ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଷୋଡ଼ଶୋଧ୍ୟାୟଃ
ଷୋଡ଼ଶ ଅଧ୍ୟାୟ
ଜୈମିନି କହୁଅଛନ୍ତି ନାରଦ ମହର୍ଷିନରପତିଙ୍କୁ କହିଲେ ବହୁ ପରଶଂସିହେ ନୃପ ତୁମ୍ଭର ମନ ଯଜ୍ଞେ ଆସକତଶ୍ରଦ୍ଧା ବଢ଼ିଅଛି ଯେଣୁ ତେଣୁ ଆମ୍ଭ ପ୍ରୀତନରପାଳ କାର୍ଯ୍ୟେ ଧୂରନ୍ଧର ଯେଉଁ ବ୍ୟକ୍ତିସେ ବ୍ୟକ୍ତିକୁ ଦେବଗଣ ସାହାଯ୍ୟ କରନ୍ତିଏ ବିଷୟରେ ପ୍ରମାଣ ଅଟନ୍ତି ଆପଣଯେଣୁ ତୁମ୍ଭର ସହାୟ ଚତୁର ବଦନସକଳେ ଆସ ଏ ସ୍ଥାନୁ କରିବା ଗମନଯିବା ନୀଳକଣ୍ଡେଶ୍ଵର ଦେବ ସନ୍ଧିଧ୍ୟାନସେ ସ୍କାନରେ ମହାଦେବଙ୍କର ସମ୍ମୁଖରେଯେ ସର୍ବ ରାକ୍ଷସ ନାଶେ ବିଗ୍ଧ ଦୂର କରେସେହି ନୃସିଂହ ଦେବଙ୍କୁ ପଶ୍ଚିମ ମୁଖରେସ୍ଥାପନ କରିବ ରାଜା ହରଷ ନମରେଏସ୍ଥାନେ ମାଧବ ହୋଇଛନ୍ତି ଅନ୍ତର୍ବଧାନନରସିଂହ ମୂ ପ୍ରତ୍ୟକ୍ଷରେ ବିଦ୍ୟମାନନୃସିଂହଙ୍କ ସମୀପରେ ଯାଗ ଅନୁଷ୍ଠାନକଲେ ତୁମ୍ଭ ମନୋରଥ ହୋଇଯିବ ପୂର୍ଣଅତଏବ ତୁମ୍ଭେ ଆଗ ସେ ସ୍ଥାନକୁ ଯାଅପ୍ରସ୍ତୁତ କରିବ ତହିଁ ଏକ ଦେବ ଗୃହନୀଳକଣ୍ଡଙ୍କ ଦକ୍ଷିଣେ ଚାରିଶତ ହସ୍ତଦୂରେ ରହିଛି ଚନ୍ଦନ ଦୁମ ଅବସ୍ଥିତ |ସେ ବୃକ୍ଷ ପଶ୍ଚିମ ଦିଗେ ଏହି ଦେବଙ୍କରକଷେତ୍ର ପ୍ରସ୍ତୁତ କରିବ ଆହେ ନରେଶ୍ବର ।ସହସ୍ରାଶ୍ବମେଧ ଯଜ୍ଞ କର ଆୟୋଜନଏହିସ୍ଥାନେ ରହିଅଛୁ ଆମ୍ଭେ ପାଞ୍ଚଦିନଅନନ୍ତ ଜ୍ୟୋତିଃ ସ୍ଵରୂପୀ ନରସିଂହ ଦେବତାହାଙ୍କୁ ସେ ସ୍ଥାନେ ଯାଇଁ ପୂଜା କରୁଥିବ ।ଏକ ପ୍ରଦୀପରୁ ଅନ୍ୟ ଦୀପ ଲିଗାଇଲେଯେଉଁପରି ଶୋଭା ଦେଖାଯାଏ ସେ କାଳରେ ।