ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଏକତ୍ରିଂଶୋଧ୍ୟାୟଃ
ଏକତ୍ରିଂଶ ଅଧ୍ୟାୟ
ଜୈମିନି ଗୁଣ କହନ୍ତି ଶୁଣ ମୁନିଗଣକୃତ କୃତ୍ୟ ହୋଇ ତହ ୧ କରିବ ପ୍ରସ୍ଥାନ ।ଯେ ସ୍ଥାନେ ନୃସିଂହ ମୁଉି ଦେବ ଭଗବାନସେହିସ୍କାନେ ଅଶ୍ଵମେଧି ଯାଗରୁ ଉତ୍ପନ୍ନ ।ଇନ୍ଦ୍ରଦ୍ୟୁମ୍ପ ସରୋବର ଅଟେ ତାର ନାମଶୁଦ୍ଧ ମନେ ସେହିସ୍ଥାନେ କରିବ ଗମନ ।ନୃସିଂହ ଦେବଙ୍କଠାରୁ ଅନୁଜ୍ଞାଗ୍ରହଣକଲାପରେ ସରୋବରେ କରିବଟି ସ୍ବାନ ।ହେ ନୃସିଂହ ! ଆପଣଙ୍କ ପଦେ ନମସ୍କାରଆପଣଙ୍କ କ୍ଷେତ୍ରେ ଇନ୍ଦ୍ରଦ୍ୟୁମ୍ନ ନୂପବର ।ସସ୍ତେ ଅଶ୍ଵମେଧ. ଯଜ୍ଞ କଲେ ଅନୁଷ୍ଠାନତାଙ୍କ ପ୍ରସାଦରେ ସେହି ଯାଗରୁ ଉତ୍ପନ୍ନ ।ସରୋବର ତାର ଜଳେ କରିବାକୁ ସ୍କାନମାଗୁଅଛି ଅନୁମତି ଦିଅ ଭଗବାନ |ଅନନ୍ତର ସରୋବରେ କରିବ ଗମନଶୌଚକ୍ରିୟା ଆଚମନ କରି ସମାପନ ।ଦୁଇ କରଯୋଡ଼ି କରି ଏମନ୍ତ କହିବବିନୟେ ସରୋବରକୁ ପ୍ରାଥନା କରିବ ।ହେ ସରସି ! ଇନ୍ଦ୍ରଦ୍ୟୁମ୍ନ ଅଶ୍ଵମେଧ କଲେଯାଗରେ କୋଟିଏ କୋଟି ଧେନୁ ଦାନ ଦେଲେ ।ଧ୍େେନୁଙ୍କର ଖୁରାଘାତେ ଭୂତଳ ବିଦୀର୍ଣତହିଁରୁ ଆପଣଙ୍କର ହୋଇଲା ଜନମ |ଧେନୁଗଣ ତ୍ୟାଗକଲେ ଯେଉଁ ମୂତ୍ରଫେନସେ ଖାତ ଆପଣଙ୍କର ଜଳେ ହୈଲା ପୂର୍ଣ ।ତେଣୁ ପରମ ପବିତ୍ର ଅଟନ୍ତି ଆପଣସେ ପବିତ୍ର ଜଳେ ସ୍ଵାନ ଅର୍ଥେ ଆଗମନ ।ଆପଣଙ୍କର ଜଳରେ କରୁଅଛି ସ୍କାନସହସ୍ର ଜନ୍ମର ପାପ କରନ୍ତୁ ମୋଚନ |ଅନନ୍ତର ଜଳମଧ୍େ କରିବ ପ୍ରବେଶକର୍ପୂର ଚୂର୍ଣ୍ଣ ମିଶ୍ରିତ ଅଗୁରୁ ଚନ୍ଦନପଞ୍ଚବରୁଣ ମନ୍ତ୍ରକୁ ପଢ଼ିବ ଅବଶ୍ୟନୂର୍ସିଂହ ଦେବଙ୍କ ଅଙ୍ଗେ କରିବ ଲେପନ ।ନାଭି ପରିମିତ ଜଳେ କରି ଅବସ୍ଥାନପାୟସ ସଙ୍ଗରେ ଖଣ୍ଡ ଗବ୍ୟ ଘୂତଦେଇତ୍ରିବାର ପଢ଼ିବ-ସୂକ୍ତ ଅଘ ମରଷଣ | |ଘୃତପକ୍୍ ମୋଦକରେ କର୍ପୁର ମିଶାଇ ।ତପ୍ପରେ କରିବ ଏହି ମନ୍ତ୍ର ଉଚ୍ଚାରଣଘିଅପିଠା ଅଟକାଳି ଆଉ ଶାଳି ଅନ୍ନହେ ଅଶ୍ଵମେଧ ସମ୍ଭୂତ ସର୍ବାଗ ନାଶନଦଧୂଖଣ୍ଡ ନାନାଫଳ କରିଣ ଅର୍ପଣତବଜଳେ ସ୍ଲାନକରି ଯେପରି ମୋହରନୃସିଂହ ଦେବଙ୍କୁ ଯେବା କରେ ଦରଶନକୋଟି କୋଟି ଜନ୍ମ ପାପ ହୋଇ ଯାଉ ଦୂର । |ସ୍ର୍ଶକରି ପାଦପଦ୍ଧ କରଇ ପ୍ରଣାମ |ଏ ମନ୍ତ୍ରକୂ ତିନିବାର କରି ଉଚ୍ଚାରଣସେ ଜନର ମନୋରଥ ସର୍ବ ହୁଏ ପୂର୍ଣତ୍ରିବାର କରିବ ସ୍ବାନ ଶିର ବୁଡ଼ାଇଣଦ୍ଵିଜଗଣ ଏକଥାରେ ସନ୍ଦେହ ନ ମଣ |ବିଷ୍ଣୁ ଗାୟତ୍ରୀ ମନ୍ତ୍ରକୁ ଶକ୍ତି ଅନୁସାରେଆଉ କି ଅଧୁକ ସେ ଜନର ଅଭିମତଜପ କରିବ ନୃସିଂହ ଚିନ୍ତିଣ ମନରେଦେବତ୍ବ ଇନ୍ଦ୍ରତଵ ଗନ୍ଧର୍ବତ୍ଵ ବା ଲଶିତ୍ଵ |ନରରୂପୀ ପରମାମ୍ବାଙ୍କର ପୁତ୍ରଜଳବଶିତ୍ଵ ସାର୍ବଭୌମନତ୍ଵ ଯେ ଇଚ୍ଛା ମନରଜଳକୁ କହନ୍ତି ନାର ବିବୁଧ ସକଳସେ ସକଳ ସିଦ୍ଧ ହୁଏ ସନ୍ଦେହ ନ କର ।ସେହି ନାରଙ୍କର ଜଳ ହେବାରୁ ଅୟନଦ୍ଵିଜଗଣ ତୁମ୍ଭେ ସର୍ବେ କରିଲ ଶ୍ରବଣତାହାଙ୍କର ନାମ ହୋଇଅଛି ନାରାୟଣବର୍ଣ୍ଣନା କରିଲି ପଞ୍ଚତୀର୍ଥର ବିଧାନ |ଏ ହେତୁ ଜଳରେ ନାରାୟଣଙ୍କୁ ସ୍ମରଣପଞ୍ଚତୀର୍ଥ ପାଞ୍ଚଦିନେ ଯେ ଜନ କରିବନିଶ୍ଚୟ କରିବ ଶୁଣିଥାଅ ମୁନିଗଣସେ ଭକ୍ତ ଦେହ ଧାରଣ ଆଉ ନ କରିବ ।ଇନ୍ଦ୍ରଦ୍ୟୁମ୍ନ ସରୋବରେ କରିସାରି ସ୍ବାନପାଞ୍ଚଦିନ ଯାଏ କରି ହବିଷ୍ୟ ଭୋଜନଦେବତା ରଖି ପିତୃଙ୍କୁ କର୍ଛିବ ତର୍ପଣଶୁଦ୍ଧାଚାରେ ଶ୍ରୀହରିଙ୍କୁ କରିବ ସ୍ମରଣ Iପଶ୍ଚିମ ମୁଖେ ନୃସିଂହ ଯହିଁ ଅବସ୍ତିତପୂର୍ଣିମା ପ୍ରଭାତେ ସମୁଦ୍ରରେ କରି ସ୍ଵାନସେହି ସ୍ଥାନକୁ ଗମନ କରିବ ତୁରିତ |ମନ୍ଦିରେ ଯାଇ ପ୍ରଭୁଙ୍କୁ କରିବ ଦର୍ଶନ |ଶିବ ଆଉ ନୃସିଂ ହଙ୍କୁ ପଶ୍ଚିମ ମୁଖରେ ସ୍କାନମଞ୍ଚରେ ବିଜୟେ ଶ୍ରୀ ପୁରୁଖଷୋତଉମଶ୍ରଦ୍ଧାରେ ଯେଉଁ ମାନବ ଦରଶନ କରେ । |ବଳଭଦ୍ର ସୁଭଦ୍ରାଙ୍କୁ କରିବ ପ୍ରଣାମ |କୋଟି କୋଟି ଜନ୍ମର ଯେ ପାପରାଶି ତାର |ସକଳ ପାପରୁ ମୁକ୍ତ ହୁଏ ସେହି ଜନସମୂଳେ ବିନାଶ ହୁଏ ସନ୍ଦେହ ନ କରଶ୍ରଦ୍ଧା ଭକତିରେ ଜ୍ୟୋଷ୍ପଂ ପୌର୍ଣ୍ଠମାସୀ ଦିନ ।ଅନନ୍ତର ଅଥର୍ବଣ ମନ୍ତ୍ର କରି ନ୍ୟାସସର୍ବ ତୀର୍ଥମୟ ସ୍ଵର୍୍ କୂପର ଜଳରେନୃସିଂହ ଦେବଙ୍କୁ ପୂଜା କରିବ ଅବଶ୍ୟ । |ଭଗବାନଙ୍କର ସ୍କାନ ଯେ ଦର୍ଶନ କରେ ।ଦେବର୍ଷି ନାରଦ ପୂର୍ବକାଳେ ଏହି ମନ୍ତ୍ରତାହାର ଦେହରେ ଆଉ କୌଣସି ପ୍ରକାରପ୍ରକାଶ କରିଲେ ଇତ୍ଦଦ୍ୟୁମପଙ୍କ ଅଗ୍ରତପାପ ନ ରହିବ ଏବେ ସନ୍ଦେହ ନ କର ।ଇନ୍ଦ୍ରଦ୍ୟୁମ୍ନ ରାଜା ବହୁକାଳ ଏ ମନ୍ତ୍ରରେମୁନିଗଣ ଧୀର ଚିତ୍ତେ କରନ୍ତୁ ଶ୍ରବଣଯଥାବିଧବ ନୃସିଂହଙ୍କୁ ପୂଜା କରିଥୁଲେସ୍ବାନଯାତ୍ରାର ବିଧାନ କରିବୁ ବର୍ଣ୍ଣନ |ନୃସିଂହ ଦେବଙ୍କ ଭୃପାସିନାର ନିମିତ୍ତ
ତୃଣକାଷ୍ଟେ ସ୍କାନ ମଞ୍ଚ କରିବ ନିର୍ମାଣଏମନ୍ତ ସଦୃଶ ନାହିଁ ଆଉ ଅନ୍ୟମନ୍ତ୍ରତହିଁରେ ଚୂର୍ଣ୍ଣ ଲେପିବ ଚତୁର୍ଦଶୀ ଦିନ ।ଯେ ଜନ ଏ ମନ୍ତ୍ର କରେ ଥରେ ଉଚ୍ଚାରଣ{ ଅବା ଚିରସ୍ଥାୟୀ ମଞ୍ଚ କରି ପାଷାଣରେଶ୍ରୀନୃସିଂହ ଦେବ ତାକୁ ହୁଅନ୍ତି ପ୍ରସନ୍ନବିତ୍ତ ଶାଠ୍ୟ ନ କରିବ କଦାପି ଏଥରେ ।ଦାରୁମୟୀ ମୁଭି ପ୍ରଭୁ ଜଗନ୍ନାଥଙ୍କରବହୁ ବୃକ୍ଷ ସୁଶୀତଳ ଦକ୍ଷିଣା ପବନ:ପ୍ରତିଷ୍ଠା କରିଲେ ଏହି ମନ୍ତ୍ରେ ବେଦବର ।ନୂତନ ହରିତ ବର୍ଣ୍ଣ ଦୁର୍ବାଦଳେ ପୂର୍ଣ |ପୂର୍ବପରି ନୃସିଂହଙ୍କ ଦେବ ଉପଚାରସମୃଦ୍ର ତରଙ୍ଗ ନୃତ୍ୟ କରୁଥିବ ଯହିଁସୁଗନ୍ଧ ପୁଷ୍ପ ଅରୁଣବର୍ଣ୍ଣ ଜବା ଫୁଲନିମାଣ କରିବ ସ୍ମାନ ମଞ୍ଚକୁ ଯେ ତହି |ଚତୁଃପାର୍ଶ୍ଵ ମହାମୂଲ୍ୟ ବସ୍ତେ ଆଛାଦନଅତି ଉଚ୍ଚେ ଚନ୍ଦ୍ରାତିପ କରିବ ବନ୍ଧନଦେବଗଣ ସେହିସ୍ଥାନେ କରି ଅବସ୍ଥାନଭଗବାନଙ୍କର ସ୍ଵାନ କରିବେ ଦର୍ଶନଶ୍ରୀପୁରୁଷୋତ୍ତମ ସ୍କାନ କରିବା ନିମିତ୍ତସୁବାସିତ ପାରିଜାତ କୁସୁମ ମିଶ୍ରିତସ୍ଵର୍ଗ ଗଙ୍ଗା ଜଳ ଘେନି ସର୍ବ ଦେବଗଣବ୍ରହ୍ମାଙ୍କର ସଙ୍ଗତରେ ଆସନ୍ତି ସେଦିନବିଧାତାଙ୍କ ଆଦେଶରେ ସେ ମଞ୍ଚ ଉପରେଶ୍ରୀ ଜଗନ୍ନାଥଙ୍କ ସ୍କାନ କରାନ୍ତି ଭକ୍ତିରେନାନାବିଧ ସୁତିକରି ପ୍ରଭୁଙ୍କ ଚରଣବନ୍ଦନା କରନ୍ତି ଜୟ ଶବ୍ଦ ଉଚ୍ଚାରଣଏ ନିମନ୍ତେ ଭଗବାନଙ୍କର ସ୍କାନ ମଞ୍ଚମାଲ୍ୟ ଚାମର ପତାକା ତୋରଣେ ସୁପଞ୍ଚନାନାବିଧ ମଣିମୁକ୍ତା ତହିରେ ଖଞ୍ଜିବସୁଗନ୍ଧ ଚନ୍ଦନ ଜଳ ଉପରେ ସିଞ୍ଚବ |ସୁଗନ୍ଧ ଗୁଗ୍ଗୁଳ ଧୂପଦ୍ଵାରା ଆମୋଦିତସ୍କାନ ମଞ୍ଚକୁ କରିବ ଏ ରୂପେ ପ୍ରସ୍ତୁତ ।ମଞ୍ଚର ଦକ୍ଷିଣ ଦିଗ କୂପ ଆଣି ଜଳସୁଗନ୍ଧ ଦ୍ରବ୍ଯ କ୍ଷେଣ କରିବ କେବଳପାବମାନୀ ସୂକ୍ତ ପଢ଼ି ସ୍ସ୍୍ କଳସରେପୂର୍ଣ କରିଣ ରଖୁବ ମନ୍ଦିର ମଧ୍ୟରେଚତୁର୍ବଶୀ ରାତ୍ରେ ଶାସ୍ ବିଧ୍ବ ଅନୁସାରେଏ ସକଳ ସମ୍ପାଦନ କରିଣ ଶ୍ରଦ୍ଧାରେଅନନ୍ତର ହରିବୋଲ ଧ୍ଵନି କରି ଉଚ୍ଚେଠାକୁରମାନଙ୍କୁ ନେଇଯିବ ସ୍ଵାନ ମଞ୍ଚେଯେଉଁମାନେ ରାଜାଙ୍କର ସମ୍ମାନ ଭାଜନବ୍ରାହ୍ମଣ କ୍ଷତ୍ରିୟ ବୈଶ୍ଯ ଏହି ତିନିବର୍ଣ୍ଚାମର ଆଲଟମାନ ଧରିଣ ହସ୍ତରେଭଗବାନଙ୍କୁ ବ୍ୟଞ୍ଜନ କରିବେ ଭକ୍ତରେଠାକୁରଙ୍କ ଦେହେ ଥିବା ଲେପନ ଚନ୍ଦନକାଢ଼ିବ ନାହିଁ କଦାପି ପୂର୍ବ ଆଭରଣଯେପରି ସୁଗନ୍ଧ ଦ୍ରବ୍ୟୈ । ପୃଷ୍ଟ ଥିଲା ଅଙ୍ଗସେହିପରି ରଖମବ ତ ନ କରି କୃଶାଙ୍ଗକୃଶାଙ୍ଗ ଯେ ଦେବମୂର୍ଭି ମଙ୍ଗଳ ବିଧ୍ବରେସାବଧାନେ ନେବ ସ୍ବାନ ମଞ୍ଚର ଉପରେସୁଭଦ୍ରା ଦେବୀ ବା ଜଗନ୍ନାଥ ବଳରାମଅସାବଧାନତା ଦୋଷେ ହୋଇଲେ ପତନ ।ଏହା ହେଲେ ରାଜାର ବା ରାଜ୍ୟେ ଅମଙ୍ଗଳଯା ହସ୍ତୁ ଖସିବେ ତାର ନୋହିବ କୂଶଳବହୁ ଦୁଃଖ ଭାଗୀ ହେବେ ତାହାଙ୍କର ବଂଶଅଧ୍ବକ କି ତାହାଙ୍କର ନରକେ ନିବାସ ।ଯେଉଁମାନେ ଅଜ୍ଞାନରେ ଅଥବା ମୋହରେଅବିଶ୍ବାସ କରନ୍ତି ଯେ ପ୍ରଭୁଙ୍କୁ ମନରେ ।ଏ ପ୍ରତିମା ଦାରୁମୟୀ ଥିବ କେତେକାଳବିଷ୍ୂଦ୍ରୋହୀ ହୁଅନ୍ତି ଯେ ସେ ବ୍ୟକ୍ତି ସକଳ ।ସର୍ବଧର୍ମ କର୍ମରୁ ଯେ ହୁଅନ୍ତି ବାହାରନରକେ ବାସ କରନ୍ତି ଏକଥା ନିକର ।ଧର୍ମ କାର୍ଯ୍ୟ ବିଷୟରେ ଯାର ଅବିଶ୍ବାସତାଦୃଶ ଯୁକ୍ତି ସକଳ ମନରୁ ପ୍ରକାଶ |ଯାହାର ଅଦ୍ଧଷ ଯେଉଁପରି ହୋଇଥାଏସେହିପରି ଭାବ ତାର ମନରୁ ଉଦୟେ ।ଯାହାର ଅଦୂୃଶ କ୍ଷୟ ହେଲେ ତାହାରି ମନରେଏ କାଷ୍ଠ ପ୍ରତିମା ବୁଦ୍ଧି ଦୂର ହୋଇପାରେ ।ପ୍ରକୃତରେ ଏହା କାଷ୍ଠ ପ୍ରତିମା ନୁହଇନର ଦେହରେ ନିର୍ମାଣ କେହି କରିନାହିଁ ।ସେ ପ୍ରଭୁ ନିଜକୁ ନିଜେ କରିଣ ନିର୍ମାଣଭକ୍ତକୁ କରୁଅଛନ୍ତି ଅଭୟ ପ୍ରଦାନ |କଦାଚ ପ୍ରତିମା ବୋଲି ନ କର ବିଚାରଆଉ ତ ଏକ କାରଣ ଅଛି ଯେ ଏହାର ।କେତେକାଳରୁ ପ୍ରତିମା ହୋଇଛି ନିର୍ମିତକେତେଦିନ ମନ୍ଵନ୍ତର ହେଲାଣି ଅତୀତ ।ଦେବଗଣ ମର୍ଭ୍ଯୟବାସୀ ଜନଗଣଙ୍କରସେ ପ୍ରଭୁଙ୍କ ପ୍ରତି ଭକ୍ତି ସମାନ ପ୍ରକାର ।କେହି ମନୁଷ୍ୟ ନିର୍ମାଣ ଯଦି କରିଥାନ୍ତାଏତେକାଳଯାଏ ଭକ୍ତ ସମାନ ନ ଥାନ୍ତା ।ଏହାର ମହିମା ପୂର୍ବକାଳୁ ରହିଅଛିମୁନିଗଣ ସେହିକଥା ଏଠାରେ କହୁଛି |ସ୍ଵାରୋଚିଷ ମନୁଙ୍କର ଅଧୁକାର କାଳେକୃପାନିଧ୍ୂ ଜଗନ୍ନାଥ ଆବିର୍ଦୁତ ହେଲେ ।ବୈବସ୍ବତ ମନୁରାଜ ଯେତେବେଳେ ହେଲେଚତୁର୍ଯୁଗେ ସପ୍ତବିଂଶ ଦ୍ଵାପର ଶେଷରେ ।ଅନୁନଙ୍କ ସଙ୍ଗେ ଘେନି ବସୁଦେବସୁତପୁରୁଷୋତ୍ତମ କ୍ଷେତ୍ରରେ ହେଲେ ଉପସ୍ଥିତ ।ସେ ସ୍ଥାନରେ ତିନିଦିନ କଲେ ଅବସ୍ଥାନଯଥାବିଧ ତୀର୍ଥବ୍ରତ କରିଲେ ପାଳନ ।
ଶ୍ରୀ ଜଗନ୍ନାଥଙ୍କୁ କରି ଅର୍୍ଚନ ବନ୍ଦନପୁନର୍ବାର ଦ୍ଵାରକାକୁ କରିଲେ ଗମନ |ଆଧୁନିକ ଯୁଗର ଏ ମାନବ ସକଳଜାଣି ନାହାନ୍ତି ପ୍ରକୃତ ତତ୍ତ୍ ପ୍ରଭୁଙ୍କର |ବେଦ ରକ୍ଷାଅଥୈ ଯୁଗେଯୁଗେ ଭଗବାନନାନା ଅବତାରେ ଦେହ କରନ୍ତି ଧାରଣପୂର୍ବକାଳ କଥା ଦାରୁରୁପେ ଭଗବାନପୁରୁଷୋତ୍ତମ କ୍ଷେତ୍ରରେ ହେଲେ ଅବତାୀଣ୍ଡ ।ତାହାଙ୍କୁ ଚତୁରାନନ ପ୍ରତିଷ୍ଠା କରିଲେଏ ସ୍ଥାନେ ପରାର୍ଵକାଳ ରହିବ ବୋଇଲେ ।ବ୍ରହ୍ମାଙ୍କର ପ୍ରାର୍ଥନାରେ ପ୍ରଭୁ ଭଗବାନସ୍ଵୀକାର କଲେ ରହିବୁ ଆମ୍ଭେ ଏହିସ୍ପାନଯେ ଜନ ଶୁଦ୍ଧ ଚିତ୍ତରେ ପ୍ରଭୁଙ୍କୁ ଭାବନ୍ତିତାହାଙ୍କୁ ଅଭୀଷ୍ଟ ବର ଏ ପ୍ରଭୁ ଦିଅନ୍ତିପ୍ରଭୁଙ୍କ ପ୍ରତି ଯାହାର ବିଶ୍ଵାସ ଯେ ରୂପତାର ମନୋରଥ ପୁଣ୍ୟ ହୁଏ ସେହିଚୁପଯେଉଁଜନ ସର୍ବଦୌଷ ଶୂନ୍ୟ ସ୍ପିର ଚିତଅଟଳ ବିଶ୍ଵାସୀ ଆଉ ଅଟେ ବିଷୁଭକ୍ତିଜଗନ୍ନାଥ ପ୍ରଭୁଙ୍କର ନିକଟରୁ ସେହିଇଚ୍ଛା ଅନୁରୂପ ଫଳ ଲାଭ କରିଥାଇଅମ୍ଭରୀଷ ଯେଉଁରୂପେ ସଂସାରୁ ମୁକତବିସ୍ତୃତ କରି ବୂଝାଇ କହିଛୁ ସମସ୍ତପରଂବ୍ରହ୍ମ ରୂପ ଜଗନ୍ନାଥଙ୍କର ପ୍ରତିସର୍ବଦା ରଖମବ ମନେ ଅଚଳା ଭକତି ।ପୁରୁଷୋତ୍ତମ କ୍ଷେତ୍ରରେ କରି ଅବସ୍ଥାନପ୍ରଭୁଙ୍କୁ ମନରେ ଚିନ୍ତା କର ରଷିଗଣବଳରାମ ସୁଭଦ୍ରା ଯେ ଦେବ ଜଗନ୍ନାଥଏହାକୁ ଘେନି ଆସିବ ସ୍ବାନର ନିମିତ୍ତ ।ରାଜ ସେବାପରି ସେବା କରିବ ବିଧୂରେଅତିଯତ୍ତେେ ଭକତିରେ ସ୍କାନ ମଞ୍ଚପରେଯେବେଳେ ମଞ୍ଚକୁ ଯିବେ ପ୍ରଭୁ ଭଗବାନସେତେବେଳେ ଶିରେ ଛତ୍ର କରିବ ଧାରଣଅଗୁରୁ ଧୂପରେ ଦିଗକରି ଆମୋଦିତନାନା ବାଦ୍ୟ ଧ୍ଵନି ଆକାଶରେ ହେବ ବ୍ୟାପ୍ତ ।ଦୀପାବଳୀ ଆଲୋକରେ ଅନ୍ଧକାର ଦୂରପ୍ରଭୁଙ୍କର ଚାରିପାଶେ ଢାଳିବ ଚାମରସେ ସମୟେ ନୃତ୍ୟ ଗୀତମାନ ହେଉଥୁବଦେଖଲେ ଦଶକ ମନ ମୁଗ୍ଧ ହୋଇଯିବଗମନ କାଳରେ କାଳେ ଅନିଷ୍ଟ ଘଟିବଆଶଙ୍କାରେ ପ୍ରଭୁଙ୍କର ଅଙ୍ଗ ଆଛ୍ଛାଦିବଦୂରବର୍ରାୀ ସ୍ବାନମଞ୍ଚେ ଗମନ ବେଳରେଉଚ ମୁଖରେ ପ୍ରଭୁଙ୍କୁ ଦେଖୁବେ ସକଳେସ୍ଵର୍ଗ ଥାଇ ମନେ ବିଚାରନ୍ତି ଦେବଗଣକରିବେ କି ପ୍ରଭୁ ସ୍ଵର୍ଟ ଧାମେ ଆଗମନତେଣୁ ଉର୍ଧ ଦୃଷ୍ଟିରେ ତ ସ୍ବର୍ଗକୁ ଚାହାଁନ୍ତିଜୟ ରାମ ଜୟକୃଷ୍ଣ ମୁଖେ ଉଚ୍ଚାରନ୍ତି ।ବ୍ରାହମଣାଦି ବର୍ଣ୍ତତ୍ରୟ ନିଶୀଥ କାଳରେପ୍ରଭୁଙ୍କୁ ସ୍କାନ ମଞ୍ଚକୁ ନେଇଯିବା ବେଳେ ।ଦେବଗଣ ଜୟଧ୍ନି ସ୍ଵର୍ଗରେ କରନ୍ତିଅତି ଆନନ୍ଦେ ଦୁନ୍ଦ୍ରଭି ବାଦ୍ଯକୁ ବଜାନ୍ତି ।ଏକୂ ଏକ ଆଗଭର ହୋଇ ଦେବଗଣଜୟ ଶବ୍ଦ କୋଳାହଳେ କମ୍ପାନ୍ତି ଗଗନ ।ପ୍ରଭୁଙ୍କୁ ସାନ ମଞ୍ଚରେ ଆଣି ବସାଇବମୁଖ ବ୍ୟତୀତ ସର୍ବାଙ୍ଗ ବସ୍ତେ ଆଛାଦିତ ।ନୈବେଦ୍ଯ ଭିନ୍ନ ସକଳ ଉପଚାରମାନଆନନ୍ଦ ଚିତ୍ତେ ପ୍ରଭୁଙ୍କୁ କରିବ ଅର୍ପଣଶାନ୍ତି ପାଠ କରି ଅଧ୍ୟବାସ କଳଶରେଅଭିଶେକ କରାଇବ ବୈଦିକ ମନ୍ତ୍ରରେ ।ସମୁଦ୍ୁ ଜ୍ୟେଷ୍ଠା ଏ ମନ୍ତ୍ର କରି ଉଚ୍ଚାରଣକୃତାର୍ଥ ହେବେ ଦର୍ଶକ ଅଭିଷେକ୍ତାଗଣ ।ସଂକଳ୍ପ ପୂର୍ବକ ବ୍ରତ କରି ଅନୁଷ୍ଠାନସ୍କାନ କାଳିରେ ପ୍ରଭୁଙ୍କୁ ଯେ କରେ ଦର୍ଶନ ।ଜ୍ଞାକରେ ହେଉ ବା ଆଉ ଅଜ୍ଞାନରେ ହେଉଯେତେପାପ ଏ ସଂସାରେ ସଞ୍ଚ ରଖମଥାଉ ।ସେ ଯଦି କରଇ ସ୍ବାନ ମଞ୍ଚେ ଦରଶନତାହାର ସକଳ ପାପ ହୁଅଇ ଦହନ |ଜନନୀର ଗର୍ଭଜଳେ ସେ ନକରେ ସ୍ଵାନଏକଥା ନିଶ୍ଚୟ ଶୁଣିଥାଅ ରଷିଗଣ |ଜୋୟଷ୍ଠା ସ୍କାନ ଦେଖୁବାକୁ ଯେ ଆସେ ବହନ:ତାହାର ନ ହୁଏ ଭବ ସାଗରେ ମଗନ ।ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଯେ ଜନ ଭକ୍ତିରେଶ୍ରୀ ଜଗନ୍ନାଥଙ୍କୁ ସ୍କାନ ଦରଶନ କରେ ।ଶାନ୍ତି ହୋଇଯାଏ ତାର ମନର ଯେ ତାପଦୂର ହୋଇ ରହେ ଦେହେ ଥାଏ ଯେତେ ପାପ।ପ୍ରାୟଶ୍ଚିତ ଯୋଗ୍ୟ ପାପ ଯଦ୍ୟପି ତାହାରସ୍ମାନ ଯାତ୍ରା ଦର୍ଶନରେ ହୋଇଯାଏ ଦୂର ।ଏହି ହେତୁ ଜ୍ୟେଷ୍ଠ ମାସେ ଜନ୍ମ ଦିନେ ସ୍କାନଦର୍ଶନ ଅପେକ୍ଷା ଆଉ ନାହିଁ ପୁଣ୍ୟ .କର୍ମ ।ସ୍କାନ ଶ୍ରାଦ୍ଧ ତପ ଯଜ୍ଞ ଜପ ଆଉ ଦାନକୋଟିଗୁଣେ କୋଟି ଜନ୍ମେ କଲେ ଅନୁଷ୍ଠାନ |ହରିଙ୍କର ସ୍ବାନ ଯାତ୍ରା ଦଶିନ ସମାନକଦାପି ନ ହୁଏ ଶୁଣିଥାଅ ରଷିଗଣ |ଅଭାବ ପକ୍ଷେ ଯେ ଜନ ଭକ୍ତି ସହିତରେ
|| ଥରେ ମାତ୍ର ସ୍ଵାନଯାତ୍ରା ଦରଶନ କରେ ।
ମୋକ୍ଷଲାଭ କରିବାକୁ କିଆାଇ ସେ ଜନଶୋକ କରିବ ଏଥରେ ସନ୍ଦେହ ନ ମଣଆଉ କି ଅଧୁକ ଶୁଣ ସର୍ବରଷିଗଣଯେଉଁଜନ ନିତ୍ୟ କରେ ଯଜ୍ଞ ଅନୁଷ୍ଠାନକୋଟି କୋଟି ମହାଦାନ ବ୍ରାହ୍ମଣ ଭୋଜନଗୟାତୀଥୈ କୋଟିବାର କରେ ପିଣ୍ଡ ଦାନ ।ପୁଣ୍ୟକାଳେ ତୀର୍ଥାଦିରେ ତପସ୍ୟା କରଇସ୍ଵାନଯୋଗେ କୋଟିତୀଥୈ ସ୍ନାନ କରେ ଯାଇ ।ସେ ଜନ ଲାଭ କରଇ ଯେତେ ପୁଣ୍ୟଫଳସ୍କାନ ଯତ୍ରା ଦର୍ଶନରେ ସଙ୍ଗେ ନୂହେ ତୂଲ ।ତ୍ରିବାର ସତ୍ୟ କରିଣ କହୁଛି ବଚନମନ ସ୍ମିର କରି ଶୁଣ ସର୍ବ ମୁନିଗଣଯେ ଜନ ସ୍କାନ ମଞ୍ଚରେ ଦର୍ଶନ କରଇକେଉଁ ଶାସ୍ତେ ତାହାଠାରୁ ପୁଣ୍ୟ କର୍ମ ନାହିଁ ।ସ୍କାନ ମଞ୍ଚ ଶ୍ରୀପତିଙ୍କୁ କରିଲେ ଦର୍ଶନତୀର୍ଥ ସ୍କାନଠାରୁ ଶତଗୁଣେ ହୁଏ ପୁଣ୍ୟଏ କଥାରେ ସଂଶୟ ତ କିଛିମାତ୍ର ନାହିଁନିଶ୍ଚୟ କରି କହୁଛି ପ୍ରମାଣ ଅଟଇସ୍ଵାନ କଲେ ଆଦ୍ରିଥବେ ପ୍ରଭୁ ଯେତେବେଳସେ କାଳରେ ଯେ ମାନବ ଦରଶନ କରେ।ଆନନ୍ଦରେ ପୂର୍ଣ୍ଣ ହୋଇଯାଏ ତାର ଚିତ୍ତକୌଣସି ରୂପୈ ପ୍ରାପରେ ନ ହୁଏ ସେ ଲିପ୍ତ ।ସ୍କାନ ଯାତ୍ରା ଅର୍ଥେ ପଞ୍ଚ ତୀର୍ଥର ବିଧାନପୁର୍ବେ କହିଅଛୁ ତାହା କରିଛ ଶ୍ରବଣକେବଳ ସ୍ବଵାନ ମଞ୍ଚରେ କଲେ ଦରଶନସେ ସକଳ ଫଳ ଲାଭ ହୁଏ ରଷିଗଣଏକ ଜଗନ୍ନାଥ ତିନିମୂରି ହୋଇଛନ୍ତିନୀଳସୁନ୍ଦର ପର୍ବତେ ବିଜେ କରିଛନ୍ତିଏକ ଦେବଙ୍କର ସ୍ବାନ କଲେ ଦରଶନଇହଲୋକେ ଯାବତୀୟ ସୁଖ ଲଭେ ଜନ ।ଶେଷରେ ମୋକ୍ଷ ପଦରେ ହୁଏ ଅଧ୍କାରୀମଞ୍ଚ ସ୍କାନର ବିଧାନ କହିଲୁ ବିସ୍ତାରିସ୍ଵାନ କାଳେ ଯେଉଁଜନ କରେ ଉଚ୍ଚାରଣହେ କୃଷ୍ଣ ହେ ଜଗନ୍ନାଥ ଜୟ ବଳରାମହେ ସୁଭଦ୍ରେ ଜୟ ହେଉ ଏକଥା ବୋଲଇମୁକ୍ତିଲାଭ କରେ ସେହି ସନ୍ଦେହ ତ ନାହିଁ ।ସ୍କାନ ଅଥୈ ଅଧ୍ୁବାସ ଆଦି କାର୍ଯ୍ୟମାନସମ୍ପାଦନ କରିଥାନ୍ତି ସେବାକାରୀ ଜନ ।ସେମାନଙ୍କୁ ପ୍ରତ୍ୟକ୍ଷରେ ପୁଥକ ଭାବରେଦକ୍ଷିଣା ଦୈବ ନିଜର ଶକ୍ତି ଅନୁସାରେ ।ସେ ସ୍ଥାନରେ ରହିଥିବେ ଆଉ ଯେ ବ୍ରାହ୍ମଣତାହାଙ୍କୁ ବସ୍ତାଳଙ୍କାର ଦେବ ମିଷ୍ଟ ଅନ୍ଧ ।ଅନାଥ ଦରିଦ୍ରଜନ ଥିବେ ସେ ସ୍ଥାନରେମିଷ୍ଟାନ୍ନେ ସନୁଷ୍ଠ ତାଙ୍କୁ କରିବ ଶ୍ରଦ୍ଧାରେ ।ଭଗବାନଙ୍କର ସ୍କାନ ଦେଖବା ନିମିତ୍ତଯେଉଁମାନେ ଆସିଥାନ୍ତି ସେତ ଜୀବନ୍ଧକ୍ତ ।ସେମାନଙ୍କୁ ରାଜା ଦେବେ ବିଧ୍ବରେ ସିମ୍ଥାନସେଥରେ ସନ୍ତୋଷ ହେବେ ପ୍ରଭୁ ଭଗବାନ ।ନାରୀ ବା ପୁରୁଷ ଭଦ୍ରାସନେ ବସି କରିପ୍ରଭୁଙ୍କର ସ୍ବାନଶେଷ ଜଳେ ସ୍ବାନ କରି ।ତାହାଙ୍କର ଲାଭ ହୋଇଥାଏ ଯେତେ ପୁଣ୍ୟଶ୍ରବଣ କରନ୍ତୁ ତାହା ଆହେ ମୁନିଗଣ |ଟିର ରୋଗୀ ହୋଇଥିଲେ ଆରୋଗ୍ୟ ସେ ହୁଏତାର ଅପମ୍ପତ ଯୋଗ ଦୂର ହୋଇଯାଏ ।ପୁତ୍ରହୀନା ମ୍ତବସ୍ସା ବନ୍ଧ୍ୟା ନାରୀଗଣସ୍ବାନମ କଲେ ସ୍ଵାନୋଦକ ଲଭନ୍ତି ନନ୍ଦନ ।ନିର୍ବନ ଲଭଇ ଧନ ଯଦି କରେ ସ୍ଵାନଗର୍ଭବତୀ ନାରୀ ଲଭେ ଦୀର୍ଘାୟୁ ସନ୍ତାନ ।ଗଙ୍ଗାଦି ସକଳ ତୀର୍ଥ ସ୍କାନେ ଯେତେ ପୂଣ୍ୟତାହା ଲାଭ ହୁଏ ସ୍କାନୋଦକେ କଲେ ସ୍ମାନ ।କୁଷ୍ଣଠରୋଗୀ ପ୍ରଭୁଙ୍କର ସ୍ବାନ ଶେଷ ଜଳେନିଜର ସକଳ ଅଙ୍ଗ ଯଦି ସିକ୍ କରେ ।
ସକଳ ରୋଗ ବିନାଶ ହୁଅଇ ତାହାରସେ ଜଳେ ହୁଅଇ ବକ୍ତା ଶାସ୍ତେ ଧୁରନ୍ଧର ।ଭଗବାନଙ୍କର ସ୍ବାନୋଦକରୁ ଅଧକପବିତ୍ର ହୁଅଇ ସ୍ଵର୍ଗ ଗଙ୍ଗାର ଉଦକ |ବିଷ୍ଣୁଙ୍କର ସ୍କାନୋଦକେ ଯେ କରଇ ସ୍କାନତାହାର ସର୍କଳ ମନୋରଥ ହୁଏ ପୂର୍ଣ୍ଣ ।ଧାର୍ମିକ ବ୍ୟକ୍ତି ପ୍ରଭୁଙ୍କ ସ୍କାନ ଶେଷ ଜଳେସ୍ମୀନ କରେ ମଞ୍ଚସ୍ପାନ ଦରଶନ କରେ ।ସେହି ଜନ ଯେତେ ପୁଣ୍ୟ ଫଳ ଲାଭ କରେତାହାକି ଘଟିବ ଅଧା୍ଚିକର ଭାଗ୍ୟରେ ।ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେଏକତ୍ରିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ ।ବ୍ରାହ୍ମଣ ବଂଶରେ ପ୍ରଭୁ ହୋଇଲି ଜମନନ ଜାଣଇ ସ୍କାନ ସନ୍ଧ୍ୟା ଜପ ତରପଣ ।ପୂଜା ଅଥୈ ] ପୁଷ୍ଠଣ ଆଦି ନ କରେ ଚୟନସଜାଡ଼ି ନାହିଁ ତ ଦିନେ ଉପଚାର ମାନ ।ତୀର୍ଥ | ସ୍ଵାନ ବ୍ରତ ତପସ୍ୟାରେ ନାହିଁ ମନକିପରି କରିବି ନିତି ଅର୍ଥ ଉପାର୍ଜନ |ଅସତ୍ୟକୂ ସତ୍ୟ ବୋଲି ବିଚାରେ ମନରେ |ସ୍କାନ କାଳେ ଦର୍ଶନରେ ହୁଏ ଯେତେ ପୁଣ୍ୟକେବଳ ଉଦର ସେବା କରେ ତ୍ରିକାଳରେ ।ବ୍ରହ୍ମକୁ ଚିହ୍ମିଲେ ସିନା ହୂଅନ୍ତି ବ୍ରାହୃଣଶବ୍ଦରୂପ ନାମ ଏହି ଭେଦ ବିଦ୍ୟମାନଭେଦ ବୁଦ୍ଧିରେ ଜଗତେ କରେ ବିଚରଣନିଜେ ପରିଚିତ ହୁଏ ମୁଁ ଏକା ବ୍ରାହ୍ମଣଏଣୁ ନିଜକୁ ତ ନିଜେ ଚିହ୍ନି ପାରୁନାହିଁବ୍ରାହ୍ମଣ ବୋଲି ମନରେ ସଦା ଗର୍ବ ବହିହେ ପ୍ରଭୁ ଜଗତନାଥ କରୁଣା ସାଗରକି ରୂପେ ବ୍ରାହ୍ମଣ ହେବି କହେ ହରିହରଇତି ଶ୍ରୀ ସ୍କନ୍ଦ ପୁରାଶେ ଉତ୍କଳ ଖଣ୍ଡେସ୍କାନ ଯତ୍ରାବିଧବ ବର୍ଣନେ ନାମଏକତ୍ରିଂଶୋଧ୍ୟାୟଃ ।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment