ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ନବମାଧ୍ୟାୟ
ନବମ ଅଧ୍ୟାୟ
କହନ୍ତି ଜୈମିନି ମୁନି ଶୁଣ ରଷିଗଣସ୍ଵଦେଶକୁ ବିଦ୍ୟାପତି କରନ୍ତେ ଗମନ ।ସାୟଂକାଳ ହେଲା ଦେବେ ଆସିଲେ ତୁରିତସ୍ଵର୍ଗ ଭୁବନରୁ ନୀଳାଚଳେ ଉପସ୍ଥିତ ।ଏ ସମୟେ ଅତି ବେଗେ ବହିଲା ପବନସମୁଦ୍ର ବାଲିରେ ପୂର୍ଣ ହେଲା ସେହି ସ୍ଥାନ ।ତହିଁ ହେଲା ବୃଷ୍ଟିରୋଧ ଦେବଗଣଙ୍କରପୁରୁଷୋଉମଙ୍କୁ ଧ୍ୟାନ କରିଲେ ସତ୍ବର ।ମୁହୂ ପର୍ଯ୍ୟନ୍ତ ଦେବଗଣ କଲେ ଧ୍ୟାନଧ୍ୟାନ ଶେଷରେ ଦେଖୁଲେ ବାଲି ପୂର୍ଣ୍ଚ ସ୍ଥାନ!ଇନ୍ଦ୍ରିୟଗଣ ବିକୃତ ହୁଅନ୍ତେ ସେ କାଳେନୀଳମାଧବ ରୋହିଣୀ କୁଣ୍ଡ ନ ଦେଖୁଲେ ।ଚିନ୍ତାରେ ଆକୁଳ ହୋଇ ସର୍ବ ଦେବଗଣକି ହେଲା କି ହେଲା କହି କରିଲେ ରୋଦନ।ଆଜି କି ଦୁର୍ଦିନ ଆସି ହେଲା ଉପସ୍ଥିତକ୍ଷଣ କାଳରେ ମାଧବ ହେଲେ ଅନ୍ତହିତ |ହେ ପୁରୁଷୋତ୍ତମ ଆମ୍ଭେ କଲୁ କେଉଁ ଦୋଷସେବକଗଣଙ୍କୁ ଛାଡ଼ି ହୋଇଲ ଅଦୃଶ୍ଯ ।ଯାହାଙ୍କ ନିମିତ୍ତ ଦେହଧାରୀ ହୋଇଥୂଲତାହାଙ୍କୁ ଅନ୍ୟଥା କରି ଅଦୃଷ୍ଟ ହୋଇଲ ।କମଳ ନୟନୀ ତୁମ୍ଭ ଶରୀରୁ ଉତ୍ପନ୍ନଆମ୍ଭମାନଙ୍କୁ ଛାଡ଼ିଣ କରିଲେ ଅକର୍ମ |ହେଇଛୁ ନାମକୁ ମାତ୍ର ସ୍ଵର୍ଗର ଦେବତାଅନ୍ତରହିତ ହୋଇ ରଖୁଗଲେ ଏହି କଥା ।ହେ ଯଜ୍ଞ ପୁରୁଷ ଯଜ୍ଞକାରୀ ଦ୍ବିଜଗଣତୁମ୍ଭର ପ୍ରୀତି ସାଧନ କରିବା କାରଣ |ଆମ୍ଭମାନଙ୍କୁ ଆପଣଙ୍କ ଅଂଶରୁ ଉତପନ୍ଧଯାଗରେ କରନ୍ତି ହରି ଆମ୍ଭଙ୍କୁ ଆପଣ ।ଆମ୍ଭମାନେ ଆପଣଙ୍କ ଆଦେଶାନୂସାରେଯାଗର ଫଳକୁ ଦେଉ ଯଜମାନ କରେ ।ଆମ୍ଭର ଦେହ ତୁମ୍ଭରି ଅଂଶୁ ଉତପନ୍ଳଏହି ଅହଂକାର ରୂପ କବଚେ ଆଚ୍ଛନ୍ନ ।ତୁମ୍ଭ ଅନୁଗ୍ରହ ପାଇଁ ଜୀବନ ଧାରଣକରିଅଛୁ କି କରିବୁ ଆମ୍ଭେ ଏହିକ୍ଷଣଛାଡ଼ିକରି କେଣେ ଗଲ ଆମ୍ଭଙ୍କୁ ଆପଣକେଉଁ ଦିଗକୁ କରିବୁ ଭୟେ ପଳାୟନହେ ମାଧବ ନ ପାଇବୁ ଯଦି ଦରଶନସ୍ଵର୍ଗେ ବା ମର୍ଜ୍ୟ ଭୁବନେ କେଉଁ ପ୍ରୟୋଜନହେ ଦେବ ଆପଣ ଏବେ ପରିତ୍ୟାଗ କଲଆମ୍ଭମାନଙ୍କର ବ୍ୟର୍ଥ ହୋଇଲା ସକଳନିଷ୍ଠଳଙ୍କ ଶଶଧର ପରି ଶୋଭମାନଆପଣଙ୍କ ମୁଖପଦ୍ଧ ନ କଲୁ ଦର୍ଶନସ୍ବର୍ଗକୁ କିଆ୍ାଇ ଆଉ କରିବୁ ଗମନଘୋର ତପସ୍ୟା କରିବୁ ରହି ଏହିସ୍ତାନଯଦ୍ୟପି ପୁଣ୍ଡରୀକାକ୍ଷ ନ ପାଉ ଦର୍ଶନସକଳେ କରିବୁ ଜଟା ବଳ୍କଳ ଧାରଣଆମ୍ଭେ ବନବାସୀ ହୋଇ କରିବୁ ଭ୍ରମଣଦୟା ସାଗରୁ ବିନ୍ଦୁଏ ଦୟା କର ଦାନଆମ୍ଭେ ହୋଇଲୁ ଅନାଥ ଆଉ ଅତି ଦୀନଶରଣ ଗଲୁ ଆମ୍ଭଙ୍କୁ କର ପରିତ୍ରାଣଆହେ ପ୍ରଭୁ ନ କରିଣ ତୁମ୍ଭଙ୍କୁ ଦର୍ଶନଏକାନ୍ତ ଶୋକ ସାଗରେ ହୋଇଗଲୁ ମଗ୍ନସାକ୍ଷାତ୍କାର-ଦାନ ରୂପ ନୌକାରେ ଆପଣଏ ଶୋକ ସାଗରୁ ବେଗେ କର ପରିତ୍ରାଣ ।ବିଳାପ କରନ୍ତେ ଏହି-ରୂପେ ଦେବଗଣସହସା ଆକାଶ ବାଣୀ କରିଲେ ଶ୍ରବଣଭଗବାନ ପୁନର୍ବାର ହେବେ ପ୍ରାଦୂର୍ଭୁତଶୋକରେ ଦେବତାଗଣ ନୂହ ଅଭିଭୂତଆଜିଠାରୁ ଭଗବାନଙ୍କର ଦରଶନଦୁର୍ଲଭ ହୋଇବ ଶୁଣିଥାଅ ଦେବଗଣଏହିକ୍ଷେତ୍ରେ ଆସି ଭଗବାନଙ୍କୁ ପ୍ରଣାମକରିଲେ ଦର୍ଶନ ଫଳ ପାଇବ ତତ୍କ୍ଷଣବ୍ରହ୍ମାଙ୍କର ନିକଟକୁ ଯାଅ ଦେବଗଣବୁଝିବ କାହିଁକି ଆମ୍ଭେ ହେଲୁ ଅନ୍ତର୍ବାନଦେବଗଣ ଏହି ବାଣୀ କରନ୍ତେ ଶ୍ରବଣବ୍ରହ୍ମାଙ୍କର ସମୀପକୁ ଗଲେ ତତ୍କ୍ଷଣପୂର୍ବେ ଯମରାଜଙ୍କୁ ଯେ କଲେ ଅନୁଗ୍ରହତେଣୁ ପ୍ରଭୁ ଦାରୁରୂପ ଧରିବେ ନିଶ୍ଚୟଏମନ୍ତ ବ୍ରହ୍ମାଙ୍କଠାରୁ ଶୁଣି ଦେବଗଣସନଧୁଷ୍ଠ ହୋଇ ସ୍ଵଗକୁ କରିଲେ ଗମନବିଦ୍ୟାପତିଙ୍କ ବାରତା ଶୁଣି ମୁନିଗଣଅତି ସତ୍ତର କରିଲେ ରଥ ଆରୋହଣମନେ ମନେ ବିଚାରିଲେ କାର୍ଯ୍ୟ-ସିବି ହେଲାଶ୍ରୀ ନୀଳ-ମାଧବଙ୍କର ଦର୍ଶନ ମିଳିଲା ।ଏ କ୍ଷେତ୍ରର ଚତୁର୍ଦଗ କରିଲି ଭ୍ରମଣକ୍ଷେତରମଧ୍ୟେ ସର୍ବସ୍ଥାନ କଲି ଦରଶନ ।ଯେ ନାମ କୀର୍ଉନ କଲେ ହୁଏ ପାପ କ୍ଷୟସେହି ପ୍ରଭୁଙ୍କ କ୍ଷେତ୍ରକୁ ଆସିଛି ନିଶ୍ଚୟ ।ଏ ମହାକ୍ଷେତ୍ରକୁ ବେଗେ କରି ପ୍ରଦକ୍ଷିଣଅବିଳମ୍ବେ ସ୍ଵଦେଶକୁ କରିବି ଗମନପାପ ନାଶକାରୀ ନୀଳ-ସୁନ୍ଦର ପର୍ବତସମୁଦ୍ର ତଟରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରଶତେବାର କଲେ ପୂଥବୀକୁ ପ୍ରଦକ୍ଷିଣଥରେ କ୍ଷେତ୍ର ପରିକ୍ରମା ସଙ୍ଗରେ ସମାନ ।ଏକଥା ମିତ୍ର ମୁଖରୁ ଶୁଣିଅଛି ମୁହିବ୍ରାହ୍ମଣ ଏ ରୂପ ଚିନ୍ତା ମନରେ କରଇନାନାତରୁ ସୁଶୋଭିତ କାନନରେ ପୂର୍ଣପୁରୁଷୋଉମ କ୍ଷେତ୍ରକୁ କଲେ ପ୍ରଦକ୍ଷିଣ ।ମନୋହର ବନେ ପକ୍ଷୀ କୁଜନ ଦେଖୁଲେପୁଷ୍ଠୋଦ୍ୟାନରେ ଭ୍ରମର ଗୁଞ୍ଜନ ଶୁଣିଲେ ।ଛାୟାପ୍ରଦ ବହୁ ବୃକ୍ଷମାନଙ୍କରେ ପୂ ପୂର୍ଣପ୍ରବେଶ ନ କରେ ତହିଁ ସୂର୍ଯ୍ୟର କିରଣସକଳ ରତୁ କୁସୁମ ତହିଁ ବିକଶିତସେ ସ୍ଥାନ ବିବିଧ ଲତା ଗୁଳ୍ଲେ ସୁଶୋଭିତପ୍ରତି ସରୋବର ଆଉ ଲତା ମାନଙ୍କରେପ୍ରସ୍ତୁଟିତ ହୋଇ ପୁଷ୍ପକନ ମନହରେ |ପ୍ରଦକ୍ଷିଣ କରିସାରି କ୍ଷେତ୍ର ତ୍ୟାଗ କଲେଉପବାସେ ରହି ଜଗନ୍ନାଥଙ୍କ ଚିନ୍ତିଲେ ।ସାୟଂକାଳେ ପ୍ରବେଶିଲେ ଅବନ୍ତୀ ନଗରେଦ୍ଵିଜ ଆଗମନ ଦୂତଗଣ ଦେଖୁ ଦୂର |ରାଜାଙ୍କ ନିକଟେ ଯାଇଁ ପ୍ରବେଶ ହୋଇଲେବିଦ୍ୟାପତିଙ୍କର ଆଗମନ ଜଣାଇଲେ |ଶୁଣନ୍ତେ ଇନ୍ଦ୍ରଦ୍ୁମନ ହୋଇଲେ ସନ୍ତୋଷଯଥାବିଧବ ନାରାୟଣ ପୁଜା କଲେ ଶେଷ ।ପଣ୍ଡିତମାନଙ୍କ ସହ ଆନନ୍ଦ ଚିତ୍ତରେବିଦ୍ୟାପତିଙ୍କୁ ପ୍ରତୀକ୍ଷା କରିଣ ରହିଲେ ।ବିଦ୍ୟାପତି ରାଜଦ୍ଵାରେ ପ୍ରବେଶ ହୋଇଲେଦ୍ବାରପାଳ ବେତ ଧରି ଆଗରେ ଚଳିଲେ ।ପୁରବାସୀ ଆନନ୍ଦରେ ପଛରେ ଧାମନ୍ତିରାଜାଙ୍କ ଆଗରେ ଯାଇ ହେଲେ ଉପସ୍ଥିତି ।ଶ୍ରୀ ନୀଳ ମାଧବଙ୍କର ନିର୍ମାଲ୍ୟ ଯେ ମାଳାରାଜାଙ୍କ ହସ୍ତରେ ନେଇ ବିପ୍ର ଅରପିଲା ।ବିଦ୍ୟାପତିଙ୍କୁ ଦର୍ଶନ କରନ୍ତେ ରାଜନସିଂହାସନ ପରିତ୍ୟାଗ କଲେ ତତକ୍ଷଣଜଗଦୀଶ ସୁପ୍ରସନ୍ଧ ହୁଅନ୍ତୁ ବୋଇଲେବିଦ୍ୟାପତିଙ୍କ ନିକଟେ ଉପସ୍ଥିତ ହେଲେ ।ଆଜି ତ ମୋର ଜୀବନ ହୋଇଅଛି ଧନ୍ଯକମ ସଫଳ ଆବର ସଫଳ ଜୀବନପ୍ରଭୁଙ୍କ ଭୂଷିତ ମାଳା ନିର୍ମାଲ୍ୟ ଉତ୍ତମସ୍ଵଗ୍ଧହେ ରହି ଭାଗ୍ୟକୁ କରିଲି ଦର୍ଶନନୀଳମାଧବଙ୍କ ମସ୍ତକରେ ଥିଲା ମାଳାଗନ୍ଧ ନିରୂପମ ପୂର୍ଣ୍ଣ ସୌରଭରେ ଭରାକନ୍ନବୂକ୍ଷ ` କୂସୁମର ଅତି ନ୍ୟୁନ ଗନ୍ଧପାପରାଖି ଦୂରେ ଯାଏ ପାଇ ମାଳା ଗନ୍ଧ ।ଗନ୍ଧ ଆକୃଷ୍ଷୈ ଭ୍ରମର ଦଳ ନ ତେଜନ୍ତିତେଣୁ ଏ ମାଳାକୁ ତହିଁ କରୁଛି ପ୍ରଣତି ।