ସେପରି ପ୍ରାଣ ପ୍ରତିଷ୍ଠା ପ୍ରତିମାକୁ କଲେଇନ୍ଦ୍ରୟାଦି ଶୋଭା ପାଏ ଜଡ଼ ପ୍ରତିମାରେ ।ନରପତି ନାରଦଙ୍କ ବଚନ ଶୁଣିଲେଚନ୍ଦନ ଦମ ସମୀପେ ଉପସ୍ମିତ ହେଲେ ।ସେ ସ୍ଥାନେ ଦେଖୁଲେ ଶିଳ୍ପବିଦ୍ୟାରେ ପଣ୍ତିତନାରଦଙ୍କ ଆଜ୍ଞାକ୍ରମେ ବିଶ୍ବକର୍ମା ପୁତ୍ର ।ମନୁଷ୍ୟ ରୂପରେ ହସ୍ତେ ଧରି ଶସ୍ତ ସୂତ୍ରଅବସ୍ଥାନ କରି ରହିଛନ୍ତି ସେ ସ୍ଥାନେ ତ |ବିଶ୍ଵକର୍ମାଙ୍କର ପୁତ୍ର ଯୋଡ଼ି ବେନି ହସ୍ତରାଜନ. ସମୀପେ ଆସି ହେଲେ ଉପସ୍ଥିତ ।କହିଲେ ମୁଁ ଶିଳ୍ପ ଶାସ୍ତ୍ର ବିଦ୍ୟାରେ ନିପୁଣନୃସିଂହ ଦେବ ମନ୍ଦିର କରିବି ନିର୍ମାଣ ।ନରପତି ହସି ହସି କହିଲେ ବଚନଆପଣ ନୂହନ୍ତି ଶିଳ୍ପ ବ୍ୟବସାୟୀ ଜନ ।ଶିଳ୍ପ ଶାସ୍ତ୍ରକୁ ତ କରିଛନ୍ତି ପ୍ରଣୟନନାରଦ ମୁନିଙ୍କ ବାକ୍ୟ ଅଟଇ ପ୍ରମାଣ ।ଆପ୍ରଣ ତ ବିଶ୍ଵାକର୍ମାଙ୍କର ଶ୍ରେଷ୍ଠ ପୁତ୍ରନିର୍ଜନ ଅରଣ୍ୟେ ଆମ୍ଭେ ଅଟୁ ଅଭ୍ୟାଗତ ।
ଦେବ ଶିଳ୍ପୀ ଆପଣଙ୍କ ସଙ୍ଗେ ଏ ସମ୍ବନ୍ଧଘଟିଅଛି ନିଶ୍ଚୟ ତ କାର୍ଯ୍ୟ ଦେବ ସିଦ୍ଧ ।ଅପରିମିତ ତେଜସ୍ତୀ ବିଷ୍ଣୁ ଦେବଙ୍କରଉପାସକ ଅଟନ୍ତି ଯେ ସେହି ମୁନିବର ।ସେ ନାରଦ ମୁନି କଲେ ମନରେ ସ୍କୁରଣତେଣୁ ଆପଣ ଏ ସ୍ଥାନେ କଲେ ଆଗମନ ।ନୃସିଂହ ପ୍ରତିମା ମୁନି ଘେନିଣ ସଙ୍ଗରେଉପଷ୍ତିତ ହେବ ଏଥୁ କେତେ ଦିନାନ୍ତରେ ।ନରସିଂହ ଦେବଙ୍କର ପ୍ରାସାଦ ନିର୍ମାଣପ୍ରାଚୀର ତୋରଣାସହ କରନ୍ତୁ ଆପଣ |ଉତ୍ତମ ରୁପରେ ପଶ୍ଚିମକୁ ନ ଦ୍ଵାର କରିସତର ନିର୍ମାଣ କର ଅତି ଯତ୍ନ କରି |ଶିଳୀର ସମ୍ମାନ ଯଥା ବିଧ୍ବ ନରନାଥଦେଇ ମନ୍ଦିର ନିର୍ମାଣେ କରିଲେ ନିଯୁକ୍ତବହୁ ଧନ ବ୍ୟୟ କଲେ ଶିଳା ସଂଗ୍ରହରେଭୃତ୍ୟଗଣଙ୍କୁ ସେ ସ୍ଥାନେ ନିଯୁକ୍ତ କରିଲେସେହି ଦିବ୍ୟ ଶିଳ୍ପୀ କହେ ମହିମା ପ୍ରକାଶମନ୍ଦିର ନିର୍ମାଣ କାର୍ଯ୍ୟ ଚାରିଦିନେ ଶେଷପଞ୍ଚମ ଦିବସେ ଆସି ହେଲା ପ୍ରାତଃକାଳନିତ୍ୟ କୃତ୍ୟ ସମାପନ କଲେ ନରପାଳପ୍ରତିଷ୍ଠା ଦ୍ରବ୍ୟ ସକଳ କଲେ ଆୟୋଜନପ୍ରତୀକ୍ଷା କଲେ ନାରଦଙ୍କର ଆଗମନଏ ସମୟେ ଆକାଶରେ ବାଦ୍ୟ ଧୃନି ହେଲାଶଙ୍ଖ ମୃଦଙ୍ଗ ମୁରଜ ବାଦ୍ୟାଦି ବାଜିଲା ।ମଙ୍ଗଳ ଗୀତିକା ଧ୍ଵନି ହସ୍ତୀଙ୍କ ଗର୍ଜନପୁନଃ ପୁନଃ ଜୟ ଧ୍ଵନି କରିଲେ ଶ୍ରବଣ ।ଇନ୍ଦ୍ରଦ୍ୟୁମ୍ନ ସଙ୍ଗେ ଯେତେ ଥଲେ ରାଜାଗଣବୈଷ୍ଣବ ସମୂହ ଆଉ ଶ୍ରେତ୍ରିୟ ବ୍ରାହ୍ମଣସକଳେ ବିସ୍ମୟାପନନ ହେଲେ ତତକ୍ଷଣକେଉଁ ସ୍ଥାନରୁ ଏ ଶବ୍ଦ ହୁଏ ଉତପନ୍ଧ
ଆଶ୍ରୟ ଶୂନ୍ଯ ଏ ଶବ୍ଦ ଅଦ୍ଭୂତ ଅଟଇତର୍କଦ୍ଵାରା। ସ୍ପିର କଲେ ଯେତେ ଥଲେ ତହିଁ ।ଏ ସମୟେ ଦକ୍ଷିଣରୁ ବହିଲା ପବନଆକାଶରୁ ପୁଷ୍ପ ବୃଷ୍ଟି ହେଲା ବରଷଣପୁଗ୍କ ସୌରଭେ ଭ୍ରମର କରନ୍ତି ଗୁଞ୍ଜନଭାଗୀରଥ ଜଳେ ସିକ୍ତ ହେଲା ସେହି ସ୍ଥାନବ୍ରହ୍ମାଙ୍କ ପୁତ୍ର ନାରଦ ତପ ପ୍ରଭାବରେଏକ ମନୋରମ ରଥ ଉପ୍ପନ୍ଧ କରିଲେନରସିଂହ ଦେବଙ୍କର ସୁନ୍ଦର ପ୍ରତିମାରଥେ ଆରୋହଣ କରାଇଲେ ମହାତମାପ୍ରତିମାର ବେନିପାଶ୍ଵେ ଦିବ୍ୟ ନାରୀଗଣଆନନ୍ଦେ ଢାଳନ୍ତି ରତ ଚାମର ବ୍ୟଞ୍ଜନନରସିଂହ ମୁର୍ଭି ନାନାବିଧ ଅଳଂକାରେବିଭୂଷିତ ଗଳେ ରତ୍ତମାଳା ଶୋଭା କରେକଟୀରେ ଦିବ୍ୟ ବସନ ଦିବ୍ୟ । ଗନ୍ଧ ଦେହତେଜଃ ପୁଞ୍ଜେ ପରିବ୍ୟାପ୍ତ ମରି ନରସିଂହଦୂର ଦେଶରୁ ମୂରତି କରିଲେ ଦର୍ଶନଅତ୍ୟନ୍ତ ଆନନ୍ଦ ହୃଦ ହୋଇଗଲା ପୂର୍ଣ୍ଣବିଶ୍ଵକର୍ମା ବିନିର୍ମିତ ସୁନ୍ଦର ପ୍ରତିମାସଙ୍ଗେ ଘେନି ଉପସ୍ଥିତ ନାରଦ ମହାତ୍ମାଏହା ଦେଖୁ ତହିଁ ସର୍ବେ ଆନନ୍ଦିତ ହେଲେରାଜା ରାଜ ଅନୁଗତ ଯେତେ ଜନ:.ଥଲେସକଳେ କହନ୍ତି ଭଗବାନ ଅନ୍ତର୍ବାନହୋଇଥିଲେ ନାରଦ ଯେ କଲେ ଆନୟନ ।ଏହାକହି ଆପଣାକୁ କୃତାର୍ଥ ମଣିଲେନାରଦ ମୁନିଙ୍କୁ ବହୁ ପ୍ରଶଂସା କରିଲେ ।ସେ ପ୍ରତିମା ନିକଟେ ହେଲେ ଉପସ୍ଥିତନରସିଂହ ମରି ବୋଲି କଲେ ନିରୂପିତ ।ଆଦ୍ୟ ମୂତ୍ତି ନରସିଂହ ଦେବ ଏ ପ୍ରତିମାଆନନ୍ଦିତ ହେଲେ ଇନ୍ଦ୍ରଦ୍ୟୁମ୍ନ ମହାତମା ।ନରସିଂହ ଦେବଙ୍କୁ ଯେ କଲେ ପ୍ରଦକ୍ଷିଣଭୂମିରେ ମସ୍ତକ ରଖୁ କରିଲେ ପ୍ରଣାମ ।ଅନନ୍ତର ରାଜାଙ୍କର ଅନୁମତି ନେଇଅତିଶୟ ଶ୍ରଦ୍ଧାରେ ଯେ ନାରଦ ଗୋସାଇଁ ।ଶୁଭ ଲକ୍ଷଣରେ ଯୁକ୍ତ ନରସିଂହ ମୂରିରତ୍ନ ସିଂହାସନେ ନେଇ ସ୍ଥାପିଲେ ଝଟତି ।ଦେବସେବା ଯୋଗ୍ୟ ଉପକରଣ ସହିତସେବାରେ ଦୂଇ ବ୍ରାହ୍ମଣ କରିଲେ ନିଯୁକ୍ତ ।ବୈଷ୍ଣବ ବ୍ରାହ୍ମଣଗଣ ରାଜା ଇନ୍ଦ୍ରଦ୍ୟୁମ୍ନନାରଦ ମୁନି ସହିତ ସର୍ବେ ତତକ୍ଷଣ |ନୃସିଂହ ମୁରି ସମ୍ମୁଖେ ପରମ ଆଦରେବେଦୋପନିଷଦ ସ୍ତୋତ୍ର ସ୍ତବ ପାଠ କଲେ ।ହେ ଦେବ ନୃସିଂହ ଆପଣ ତ ଏକରୂପତଥାପି ତ ହୋଇଅଛ ବହୁବିଧ ରୂପ `ଯେଉଁପରି ସ୍କୁଳରୂପୀ ଆପଣ ଅଟକ୍ତିସେହିପରି ଅଣୁବତ ଅତି ସୂକ୍ଷ୍ମ ମୂରି |ଆପଣ ଯେ ଆକାଶରୁ ଅଟନ୍ତି ଅତୀତଆଉ ମଧ୍ୟ ଆକ଼୍ାଶ ରୂପରେ ଅବସ୍ଥିତ |ଆକାଶ ସଦୃଶ ସର୍ବବ୍ୟାପୀ ତ ଅଟନ୍ତିନିଜେ ଆକାଶକୁ: ଉତପଉି କରିଛନ୍ତି |ଦିବ୍ୟ ସିଂହରୂପୀ କୋଟି ସୂର୍ଯ୍ୟ ତେଜସମସର୍ବଦା ନିକଟେ କରିଛନ୍ତି "ଅବସ୍ଥାନ |ଅପୁଣ୍ୟବନ୍ତ ଜନର ଦୂରେ ଅବସ୍ମିତଅଳ୍ପ ସାଧନାରେ ନୁହନ୍ତି ସେ ସନ୍ଧିହିତ ।ଆପଣ ଯେ ଜ୍ୈୈୟ ଜ୍ଞାନ ସ୍ଵରୂପେ ଅଟନ୍ତିଏ ଦୁଃଖ ସାଗରୁ ପାରିକର ଲକ୍ଷ୍ମୀପତି |ଞ୍େୟ ବସୁଦ୍ଧାରା ଜ୍େୟ ହୋଇ ଜ୍ଞାନ ଗମ୍ୟତଥାପି ତ ଆପଣ ଯେ ଅଟନ୍ତି ଅଗମ୍ୟ ।ଆପଣ ଯେ ମାୟାତୀତ ମାୟା ବିମୋହିତଜନମାନଙ୍କର ଅନୁମାନ ଅନୁମିତ |ସକଳର ଆଦି ସ୍ରଷ୍ଟାରୁପେ ବିଦ୍ୟମାନଅନୁମନ୍ତା ପାଳୟିତା ସଂହି୍ଭା ଅପାଣ |ବିଶ୍ଵସାକ୍ଷୀ ଆପଣଙ୍କୁ କରୁ ନମସ୍କାରଯେଣୁ ଏକମାତ୍ର ହେତୁ ଏ ଦୁଃଖ ଧ୍ଂସରସଂସାର ବନ୍ଧ ଛେଦନ କରା ଯେ ଆପଣକାରଣାତୀତ ସନ୍ଦେହ କରନ୍ତି ମୋଚନସକଳର ଅଗ୍ରଜାତ ଜ୍ୟୋତି ରୂପ ଧରିଜ୍ଞାନରୂପ ସ୍ଵପ୍ରକାଶ ରୂପ ଅଟ ହ ହରି ଏଵ୍ୟୁହକୀରେ ଏ ଜଗତ କରିଛ ନିର୍ମାଣପ୍ରଭୋ ! ଆପଣଙ୍କ ଚରଣରେ ନମୋନମଃ ।ଆପଣଙ୍କ ପାଦପଦ୍ଦେ ଭକ୍ତି ଧର୍ମ ଅର୍ଥକାମମୋକ୍ଷ ଆଦି ରହିଅଛି ପୁଞ୍ଜିଭୂତ |ହେ ସ୍ଵାମି ! ଆମ୍ଭଙ୍କୁ ସେହି ପରମ ଭକତିପ୍ରଦାନ କରନ୍ତୁ ଦୟା କରିଣ ଝଟତି |ଯେଉଁମାନେ ଆପଣଙ୍କ ପ୍ରତି ଭକ୍ତିଶୂନ୍ୟଶ୍ରୌତ ସ୍କାର୍ଭ କର୍ମ କରିଥାନ୍ତି ଆଚରଣ ।ସେ କମି ଯନ୍ତ୍ରଣା ରୂପ ଅଟେ ତାହାଙ୍କରପାରିହୋଇ ନ ପାରନ୍ତି ସଂସାର ସାଗରହେ ଦେବ ! ତୁମ୍ଭର ପାଦ ଅଟଇ ଅନନ୍ତଅସଂଖ୍ୟ ବାହୁ ଅସଂଖ୍ୟ କର୍ଣ୍ଣ ଆଉ ନେତ୍ରହେ ପ୍ରଭୁ ଦିଗ ସମୂହ ଅଟଇ ବସନଚନ୍ଦ୍ରସୂଯ୍ୟ ରୂପ କୁଣ୍ଡଳରେ ଶୋଭାକର୍ଣ୍ଣ ।ନକ୍ଷତ୍ରମାଳା କଣ୍ଡରେ ଅତି ମନୋହରଅଭୁତ ନୃସିଂହ ମୂର୍ରିଂ ଦିଶଇ ସୁନ୍ଦର |ଭକ୍ତ ଗଣଙ୍କର ମନୋବାଞ୍ଚା ପୂର୍ଣ କରଶରଣ ଯାଉଛୁ ଆମ୍ଭେ ଏ ଦିବ୍ୟ ମୁଭିର ।ପାଦପଦ୍ଧ ବ୍ରହ୍ମାଙ୍କର କିରୀଟେ ଶୋଭଇସକଳ ପ୍ରଣୀ ମସ୍ତକ ପାଦରେ ଲୋଟଇ ।
ସେ ପାଦପଦଧକୁ ଆମ୍ଭେ କରୁଛୁ ପ୍ରଣାମଏ ନୃସିଂହ ମୁ ମରି ପାପୀମାନଙ୍କୁ ଭୀଷଣ ।ପାପ ସମୂହକୁ ତୁମ୍ଭେ ନିୟମିତ କରପଦାଶଷ୍ମିତ ଜନଙ୍କର ଦୟାର ସାଗରନୃସିଂହ ମୁ୍ଭିର ପାଦପଦ୍ଧ ସଂଘଟନହେବାକୁ ବ୍ରହ୍ମାଣ୍ଡ ଭାଣ୍ଡ ହୁଅଇ ଭଗନ ।ଆପଣଙ୍କର ମୂରିକୁ କରୁଛୁ ପ୍ରଣାମକ୍ଷମାକର ଯେତେ ଦୋଷ ଅଛି ବିଦ୍ୟାମନଆପଣା ଜଟା ସମୁହ କମନ କରିଲେମେଘମାଳା ଅପସ୍ପତ ହୋଇଯାଏ ଦୂରେକିନ୍ତୁ ପ୍ରକୃତରେ ପାପକାରୀ ଯେତେ ଜନସେମାନଙ୍କ ପାପ ଦୂରେ କରେ ପଳାୟନଅଟ୍ଟହାସ୍ୟ କଲେ ମେଘ ଧ୍ଵନି ପରାଭୂତତ୍ୈଲୋକ୍ୟ ଯାର ହୃଦୟ ମଧ୍ୟେ ଅବସ୍ପମିତ ।ସେହି ନରସିଂହଙ୍କୁ ଯେ କରୁଛୁ ପ୍ରଣାମହେ ଦେବ ! ଘେନନୁ ବାରମ୍ବାର ମୋ ପ୍ରଣାମ |ହେ ଦୀନ ଦୟାଳୁ ଆମ୍ଭେ ଅଟୁ ହେ ଅନାଥରକ୍ଷା କରିବାକୁ ଆଉ ହେବ କେ ସମର୍ଥ ।ହେ ମୁରାରି ଆପଣଙ୍କୁ କରିଲି ସାକ୍ଷାତସଂସାର କାରାଗାରୁ ହୋଇବୁ ମୁକତ ।ହେ ପ୍ରଭୁ ! ସହସ୍ର ଅଶ୍ଵମେଧ ଯାଗ କରିଚର୍ମ ନେତ୍ରରେ ଦର୍ଶନ ପାଇବୁ ଯେପରି ।ସେହିପରି ଅନୁଗ୍ରହ ତୁମ୍ଭ ବେଗେ କରକୋଟିଜନ୍ସ ପାପରାଶି ହୋଇଯିବ ଦୂର ।ଯେ ଜନ ଆପଣଙ୍କର ହୁଅଇ ଆଶ୍ମିତତୁମ୍ଭ ଅଭୁତ ମୂର୍ଭିର ସ୍ତବ କରେ ନିତ୍ୟ ।ଧର୍ମ ଅଥ କାମକୁ ସେ ତୁଚ୍ଛ ଜ୍ଞାନ କରେମୁକତିର ଯୋଗ୍ୟ ପତ୍ର ହୁଏ ଏ ସଂସାରେ ।ନରପତି ଏହିରୂପେ ହୃଷ୍ଟଟିତ୍ତ ହେଲେବାରମ୍ବାର ଦଣ୍ଡବତ ଭୂତଳରେ କଲେ ।ଦିବ୍ୟ ନୃସିଂହ ମୂର୍ଭିର ସ୍ତବ ଗାନ କଲେଜୈମିନି ମୁନି ଯେ ଦ୍ବିଜଗଣଙ୍କ କହିଲେ ।ଇତ୍ଦଦ୍ୟୁମ୍ନଙ୍କୁ ଯେ ବ୍ରହ୍ମା ଅନୁଗ୍ରହ କଲେନରସିଂହ କ୍ଷେତ୍ର ଲୋକ ହିତେ ନିର୍ମାଣିଲେ ।ଆହେ ବିପୂଗଣ ! ଶମସହ ଅବସ୍ପିତନୃସିଂହ ମୂର୍ଭି ଦର୍ଶନ କଲେ ପ୍ରଣିପାତ ।ଦେବରୂପଁ ବନ୍ଧନରୁ ହୁଅଇ ମୁକତସଂଶୟ ଏଥରେ କରନାହିଁ କଦାଚିତ ।ଯେ ଜନ ମନରେ ଯାହା ବାଞ୍ଚା କରିଥାଏତାହାର ସେ ମନୋବାଞ୍ଚା ବେଗେ ପୂର୍ଣ୍ଣ ହୁଏ ।ଯେଉଁଜନ ଏହି ସ୍ତବ ପଢ଼େ ପ୍ରତିଦିନସର୍ବାଭୀଷ୍ଟ ପୂର୍ଣ୍ଣ ହୁଏ ଯାଏ ମୋକ୍ଷଧାମ ।ମହର୍ଷି ନାରଦି ଜ୍ୟେଷ୍ଠ ଶୁକ୍ଟ ଦ୍ଵାଦଶୀରେସ୍ଵାତୀ ନକ୍ଷତ୍ରରେ ଏହି ଶ୍ରୀକ୍ଷେତ୍ର ଧାମରେ ।ଦିବ୍ୟ ନୃସିଂହଙ୍କୁ ଆଣି କଲେ ପ୍ରତିଷ୍ଠିତଯେ ଜନ ଏ କ୍ଷେତ୍ର ଧାମେ ହୋଇ ଉପସ୍ଥିତ ।ଚର୍ମ ନେତ୍ରେ ନୃସିଂହକୁ କରଇ ସାକ୍ଷାତସହସ୍ରାଶ୍ଵମେଧ ଯାଗଫଳ ହୁଏ ପ୍ରାପ୍ତ |ଯେଉଁଜନ ଗାଭୀ ଦୁଗ୍ଧ ଅବା ପଞ୍ଚାମୃତନାରିକେଳୋଦକ ଗନ୍ଧବାରି କରି ଯୁକ୍ତ ।ମହାସିଂହ ରୂପୀ ଦେବଙ୍କର କରେ ସ୍ଲାନପାୟସାଦି ଉପଚାରେ କରଇ ପୂଜନ |ସୁଶୋଭନ ଜବାପୁଷ୍ଠ ମାଳା ଗନ୍ଧମାଲ୍ୟଧୂପ ଦୀପ ସହିତରେ କର୍ପୂର ତାମ୍ଭୂଳ |ମନୋହର ସ୍ଵରେ କରେ ସ୍ତୁତି ବାକ୍ୟ ଗାନଜୈମିନି ମୁନି କହନ୍ତି ଶୁଣ ରଷିଗଣଅତି ଉଚ୍ଚେ ଶବ୍ଦ ଜୟ କରେ ଉଚ୍ଚାରଣପ୍ରଦକ୍ଷିଣ ପ୍ରଣାମି ଯେ ଯଥାଶକ୍ତି ଦାନବିପ୍ରଗଣଙ୍କର କରେ ସନ୍ତୋଷ ବିଧାନ ।ବିପ୍ର ସନ୍ତୋଷ ହୋଇଲେ ଭଗବାନ ତୁଷ୍ଟସର୍ବୋତ୍ତମ ବ୍ରହ୍ମ ଲୋକ ହୁଅଇ ନିକଟନରସିଂହ ଦେବଙ୍କର ଆଦ୍ୟ ଅବତାରବୈଶାଖ ଶୁକ୍ୃପକ୍ଷ ସେଦିନ ଶନିବାର ।ଚତୁର୍ଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର ଯୋଗରେଆବିର୍ଦୂତ ହେଲେ ଦେବ ପ୍ରଦୋଷ କାଳରେ ।ଏଦିନ ସଂଯତ ଚିତ୍ତେ ଯଥା ବିଧାନରେଯେ ଜନ ନୃସିଂହ ଦେବଙ୍କର ପୂଜା କରେ ।ସହସ୍ର କୋଟି ଜନ୍ମର ପାପ ଯେତେ ଥାଏତତକାଳେ ତୁଳାରାଶି ତୁଲ୍ୟ ଭସ୍ମ ହୁଏ ।ଯେ ଜନ ନୃସିଂହ ଦେବ କରଇ ଦର୍ଶନସ୍ପର୍ଶ ଅବା ପ୍ରଦକ୍ଷିଣ ଅଥବା ପ୍ରଣାମଭକ୍ତି ସହକାରେ ସ୍ତୋତ୍ର ପାଠ ଅବା କଲେତା ଦେହୂ ପାପ ଆଚାର ମୁଲ୍ତି ହୁଏ ଭଲେ ।ଦେହେ ରୋଗପାଡ଼ା ଶୋକ ଯେତେ ମନ କ୍ଲେଶଦୂର ହୁଏ ଇଷ୍ଟସିବି ଲଭଇ ଅବଶ୍ୟଅଶ୍ଵମେଧ ଯାଗଫଳ ଲଭେ କିଞ୍ଚତରେଇଷ୍ଟସିବଧି ଲଭେ ନୃସିଂହଙ୍କ ପ୍ରସାଦରେଯାଗ ଯଜ୍ଞ ତପସ୍ୟାଦି ଯେତେ ପୁଣ୍ୟ କର୍ମକୋଟି କୋଟି ଗୁଣଫଳ କରଲ ପ୍ରଦାନସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡର ଷୋଡ଼ଶଛାନ୍ଦ ଉତ୍କଳ ଭାଷାରେ ହୋଇଲା ପ୍ରକାଶ ।ପ୍ରଭୋ ନରସିଂହ ଦେବ ଚରଣେ ଶରଣଦୀନ ହରିହରକୁ ଯେ କର ପରିତ୍ରାଣଇତି ଶ୍ରୀ ସ୍କନ୍ଦ ପୂୁରାଣେ ଉତ୍କଳ ଖଣ୍ଡେ ନାରଦକରତ ନୃସିଂହଦେବ ଆନୟନେଇନ୍ଦ୍ରଦ୍ୟୁମ୍ନ ସ୍ତୁତି କରଣେ ନାମଷୋଡ଼ଶୋଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment