍ନାଥଙ୍କୁ ତୁରିତ |ଅଜ୍ଞାନ ମଳ ରହିତ ନିର୍ମଳ ଶରୀରହେ ପ୍ରଭୁ ସକଳ ସ୍ଥାନେ ତୁମ୍ଭେ ବିଦ୍ୟମାନଆପଣଙ୍କ ବାରମ୍ବାର କରେ ନମସ୍କାର ॥ନିର୍ବିଗ୍ନେ ସମ୍ପନ୍ନ ହେଉ ମୋର ସିନ୍ଧୁ ସ୍କାନ ।ଶିରେ ଜଗତ ମଣ୍ଡଳ କରିଛ ଧାରଣଶଙ୍ଖ ଚକ୍ର ଗଦାଧର ପ୍ରଭୁ ଜଗତରଦେହେ ଶ୍ରମ ଲାଗୁନାହିଁ ଅତି ପରାକ୍ରମ ।ଆପଣଙ୍କୁ ବାରମ୍ବାର କରେ ନମସ୍କାର ।.ଭକ୍ତଜନମାନଙ୍କର ତାପତ୍ରୟ ଚୂର୍ଣ _ଆପଣଙ୍କ ତୀଥୈ ସ୍ବାନ କରିବା ନିମିତ୍ତକରିବା ନିମିତ୍ତ ହସ୍ତେ ଲାଙ୍ଗଳ ଧାରଣ ।ଆଦେଶ କରନ୍ତୁ ମାଗୁଅଛି ଜଗନ୍ନାଥ |ଶରଣାଗତ ଦୀନାଉଁ ଜନ ପରିତ୍ରାଣମୌନ ହୋଇ ସିନ୍ଧୁତୀରେ କରିବି ଗମନକରିବାକୁ ଚାହିଁଅଛ ବିସ୍ତାରି ନୟନପାର୍ବ୍ଵସ୍ପ ଉଗ୍ରସେନଙ୍କୁ କରିବ ପ୍ରଣାମ |ହେ ଇଶ ଅନ୍ୟର ପାପ ରାଶିକୁ ପାଳନ |ମହାପରାକ୍ରମୀ ମହାବାହୁ ଉଗ୍ରସେନକରିବାକୁ ସମର୍ଥ ତ ଅଟନ୍ତି ଆପଣଜୟ ହେଉ ଆପଣଙ୍କ ଅଶେଷ ବିକ୍ରମ ।ଦୀନବନ୍ଧୁ ଜଗପ୍ପତ୍ତି କରୁଣା ସାଗରଭଗବାନଙ୍କୁ ତ କରିଅଛ ସୁପ୍ରସନ୍ଧଫଣାଗ୍ରରେ ଧରିଅଛ ବିଶ୍ଵ ଚରାଚର
ତେଣୁ ସମୁଦ୍ର ତଟରେ ତୁମ୍ଭ ଅବସ୍ଥାନ ।ପରାପର ମଧ୍ୟେ ଶ୍ରେଷ୍ଠ ହେ ପରମଂଭଶ |ଏ ରୁପେ ଉଗ୍ରସେନକୁ ପ୍ରାର୍ଥନା ଶେଷରେଆପଣଙ୍କ ଶ୍ରୀଚରଣେ ପ୍ରଣାମ ଅଶେଷପ୍ରଣମ କରିବ ତୀର୍ଥରାଜ ସନୀଧ୍ଵରେ ।ହସ୍ତରେ ହଳ ମୂଷଳ ବଳରାମଙ୍କର ହେତାୀର୍ଥରାଜ ଯେ ସ୍ଥନେ କରେ ତୀଥୈ ସ୍କାନ` ଉପାସନା ଏହିରୂପେ କରିବ ତଜ୍କାଳତାହାକୁ ସମ୍ପୂର୍ଣ ଫଳ କରୁଛ ପ୍ରଦାନ |ଜଗତର ଆଦି ଭଦ୍ର ଦେବୀଙ୍କ ଚରଣଅନୁଜ୍ଞା କରନ୍ତୁ କରିବାକୁ ସିନ୍ଧୁ ସ୍କାନପ୍ରଣାମ ପରେ କରିବ ଅର୍୍ଚନ ବନ୍ଦନଏ ରୂପ କରିବି ଶୁଣିଥାଅ ଦ୍ଵିଜଗଣ |ଜୟଦେବୀ ମହା ଦେବୀ ହେ ଭବ ତାରିଣୀଅନନ୍ତର ଯେଉଁ ପଥେ ନିତି ଦେବଗଣମାଗୋ ସୁରଗଣଙ୍କର ସନ୍ତୋଷ ଦାୟିନୀସ୍ବର୍ଗରୁ ଆସନ୍ତି କରିବାକୁ ଦରଶନ |ଆଶ୍ରିତ ଜନର 'କର ଦୂଃଖ ବିମୋଚନହୋଇଅଛି ସେ ପଥର ସ୍ଵର୍ଗଦ୍ଵାର ନାମହେ ମାତଃ ତୂମ୍ଭର ଜୟ ହୁଅ ସୁପ୍ରସନ୍ଧସେ ଉତ୍ତମ ସ୍ଥାନକୁ ଯେ କରିବ ଗମନ ।ଉଗ୍ରସେନ ତୀର୍ଥରାଜ ଦୁହିଁଙ୍କୁ ଭକ୍ତିରେତିବ୍ରିକ୍ରମ ଦେବ ରକ୍ଷା କରନ୍ତୁ ଉର୍ଷ୍ବରେପ୍ରାର୍ଥନା କରିବ ସିନ୍ଧୁସ୍ନାନ ଉଦ୍ଦେଶ୍ୟରେବରାହ ରୂପୀ ଶ୍ରୀହରି ରଖନ୍ତ ଭୂତଳେ{ଉଗ୍ରସେନ ତୀର୍ଥରାଜ ତୁମ୍ଭ ଦୂହିଁଙ୍କରଶିଖ ଚକ୍ର ଗଦାଧର ଦେବ ନାରାୟଣଉତପଢି ସ୍କାନ ପରା ସାଗରର ଜଳସକଳ ଦିଗରେ ମୋତେ ରଖନ୍ତୁ ବହନ ।ସ୍ୁର୍ମ ସାକ୍ଷୀ ରୁପରେ ତୁମ୍ଭେ ବିଦ୍ୟମାନ |ଚୈତନ୍ୟ ଗରୁଡ଼ ଧ୍ଵଜ ମନ ନାରାୟଣସ୍ଵର୍ଗଦ୍ଧାରେ ' କରିଅଛ ନିତ୍ୟ ଅବସ୍ଥାନବୁଵ୍ଧି ଅହଙ୍କାର ତ୍ରିଗୁଣାତ୍ଭା ଜନାର୍ଦ୍ଦନ |ସର୍ବ ଗୁଣାନିତ ସର୍ବଶ୍ରେଷ୍ଠ ତୁମ୍ଭେ ଦୁଇସକଳ ଦାନବ ଅରି ଶ୍ରୀମଧୁସୂଦନପ୍ରଣାମ କରୁଛି ସିନ୍ଧୁ ଧୁ ସ୍କାନ ଅଥୈ ମୁହିଁଦୟା କରିଣ ଉଖନ୍ତୁ ମୋ ରଦିୟଗଣ |ଆଜ୍ଞା ଦିଅନ୍ତୁ ଆପଣ ଦୁହିଙ୍କ ମଧ୍ୟରେଏ ମନ୍ତ୍ରକୁ ମନେ ଚିନ୍ତି କବଚ ବନ୍ଧନଗମନ କରିବି ଜଳାବୃତ ସୂର୍ଗଦ୍ଵାରେକରିଲେ ସକଳ ପାପ ହୂଅଇ ମୋଚନ ।ଏହି ରୂପରେ ପ୍ରଣାମ କରିବି ଭକ୍ତିରେମନରେ କଳ୍ପନା କରି ଷୋଳ ଉପଚାରେଗମନ କରିବି ତୀର୍ଥରାଜ ନିକଟରେପୁରୁଷୋତ୍ତମକୁ ପୂଜା କରିବ ଭକ୍ତିରେ ।ତୀର୍ଥରାଜକୁ ଦୂରରୁ କରିଲେ ଦର୍ଶନଅନନ୍ତରେ ସେ ମଣ୍ଡଳେ କରି ଆବାହନପାପରୁ ଦୂର କରିବ ସନ୍ଦେହ ନ ମଣନାରାୟଣଙ୍କୁ ଭକ୍ତିରେ କରିବ ଅର୍ଚ୍ଚନ |ହସ୍ତ ପାଦ ଧୌତ ପରେ କରି ଆଚମନତୀର୍ଥରାଜ ଦେବ ଦେବଙ୍କର ଅମ୍ମା ଭିନ୍ନପୂର୍ବମୁଖେ କୁଶାସନେ ବସିବ ତକ୍ଷଣନୁହେଁ ଏ ରୂପ ମନରେ ଚିନ୍ତିବ ତକ୍ଷଣ ।ସମ୍ମୁଖରେ ଚତୁରସ୍ର ମଣ୍ଡଳ କରିବକୃତାଞ୍ଜଳି ପୁଟ ହୋଇ ଏ ମନ୍ତ୍ର ପଢ଼ିବଚତୁର୍ଦ୍ାର ଚତୁଷ୍ଠୋଣେ ସ୍ଵସ୍ତିକ ଲେଖୁବହେ ସୁଦର୍ଶନ ହେ କୋଟି ସୂର୍ଯ୍ୟ ସମପ୍ରଭ ।ଅଷ୍ଟଦଳ ପଦ୍ଧ ମଧ୍ୟ ଦେଶରେ ଆଙ୍କବଦୟାକରି ଅଜ୍ଞାନ ତିମିର ନାଶ ଅର୍ଥେଅଷ୍ଟାକ୍ଷର ମନ୍ତ୍ର ବାହୁଦ୍ଵୟେ ବିନ୍ୟାସିବଦେଖାଇ ଦିଅନ୍ତୁ ବିଷ୍ଙ୍କର ପଥ ମୋତେ ।ଅଷ୍ଟାକ୍ଷର ମନ୍ତ୍ରର ଯେ ଆଦ୍ୟ ଷଖଡ଼ାକ୍ଷରଏ ରୂପ ପ୍ରାର୍ଥନା କରି ତୀର୍ଥରାଜ କୂଳେଷଡ଼ାଙ୍ଗ ନ୍ୟାସ କରିବ ଦେହରେ ନିଜରଜାନୁଦ୍ଵୟ ପକାଇଣ ବସିବ ଭୂତଳୈ |ଅବଶିଷ୍ଟ ବର୍ଣ୍ଣଦ୍ଧୟ କୂକ୍ଷି ଓ ପୃଷ୍ଠରେଭଲ୍ତିଭାବେ କରଯୋଡ଼ି କରିବ ପ୍ରଣାମବିନ୍ୟାସ କରିବ ଶୁଣ ଏକାଗ୍ର ମନରେ ।ତୀର୍ଥରାଜ ଆପଣ ତ ବିଖୁଙ୍କ ସମାନ ।ପାଦ ଜଙ୍ଘଉରୁ ଦ୍ଵୟ ନିତମ୍ବ ଦୁଇରେଜୀବଗଣର ଜୀବନ ମୋକ୍ଷର କାରଣପାର୍ଶ୍ଵଦ୍ଧଵୟ ନାଭି ପୃଷ୍ଠ ବାହୁ ଯୁଗଳରେ ।ଅମ୍ପତର ନାଭି ସ୍ଵରୂପରେ ବିଦ୍ୟମାନ |ସ୍ତନ କଣ୍ଡ କକ୍ଷଦ୍ଵୟ ଆଉ ଓଷ୍ଟଦ୍ଵୟଆପଣଙ୍କର ଶରୀର ମଧ୍ୟରେ ପ୍ରବେଶକର୍ଣ୍ଣ ନେତ୍ର ଗଣ୍ଡସ୍ଥଳ ନାସାରନ୍ଧ ଦ୍ୃୟକଲେ ପରମ ଆନନ୍ଦ ଲଭିବ ଅବଶ୍ୟ ।ଭୁଦ୍ଵୟ ଲଲାଟ ଦେଶି ଆଉ ମସ୍ତକରେଏ ମନ୍ତ୍ର ପଢ଼ି ଜଳରେ ହେବ ଉପସ୍ତିତଯଥାକ୍ରମେ ମନ୍ତ୍ାକ୍ଷର ନ୍ୟାସିବ ବିଧ୍ବରେଅଷ୍ଟାକ୍ଷର ଯୁକ୍ତ ଅଘମରଷଣ ସୂକ୍ତ |ଏ ରୂପେ ବ୍ୟାପକ ନ୍ୟାସ ମନ୍ତେ କରିସାରି |ପଞ୍ଚାବୃତ ତ୍ରିରାବୃତ ବାରୁଣ ଯେ ମନ୍ତ୍ରମୂଳମନ୍ତେ ପାଞ୍ଚବିଂଶ ପ୍ରାଣାୟାମ କରି ।ପାଠକରି ଆବାହନ କରିବା ବିଧ୍ୂତ |ତଦନ୍ତେ ଦିବ୍ୟ କବଚ କରିବ ବନ୍ଧନଯେ ଦେବ ସ୍ଵାନର ଫଳ କରନ୍ତି ପ୍ରଦାନଯହିଁରେ ସକଳ ପାପ ହୁଅଇ ମୋଚନ ।ସେହି ତୀର୍ଥରାଜ ବରୁଣକୁ ଆବାହନ |
ପୂର୍ବରେ ଗୋବିନ୍ଦ ବାରି ଜାଣ ଦକ୍ଷିଣରେ |ସ୍କାନ କାଳେ ଏକଥର ମନ୍ତେ ଅଙ୍ଗନ୍ୟାସପଶ୍ଚିମେ ପ୍ରଦ୍ୟୁମ୍ନ ହୃଷୀକେଶ ଉତ୍ତରରେ ।ଏହାପରେ ସନ୍ଧିଧାନ କରନ୍ତି ବିଦୂଷ |ଅଗ୍ନି କୋଣରେ ନୃସିଂହ ରଖନ୍ତୁ ଯେ ମୋତେ |ସ୍କାନ କଲା ବ୍ୟକ୍ତିର ଯେ ଫଳ ପ୍ରତି ଅଥଶ୍ରୀ ମଧୁସୂଦନ ରକ୍ଷା କରନ୍ତୁ ନୈର୍ଗତେ ।ସାନ୍ଧିଧ୍ୟ କଳ୍ପନା ଏହି ବିଧ୍ୂ ଅଛି ଶାସ୍ତେ ।ମୋତେ ବାୟୁ କୋଣେ ରକ୍ଷା କରନ୍ତୁ ଶ୍ରୀଧର ¦ଏହାପରେ ଅନ୍ତଃଶୁଦ୍ଧ ହୋଇବା ନିମିତ୍ତଇଶାନ କୋଣେ ରଖନ୍ତୁ ଦେବ ଚକ୍ରଧର ।ମନ୍ତ୍ରପୂତ ଜଳେ: ଆଚମନ କରିବ ତ |ସର୍ବାଙ୍ଗରେ କୁଶ ଜଳ କରିବ ସେଚନବାହ୍ୟ ଶୁଦ୍ଧି ଅର୍ଥେ ମନ୍ତ୍ର କରି _ ଉଚ୍ଚାରଣଅନ୍ତଃ ବାହ୍ୟ ଦୁଇ ଶୁଦ୍ଧି ଅଫ୍ଥୈ ତିନିବାରମସ୍ତକେ ସିଞ୍ଚବ ମନ୍ତରପୂତ କରି ଜଳସିନ୍ଧୁସ୍କାନେ ଜଳ ମଧ୍ୟେ ନ କରିବ ଜପମନ ମଧ୍ୟରେ ଭାବନା କରିବ ଏ ରୂପକୋଟି ଜନ୍ମ ପାପ ମୋର ହୋଇଲା କ୍ଷାଳନପୁଣି ତିନିବାର ସ୍ମାନ ଶିର ବୃଡ଼ାଇଣତଦନ୍ତେ ଯଥା ବିଧାନେ ସାରି ଆଚମନପ୍ରାର୍ଥନା କରିବ ମନ୍ତ୍ର କରି ଉଚ୍ଚାରଣହେ ନାଥ ଆପଣ ପାତକାଗ୍ନି ଜଗତରବୀର୍ଯ୍ୟର ଧାରକ ଉଦ୍ଦୀପକ ଯେ କାମରଜୀବମାନଙ୍କର ପ୍ରଭୁ ଅଭୟ ପ୍ରଧାନସର୍ବଭୂତମାନଙ୍କର ମଧ୍ୟରେ ଆପଣଜଳପତି ଅମୃତର ଅରଣି ଆପଣଦେବଙ୍କର ଯୋନି ସ୍ଵରୂପରେ ବିଦ୍ୟମାନତୀର୍ଥରାଜ ଆପଣଙ୍କୁ କରେ ନମସ୍କାରସକଳ ପାପ ହରଣ କରନ୍ତୁ ମୋହରକୋଟି ସହସ୍ର ଜନ୍ମରେ ଯେ ପାପ ସଞ୍ଚୟକରିଛି ସେ ପାପ ସବୂ ହୋଇବ ବିଲୟସନାତନ ବ୍ରହ୍ମପଦ କରନ୍ତୁ ପ୍ରଦାନଆପଣଙ୍କୁ ବାରମ୍ବାର କରୁଛି ପ୍ରଣାମସ୍କାନ ଶେଷେ ଜଳ୍ମ ଆସିକରି ଆଚମନମୌନ ହୋଇ ଶୁକ୍ଲବସ୍ତ ପିନ୍ଧିବ ତକ୍ଷଣଅତ୍ୟନ୍ତ ଉନ୍ମଳ ଉଦ୍ଧ ପୁଣ୍ଡ ମସ୍ତକରେଶଙ୍ଖ ଚକ୍ର ଗଦା ପଦ୍ଧ ଆଙ୍କିବ ହସ୍ତରେତିଳକ ଧାରଣ କରି ଏ ରୁପେ ଭକ୍ତିରେଦେବର୍ଷି ପିତୃଗଣଙ୍କୁ ଚିନ୍ତିବ ମନରେଭଗବାନ ରୂପ ଚିନ୍ତି ଅବ୍ୟଗ୍ର ମନରେତର୍ପଣ କରିବି ଯଥା ବିଧାନେ ଶ୍ରଦ୍ଧାରେପୂର୍ବବତ୍ ମଣ୍ଡଳ କରି ଉତ୍ତର ମୁଖରେଭଗବାନଙ୍କର ପୂଜା କରିବ ଭକ୍ତିରେମୂଳମନ୍ତେ ବହ୍ଯମାଣ ମନ୍ତ୍ର କରି ) ଯୁକ୍ତଭନ୍ତି ସହକାରେ ପୂଜା କରିବ ନିଶ୍ଚିନ୍ତଶଙ୍ଖ ଚକ୍ର ଗଦାଧରି ଦେବ ନାରାୟଣଚତୁର୍ଭୁଜ ଧରା ରମା ସହ ବିଦ୍ୟମାନଅଥବା ବିରାଜମାନ ସେ ଏକ ରୂପରେଏହା ଧ୍ୟାନ କରି ପୂଜା କରିବ ମନରେମାନସ ପୂଜା ଶେଷରେ ମନ୍ତ୍ର ଉଚ୍ଚାରିଣମଣ୍ଡଳେ କରିବ ଇଷ୍ଟଦେବ ଆବାହନପରମାନନ୍ଦ ଜଗତ ବ୍ୟାପି ଜଗତ୍ମୟଏହିସ୍କଟାନେ ଆଗମନ କରନ୍ତୁ ନିଶ୍ଚୟମୋର ପ୍ରତି ଅନୁଗ୍ରହ ପ୍ରକାଶ ନିମିତ୍ତଏହି ମଣ୍ଡଳ ମଧ୍ୟରେ ହୁଅ ସନ୍ଧିହିତହେ ଲଶ ଏ ଚରାଚର ଯେଉଁସ୍ଥାନେ ସ୍ମିତଆପଣ ସେହି ସକଳ ମଧ୍ୟେ ଅବସ୍ତିତଆପଣଙ୍କ ପ୍ରୀତି ଅର୍ଥେ ଆସନ ପ୍ରଦାନକରୁଅଛି ଆହେ ପ୍ରଭୁ କରନ୍ତୁ ଗ୍ରହଣବ୍ରହ୍ମରୂପୀ ଧର୍ମ ଜଳେ ଯାହାର ଚରଣଧଉତ ହୋଇଛି ତାଙ୍କ ପାଦରୁ ଜନମଗଙ୍ଗାଦେବୀ କରୁଛନ୍ତି ଜଗତ ପାବନ
ସେ ପ୍ରଭୁଙ୍କୁ ପାଦ୍ୟ ଜଳ କରୁଛି ପ୍ରଦାନଦେବଗଣଙ୍କ ମୁକୁଟ ରତ୍ନ କିରଣରେ ଯାରପାଦ ପଦ୍ମ ଗୋଭା ପ୍ରକାଶ ଯେ କରେ |ଯାର ପାଦକୁ ଚିନ୍ତନ୍ତି ବ୍ରହ୍ମାଦି ଅମରେସେ ପ୍ରଭୁଙ୍କୁ ଅର୍ଘ୍ୟଦାନ କରୁଛି ଭକ୍ତିରେଅଚିନ୍ତ୍ୟ ଶକ୍ତି ହେ ପ୍ରଭୁ ଅଗସ୍ତି ରୂପରେସମୁଦ୍ର ଜଳକୁ ଆଚମନ କରିଥୁଲେସୁବାସିତ ଜଳେ ହେଉଅଛି ଆଚମନଦୟାକରି ଆହେ ପ୍ରଭୁ କରନ୍ତୁ ଗ୍ରହଣଯେଉଁ ପ୍ରଭୁ ମଧୁପର୍କ କରିଣ ପ୍ରାଶନ 'ଅମ୍ପତ ରୂପକୁ କରିଥୁଲେ ଆକର୍ଷଣସେ ସକଳ ପାପ ରାଶି କରନ୍ତି ହରଣସେ ପ୍ରଭୁଙ୍କୁ ମଧୁପର୍କ କରୁଛି ପ୍ରଦାନଯେ ପ୍ରଭୁ ପୂର୍ବକାଳରେ ବରାହ ରୁପ୍ପରେପ୍ରଳୟ ଜଳରୁ ପୃଥ୍ଵୀ ଉଦ୍ଧାର କରିଲେସେ ଭଗବାନଙ୍କୁ ସୁବାସିତ ଜଳେ ସ୍ଵାନକରାଉଛି ଆହେ ପ୍ରଭୁ ଘେନ ନିବେଦନଯେଉଁ ପ୍ରଭୁ ବିଶ୍ଵରୂପ କରିଲେ ଧାରଣକୋଟି ବ୍ରହ୍ମାଣ୍ଡକୁ ଅଙ୍ଗେ କଲେ ଆଛ୍ଥାଦନସର୍ବ ବସ୍ତୁ ଆଛାଦକ ରୂପେ ବିଦ୍ୟମାନସେହି ପ୍ରଭୁଙ୍କୁ ପ୍ରଦାନ କରୁଛି ବସନଯା ପୂଜା ନ କଲେ ଯଜ୍ଞ ନିଷ୍ଭଳ ହୁଅଇସେ ଯିଜ୍ଧେଶୃରଙ୍କୁ ଉପବୀତ ମୁଁ ଦିଅଇଯା ଅଙ୍ଗ ସ୍ପର୍ଶ ମାତ୍ରକେ ସକଳ ଭୂଷଣଶୋଭା ବୃଦ୍ଧି ପାଇ ହୁଏ ଅତି ଶୋୌଭମାନଏହି ବିଶ୍ଵ ବ୍ରହ୍ମାଣ୍ଡର ଯେ ପ୍ରଭୁ ଭୂଷଣସେ ଭଗବାନଙ୍କୁ ଦେଉଅଛି ମୁଁ ଭୁଷଣଯା ଅଙ୍ଗ ସ୍ର୍ଶ-ବାୟୁର ସଂସଗରୁ ଜାଣ| ଚନ୍ଦନ ଦୁମ ହୋଇଛି ସୁଗନ୍ଧରେ ପୂର୍ଣ୍ଣସେ ଭର୍ଗବାନଙ୍କ ଅଙ୍ଗେ ସୁଗନ୍ଧ ଚନ୍ଦନଲେପନ କରୁଛି ପ୍ରଭୋ କରନ୍ଧୁ ଗ୍ରହଣଯାହାକୁ ଚିନ୍ତିଲେ ପାପକାରୀ ଜନଙ୍କରପାପ ଦୂର ହୁଏ ଚିତ୍ତ ହୁଅଇ ନିର୍ମଳସେ ପ୍ରଭୁଙ୍କୁ ପୁଷ୍ପମାଲ୍ୟ କରୁଛି ଅର୍ପଣହେ ମାଧବ ଜଗନ୍ନାଥ କରନ୍ତୁ ଗ୍ରହଣଯାହାଙ୍କ ଅନ୍ତଃକରଣେ ଚିନ୍ତି ଜୀବଗଣଭବ ଅଗ୍ନି ସନ୍ତାପରୁ ହୋନ୍ତି ପରିତ୍ରାଣସେହି ଭଗବାନଙ୍କର ପ୍ରୀତି ସମ୍ପାଦନନିମନ୍ତେ ସୁଗନ୍ଧ ଧୂପ କରୁଛି ପ୍ରଦାନସେ ପ୍ରଭୁ ସ୍ବୟଂ ଅଟନ୍ତି ତେଜର ନିଧାନଯାହାଙ୍କ ତେଜେ ଜଗତ ହୋଇଅଛି ପୂର୍ଣପ୍ରକ୍ଵଳିତ ଦୀପ ସେହି ପ୍ରଭୁଙ୍କ ନିମିତ୍ତଦାନ କରୁଅଛି ତୁଷ୍ଟ ହୁଅ ଜଗନ୍ନାଥପ୍ରଳୟ କାଳେ ଜଗତ ଯେ ଗ୍ରାସ କରନ୍ତିପୁଣି ଜଗତର ପୁଷ୍ଟି ଅନ୍ଧରେ ଇଚଛନ୍ତିସେ ଭଗବାନଙ୍କୁ କରୁଅଛି ନିବେଦନଏ ଅନ୍ଧକୁ ଜଗନ୍ନାଥ କରନ୍ତୁ ଗ୍ରହଣସ୍ଵାଭାବିକ ଗନ୍ଧେ ପୂର୍ଣ୍ଣ ବଦନ ଯାହାରମୋହିତ ହୁଅନ୍ତି ସୁର ସୁନ୍ଦରୀ ନିଜରସେ ଭଗବାନଙ୍କୁ ଏହି ତାମ୍ବୁଳ ଅର୍ପଣକରୁଅଛି ଆହେ ପ୍ରଭୁ କରନ୍ତୁ ଗ୍ରହଣଭଗବାନଙ୍କୁ ଯେ କରେ ଥରେ ପ୍ରଦକ୍ଷିଣସଂସାରେ ଭ୍ରମ ନୁହନ୍ତି ଆଉ ଭକ୍ତଗଣସେହି ଜଗଦ୍ଗୁରୁଙ୍କୁ ମୁଁ କରିଣ ପ୍ରଣାମଆନନ୍ଦ ଚିତ୍ତରେ କରୁଅଛି ପ୍ରଦକ୍ଷିଣପ୍ରତି ଉପଚାର ଦାନ କାଳରେ ଏପରିପୃଥକ ପୂଥକ ମନ୍ତ୍ର ଉଚ୍ଚାରଣ କରିପ୍ରଥମେ ଜଗନ୍ନାଥଙ୍କୁ କରି ଆବାହନମନେ କର ସମ୍ମୁଖରେ ଆସି ବିଦ୍ୟମାନଉପବିଷ୍ଟ ହୋଇଛନ୍ତି ରତ୍ନ ସିଂହାସନଏ ରୂପ ଭାବନା ମନେ କରିବ ଯତନେପାଦ୍ୟ ପାତ୍ରରେ ଶ୍ୟାମାକ ପଦ୍ଧ ଦୁର୍ବାଦଳଅପରାଜିତା କୁସୁମ ସହିତରେ ଜଳସଂସ୍କାର କରିବ ମୂଳ ମନ୍ତ୍ରରେ ତକ୍ଷଣପାଦାମ୍ଭୂଜେ ପାଦ୍ୟ { ଜଳ କରିବ ଅର୍ପଣସ୍ଵର୍ଣ୍ଣ ରୌପ୍ୟ ତାମ୍ର ପାତ୍ର ଅଥବା ଶଙ୍ଖରେଯବ ଦୁର୍ବା କୁଶ ଅଗ୍ର ଫଳ ସହିତରେଶ୍ଵେତ ସର୍ଷପ ଚନ୍ଦନ ପୁଷ୍ମ ତିଳ ଜଳଭଗବାନଙ୍କ ମସ୍ତକେ କୁଶ ବା ଦୁର୍ବାରେସେଚନ କରିବ ଅର୍ଘ୍ୟ ଉଦକ ଭକ୍ତରେଅବଶିଷ୍ଟ ଜଳ ଭୁମି ତଳେ ପକାଇବଅର୍ଘ୍ୟ ଦାନ ବିଧ ` ଏହା ମନେ ରଖୁଥୁବଆଚମନ ପାତ୍ରେ ଦେବ ସୁବାଷିତ ଜଳଏଳା କଲ୍ଲୋଳ ଲବଙ୍ଗ ସହ ଜାତି ଫଳମଧୁପର୍କ ଅଥୈ କାଂସ୍ୟ ନିର୍ମିତ ପାତ୍ରରେଗବ୍ୟ ଘୃତ ଦୂଗ୍ଧଦଧୂ ମଧୁ ସହିତରେତାଦଧଶ ଅପର ପାତ୍ରେ କରି ଆଛ୍ଛଦନଭଲ୍ତିଭରେ ମଧୁପର୍କ କରିବ ପ୍ରଦାନସ୍ବାନ ଉପଯୋଗୀ ଜଳ କରି ଫଳଯୁକ୍ତପ୍ରଦାନ କରିବା ମନ୍ତେ କରିବ ସଂସ୍କୃତନିଜ ଶକ୍ତି ଅନୁସାରେ ନୂଆ ପଟ୍ଟବସ୍ତକୌଷେୟ ନିର୍ମିତ ଅବା କାର୍ପାସେ ନିର୍ମିତ| ଉତ୍ତମ ବସ୍ତ ଯୁଗଳ କରିବ ପ୍ରଦାନ
ବିତଉଶାଠ୍ୟ ନ କରିବ ବସ୍ତେ କଦାଚନଶକ୍ତି ଅନୁସାରେ ଦେବ ନାନା ଅଳଙ୍କାରକେୟୁର ମୁକୁଟ ଗୌବେୟକ ସ୍ଵର୍ଣହାରପାଟ୍ର ବା କାର୍ପାସ ସୂତ୍ରେ କରି ଉପବୀତଯହିଁରେ ପ୍ରସନ୍ନ ହେବେ ଦେବ ଜଗନ୍ନାଥକର୍ପୁର ଚନ୍ଦନ ସହ କସ୍ତୁରୀ କୁଙ୍କୁମଚତ୍ୁଃସମ ଗନ୍ଧେ ଦେହ କରିବ ଲେପନଗଳାରେ ତୁଳସୀ ମାଳା ଆଉ ଜାତି ଫୁଲସୁର ପୁନ୍ନା ଚମ୍ଚକ ପଦ୍ମ ନାଗେଶୁରଅନ୍ୟାନ୍ୟ ସୁରଭି ପୁଷ୍ଠ କରିବ ନିର୍ମାଣପୁଷ୍ପ ମାଲ୍ୟ ପ୍ରୀତି ଅଥୈ କରିବ ପ୍ରଦାନପାଦ ପର୍ଯ୍ୟନ୍ତ ହେ ମାଳା ହୁଏ ଲମ୍ବମାନବିବିଧ ପୁଷ୍ପ ନିର୍ମିତ ମାଳା ତାର ନାମକଣ୍ଠ ଦେଶଠାରୁ ଉରୁଯାଏ ଲମ୍ବିଥାଏତାହାର ନାମ ଯେ ମାଲ୍ୟ ବୋଲି କୁହାଯାଏ ।ଯେଉଁ ପ୍ଲଷ୍ଠ ଗୁଚ୍ଛ କେଶ ମଧ୍ଧେ ରହିଥାଏପୁଷ୍ପ ଗର୍ଭକ ତା ନାମ କହନ୍ତି ସଭିଏଁପୁଷ୍ପାଞ୍ଜଳି ଇଷ୍ଟ ଦେବଙ୍କର ମସ୍ତକରେ 'ପ୍ରଦାନ କରିବା ବିଧ୍ବ ଅଛି ତ ଶାସ୍ତରେଭଗବାନଙ୍କର ପ୍ରୀତି ଅର୍ଥେ ମଧୁ ଘୃତଗୁଗୁଳ ଅଗୁରୁ ବେଣାଚେର କରି ଯୁକ୍ତଶଙ୍କରା ଚନ୍ଦନ ଆଦି ସୁଗନ୍ଧ ସମ୍ପନ୍ନଦ୍ରବ୍ୟମାନଙ୍କରେ ଧୂପ କରିବ ପ୍ରଦାନଜାର୍ପାସ ବର୍ଭିକା ମଧେ କର୍ପୁରର ଚୂର୍ଣ୍ଣଅର୍ଘୋୟେପାତ୍ରେ ଦେଇ ମୂଳେ କରିବ ସଂସ୍କାର ।ଘୃତ ବା ତିଳ ତୈଳରେ ପ୍ରଦୀପ ଅର୍ପଣଅନନ୍ତର ନୈବେଦ୍ୟାନ୍ସ କରିବ ପ୍ରସ୍ତୁତଅଖଣ୍ଡିତ ଶାଳି ତଣ୍ଡୁଳକୁ କରି ଧୌତଅନ୍ଧ ପାନ କରି ସୁବାସିତ ଘୂତେ ସିକ୍ତଗବ୍ୟ ଦଧ୍ବ କ୍ଷୀର ଖଣ୍ଡ ପକ ରମ୍ଭାଯୁକ୍ତନାନା ପ୍ରକାର ବ୍ୟଞ୍ଜନ ସୁସ୍ବାଦୁ ଚାଟନୀପିଷ୍ଠକ ସଙ୍ଗରେ ନାନାଫଳ ଦେବ ଆଣିଏ ସକଳ ହେବ ପ୍ରୀତିକର ରୁଚିକରନବ ତଣ୍ଡୁଳେ ପ୍ରସ୍ତୁତ ଗନ୍ଧ ମନୋହରଏ ରୂପେ ଭଗବାନଙ୍କୁ ନୈବେଦ୍ୟ ଅର୍ପଣନୈବେଦ୍ୟାନ୍ସ ହେବ ଏକ ପ୍ରସ୍ଥ ପରିମାଣଏକ ପ୍ରସ୍ପରୁ ନିଉନ ଯଦ୍ୟପି ହୋଇବନୈବେଦ୍ୟ ପାଇଁ ପ୍ରଶସ୍ତ ନୁହେଁ ତା ଜାଣିବ ।ଧୂପ ଦୀପ ନଇବୈଦ୍ୟଯ ମଧୁପର୍କ ସ୍କାନବସ୍ତ ଯଜ୍ଞୋପବୀତରେ ଦେବ ଆଚମନଅନ୍ୟ ଉପାୟରେ ଆଚମନ ନ ଦେଇଣକେବଳ ଯେ ଉପଚାର କରିବ ପ୍ରଦାନକିନ୍ତୁ ସମୁଦାୟ ଉପଚାରକୁ ଜଳରେସଂସ୍କାର କରିବ ମନ୍ତ୍ର ପଢ଼ି ବିଧାନରେ ।ନୈବେଦ୍ଯ ଦାନ ଶେଷରେ ଦେଇ ଆଚମନତାପ୍ରରେ ଦେବ ଶ୍ରୀକରେ ଘଷିତ ଚନ୍ଦନକର୍ପୁର ଲବଙ୍ଗ ଏଳା ପୁଷ୍ପ ଜାତି ଫଳଏକତ୍ର କରି ପ୍ରଦାନ କରିବ ତାମ୍ବୁଳଏହିରୂପେ ପୂଜାକରି ଏକାଗ୍ର ଚିତ୍ତରେମନ୍ତ୍ର ଅଷ୍ଟୋରତର ଶତ ଜପିବ ବିଧୂୁରେଯଥା ବିଧାନରେ ସ୍ତବ ପାଠ ପ୍ରଦକ୍ଷିଣପ୍ରାର୍ଥନା କରିବ ଭଗବାନଙ୍କ ଚରଣଜଗନ୍ନାଥ ଆପଣ ତ୍ର ସର୍ବ ତୀର୍ଥମୟସର୍ବ ତୀର୍ଥ ସୃଷ୍ଟିକର୍ଭା ସର୍ବଦେବମୟଏ ତୀର୍ଥରାଜ ଜଳରେ କରୁଅଛି ସ୍ଵାନକୃପା କରି ତୀର୍ଥଫଳ କରନ୍ତୁ ପ୍ରଦାନଦ୍ରବରୂପୀ ତୀରଥରାଜ ଅଟନ୍ତି ଆପଣ୍ଡଏ କଥାରେ ସଂଶୟ ତ କିଛି ନାହିଁ ଜାଣହେ ନାଥ ଆପଣଙ୍କର ଚରଣେ ପ୍ରଣାମଏ ଘୋର ସଂସାର ତାପେ ହୋଇଛି ନିମଗ୍ନ ।ହେ ଦୟାସାଗର ମୋତେ କର ପରିତ୍ସାଣତୀର୍ଥରାଜ ଜଳେ ସ୍କାନ କରେ ଯେଉଁ ଜନ ।ଦେବ ନାରାୟଣଙ୍କୁ ଯେ କରଇ ଅର୍ଚ୍ଚନସର୍ବ ତୀର୍ଥ ସ୍କାନ ଫଳ ଲଭେ ସେହି ଜନ ।କୋଟି କୋଟି ଅଶ୍ଵମେଧ ଯଜ୍ଞ ଅନୁଷ୍ଠାନକୋଟି କୋଟି ମହାଦାନେ ହୁଏ ଯେତେ ପୁଣ୍ୟସେହି ଫଳ ତୀର୍ଥରାଜ ଜଳେ କଲେ ସ୍ଵାନ ।ସ୍ଵାନ ଦେବପୂଜା ଶ୍ରାଦ୍ଧ ଜପ ଦାନ ଧ୍ୟାନତପସ୍ୟାଦି ସିନ୍ଧୁତୀରେ କଲେ ଅନୁଷ୍ଠାନ ।କୋଟି କୋଟି ପୁଣ୍ୟଫଳ ସେ ଜନ ଲଭଇମନରେ ସଂଶୟ ଏକଥାରେ କର ନାହିଁ ।ଏହିରୂପେ ବିଚାରନ୍ତି ମନେ ପିତୃଗଣଆମ୍ଭର ବଂଶରେ କିଏ ହୋଇବ ଜନମ ।ସ୍କାନ କରି ସିନ୍ଧୁଜଳେ କରିବ ତର୍ପଣଆମ୍ଭମାନଙ୍କର ତୃପ୍ତି କରିବ ପ୍ରଦାନ |ସିନ୍ଧସ୍ମାନ ଅର୍ଥେ କେହି କରିଲେ ଗମନତା ଦେହେ ସକଳ ପାପ କରନ୍ତି ରୋଦନ ।ସେ ଜନର ଅମଙ୍ଗଳ ଯେତେ ରହିଥାଏସିନ୍ଧୁ ସ୍ଥାନରେ ସକଳ ଦୂର ହୋଇଯାଏ ।ଅନ୍ୟ ତୀର୍ଥେ କଲା ପାପି ସିନ୍ଧୁତୀରେ କ୍ଷୟସିନ୍ଧୁତୀରେ କୃତପାପ ସେ ସ୍ଥାନେ ବିଲୟ ।ପ୍ରତିଦିନ ସିନ୍ଧସ୍ବାନ କରେ ଯେଉଁ ଜନତାକୁ ଦେଖୁଲେ ପଳାନ୍ତି ଯମଦୂତ ଗଣ ।ସିଂହକୁ ଦେଖୂଲେ ମୃଗଯୁଥ ଯେଉଁପରିଦଶଦିଗେ ପଳାୟନ କରନ୍ତି ସେପରି |ଆଉ କି ଅଧକ ଯମରାଜ ହୋଇ ଭୀତସେ ଜନ ସମ୍ମୁଖେ ରହିବାକୁ ଅସମର୍ଥ ।ମନେ ମନେ ତାହାକୁ ଯେ କରଇ ସମ୍ମାନପ୍ରଣାମ କରିଣ ଦୂରେ କରେ ଅବସ୍ଥାନ ।ଦେବଗଣ ସିନ୍ଧୁସ୍କାନ କରିବା ନିମିତ୍ତ
ମାନବ ଦେହକୁ ଇଚ୍ଛା କରନ୍ତି ସତତ |ଭୂତଳେ ମନୁଷ୍ୟ ରୂପେ ହୋଇଲେ ଜନମଶ୍ରଦ୍ଧାରେ କରିବୁ ଯୀଇ ସିନ୍ଧୁଜଳେ ସ୍ଵାନ ।ମେରୁ ମନ୍ଦର ସଦୃଶ ହେଲେ ପାପମାନସିନ୍ଧୁସ୍କାନେ ତୃଣପରି ହୁଅଇ ଦହନ |ଅନ୍ୟସ୍ଥାନେ ଜଳେ ସ୍କାନ କାଳରେ ସ୍କରଣକରିବ ନିଶ୍ଚୟ ଦେବ ଦେବ ନାରାୟଣ ।ବିଶେଷତଃ ସିନ୍ଧୁଜଳେ ସ୍ଵାନ କଲାବେଳେନାରାୟଣଙ୍କୁ ଅବଶ୍ୟ ଚିନ୍ତିବ ମନରେ ।ଗୋ ବ୍ରାହ୍ମଣ ହତ୍ୟାକାରୀ ଅବା ମଦ୍ୟପାୟୀପଞ୍ଚବିଧ ମହାପାପ ଯଦି କରିଥାଇ |ସେ ଜନ କରଇ ଯେତେ ସିନ୍ଧୁଜଳେ ସ୍ବାନପାପରୁ ମୁକତ ହୁ ସନ୍ଦେହ ନ ମଣ |କୋଟିଏ କପିଳାଧେନୂ ଦାନେ ଯେତେ ଫଳକୋଟି କୋଟି ଗୋଦାନ ଯେ ବ୍ରାହ୍ମଣ ଭୋଜନ ।ଏକମାତ୍ର ସିନ୍ଧୁସ୍କାନ ସଙ୍ଗେ ନୁହେଁ ତୂୁଲ ।ଯେ କରଇ ସିନ୍ଧୁଜୁଳେ ଏକବାର ସ୍କାନକୋଟିଏ କୁଳ ଉଦ୍ଧାର କରେ ସେହି ଜନ ।ସକଳ ତୀଥଥକୁ ଯାଇଁ ଯେ କରଇ ସ୍କାନସକଳ ପୀଠ ସ୍ଥାନରେ କରଇ ଦର୍ଶନସେ ଜନର ଲାଭ ହୁଏ ଯେତେ ପୁଣ୍ୟ ଫଳଏକମାତ୍ର ସିନ୍ଧୁ ସ୍କାନ ସଙ୍ଗେ ନୂହେ ତୁଲଜନମ ଜୀବନ ଆଉ ଶାସ୍ତ୍ର ଅଧ୍ୟୟନସଫଳ ହେବାରୁ ଇଚ୍ଛା କରିବ ଯେ ଜନଏକମାତ୍ର ସିନ୍ଧୁ ସ୍କାନ କରି ସେହି ଜନଦେବତା ପିତୃଗଣଙ୍କୁ କରିବ ତ୍ଣ |ଷଡ଼ଙ୍ଗ. ସହିତ ଚତୁର୍ବେଦ ଅଧ୍ୟୟନକରିବ ତପସ୍ୟା କୁରୁକ୍ଷେତ୍ରେ ଦେବ ଦାନ ।ଚାନ୍ଦ୍ରାୟଣାଦି ସକଳ ବ୍ରତ ଅନୁଷ୍ଠାନବହୁତ ଦକ୍ଷିଣା ଦେଇ ଯଜ୍ଞ ସମ୍ପାଦନଏ ସକଳ ପୁଣ୍ୟକାର୍ଯ୍ୟ ହୁଅଇ ସୁଲଭସିନ୍ଧୁରେ ତିଳ ତର୍ପଣ ପିତ୍ରଙ୍କ ୮ ଦୁରଏକମାସ ସିନ୍ଧୁଜଳେ ସତିଳ ତପିଣପିଣ୍ଡଦାନ କଲେ ତୋଷ ହୋନ୍ତି ପିତୃଗଣସୂର୍ଯ୍ୟ ତେଜ ସମରଥ କରି ଆରୋହଣସହସା ବ୍ରହ୍ମ ଲୋକକୁ କରିବେ ଗମନସିନ୍ଧୁ ସ୍କାନ ପ୍ରଥମରେ ଆବର ଶେଷରେନାରାୟଣଙ୍କୁ ଅର୍ଚ୍ଚନା କରିବେ ଭକ୍ତିରେନିଶ୍ଚୟ ସେହି ମାନବ ମୂକତି ଲଭିବସିନ୍ଧୁସ୍ାନ ପରେ ଦେହ ପବିତ୍ର ହୋଇବଶ୍ରୀ ଜଗନ୍ନାଥଙ୍କୁ ଯାଇଁ ଦର୍ଶନ କରିବବଳରାମ ସୁଭଦ୍ରାଙ୍କ ଚରଣେ ନମିବ ।ମନେ ମନେ ପ୍ରଭୁଙ୍କର ରୂପକୁ ଚିନ୍ତିବବିଷମ ସଂସାର ସଙ୍କଟରୁ ପାରିହେବସ୍କନ୍ଦ ପୁରାଣ ଉକତ ଉତ୍କଳ ଖଣ୍ଡରେତ୍ରିଂଶ ଅଧ୍ୟାୟ ସମାପ୍ତ ଉତ୍କଳ ଭାଷାରେ .।ଆହେ ପୃଭୁ ନ କରିଲି ଦିନେ ତୀ ।ର୍ଥସ୍କାନଜାଣିନାହି କେଉପରି ବ୍ରତର ବିଧାନତବପଦେ ଶିରନତ ନୂହଇ ଭକ୍ତିରେପାପକାର୍ଯ୍ୟେ ଶ୍ରଦ୍ଧା ଜାତ ହୁଅଇ ମନରେଦିନେମାତ୍ର ଉଚ୍ଚାରଣ ନ କରିଲି ନାମଜିହ୍ଵା ନ କରିଲା ଦିନେ ତୁବ ଗୁଣଗାନଅନ୍ତର୍ଯାଗ କରିବାକୁ ନାହିଁ ଚିଉତଶୁଦ୍ଧିବାହ୍ୟପୂଜା ଅର୍ଥେ ଆଉ ବିଶୂନାହିଁ ବୁଦ୍ଧିକିପରି କରିବି ପ୍ରତିଦିନ ଅଥାର୍ଜନବ୍ରତ କରିଚି କେବଳ ଉଦର ପୋଷଣମୋ ଉଦର ତୃପ୍ତି ହେଲେ ଜଗତର ତୃପ୍ତିଏହା ମନେ କରି ପାପ କାଯ୍ୟେ ସଦାମାତି ।ଆହେ ପ୍ରଭୁ ତୁମ୍ଭେ ପରା ଜଗତର ନାଥତୁମ୍ଭେ ଏକମାତ୍ର ନାଥ ମୁଁ କିମ୍ପା ଅନାଥ ।ଅନାଥ ହେତୁ ନ କରେ ଭକ୍ତିରେ ପ୍ରଣାମଦୀନ ହରିହର ଦୁଃଖ କରନ୍ତୁ ମୋଚନ ।ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳଖଣ୍ଡେ ପଞ୍ଚତୀର୍ଥବର୍ଣ୍ଣନା ପ୍ରସଙ୍ଗେ ସମୁଦ୍ରସ୍ବାନ-କିଞ୍ତକଥନଂନାମ ତ୍ରିଂଶୋଦଧ୍ୟୋୟଃ ।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment