ଜୈମିନି କହନ୍ତି ବସ ସର୍ବ ଜୀବଗଣ
ଆମ୍ମଜ୍ଞାନରେ କରନ୍ତି ସଦା ବିଚରଣ
ପ୍ରତ୍ୟେକ କରନ୍ତି ଆନନ୍ଦରେ ଅବସ୍ଥାନ
ଆମ୍ଭା କୁଟସ୍ଥ ନିର୍ମଳ ଆଦି ଅନ୍ତ ଶୂନ୍ୟ
ନିତ୍ୟ ସନାତନ ' ସର୍ବୋପାଧ୍ ବିବଜିତ
ସର୍ବଗତ ସକ୍ଷମ ବିଭୁ ନିଷ୍ପିୟ ଶ୍ରୀବନ୍ତ
ଶୋକ ମୋହ କରା ବ୍ୟାଧବ କ୍ଷୁଧା ତୃଷ୍ାଶୂନ୍ୟ
ପଞ୍ଚ କ୍ଲେଶ ହୀନ ଆମ୍ଭ ସର୍ବଦା ସମାନ `
ଅନାଦି ଅବିଦ୍ୟା ଜାତ ବାସନା ବଳରେ
ଅହଙ୍କାର ଯୁକ୍ତ ଚିତ୍ତ ବୃତ୍ତି ସହିତରେ
ମିଳିତ ହୋଇଲେ ଆମ୍ମା ଭ୍ରମରେ ପଡ଼ଇ
ଦେହ ଧରି ରକ୍ର ମାଂସେ ଭ୍ରମଣ କରଇ
ସେ କାଳେ ଆମ୍ବା ତ୍ରିଗୁଣେ ହୁଅଇ ବନ୍ଧନ
ଅବଶ ହୋଇ ପଡ଼ଇ ନ ଥାଏ ସ୍ଵାଧୀନ
ଗନ୍ଧର୍ବ ନଗରୋପମ ଏ ମାୟା ଜଗତ
| ମିଥ୍ୟାନୁହେଁ ମନେ କରେ ପ୍ରକୃତ ଏଁ ସତ୍ୟ ।
ଯେହେତୁ ପଞ୍ଚବିଂଶତି ତତ୍ତ୍ବ ଯୁକ୍ତ ହୋଇ
ପଞ୍ଚଭ୍ୌତିକ ଦେହରେ ଆଶ୍ରୟ ନିଅଇ ।
ଅବିକାରୀ ଆତ୍ମା ବିକାରକୁ ପ୍ରାପ୍ତ ହୋଇ
ଶୋକ ମୋହାଦିରେ ଦୂଃଖାର୍ଣ୍ଣବେ ନିମଜଇ ।
ଭୁତ ଲାଗିଲେ ମନୂଷ୍ୟ ଯେଉଁପରି ହୋନ୍ତି
ଅଜ୍ଞାନ ମୋହରେ ଅନତ୍ମା ହୁଏ ସେହିମତି ।
ନିଜର ସଚିଦାନନ୍ଦ ରୂପ ଭୁଲି ଯାଏ
ମନଇଛ୍ଛା ଅନୁସାରେ କାର୍ଯ୍ୟ କରିଥାଏ
ଆତ୍ମା ଯେ ରୂପେ ଦୁଃଖରୁ ହୋଇବ ମୁକତ
ସେ ରୂପେ କାର୍ଯ୍ୟ ସାଧନ କରିବା ଉଚିତ ।
ମୋକ୍ଷ ଅଥୈ ନିଜେ କାର୍ଯ୍ୟ କରି ନ ପାରିଲେ
ଆମ୍ମତତ୍ତ୍ତଲାଭ ନୂହେଁ କେବଳ ଶୁଣିଲେ
ଯେତେବେଳେ ଭ୍ରାନ୍ତି ଆବରଣ ଦୂର ହୋଇ
ନିର୍ମଳ ଆକାଶପରି ଆତ୍ମା ପ୍ରକାଶର
ସେ କାଳେ ସ୍ଵରୂପେ ଆତ୍ମା କରେ ଅବସ୍ଥାନ
ଯେ ରୂପେ ନଭୋମଣ୍ଡଳ କଲେ ଦରଶନ ।
ନୟନରେ ଦେଖାଯାଏ ସିନା ସେହି ବର୍ଣ୍ଣ
କିନ୍ତୁ ଆକାଶ ନୂହଇ କେବେ ନୀଳବର୍ଣ୍ଣ
ନିରୂପାନ୍ତରାତ୍ମ ସେହିପରି ହୋଇଥାଇ
ଭ୍ରାନ୍ତି ଯୋଗେ ସୃକ୍ଷ୍ମକୀବ ରୂପେ ଦେଖାଯାଇ
ନିର୍ମଳ ନିର୍ଗୁଣ ନିରାକରଣ ଆତ୍ମାରେ
ଆନନ୍ଦ ମନ କେବଳ ବୋଧ ସ୍ଵରୂପରେ
ଅବିଦ୍ୟା ହେତୁ କିପରି ଜାତ ହେଲା ଭ୍ରାନ୍ତି
ପ୍ରତ୍ୟକ୍ଷ ବସ୍ତୁରେ ସିନା ଭ୍ରାନ୍ତିର ଉତ୍ପତ୍ତି
ଯେପରି ନିଜର କଣ୍ଡାଭରଣ ମାଳାରେ
ସର୍ପଜ୍ଞାନ ଜନ୍ମିଥାଏ ଭ୍ରମ ବଶତରେ
ସେ ରୂପେ ନିଜ ପ୍ରତ୍ୟକ୍ଷ ବିଷୟେ ଆତ୍ମାର
ଭ୍ରାନ୍ତି ଜାତ ହୋଇଥାଏ ମନରେ ବିଚାର
ଜ୍ଞାନ ବ୍ୟତୀତ କର୍ମରେ କୌଣସି ପ୍ରକାରେ
ଆତ୍ମାର ମୋକ୍ଷସାଧନ ହୋଇ ଯେ ନ ପାରେ
ଆମ୍ୂତତ୍ତଵ ଅନ୍ବେଷଣ ଜ୍ଞାନରେ କରିଲେ
ଦୁର୍୍ଭ ଯେ ଆତ୍ମତତ୍ତ ଲାଭ ହୋଇପାରେ ।
ବସ୍ପ ଏହି କୁରୁକ୍ଷେତ୍ର ପୁରୁଷୋତ୍ତମରେ
ମରଣ ପଥେ ଗ୍ରମନ ଯେଉଁ ଜୀବକରେ
ଭଗବାନଙ୍କ ଦୟାରେ ହୁଏ ଜ୍ଞାନୋଦୟ
ପ୍ରାଣୀମାନଙ୍କ ପକ୍ଷେ ସୁଲଭ ନିଶ୍ଚୟ `
ଏ କ୍ଷେତ୍ରେ ମରଣ ଇଚ୍ଛା କରେ ଯେଉଁ ଜନ
ତାକୁ ପ୍ରଭୁ ଜଗନ୍ନାଥ ହୁଅନ୍ତି ପ୍ରସନ୍ଧ
ଦାରୁରୂପୀ ଜଗନ୍ନାଥଙ୍କର ଏ କ୍ଷେତ୍ରରେ
ଶେଷକାଳେ ପ୍ରଣ ତ୍ୟାଗ ଯେ କରି ନ ପାରେ !
ମୁକ୍ତିଲାଭ ଅର୍ଥେ କରିଥାଏ ଯେତେ କର୍ମ
ପ୍ରକୃତ କର୍ମ ରୂପରେ ନ ହୁଏ ଗଣନ |
ମୁକ୍ତିର ମୂଳ ସାଧନ ଏକ ଅମ୍ଭା ତ୍ତ
ଶ୍ରବଣ ଭିଜନ ନିଦିଧ୍ୟାସନରୁ ଜାତ
ତଦ୍ୁପ ଏହି କ୍ଷେତ୍ରରେ ହୋଇଲେ ମରଣ
ସାକ୍ଷାତେ ମୁକ୍ତି ସାଧନ ରୂପରେ ଜାଣିମ ।
ଅଭୟାସ୍କାନ୍ତ ମଣି ଅତି ବ୍ରହତ ପାଷାଣ
ସମାନ ଲୋକପିଣ୍ଡକୁ କରେ ଆକର୍ଷଣ ।
ସେହିପରି ପ୍ରାଣୀଙ୍କର ଜନ୍ମାନ୍ତର କର୍ମ
ନିର୍ବୀଜ ହୁଅଇ କ୍ଷେତ୍ରେ ହୋଇଲେ ମରଣ ।
କର୍ମର ଶୁଭ ଅଶୁଭ ଫଳ ନାଶ ହେଲେ
ଆତ୍ମାର ନିଜ ସ୍ଵରୂପ ପ୍ରକାଶ ସେ କାଳେ ।
କର୍ମ ଫଳରେ ଆବଦ୍ଧ ଜୀବଯେବେ ହୁଏ
ଶୁଙ୍ଖଳା ବଦ୍ଧ ବୟସ ପରି ଭ୍ରମୁଥାଏ |
ବତାସେ କାଳ ଯେ ରୂପେ ଆକାଶ ମଣ୍ଡଳେ
ଭ୍ରମର କରେ ଅନ୍ୟତ୍ର ବସା ନ ପାଇଲେ ।
ନିଜର ପୂର୍ବସ୍ଥାନରେ ନିଶ୍ଚଳେ ବସଇ
ସେ ରୂପେ ବାସନା ବଶେ ଆତ୍ମା ଭ୍ରମୁଥାଇ |
ପଞ୍ଚବିଂଶ ତତ୍ତ୍ତାମ୍ମକ ଏ ଦେହ ପିଣ୍ଡରେ
ସଦା ଆବଦ୍ଧ ସତ୍ତବାଦି ତ୍ରିଗୁଣ ସୂତ୍ରରେ |
ଏ ପୁରୁଷୋତ୍ତମ କ୍ଷେତ୍ରେ ପ୍ରାଣତ୍ୟାଗ ହେଲେ
ପ୍ରଭୁଙ୍କର ଦୟାକ୍ଷେତ୍ରେ ମାହାତ୍ମ୍ୟ ବଳରେ ।
ଜୀବର ବାସନା ରନ କ୍ଷୟ ହୋଇଯାଏ
ସେହି ଜୀବ ବିଷ୍ଣୁଙ୍କର ସ୍ଵରୂପକୂ ପାଏ ।
ଯେଉଁ ସ୍ଥାନକୁ ଗମନ କଲେ ପୁନର୍ବାର
ଆଉ ଦେହ ବନ୍ଧନରେ ନ ପଡ଼ନ୍ତି ନର ।
ବିଷ୍ଣୁଙ୍କ ପରମ ପଦ ଲାଭ ସେହି କରେ
ଉଦ୍ଦାଳକ ଏହିକଥା ବିଚାର ମନରେ |
ଏହା ଅର୍ଥବାଦ ବୋଲି ଆଶଙ୍କା ନ କର
ଏ କ୍ଷେତ୍ରେ ଦେହ ବନ୍ଧନ ଛିଡ଼ଇ ଆତ୍ମାର ।
ବନ୍ଧନ ଛିଡ଼ିଲେ ଆତ୍ମା ପୁଣି ଆଉଥରେ
ଦେହ ରୂପ ବନ୍ଧନରେ ନ ପଡ଼େ ସଂସାରେ ।
ଏ ଆମ୍ଭ ସନ୍ଧ୍ଯାସ ଯୋଗ ଯୋଗୀଙ୍କ ପକ୍ଷରେ
ଦୂର୍ଳୁଭ ଅଟଇ ଏହି କ୍ଷେତ୍ରର ମଧ୍ୟରେ ।
ବୃତ୍ତି ନରୋଧ ଏ କ୍ଷେତ୍ରେ ଦେହ ବିସର୍ଜନ
ଏ ଦୁଇ ଅଟଇ ଏକା ମୁକ୍ତିର ସାଧନ ।
ଏ ଦୁଇ ବ୍ୟତୀତ ଆଉ ଅନ୍ୟ ଉପାୟରେ
ମୁକ୍ତିଲାଭ ହୁଏ ନାହିଁ କୌଣସି ପ୍ରକାରେ ।
କାଶୀ ଧାମରେ ମୁମୁର୍ଶୁ ବ୍ୟକ୍ତିକୁ ସନ୍ଦେଶ
ଦିଅନ୍ତି ପ୍ରକୃତ ବ୍ରହ୍ମଜ୍ଞାନ ଉପଦେଶ |
ଏହା ସତ୍ୟକଥା ଜୀବ ସେ ଜ୍ଞାନ ବଳରେ
{ଅନ୍ୟାନ୍ୟ ତୀର୍ଥ ସକଳ ଏ କଳିକାଳରେ
ଯୋଗ ସାଧୂ ଶୁଭାଶୁଭ କମ କ୍ଷୟ କରେ ।
ଯଥୋଚିତ ଫଳ ଦାନ ନ କରନ୍ତି ହେଳେ ।
ତଦନ୍ତରେ ମୁକ୍ତିଲାଭ ତାହାର ନିଶ୍ଚିତ
ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଚାରିଯୁଗେ ସତ୍ୟ
ପୂର୍ବକାଳରୁ ଏକଥା ସକଳେ ବିଦିତ |
ଫଳ ଦାନ ବିଷୟରେ ସର୍ବଦା ସମର୍ଥ ।
କିନ୍ତୁ ବହୁଦିନ ପୂର୍ବେ ସେହି କାଶୀତୀର୍ଥ |
ସେ ସ୍ଥାନେ କୌଣସି ପାପ ପ୍ରବେଶ ନ କରେ
ଗଣେଶଙ୍କ ଭୟୈ ହୋଇଅଛି ଅନ୍ତହିଁତ
ଧର୍ମ ସ୍ରଷ୍ଟା ଭଗବାନ ସ୍ଵୟଂ ସେ କ୍ଷେତ୍ରରେ ।
ମୁନିଗଣ ମୁଁ ତୁମ୍ଭଙ୍କୁ କହିଅଛି ପୂର୍ବେ
ଜୀବଗଣଙ୍କର ନାଶୁଅଛନ୍ତି ଅଜ୍ଞାନ
ମହାଦେବ ତ୍ୟାଗ କଲେ କାଶୀଧୀମ ଯେବେ ।
ତତ୍ତଜ୍ଞାନ ଦେବାଅର୍ଥେ ସଦା ସାବଧାନ ।
ସେହ ମହାଦେବ କାଶୀରାଜାଙ୍କ ନମତ୍ତ |
ପ୍ରାଣୀମାନଙ୍କର ଅନାୟାସେ ସେହି କ୍ଷେତ୍ର
ଭଗବାନଙ୍କରଠାରୁ ହୋଇଲେ ଲାଞ୍ଚତ ।।
ଚତୁର୍ବର୍ଗ ସାଧନାରେ ସର୍ବଦା ସମର୍ଥ |
ସ୍ନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ
ଏ ହେତୁ ପୁରୁଷୋଉମ କ୍ଷେତ୍ରେ ଜୀବଗଣ
ସାତ ଚାରି ଛାନ୍ଦ ଗୈଷ ଉତ୍କଳ ଭାଷାରେ ।।
ବାସ କରିବା କର୍ତବ୍ୟ ରୁପରେ ଗଣନ ।
ହେ ପ୍ରଭୁ ପୂର୍ବରେ କେଉଁ ଦୋଷ କରିଥୁଲି |
ଅତି ଦୁର୍ମତି ଅଶୁଚି ପାପିଷ୍ଠ ଚଣ୍ଡାଳ
ଯେଉଁ ହେଡ୍ଦି ନିତିପୂତି ଲାଞ୍ଚନା ଭୋଗିଲି ।
ଅନ୍ତ୍ଯଜ ଦ୍ଵିଜ ବିଦ୍ଵାନ ଧାର୍ମିକ ସକଳ |
ଆପଣ ହୃଦୟେ ରହି ପ୍ରେରଣା ଦିଅନ୍ତି
ବସବାସ କରିବାକୁ ସେ କ୍ଷେତ୍ରେ ସମାନ
ଶୁଭାଶୁଭ ବିଚାର ଯେ ନ କରଇ ମତି । |
ସେ ସ୍ଥାନରେ ଦେବଗଣ ଇଛଛନ୍ତି ମରଣ ।
କରବ୍ୟ ଜ୍ଞାନରେକର୍ମ ସାଧନ କରୁଛି
ଏ କ୍ଷେତ୍ରେ ମରଣ ହେଲେ ଆମ୍ଭ ସାକ୍ଷାତକାର
କର୍ମଦ୍ଵାରା କର୍ମ କ୍ଷୟହୁଏ ଶୁଣିଅଛି
ଲାଭ କଲେ ମୁକ୍ତି ହୁଏ ସକଳ ପ୍ରକାର ।
ଭୂତପରି ଶୁଭାଶୁଭ ବିଚାର ନ କରେ
ଏହିକଥା ବିଧ୍ଵବାଦ ଅର୍ଥବାଦ ଦୁଇ
କର୍ମ ସାଧନରେ ରତ ରାତ୍ର ଦିବସରେ
କେବଳ ବିଧବ ବା ଅର୍ଥବାଦ ଯେ ନୁହଇ ।
ଇତର ଜନ ଦେଖୁଲେ ବିଦ୍ୁପ କରନ୍ତି
ନିନ୍ଦା ବା ପ୍ରଶଂସା ରୂପ ଅଟେ ଅଥ୍ଥବାଦ
ଯାହା ମନଗତ ଭାବ ତାହା ନ ବୁଝନ୍ତି |
କରଉଁବ୍ୟ ରୂପରେ ପରିଚିତ ବିଧ୍ବବାଦ |
ଦୀନବନ୍ଧୁ ଦୟାସିନ୍ଧୁ ବେଗେ ଦୟା କର ।
ଜ୍ରାଳାଧୀନଂ ମୃତ୍ୟୁଯୋଗେ ମୋକ୍ଷଲାଭ ହୁଏ
ଏ ଦୁଃଖ ସାଗରେ ଭାସୁଅଛ ପାରକର ।
ଏଣୁ ବିଧୁବାଦ ଅର୍ଥେବାଦ ମୋକ୍ଷ ନୁହେଁ ।
ପ୍ରାଣୀମାନଙ୍କର ଦୁଃଖରୁ କରନ୍ତୁ ଉଦ୍ଧିର ।
ମ୍ରୋକ୍ଷ ବିଧଵବାଦ ଅର୍ଥବାଦର ପୂଥକ
କରଯୋଡ଼ ଜଣାଉଛ ଦୀନ ହରହର |
ଜୀବମାନଙ୍କ ପକ୍ଷରେ ଏହା ବାସ୍ତବିକ ।
ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳଖଣ୍ଡେ କ୍ଷେତ୍ର |
ର ମ୍ପ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମରଣ
ମାହାତ୍ମ୍ୟ ବର୍ଣ୍ନ ପ୍ରସଙ୍ଗ ଜୈମିନି ମୁନି |
ବଷ୍ମୟରେ ସନ୍ଦେହ ତ ମନରେ ନ ଆଣ ।
ଉଦ୍ଦାଳକ ରଷି ସମ୍ବାଦେ ନାମ
ଯେ ଜନ ସଂସାର କାର୍ଯ୍ୟେ ସର୍ବଦା ଆସକ୍ତ
ସପ୍ତଚତ୍ଵାରଂଶୌଦଧ୍ୟାୟଃ ।
ତା ମନେ ବିଶ୍ଵାସ ହେବ ନାହିଁ କଦାଚିତ ।
ଅନାଦି ଅବିଦ୍ୟା ଜାତ ସଂସାର ପ୍ରକୃତି
Comments
Post a Comment