ଯାର ପଦରଜ ପାଇ ସର୍ବଂ ଦେବଗଣପରମ ସମ୍ପଦ ଲଭି ହୋଇଛନ୍ତି ଧନ୍ଯବିଷ୍ଣୁଙ୍କର କଳେବର ସ୍ପର୍ଶରୁ ପବିତ୍ରପ୍ରଭୁଙ୍କ ଅଙ୍ଗରାଗରେ ହୋଇଛି ରଞ୍ଜିତଏହି ମନୋହର ମାଳା ପାଇ ହେଲି ଧନ୍ୟଏ ମାଳାକୁ ବାରମ୍ବାର କରୁଛି ପ୍ରଣାମଲକ୍ଷ୍ମୀଦେବୀ ବିଷ୍ଣୁ ହୃଦ ପଦ୍ମ ବିହାରିଣୀବିଷ୍ଣୁଙ୍କର ସଙ୍ଗେ ରହି ସେ ଅତି ମାନିନୀ ।ଲକ୍ଷ୍ମୀଙ୍କର ଗର୍ବ ମାଳା କରିଅଛି ଦୂରଯେହେତୁ ଏ ମାଳା ଥିଲା ବିଷ୍ଣୁ ବକ୍ଷସ୍ଥଳୁ |କୁସୁମ ସୌନ୍ଦର୍ଯ୍ୟ ଲକ୍ଷ୍ମୀଠାରୁ ନ୍ୟୁନ ନୁହେଲକ୍ଷ୍ମୀ ସପତଣୀ ରୂପେ ମାଳା ହୃଦେ ଥାଏଲକ୍ଷ୍ମୀକାନ୍ତଙ୍କର ଦୈହେ କରି ଅବସ୍ପିତିତେଣୁ ଏ ମାଳା ଲଭନ୍ତି ସୌଭାଗ୍ୟ ସୁଖ୍ୟାତି।ସୌନ୍ଦର୍ଯ୍ୟ ଅଧୁକ ଆଉ ସୌରଭେ ମଣ୍ଡିତହୋଇଛି ଏ ମାଳା ରକ୍ଷା କର ଲକ୍ଷ୍ମୀକାନ୍ତପ୍ରଭୋ ଦେବ ନୀଳାଚଳ ଶିଖର ଭୁଷଣହେ ପ୍ରଣତୀଜନ ଦୁଃଖ ହାରି ଜନାର୍ଦନତୁମ୍ଭର ପାଦପଦ୍ଧରେ ଗଲି ମୁଁ ଶରଣଏ ଭବସାଗରୁ ନାଥ କର ପରିତ୍ରାଣମାଳାକୁ ଦର୍ଶନ କରି ସେହି କ୍ଷିତିପତିବାଷ୍ପ ଗଦ୍ଗଦ ବଚନେ କଲେ ବହୁ ସୁତି ।ଦେହରେ ରୋମାଞ୍ଚ ଜାତ ହେଲା ତତକ୍ଷଣଭୁତଳେ ମସ୍ତକ ରଖ କରିଲେ ପ୍ରଣାମବିଦ୍ୟାପତି ନୀଳାଚଳେ କରନ୍ତେ ଦର୍ଶନଦିବ୍ୟ ଦେହ ଧରି ପାପ ହୋଇଅଛି ଶୂନ୍ୟସେହି ମାଧବଙ୍କୁ ହୃଦପଦ୍ମେ କରି ଧ୍ୟାନଉପସ୍ଥିତ ହେଲେ ଯାଇ ରାଜା ସନ୍ଧିଧାନ ।ମାଳା ରାଜା ହସ୍ତେ ଦେଇ କହିଲେ ଏସନଯାର ତେଜେ ଜୀବଲୋକ କଳ୍ପଷ ଦହନ ।ସେହି ନୀଳାଚଳ ବାସୀ ଦେବ ଜଗନ୍ନାଥଦୟାକରି ଆପଣଙ୍କୁ କରିବେ କୃତାର୍ଥ ।ଶ୍ରୀପୁରୁଷୋତ୍ତମ ମୁକ୍ତିଦାତା ଭଗବାନଭକ୍ତର ନିମିତ୍ତ କରିଛନ୍ତି ଅବସ୍ଥାନ |କରିବେ କୃତାର୍ଥ ନିଜ ସ୍ଵରୂପ ଦେଖାଇଏ ଆଦେଶ ମାଳା ଛଳେ ହେଲା ନରସାଇଁ।ଏହାକହି ବିଦ୍ୟାପତି ରାଜାଙ୍କ ଗଳାରେଲମ୍ବାଇଣ ଦେଲେ ମାଳା ଅତି ହରଷରେ ।ଇନ୍ଦ୍ରଦ୍ୟୁମ୍ନ ନିଜ ହୃଦୟରେ ବିଳମ୍ବିତମାଳା ଦେଖୁ ମନେ କଲେ ଯେହ୍;ଲକ୍ଷ୍ମୀକାନ୍ତ|“ଆଲିଙ୍ଗନ କରୁଛନ୍ତି ହୃଦୟ ଦେଶରେଲୋତକେପୂର୍ଣ ନୟନ ହସ୍ତ ମସ୍ତକରେ ।ଚକ୍ଷୁ ନିମୀଳନ କରି ଶ୍ରୀ ଜଗନ୍ନାଥଙ୍କୁସ୍ତୁତି କଲେ ସ୍ଵଚକ୍ଷୁରେ ଦେଖୁବେ ପ୍ରଭୁଙ୍କୁ ।ପ୍ରଭୋ ଜଗନ୍ନାଥ ଦୟା ହେଉ ଯେ ତୁମ୍ଭରସୃଷ୍ଟି ସ୍ଥିତି ପ୍ରଳୟ କରତା ଜଗତର |ଆପଣଙ୍କ ଲୋମ କୂପେ ଲୀଳାର ନିମିତ୍ତଏ ବିଶ୍ଵ ବ୍ରହ୍ମାଣ୍ଡ ରହଅଛି ଅବସ୍ଥିତ |ସେ ବ୍ରହ୍ମାଣ୍ଡ ଭାର ନିଜେ କରିଛ ବହନନିଖୂଳ ଲୋକର ଅନ୍ତର୍ଯ୍ୟାମୀ ନାରାୟଣ ।ପ୍ରଣତ ଜନର ଆର କରିଛ ହରଣତେଣୁ ତୁମ୍ଭ ନାମ ଆର୍ରତ୍ରାଣ ପରାୟଣ ।ବ୍ରହ୍ମା ଇନ୍ଦ୍ରରୁଦ୍ର ଆଦି ସର୍ବ ଦେବଗଣମୁକୁଟ ପ୍ରଭାରେ ପାଦ କରନ୍ତି ବନ୍ଦନ ।ଜଣାଅଛି ଆହେ ଦେବ ତୁମ୍ଭେ ପରାପୂରତୁମ୍ଭେ ଅଟ ଅକପଟ ଦୟାର ସାଗର ।ଦୀନ ଅନାଥ ବିପନ୍ନ ବ୍ୟକ୍ତିମାନଙ୍କରରକ୍ଷଣେ ସର୍ବଦା ହୋଇଥାଅ ତତପର ।ଜଗନ୍ନାଥ ମୁଁ ତ ଅଟେ ଏକ ଦୀନଜନଚିରକାଳରୁ ମୋହର ଆଛ୍ଥନ୍ନ ଜୀବନ ।ଆପଣଙ୍କ ବ୍ୟତିରେକ ନାହିଁ ଅନ୍ୟଗତିହେ ଭକ୍ତବସ୍ଥଳ ଦୟା କରନ୍ତୁ ସମ୍ପତି |ନରପତି ଏହିରୂପେ ବହୁସ୍ତୁତି କଲେସଭାସଦ୍ଗଣ ସହ ଆସନେ ବସିଲେ ।ସେ ସମୟେ ଅଷ୍ଟାଦଶ ବିଦ୍ୟାରେ ପଭ୍ତିତଯାଗକାରୀ ବିପ୍ରଗଣ ଥଲେ ଉପସ୍ଥିତ |ମୁନି ବିପ୍ର ମନ୍ତ୍ରୀ- ଭୃତ୍ୟ ବୃଦ୍ଧ ପରିଜନହେ ରାଜନ ମୋର ଦେହ.କରୁଛ ଦର୍ଶନଉପବେଶନ କରିଲେ ସର୍ବେ ଯାଗଜନନିର୍ମାଲ୍ୟ ଭକ୍ଷଣ କରି ହେଲା ପାପଶୂନ୍ଯ ।ବିଦ୍ୟାପତିଙ୍କୁ ଯେ ବହୁ ସସମ୍ମାନ କଲେମନୁଷ୍ୟ ଅତିରିକ୍ତ ତେଜ ଲଭିଅଛିରାଜ-ସମ୍ମୁଖ ଆସନେ ନେଇ ବସାଇଲେ |ନୃପବର ନିର୍ମାଲ୍ୟର ଏ ମହିମା ଅଛି |କୂଶଳ ପ୍ରଶ୍ନ ପଚାରି ଅତି ଆନନ୍ଦରେନିର୍ମାଲ୍ୟ ଭକ୍ଷଣେ ବଳ କ୍ଷୟ ନ ହୁଅଇପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ପୁଛ୍ଲେ ।କ୍ଷୁଧା ତୃଷା ଆଦି ବୃତି ଦୂରେ ଚାଲିଯାଇ ।ମଣିମୟ ନୀଳ ମାଧବଙ୍କର ସ୍ଵରୂପଦର୍ଶନରେ ଭାଗ୍ୟୋଦୟ ହୁଅଇ ରାଜନଏକାଗ୍ର ଚିତ୍ତେ ଜିଜ୍ଞାସା କଲେ ତହି ଭୂପ ।ଏ ନିର୍ମାଲ୍ୟ ଭୋଗ ମୋକ୍ଷ କରଇ ପ୍ରଦାନ ।ମହାରାଜା ପଚାରନ୍ତେ କହିଲା ବ୍ରାହୁଣ ।ଜରାବସ୍ଥା ରୋଗ ଶୋକ ଆଦି ଯେତେଦୁଃଖଯେଉଁରୁପେ ଯାଇଥୂଲେ କଲେ ଦରଶନ ।ଏ ନିର୍ମାଲ୍ୟ ନାଶ କରେ ଦିଏ ବହୁ ସୁଖ |ଯେପରି ନୀଳ ପର୍ବତ କଲେ ଆରୋହଣ ।ମୁକ୍ତିଦାତା ଭଗବାନ ପ୍ରସନ୍ନ ବଦନଯେ ବିଧ୍ୂରେ କଲେ ନୀଳମାଧବ ଦର୍ଶନ ।ପ୍ରସ୍କୁଟିତ ପଦ୍ଧପତ୍ର ସମାନ ଲୋଚନ |ରୋହିଣୀ-କୁଣ୍ଡରେ ସ୍ଵାନ କରିଲେ ବିସ୍ତାରି |ଶରଣାଗତ ଜନକୁ ଦିଅନ୍ତି ଅମ୍ପତଅକ୍ଷୟ ବଟ ମହିମା କହିଲେ ବିସ୍ତାରିଜଗନ୍ନାଥ କରିଛନ୍ତି ସେ କ୍ଷେତ୍ରେ ପ୍ରଭୁତ୍ଵ ।ନୃସିଂହଙ୍କୁ ଆଦିକରି ଅଷ୍ଟଶମ୍ଭୁ କଥାନବମାଧ୍ୟାୟ ଭାଷାରେ ହେଲା ସମାପତ
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment