ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଅଷ୍ଟାଦଶୋଧ୍ୟାୟଃ
ଅଷ୍ଟାଦଶ ଅଧ୍ୟାୟ
ଜୈମିନି ମୁନି କହନ୍ତି ଶୁଣ ମୁନି ଯୁଥଯାଗ ଶେଷ କଲେ ଇନ୍ଦ୍ରଦ୍ୟୁମ୍ପ ନରନାଥ ।ଅଶ୍ଵମେଧ ଯାଗ ଶେଷେ ନରପତିଙ୍କରଅବଭ୍ଧଥ ସ୍ଵାନ ଅର୍ଥେ ହୋଇଲେ ତପୂରସେ ଯଜ୍ଞେ ତ୍ରୈଲୋକ୍ୟବାସୀ ସକଳେ ଏକତ୍ରଜଣାଯାଏ ତ୍ରିଭୁବନ ଏକ ଗ୍ଧହ ବତରତ୍ଵିକ ବ୍ରାହମଣଗଣ ମନ୍ତ୍ରପାଠ କାଳେଉଚ୍ଚାରିତ ବର୍ଣ୍ଣ ପଦ ଉଦାଉ୍ତାଦି ସ୍ଵରେବହୁ ସ୍ତୋତ୍ର ପାଠ ଧ୍ଵନି ଆକାଶେ ବ୍ୟାପିଲାଅନ୍ୟାନ୍ୟ ଧ୍ଵନି ସକଳ ନିସ୍ତବ୍ଧ ହୋଇଲା ।ଅର୍ଥିଗଣଙ୍କର ଅଭିଳାଷ ଯେ ଦ୍ରବ୍ୟରେବିପରୀତ ହେଉଥିଲା ସେ ସଭା ମଧ୍ୟରେ ।ସ୍ତୁତିପାଠକ ନରଁକ୍ର ନଟଗଣଙ୍କରଅଭିଳାଷ ପୂର୍ଣ କରେ ସେ ସଭା ସତ୍କର ।ଅବଭୂଥ ସ୍କାନ ଅର୍ଥେ ବିଲ୍ଲେଶ୍ବରଙ୍କରସମୀପେ ନିଯୁକ୍ତ ଥିଲେ ସେବକ ସକଳ ।ସେମାନେ ଦୁତବେଗ୍େରେ ହେଲେ ଉପସ୍ତିତଦୂଇ କରଯୋଡ଼ି କରି କହିଲେ ଏମନ୍ତ ।ହେ ଦେବ ଶୁଣିବା ହେଉ ସମୁଦ୍ର ତଟରେଏକ ବୃକ୍ଷ ଦେଖାଯାଏ ତା ଅଗ୍ର ଜଳରେ ।ଜଳ ତରଙ୍ଗେ ବୁଲିଛି ତାର ମୁଳ ଦେଶଭାସି ଆସି ସ୍ବାନ ଗୃହ ନିକଟେ ପ୍ରବେଶ ।ତାର ସର୍ବ ଅବୟବ ଦିଶେ ରକ୍ତବର୍ଣ୍ଣଶଙ୍ଖ ଚକ୍ର ଚିହ୍ନ ସର୍ବ ଗାତ୍ରେ ବିଦ୍ୟମାନସେ ବୃକ୍ଷ ଅଦ୍ଭୁତ ବୋଲି କରୁଅଛୁ ଜ୍ଞାନତାର ଆରାମ ରାଜନ କରନ୍ତୁ ସନ୍ଧାନସେ ବୃକ୍ଷ ତେଜରେ ସିନ୍ଧୁତଟ ଆଲୋକିତଯେସନେ ନବ ସୂର୍ଯ୍ୟକି ହୋଇଛି ଉଦିତସେ ବକ୍ଷ ଗନ୍ଧରେ ହୁଏ ସ୍ଥାନ ଆମୋଦିତସାଧାରଣ ବୃକ୍ଷ ନୂହେଁ ଆହେ ନରନାଥଦେବ ବୃକ୍ଷ ପରି ଲକ୍ଷ୍ୟ ହେଉଛି ନିଶ୍ଚୟକେଉଁ ଦେବ ବୃକ୍ଷରୂପେ ଆଗତ ନିଶ୍ଚୟଢୁତ୍ୟମାନଙ୍କ ବଚନ ଶୁଣିଲେ ରାଜନନାରଦଙ୍କୁ ପଚାରିଲେ ଏହାର କାରଣନାରଦ ମହର୍ଷି ହସି କହିଲେ ବଚନଶୀଘ୍ର ପୂର୍ଣାହୃତି ଦାନ କରନ୍ତୁ ରାଜନତୁମ୍ଭର ସୌଭାଗ୍ୟ କାଳ ହେଲା ଉପସ୍ଥିତସ୍ବପ୍ନରେ ଯେ ବିଷ୍ଣୁ ମୁରି କରିବ ସାକ୍ଷାତଯାହାଙ୍କ ଅଙ୍ଗରୁ ରୋମ ହୋଇଲେ ସ୍ତଳିତତରୁ ରୂପ ଧରି ଶୋଭା ପାଉଛି ଏମନ୍ତଭକ୍ତବସଳ ମାଧବ ସ୍ଥାଣୁ ରୂପ ହେଲେଅଂଶାବତାର ସ୍ଵଗୁପେ ଜାତ ପୂଥବୀରେନରପତି ତୁମ୍ଭେ ଅଟ ପୁରୁଷ ରତନତୁମ୍ଭ ବିନା ପୃଥବୀରେ ନାହିଁ ଅନ୍ୟଜନଏ ବୃକ୍ଷକୁ ଯେଉଁଜନ କରିବ ଦର୍ଶନ
କିନ୍ତୁ ତୁମ୍ଭ ଭାଗ୍ୟେ ସର୍ବେ କରିବେ ଦର୍ଶନତାହାଙ୍କର ପାପରାଖି ହୋଇବ ଦହନନାରଦ କହନ୍ତି ନରପତି ଧୀରେ ଶୁଣସିନ୍ଧୁତୀରେ ଅବଦ୍ଧଥ ସ୍ବାନ କରି ଶେଷମହତୀ ବେଦୀ ନିର୍ମାଣ କରନ୍ତୁ ଅବଶ୍ୟତରୁ ରୂପୀ ଯଞ୍େଶ୍ଵବରଙ୍କୁ ଯେ ତହିଁ ନେଇସ୍ଥାପନ କରନ୍ତୁ ଉତ୍ସବରେ ନରସାଇଁନାରଦ ରଷି ନୃପତି ଦୁହେଁ ପରସ୍ପରବାକ୍ୟାଳାପ କରିଗଲେ ସମୁଦ୍ରର ତୀରବୃକ୍ଷରୂପୀ ମାଧବଙ୍କୁ କରିବେ ଦର୍ଶନମହାସମାରୋହେ କଲେ ଉତ୍ସବ ବିଧାନସମୁଦ୍ର ତୀରରେ ଯାଇ ଉପସ୍ଥିତ ହେଲେଦାରୁରୂପୀ ବ୍ରହ୍ମଙ୍କୁ ଯେ ଦର୍ଶନ କରିଲେଦୁହେ ଜୀବନ୍ଧକ୍ତ ଜନ୍ମ ସାର୍ଥକ ମଣିଲେଆନନ୍ଦ ସାଗରେ ରାଜା ନିମଜିତ ହେଲେସ୍ବପ୍ନକାଳେ ଚତୁର୍ଭୁଜ ମୁଭି ଦରଶନକରିଥଲେ ଯେଉଁପରି ରାଜା ଇନ୍ଦ୍ରଦ୍ୟୁମ୍ନଚତୁର୍ଭୁଜ ତୁଲ୍ଯ ଚତୁଃଶାଖା ସମନ୍ବିତବୂୃକ୍ଷରାଜକୁ ଦର୍ଶନ କରି ହେଲେ ତୃପ୍ତ ।ନିଜର ଯେ ପରିଶ୍ରମ ସଫଳ ମଣିଲେମାଧବଙ୍କୁ ନ ଦେଖୁବା ଦୁଃଖ ଦୂର କଲେ ।ହର୍ଷାଶ୍ରୁ ନୟନେ ପୂନର୍ବାର ନୃପମଣିସେ ଦିବ୍ୟ ତରୁ ବରକୁ କରିଲେ ପ୍ରଣାମି ।ଜଳ ତରଙ୍ଗେ ପ୍ଲାବିତ ସେହି ମହାଦ୍ରମଦ୍ଵିଜଗଣ ଦ୍ଵାରା ତୀରେ କଲେ ଆନୟନ ।ଏ ସମୟେ ଶଙ୍ଖ ଘଣ୍ଟା ମୁରଜ କାହାଳପଟ୍ଟଯ ଆଦି ଯେ ବାଦ୍ୟ ବାଜିଲା ସକଳ ।ଗାୟକଗଣ କରିଲେ ହରି ସଂକୀର୍ଉନଆନନ୍ଦରେ ଜୟ ଶବ୍ଦ କଲେ ଉଚ୍ଚାରଣ ।ଆକାଶରୁ ବୃଷ୍ଟି ହେଲା ସୁଗନ୍ଧ କୂସୁମବୃକ୍ଷ ପାଶେ ଧୂପ ପାତ୍ର କରିଲେ ଧାରଣ ।ପୂର୍ଣ୍ଣ ଯୌବନ ଷୋଡ଼ଶୀ ବରାଙ୍ଗନା ଗଣରତ୍ନ ଦଣ୍ଡ ଚାମରରେ କରିଲେ ବ୍ୟଞ୍ଜନ ।ପଟ୍ଟ ବସ୍ତରେ ନିର୍ମିତ ପତାକା ସମ୍ପହତରୁରାଜ ଶୋଭା ବୃଦ୍ଧି କଲା ଅତିଶୟ |ଗଜ ଅଶ୍ଵ ପଦାତିରେ ଚ୍ଛାରିଦିଗ ପୂର୍ଣବନ୍ଦନା କରୁଅଛନ୍ତି ତହିଁ ବନ୍ଦିଗଣ ` |ମହର୍ଷି | ରତ୍ବିଜ ବିପ୍ର ପଣ୍ଡିତ ବ୍ରାହ୍ମଣନାନାବିଧ ସ୍ତବ ପାଠ କଲେ ତତକ୍ଷଣ ।ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଅନୁମତି ନେଲେସୁଗନ୍ଧ ଚନ୍ଦନେ ବୃକ୍ଷ ଅଳଂକ୍ୃତ କଲେ ।ମହାବେଦୀର ଉପରେ ସ୍ଥାପନ କରିଲେନାରଦଙ୍କ ଆଦେଶରେ ନୃପ ପୂଜା କଲେ ।ପୁଜାଶେଷେ ମୁନିଙ୍କୁ ଯେ ରାଜା ପଚାରିଲେବିଷ୍ଣୁ ପ୍ରତିମା ଗଠନ ହେବ କି ପ୍ରକାରେ ।କେଉଁ ବ୍ୟକ୍ତି ଏ ଦାରୁକୁ କରିବ ଗଠନଏହା ଶୁଣି ମୁନିବର କହନ୍ତି ବଚନ |ସେହି ଜଗତ୍ ଗୁରୁଙ୍କର ଅତ୍ୟନ୍ତ ମହିମାସର୍ବ ଲୋକାତୀତ ଚେଷ୍ଟା ବୁଵ୍ଧିର ଅଗମ୍ୟ ।ନରନାଥ କେଉଁଜନ ହେବ ଅବଗତବ୍ରହ୍ମାଙ୍କ ମନରେ ସଦା ସଂଶୟ ଜାଗୃତ ।କେଉଁ ବ୍ୟକ୍ତି କି ପ୍ରକାରେ ପ୍ରତିମା ନିର୍ମାଣକଲେ ସନ୍ତୋଷ ହୋଇବେ ପ୍ରଭୁ ନାରାଯଣ ।ନାରଦ ନୃପତି ଦୁହେଁ ଏପରି ଭାବନାକଲାବେଳେ ଆକାଶରୁ ବାଣୀ ହେଲା ଶୁଣାସେ ବାଣୀ ଶ୍ରବଣେ ସର୍ବେ ବିସ୍କପ୍ ହୋଇଲେପରସ୍ତରରେ ବଚନ କୁହାକୋହି ହେଲେ ।ମନୁଷ୍ୟ ଯେ କରି ନ ପାରିବ ପରିମାଣଅପୌରୁଷେୟ ଅଟନ୍ତି ପ୍ରଭୁ ଭଗବାନ ।ନିଜର ଯେ ପ୍ରତିମୁର୍ଭି ହେବ କି ପ୍ରକାରଏ ଦାରୁ ମଧ୍ୟରେ ଗୁପ୍ତ କରିଲେ ଶରୀର ।ଏ ମହାବେଦୀରେ ହୋଇଛନ୍ତି ଅବତୀର୍ଣ୍ଣତୁମ୍ଭେମାନେ ଏହିସ୍ଥାନେ ପଞ୍ଚଦଶ ଦିନଅତିଯତ୍ତେ ବେଦୀଗ୍ଧହ କରି ଆଛାଦିତଏ ବୃଦ୍ଧ ପୁରୁଷ ଶସ୍ତ ହସ୍ତେ ଉପସ୍ଥିତଏ ବୃଦ୍ଧକୁ ବେଦୀଗ୍ଧହେ କରାଇ ପ୍ରବେଶଅତିଯତ୍ରେ ଦ୍ଵାର ବନ୍ଦ କରନ୍ତୁ ନରେଶ ।ଯେ କାଳେ ମୁଭି ଗଠନ ନିଷ୍ପନ୍ନ ନ ହେବସେ କାଳଯାଏଁ ବାହାରେ ବାଦ୍ୟ ବାଜୁଥବ |ମୁଭି ଗଠନର ଶବ୍ଦ କର୍ଣ୍ଣରେ ଶୁଣିଲେସୈହି ଜନ ବଧୂରତା ହେବ ତତକାଳେ ।ଆବର ହୋଇବ ଅନ୍ଧ ନରକେ ନିବାସତାହାର ଅପତ୍ୟ ନାଶ ହୋଇବ ଅବଶ୍ଯ ।ଗଠନ ଗୃହେ ପ୍ରବେଶ କେହି ନ କରିବଗଠନ କାର୍ଯ୍ୟକୁ କେହି ନେତ୍ରେ ନ ଦେଖୁବ ।ଯେ ଜନ କାର୍ଯ୍ୟ ନିଯୁକ୍ତ ଥୁବ ତାହା ଭିନ୍ନଯଦି କେହି ଅନ୍ୟ ଜନ କରିବ ଦର୍ଶନ ।ତେବେ ରାଜା ରାଜ୍ୟବାସୀ ଭୟେ ପ୍ରପୀଡ଼ିତଯେ ଜନ ଦର୍ଶନକାରୀ ସେ ଅନ୍ଧ ହେବ ତ ।ଅତଏବ ପ୍ରତିମୁ୍ି ନିର୍ମାଣ ସମ୍ପନ୍ନନ ହେବାଯାଏ କଦାପି ନ କର ଦର୍ଶନନରପତି ତୁମ୍ଭ କ୍ଉଁବ୍ୟରେ ଉପଦେଶଦେବେ ସ୍ବୟଂ ସନାତନ ଦେବ ହୁଷୀକେଶ ।ସର୍ବଲୋକ ସୁଖକର ସେ କାର୍ଯ୍ୟ ନିଶ୍ଚୟସମ୍ପାଦନ କରିବଟି ଆହେ ମହାଶୟନାରଦ ପ୍ରଭୃତି ଏହା ଶ୍ରବଣ କରିଲେସ୍ଵପ୍ନ ବିଷୟ ମନରେ ଚିନ୍ତା କରୁଥିଲେ ।ଏ ସମୟେ ଉପସ୍ଥିତ ସେ ବୃଦ୍ଧ ପୁରୁଷନରପତିଙ୍କ ନିକଟେ ହୋଇଲେ ପ୍ରବେଶ ।କହିଲେ ହେ ରାଜା ସ୍ପ୍ପେ ଯେ ମୂର୍ରି ଦର୍ଶନକରିଥଲେ ସେହି ମୂତ୍ତି କରିବି ନିର୍ମାଣ
ମନୁଷ୍ୟଙ୍କ ପ୍ରତାରଣୀ କରିବା ନିମିତ୍ତବେଦୀ ମଧ୍ୟେ ବୃଦ୍ଧ ହୋଇଗଲେ ଅନ୍ତହିଁତ |ସ୍କନ୍ଦ ପୁରାଣ ଉକ୍ତ ଉତ୍କଳ ଖଣ୍ଡରେଅଷ୍ଟାଦଶ ଛାନ୍ଦ ଶେଷ ଉତ୍କଳ ଭାଷାରେ ।ନିରାକାର ନିରଞ୍ଜନ ନିଲୈପ ନିର୍ଗୁଣସଗୁଣରେ ଦାରୁବ୍ରହ୍ମ ରୂପେ ବିଦ୍ୟମାନନୀଳାଚଳେ ପ୍ରଭୁ ନିତ୍ୟ ଲୀଳା ବିସ୍ତାରିବଭକତ ଜନଙ୍କୁ ତୁମ୍ଭେ ମୁକ୍ତ କରିଦେବ ।ଏଥରେ ଯଦି ଆପଣ ଦୟାସିନ୍ଧୁ ହେବେଅଭକ୍ତ ଜନେ ସଂସାରେ ଆଉ କି କରିବେ ।ଦୟାସିନ୍ଧୁରୁ ଯେ ଦୟା ବିନ୍ଦୁ କରି ଦାନଅଭକ୍ତ ଜନମାନଙ୍କୁ ଜର ପରିତ୍ରାଣ |ଦୟାନିଧୂ ଏହି ନାମ ସାର୍ଥକ ହୋଇବଦୟାବିନ୍ଦୁ ହରିହର ପାଇ ଧନ୍ଯ ହେବ ।ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେସହସ୍ତାଶ୍ବମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନଦାରୁମୂର୍ତ୍ତୀ ଆନୟନେ ନାମଅଷ୍ଟାଦଶୋଧ୍ୟାୟଃ ।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment