ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଷଟ୍ତ୍ରିଂଶ ଅଧ୍ୟାୟଃ
ଷଟ୍ତ୍ରିଂଶ ଅଧ୍ଯାୟ
ଜୈମିନି ମୁନି କହନ୍ତି ଶୁଣ ରଷିଗଣଶୟନ ଯାତ୍ରା ଉତ୍ସବ କରିବୁ ବର୍ଣ୍ଣନ |ସୂର୍ଯ୍ୟ କର୍କଟ ରାଶିକୁ କରନ୍ତେ ଗମନଆଷାଢ଼ ଶୁକଳ ଏକାଦଶୀ ଆଦ୍ୟଦିନ ।କାଉଁକ ଶୁକଳ ଏକାଦଶୀ ପରିଯନ୍ତଚାରିମାସ ଭଗବାନ ରହନ୍ତି ନିଦ୍ରିତ |ଭଗବାନଙ୍କର ଆରାଧନା ବିଷୟରେଏ ଚାରିମାସ ପ୍ରଶସ୍ତ ପ୍ରତି ସମ୍ବଭସରେ |ନାନାବ୍ରତ କରିଥୁବ ନିୟମ ପାଳିଣକାଶୀଧାମେ ବାସ କଲେ ହୁଏ ଯେତେ ପୁଣ୍ୟ ।'| ନୀଳାଚଳେ ଜଗନ୍ନାଥଙ୍କର ନିକଟରେଚାରିମାସ ମଧ୍ୟେ ଏକଦିନ ବାସ କଲେ ।ସେହି ଫଳ ପ୍ରାପ୍ତ ହୁଏ ନିର୍ମଳ ମନରେଯଦି କେହି କେତେଦିନ ବାସ କରିପାରେ ।ଯେତେଦିନ ରହେ ଶତେ ଅଶ୍ଵମେଧ ଫଳସେ ଜନ ଲାଭ କରଇ ସନ୍ଦେହ ନ କର ।ଏହି ଚାତୁମାଁସ୍ୟା ବ୍ରତ କରି ଆଚରଣ| ପ୍ରତିଦିନ ସମୁଦ୍ରର ଜଳେ କଲେ ସ୍କାନ ।ଶ୍ରୀଜଗନ୍ନାଥ ପ୍ରଭୁଙ୍କୁ କରଇ ଦର୍ଶନଶୋକଭାଗୀ ନ ହୁଅଇ କେବେ ସେହି ଜନ ।ଶ୍ରୀ କ୍ଷେତ୍ରରେ ବାସ କରି ଯେବା ବ୍ରତ କରେପ୍ରଭୁଙ୍କର କୃପାଦୃଷ୍ଟି ପଡ଼େ ତା ଉପରେଭକ୍ତି ଯୁକ୍ତ କାଯ୍ୟ ଆଉ ଦେବ ଭଗବାନଏ ଦୁଇ ମଧ୍ୟେ ପାର୍ଥକ୍ୟ ନାହିଁ କଦାଚନଶୁତିସୃତି ଉକ୍ତ ଯେତେ କାର୍ଯ୍ୟ ତ୍ୟାଗ କରିଶ୍ରୀକ୍ଷେତ୍ରେ ବାସ କରିବା କଉଁବ୍ୟ ସବୁରିସର୍ବ ନିୟନ୍ତା ଜଗତ ଗୁରୁ ଭଗବାନଅନନ୍ତ ଶଯ୍ୟାରେ ଯେବେ କରନ୍ତ ଶୟନସେ କାଳରେ ଅନ୍ୟପୁଣ୍ୟ କ୍ଷେତ୍ରେ ଭଗବାନରହନ୍ତି ନାହିଁ ଯେ ଶୁଣିଥାଅ ରଷିଗଣ“ ଯେପରି ବୈକୁଣ୍ଠପୁରେ ବିଜେ ଭଗବାନଯେପରି ପୁରୁଷୋତ୍ତମ କ୍ଷେତ୍ରେ ବିଦ୍ୟମାନସମାନ ଭାବରେ ବିରାଜିତ ବାରମାସଅନ୍ୟମାସ ମଧ୍ୟେ ଶ୍ରେଷ୍ଠ ଏହି ଚାରିମାସଏ ଚାରିମାସେ ଯେ କରେ ସ୍ଵକ୍ଷେତ୍ରେ ଦର୍ଶନତାକୁ ମୁକ୍ତି ମିଳିଥାଏ ସନ୍ଦେହ ନ ମଣଶ୍ରୀ ପୁରୁଷୋତ୍ତମ କ୍ଷେତ୍ରେ ଅନ୍ୟ ଅଷ୍ଟମାସଦର୍ଶନ କରି ପ୍ରତ୍ୟହ ଯେ କରଇ ବାସଯେତେ ପୁଣ୍ୟ ତାର ହୁଏ ଏ ଚାରିମାସରେ `ଏକା ଦିନକରେ ସେହି ଫଳ ଲାଭ କରେ ।ପୁରୁଷୋତ୍ତମ କ୍ଷେତ୍ରରେ ଏ ଚାରିମାସରେସାଯୁଜ୍ୟ ମୁକତି ଲାଭ ହୁଏ ବାସ କଲେଯେ ବ୍ୟକ୍ତି ଏକ ବରଷ କ୍ଷେତ୍ରେ କରେ ବାସଅନ୍ୟ ପୁଣ୍ୟ କ୍ଷେତ୍ରେ ଫଳ ଲଭଇ ଅବଶ୍ୟ |ଯେ ମାନବ ସବର୍ବବିଧ ପାପ କାଯ୍ୟ ଲିପ୍ତସଦାଚାରମାନଙ୍କରୁ ହୁଅଇ ବଞ୍ଚତଯାବତୀୟ ଧର୍ମ କାର୍ଯ୍ୟରୁ ଯେ ବହିର୍ଦ୍ଧତଏ କ୍ଷେତ୍ରେ ବାସ କରିବା ତାହାର ଉଚିତନାନାବିଧ ପାପ କରି ଚତୁର୍ମାସ୍ୟା ବ୍ରତଏ କ୍ଷେତ୍ରରେ ବାସ କରି ଥରେ କରେ ମତ୍ର |ସକଳ ପାପ ତାହାର ହୁଅଇ ଦହନନୃସିଂହଙ୍କ ପ୍ରସାଦରେ ବୈକୁଣ୍ଡେ ଗମନଏଣୁ ବୁଝାଇ କହୁଛି ଶୁଣ ରଷିଗଣଭଗବାନ ଚାରି ମାସ କରନ୍ତି ଶୟନସେ ଚାରିମାସ ଅଟଇ ପରମ ପବିତ୍ରପୁରୁଷୋତ୍ତମଚେ ବାସ କରିବା ଉଚିତଜନ୍ମ ସଫଳ କରିବା ଇଚ୍ଛାଅଛି ଯାରଆଷାଢ଼ମାସେ ଶୁକଳ ଏକାଦଶୀ ଦିନଶ୍ରୀକ୍ଷେତ୍ରେ ଶୟନୋତ୍ସବ କରିବ ଦର୍ଶନଭଗବାନଙ୍କ ଶୟନ ଉତ୍ସବ ନିମିତ୍ତଅତି ଯତନେ ମଣ୍ଡପ କରିବ ନିର୍ମିତତା ମଧ୍ୟେ ଶୟନ ଗହ କରିବ ନିର୍ମାଣରତନ ପଲଙ୍କ ପରେ କୋମଳ ବସନଉପ୍ପାଦାନ ସହ ଶଯ୍ୟା ପ୍ରସ୍ତୁତ କରିବକର୍ପୂର ଚୂର୍ଣ୍ଣ ତାହାର ଉପରେ ସିଞ୍ଚବଉର୍ଶଵଭାଗ ଚନ୍ଦ୍ରାତପେ କରିବ ଶୋଭନଚତୁର୍ଦ୍ଦିଗେ ବେଢ଼ାଇବ କୋମଳ ବସନସେହି ଆବରଣ ବସ୍ତେ ଚନ୍ଦନ ଲେପିବସେ ଗୃହରେ ଛିଦ୍ରଶୂନ୍ୟ ଦ୍ଵାର ରହିଥୂବଏହି ଶଯ୍ୟା ଯେଉଁପରି ହେବ ସମତଳନାନାବିଧ ଚିତ୍ରେ ସୁଶୋଭିତ ସୁକୋମଳଏ ରୂପେ ନିଶୀଥ କାଳେ ଶୟନ ଗୃହରେସ୍ବର୍ଣ୍ଣ “ରଜତ ପିଉଳ ଅଥବା କାଷ୍ଟରେଶ୍ରଦ୍ଧାରେ ପ୍ରତିମା ତ୍ରୟ କରିବ ନିର୍ମାଣପୂର୍ବା ପୂର୍ବ ଦ୍ରବ୍ୟମାନ ପ୍ରଶସ୍ତ ଜାଣିମବଳରାମ ସୁଭଦ୍ରା ଯେ ଜଗନ୍ନାଥଙ୍କରପାଦମୂଳ ପ୍ରତିମାଙ୍କୁ ସ୍ଥାପିବ ସକଳତିନିଦୈବଙ୍କୁ ବିଧ୍ବରେ ଅର୍ଚ୍ଚନା କରିବପୂଜା ଶେଷ ଦ୍ରବ୍ଯ ପ୍ରତିମାଙ୍କୁ ଅରପିବଏ ରୂପେ ଅର୍ଚନା କରି ଭାବିବ ମନରେଅଭୈଦ ପ୍ରତିମାତ୍ରୟ ପ୍ରଭୁଙ୍କୁ ସଙ୍ଗରେପ୍ରାଥନା କରିବ ଦୁଇହାତ ଯୋଡ଼ିକରିଆପଣ ଜୀବନ ରୂପେ ଜଗତେ ବିହରିଜଗତେ ମଙ୍ଗଳ ବୃଦ୍ଧି ନିମିତ୍ତ ଆପଣଆଜିଠାରୁ ଚାରିମାସ କରିବେ ଶୟନଶୟନ ଗ୍ଧହକୁ ବେଗେ କର ଆଗମନହେ ପ୍ରଭୁ ତହୁଁ ସୁଖରେ କରନ୍ତୁ ଶୟନଏପରି ପ୍ରାର୍ଥନା ଶେଷେ ତିନି ଦେବଙ୍କରଦେହର ତିନୋଟି ମାଳା ଆଣିବ ସତ୍ତ୍ବରସେହି ତିନି ପ୍ରତିମାଙ୍କ ଦେହରେ ପ୍ରଦାନମଙ୍ଗଳ ସୂଚକ ସ୍ତୁତି କରିବ ଗାୟନଶୟନ ଗ୍ୁହର ଦ୍ଵାରଦେଶକୁ ଯେ ନେବପୀଠୋପରି ତିନିଦଣ୍ଡ ସ୍କାନ ଯେ କରିବଶତପଳ ପଞ୍ଚାମୂତେ କରାଇବ ସ୍ତଵାନତିନିଙ୍କ ଅଙ୍ଗେ ଲେପିବ ସୁଗନ୍ଧ ଚନ୍ଦନ :ବସ୍ତ୍ର ଅଳଙ୍କାର ଅଙ୍ଗ କରି ବିଭୂଷଣ
ସତକାର୍ଯ୍ୟ କରୁ ଅଥବା ନ କରୁ ସେ ନର |ପ୍ରାଥନା କରିବ ହସ୍ତ ଦୁଇକୁ ଯୋଡ଼ିଣହେ ଜଗତବନ୍ଧୁ ରକ୍ଷାକର୍ଭା ଜଗତରହେ ଜଗତନାଥ ଜୟ ହେଉ ଯେ ତୁମ୍ଭରହେ ଇଶ ଜଗତହିତ ନିମିତଉ ଆପଣବର୍ଷାକାଳେ ଚାରିମାସ କରନ୍ତୁ ଶୟନଆପଣ ଇନ୍ଦ୍ରସହିତ ହୋଇଣ ପୂଜିତଜଗତେ ସର୍ବ ଅଶୁଭ କର ପ୍ରଣମିତଏ କ୍ଷଣେ ଶୟନ ଗୃହେ କର ଆଗମନଏ ଶଯ୍ୟାରେ ନିଦ୍ରାଯାନ୍ତୁ ସୁଖରେ ଆପଣଦେବାଧ୍ୂ ରାଜା ପ୍ରଭୁଙ୍କୁ କରଇ ଶୟନଏହି ରୂପରେ ପ୍ରାର୍ଥନା କରିବ ସେ କ୍ଷଣଶୟନ ଗୃହର ଦ୍ଵାର ଉତ୍ତମ ପ୍ରକାରେବନ୍ଧନ କରିବ ଅତି ଦୃଢ଼ ଶିକ୍ୂରଳିରେଜନାର୍ଦ୍ଦନ ନିଦ୍ରାଯାନ୍ତି ବର୍ଷା ଚାରିମାସଏ କାଳରେ ନାନାବ୍ରତ କରିବ ଅବଶ୍ଯଏ ରୂପରେ କରାଇଲେ ପ୍ରଭୁଙ୍କୁ ଶୟନଉତ୍ତମ ସୁଖକୁ ଲାଭ କରେ ସେହି ଜନଯେଉଁ ବିଷୁ ଭକ୍ତ ଜନ ଏହିରୂପେ କରେକଳ୍ପ କାଳଯାଏ ବିଷୁଲୋକେ “ ବାସ କରେଏ ସମୟେ ଯେ ପ୍ରକାରେ ବ୍ରତର ନିୟମସେ ବିଧାନ କହୁଅଛି କରନ୍ତୁ ଶ୍ରବଣଚାତୁର୍ମାସ୍ୟା ବ୍ରତାଚାରୀ ମଞ୍ଚ ବା ଖଟରେଶୟନ ଯେ ନ କରିବ ଏ ବର୍ଷା କାଳରେରତୁକାଳ ଭିନ୍ନ ଭାର୍ଯ୍ୟା ସମ୍ଭୋଗ ନ କରିମାଂସ ମଧୁ ପରଅନ୍ନ ବରଜନ କରିବାରଉାଁକୀ ମୂଳା ପୋଟଳ ନ କରି ଭକ୍ଷଣମସୁର ଶ୍ଵେତ ସର୍ଷପ କରିବ ବର୍ଜନଶରତ କାଳର ଧାନ୍ୟ କୂଳତ୍ଥ ଯେ ବିରିଶ୍ରାବଣ ମାସରେ ଶାକ ଭୋଜନ ନ କରିଦଧ ଭ୍ରାଦବ ମାସରେ ଦୁଗ୍ଧ ଆଶ୍ଵିନରେବିରି ବର୍ଜନ କରିବ କାଉିକ ମାସରେରାଜା ହେଲେ ମଧ୍ୟ ଯତିବ୍ତତ ଆଚରିବଏ ଚାରିମାସେ ପାଦୂକା ପାଦରେ ନ ଦେବ।ଚାରିମାସ କରିବାକୁ ହେଲେ ଅସମର୍ଥସେ ପାପର ଶାନ୍ତି ପାଇଁ ଏହି ପ୍ରାୟଶ୍ଚିତନିତ୍ୟ କୃତ୍ୟ ତ୍ରିକାଳରେ କରି ସମାପତକାରରିକ ମାସରେ ବ୍ରତ କରିବ ନିଶ୍ଚିତକୃଷ୍ଠଣାୟ ନମଃ ହରୟେ ନମଃ କେଶବାୟନମଃ ସର୍ବ ପାପହାରୀ ନମଃ ନୃସିଂହାୟଏ ମନ୍ତେ ପ୍ରଣାମ କଲେ ଦେବ ଜନାର୍ଦନତାହାର ସକଳ ପାପ କରନ୍ତି ଦହନପ୍ରଜ୍ବଳିତ ଅଗ୍ନି ତୁଳାରାଶି ଭସ୍ପ କରେପାପପୁଞ୍ଜଦଗ୍ଧ ହୋଇଯାଏ ସେ ପ୍ରକାରେନିରାହାରେ ଅବା ଏକାହାରେ କେହି ଜନକେବଳ ବିପୁ ନିର୍ମାଲ୍ୟ କରିଣ ଭୋଜନରାତ୍ରିକାଳରେ ଭୋଜନ କରେ ହଦବିଷ୍ୟାନ୍ନଚାତୁର୍ମାସ୍ୟା ବ୍ରତକାଳେ ଏ ମନ୍S୍େ ପ୍ରଣାମତା ପକ୍ଷରେ ସ୍ଵର୍ଗଲାଭ ସାମାନ୍ୟ ଜାଣିବଦିବାନିଦ୍ରା ମିଥ୍ୟାଭାଷା ତୈଳ ବରଜିବଆଷାଢ଼ ମାସରେ ଶୁକ୍ଳ ଏକାଦଶୀ ଦିନଅବା କର୍କଟ ସଂକ୍ରାନ୍ତ ହେବ ଯେଉଁଦିନଅଥବା ଅଷାଢ଼ମାସ ପୂର୍ଣ୍ଣିମା ଦିନରେଏ ବ୍ରତ ପାଇଁ କରିବ ସିଂକଳ୍ପ ବିଧରେଜଗନ୍ନାଥ ଶ୍ରୀକୃଷ୍ଣଙ୍କୁ କରିବ ଅର୍ଚ୍ଚନ¦ | ପ୍ରଣାମ କରି ପ୍ରାର୍ଥନା କରିବ ଏସନହେ ପୃଭୁ ଆପଣଙ୍କର ହେଲା ଅନୁଗ୍ରହଚାତୁର୍ମାସ୍ୟା ବ୍ରତେ ମୋର ବଳିଲା ଆଗ୍ରହହେ କେଶବ ସଂକଳପ କଲି ଏହି ବ୍ରତ| | ଆପଣଙ୍କ ଅନୁଗ୍ରହେ ହେବ ସମାପତଜଗନ୍ନାଥ ଏହି ବ୍ରତ ନ ହେଉ ସମ୍ପର୍ଣ୍ଣ| | ଯଦି ପରଲୋକେ ମୁହିଁ କରିବି ଗମନତଥାପି ତ ଅନୁଗ୍ରହ କରିବେ ଆପଣଯେପରି ଏ ବ୍ରତ ଫଳ ଲଭିବି ସମ୍ପୂର୍ଣଦେବ ଦେବ ଜଗନ୍ନାଥ ପ୍ରଭୁଙ୍କ ଚରଣପ୍ରାଥନା କରି ଏ ବ୍ରତ କରିବି ଗ୍ରହଣଚାରିମାସ ପ୍ରଭୁଙ୍କର ପଦେ ରଖୁ ମନଏହି ବ୍ରତ ଆନନ୍ଦରେ କରି ଉଦ୍ଯାପନପ୍ରତ୍ୟେକ ମାସ ଶେଷରେ କରିବ ପାରଣଜଗନ୍ନାଥଙ୍କୁ ବିଧ୍ୂରେ କରିବ ଅର୍ଚ୍ଚନବ୍ରାହ୍ମଣ ଭୋଜନ ମିଷ୍ଟାନ୍ନରେ କରାଇବଆଶକ୍ତ ହେଲେ କାରଉଁକ ଶେଷରେ କରିବଜଗନ୍ନାଥଙ୍କୁ କାଉିକ ପୂର୍ଵ୍ତମୀର ଦିନପୂଜାଶେଷ କରି ଅଗ୍ନକୁଣ୍ଡେ ଘୃତ ହୋମବ୍ରାହ୍ମଣଙ୍କୁ କରିବ ଯେ ଭଗବାନ ଜ୍ଞାନଶ୍ରଦ୍ଧାରେ ଦେବ ପାୟସ ମିଷ୍ଟାନ୍ନ ଭୋଜନଯଥାଶକ୍ତି ପୂର୍ଣ୍ଣ ବସ୍ତ୍ର ଆଦି ଦେବ ଦାନଚାତୁର୍ମାସ୍ୟା ଏ ବ୍ରତପ୍ରତି ଅଶକ୍ତ ଯେ ଜନସେ କେବଳ କାରିକରେ ବ୍ରତ ଅନୁଷ୍ଠାନଚାତୁର୍ମାସ୍ୟା ବ୍ରତ ନାନାବିଧ ଅନୁଷ୍ଠାନମୁନିଗଣ କରିବ ଯେ କ୍ୃଚ୍ଛ ଚାନ୍ଦ୍ରାୟଣକଲେ ତାର ଚାତୁର୍ମାସ୍ୟା ବ୍ରତ ହେବ ପୂର୍ଣ | !ଏକାନ୍ତର ଏକଦିନ ଅନ୍ତରେ ଭୋଜନଦ୍ୟନ୍ତର ଦିଦିନ ପରେ କରିବ ଭୋଜନମାସମାସ ଉପବାସ ନ କରି ଭୋଜନଅଥବା ଅନ୍ଧ ଭୋଜନ କରିବ ବର୍ଦନଫଳାହାର କରି ଦିନ କରିବ ଯାପନ
କିମ୍ବା ନକ୍ତବ୍ରତ ରାତ୍ରି କାଳରେ ଭୋଜନଯବ ଗୋଧୁମକ ଯେଉଁ ବ୍ରତ ଚାନ୍ଦ୍ରାୟଣଅଥବା ପରାଗ ବ୍ରତ କରିବ ପାଳନଯେଉବ୍ୟକ୍ତ ଚାରିମାସ କରି ଦୁଗ୍ଧ ପାନଅଥବା ଶାକ ଆହାରେ କଟାଇବ ଦିନଇହକାଳରେ ପରମ ସୁଖ ସେ ଦୁଞ୍ଜିବଅନ୍ତକାଳରେ ନିର୍ବାଣ ମୁକତି ଲଭିବକାର୍ରିକ ବ୍ରତେ ଆଶକ୍ତ ହେବ ଯେଉଁ ଜନସେ ବକପଞ୍ଚକ ବ୍ରତ କରିବ ପାଳନକାର୍ରିକ ଶୁକଳ ପକ୍ଷ ଶେଷ ପାଞ୍ଚଦିନବନ୍ଯ । ବୃତଭିରେ ଜୀବନ କରିବ ଧାରଣଯେଉଁଜନ ଏହି ବ୍ରତ କରଇ ପାଳନଜଗନ୍ନାଥଙ୍କର ନୀତି କରେ ସମ୍ପାଦନସମଗ୍ର ପାପ ତାହାର ବିଲୁପ୍ତ ହୁଅଇବୈକୁଣ୍ଠ ଭୁବନେ ବାସ କରେ ସେହି ଯାଇଦୀର୍ଘାୟୁ ଲଭେ କାମନା ପୂର୍ଣ ହୁଏ ତାରସକଳ ବ୍ରତ ମଧ୍ୟରେ ଏହିଁ ବ୍ରତ ସାରଚାତୁର୍ମାସ୍ୟା ବ୍ରତ ବିଧ୍ବ କରିଲୁ ବର୍ଣ୍ଠନଅପର ରହସ୍ୟ କଥା କରନ୍ତୁ ଶ୍ରବଣଚାତୁର୍ମାସ୍ୟା ୍ତତ ଅବା ଆଉ ଅନ୍ୟବ୍ରତଅଭକ୍ତରେ କଲେ ବ୍ୟର୍ଥ ହୁଅଇ ସମସ୍ତମହାଯଜ୍ଞ ସର୍ବତୀର୍ଥ ସର୍ବବିଧ ଦାନତପସ୍ୟା ଆଦି ସାତ୍ଵିକୀ କ୍ରିୟା ଅନୁଷ୍ଠାନଏକମାତ୍ର ବିଷ୍ଣୁଭକ୍ତ ବଳରେ ସକଳକ୍ରିୟା ନିର୍ବିଗ୍ନରେ ଦେଇଥାଏ ପୂର୍ଣ ଫଳଭଗବାନଙ୍କ ଶୟନ ଉତ୍ସବ ଦର୍ଶନକହନ୍ତି ଯେଉଁ ସକଳ ମହାତମାଗଣଏ ବ୍ରତ ବିଷୟେ ଅପରକୁ ପ୍ରବର୍ଭାଏଜନନୀ ଗର୍ଭେ ସେ ଆଉ ଜନମ ନ ହୁଏଶୟନୋସ୍ସବ ଶେଷରେ ଏ ବ୍ରତାଚରଣପ୍ରଭୁଙ୍କ ନିକଟେ ରହି କରେ ଯେଉଁ ଜନଯଥାସମୟରେ ତାହା କରେ ସମାପନନିଃସନ୍ଦେହେ ବ୍ରହ୍ମଲୋକେ କରଇ ଗମନସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେଷଟତିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେହେ ପ୍ରଭୁ ଭକତ ବାଞ୍ଚା କଳତରୁ ହରିଲୋକହିତ ଅଣୈ ଦାରୁରୂପରେ ବିହରି ।ନୀଳାଚଳେ ନିତ୍ୟଲୋକ ଲୀଳା ଅଭିନୟଦେଉଛ ପାପୀଜନଙ୍କୁ ସର୍ବଦା ଅଭୟ ।ଆପଣଙ୍କର ନାମକୁ ସ୍ମରଣ ଯେ କରେଭୂତଳରେ ନିତ୍ୟ ଲୀଳା ରସ ଭୋଗ କରେ ।ନାମ ଜପ କରିବାକୁ ନାହିଁ ସାମରଥକହେ ହରିହର ହେବ କିପରି ମୁଁକତଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳଖଣ୍େଶୟନୋସ୍ସବ ବର୍ଣ୍ଣନେନାମ ଷଚତ୍ରିଂଶ ଅଧ୍ୟାୟଃ ।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment