ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ତ୍ରୟୋତ୍ରିଂଶୋଧ୍ୟାୟଃ
ତ୍ରୟୋତ୍ରିଂଶ ଅଧ୍ୟାୟ
ଜୈମିନି ମୁନି କହନ୍ତି ଶୁଣ ମୁନିଗଣରଥଯାତ୍ରା ମହୋତ୍ସବ କରନ୍ତୁ ଶ୍ରବଣଦର୍ଶନ କରିବେ ଅଜ୍ଞାନାନ୍ଧ ଜୀବଗଣଅନାୟାସେ ବୈକୁଣ୍ଠକୁ କରନ୍ତି ଗମନବୈଶାଖ ଶୁକ ତୃତୀୟା ରୋହିଣୀ ସଂଯୁକ୍ତସର୍ବପାପ କ୍ଷୟ ଅଣ୍ୈୈ ସ୍ଵୟଂ ଆବିଷ୍ଧତସଂକଳ୍ପ ପୂର୍ବ ଆଚାର୍ଯ୍ୟ କରିବ ବରଣପ୍ରଭାତରୈ ନିତ୍ୟକୃତ୍ୟ ସାରିଣ ରାଜନ !ତିନିଜଣ ସୂତ୍ରଧାର ଅବା ଏକଜଣବସ୍ତ୍ର ଅଳଙ୍କାର ଦେଇ କରିବ ବରଣ ।ଯେଉଁ ସ୍ଥାନରେ ଉତ୍ତମ ବୃକ୍ଷମାନ ଥିବଜ୍ଞାନଯାଗ ଅର୍ଥେ ସେହି ବନକୁ ଯେ ଯିବ ।ଆଥର୍ବଣ ମନ୍xତ୍ରେ ବହ୍ଧି କରିବ ସ୍ଥାପନଘୃତଧାରା ସହ ଅଷ୍ଟୋତ୍ତର ଶତେ ହୋମ ।ପ୍ରତ୍ୟେକ ବୃକ୍ଷ ମୂଳରେ ଘ୍ୂତଧାରା ଦେବଦିକପାଳଙ୍କୁ ମାଷବଳି ପ୍ରଦାନ କରିବ ।ପଶୁବଳି ଦାନ କ୍ଷେତ୍ରପାଳଙ୍କୁ କରିବବୃକ୍ଷ ପାଇଁ ଶତେ ହୋମ ଦୁଗ୍ଧାନ୍ଧ କରିବ ।ତା ପରେ ଆଚାର୍ଯ୍ୟ ହସ୍ତେ କୁଠାର ଧରିଣବିଷ୍ଣୁଙ୍କୁ ମନରେ ଚିନ୍ତି ମନ୍ତ୍ର ଉଚ୍ଚାରିଣ ।ଯେଉଁ ବୃକ୍ଷ ମୂଳ ଘୂତେ ସିକ୍ତ ହୋଇଥିବଗୀତ ବାଦ୍ୟ କିରି କିଛି ଛେଦନ କରିବ ।ସୂତୁଧାର କରିବେ ଯେ ବୁକ୍ଷକୁ ଛେଦନଆଚାର୍ଯ୍ୟ ନିଜ ଗ୍ଧହକୁ କରିବେ ଗମନ ।ରଥଗଢ଼ା କାଷ୍ଠ ଯଦି ନିକଟେ ମିଳିବତାହାକୁ ରାଜା ଯେ ଏହି ବିଧାନେ ଆଣିବ ।ବିଘ୍ଧ ନାଶ ଅର୍ଥେ ଆଦ୍ୟେ ଗଣେଶ ଅର୍ଚ୍ଚନପରେ ଆରମ୍ଭ କରିବ ରଥର ଗଠନ |ଲୌହମୟ ଷାଳଚକ ଗୋଳଖଣ୍ଡି ଅରପରେ ଅଖମଯୁକ୍ତ ରଥ ଜଗନ୍ନାଥଙ୍କର |କାଷ୍ଠ ପିତୁଳି ସ୍ଥାପିବ ରଥ ଚାରିଦିଗେବିବିଧ ଚିତ୍ରେ ଶୋଭିତ ବେଦୀ ମଧ୍ୟଭାଗେ ।ଚାରିଦ୍ଵାର ତୋରଣରେ କରିଣ ସଂଯୁକ୍ତନାନାବିଧ କାରୁକାର୍ଯ୍ୟେ କରିବ ଭୂଷିତ ।ଦ୍ଵାବିଂଶତି ହସ୍ତ ଉଚ୍ଚ ସ୍ଵର୍ଣପଟେ ଯୁକ୍ତପତାକା ମାଳାରେ ରଥ କରିବ ଭୁଷିତ ।ରକ୍ତ ଚନ୍ଦନ କାଷ୍ଠରେ କରିଣ ନିର୍ମାଣଗରୁଡ଼ ଧ୍ଵଜ ରଥରେ କରିବ ସ୍ଥାପନ |ସୁଳ ଦେହ ତୀକ୍ଷ୍ଣ ନାସା କୁଣ୍ଡଳ କର୍ଣ୍ଣରେଦେହ ବିଭୂଷିତ ନାନାବିଧ ଅଳଙ୍କାରେ ।ଦୈତ୍ୟ ଦାନବ ମାନଙ୍କ ମନ ଦର୍ପହାରୀସକଳ ଅଙ୍ଗ ସ୍ଵର୍ଣଣରେ ଆଛାଦନ କରି ।ଚଞ୍ଚପୁଟେ ଏକସର୍ପ ରହିଥିବ ତାରପକ୍ଷଦ୍ଵୟ ହୋଇଥିବ ଅତାନ୍ତ ବିସ୍ତାର |ତାହାକୁ ଦେଖୁଲା ମାତ୍ରେ ଭାବିବ ମନରେସତେ ଏ ଗରୁଡ଼ ଉଡ଼ିଯିବ ଆକାଶରେ ।ଏ ରୂପେ ଜଗନ୍ନାଥଙ୍କ ରଥ ନିର୍ମାଣିବରଥର ମଧ୍ୟ ଭାଗରେ ଆସନ ସ୍ଥାପିବୀ ।ଚତୁର୍ଦଦଶ ଚକ୍ର ବଳରାମଙ୍କ ରଥରେନର୍ଉକ ଗାୟକଗଣ ମିଳି ସ୍ଥାନେ ସ୍ଥାନେସୁଭଦ୍ରା ଦେବୀଙ୍କ ରଥ ଦ୍ଵାଦଶ ଚକ୍ରରେ । |ନୃତ୍ୟ ଗୀତ କରୁଥିବେ ଆନନ୍ଦିତ ମନେ ।ଛୁରିଅନାରେ ଲାଙ୍ଗଳ ଧ୍ଵଜ ନିର୍ମାଣିବସର୍ବାଳଙ୍କାର ଭୂଷିତ ରୂପସୀ ସୁନ୍ଦରୀବଳରାମଙ୍କ ରଥରେ ସ୍ଥାପନ କରିବ ।|ଯୌବନ ମଦ ଗର୍ବିତା ବାର ବେଶ୍ୟା ନାରୀ ।ପଦ୍ଧକାଷ୍ରେ ପଦ୍ଧଧ୍ବଜ ନିର୍ମାଣ କରିବଦଣ୍ଡାୟମାନ ରହିବେ ମୂଦଙ୍ଗ ପ୍ରଣବସୁଭଦ୍ରା ଦେବୀଙ୍କ ରଥ ଉପରେ ସ୍ଥାପିବ ।|ଭେରୀ ଢକ୍ଟା ଆଦି ବାଦ୍ୟମାନ ବାଜୁଥୁବ ।ଏହିରୂପେ ତିନିରଥ ରାଜା ନିର୍ମାଣିବନାନାଚିତ୍ରେ ବିଚିତ୍ରିତ ପତାକା ସକଳଶାସ୍ତ୍ରୀୟ ବିଧାନେ ତାହା ନିର୍ମାଣ କରିବ । |ଆକାଶରେ ଉଡ଼ୁଥିବ ହୋଇ ଫରଫର ।ବ୍ରାହ୍ମଣମାନଙ୍କ ପ୍ରତି ବିଶ୍ଵାସ ସ୍ଥାପନପତାକା ଦଣ୍ଡ ସ୍ଵର୍ଣ ବା ରୂପାରେ ହୋଇବକଲେ ସଫଳ ହୁଅଇ ଶୁଭକାର୍ଯ୍ୟମାନ । |ଉଚ୍ଚତାରେ ଆକାଶକୁ ସ୍ପର୍ଶ କରୁଥିବ |ଯେ ହେତୁ ବ୍ରାହ୍ଣଗଣ ଭଗବାନଙ୍କରବୈଜୟନ୍ତୀ ମାଳା ଅଶ୍ବ ମାନଙ୍କ ପିଠିରେଚଳନ୍ତି ଶରୀର ବୋଲି ଖ୍ୟାତ ଏ ସଂସାର । |ଲମ୍ବମାନ ହୋଇଥୁବ ଅଥବା ଭୂମିରେ ।ତିନି ଦେବଙ୍କର ତିନିରଥ ଏ ରୂପରେବହୁ ଅଶ୍ଵ ହସ୍ତୀ ତହିଁ ସଜାଇରଖୁବତ୍ରୟୋଦଶୀ କୃଷ୍ଣପକ୍ଷ ଆଷାଢ଼ ମାସରେ । |ନାନାବିଧ ଅଳଙ୍କାରେ ଦେହ ମଣ୍ଡିଥିବ ।ଶାସ୍ତ୍ରମତେ ବିଧାନରେ ପ୍ରତିଷ୍ଠା କରିବନୃପତି ଅତି ପବିତ୍ର ଚିତ୍ତେ ଭକତିରେରଥକୁ ଉତ୍ତମରୂପେ ଜଗି ରହିଥୂବ | |କରିବ ଯେ ମହାସମାରୋହ ଏ ରୂପରେ ।ମନୁଷ୍ଯ ପକ୍ଷୀ ମାର୍ଜାର ନକୁଳାଦି ଜୀବଭଗବାନଙ୍କର ରଥଯାତ୍ରା ମହୋତ୍ସବରଥ ଉପରେ କଦାପି ଉଠାଇ ନ ଦେବ । |ନରପତି ଆନନ୍ଦରେ ସମ୍ପନ୍ନ କରିବ |ଅନନ୍ତର ଦିତତ୍ରୟ ହୋଇଲେ ଅତୀତଆଷାଢ଼ ଶୁକ୍ଳ ଦ୍ଵିତୀୟା ପୁଷ୍ଯା ନକ୍ଷତ୍ରରେଉତ୍ତର ଦିଗେ ମଣ୍ଡପ କରିବ ପ୍ରସ୍ତୁତ | |ହରିଙ୍କୁ ପୁଜା କରିବ ଉଦୟ କାଳରେ ।ଗୁଣ୍ଡିଚା ଯାତ୍ରା ଉତ୍ସବ ସଫଳ ନିମିତ୍ତବ୍ରାହ୍ମଣ ବୈଷ୍ଣବ ଯତି ତପସ୍ବୀ ସହିତଅଙ୍କୁରାରୋପଣ ବିଧ କରିବ ସମାପ୍ତ ||
ପ୍ରାଥନା କରିବ ରଥଯାତ୍ରାର ନିମିତ୍ତ |ଦୈବଯୋଗେ ଯଦି କିଛି ଅନିଷ୍ଟ ଘଟିବ ।ହେ ପ୍ରଭୁ ଇନ୍ଦ୍ରଦ୍ୟୁମ୍ନକୁ ପ୍ରତିଷ୍ଠା କାଳରେଶାସ୍ତ୍ର ବିଧାନରେ ଶାନ୍ତି ନିଶ୍ଚୟ କରିବଶ୍ରୀମୁଖେ ଆଦେଶ ଯେଉରୂପେ କରିଥଲେ ।ଗୁଣ୍ଡିଚା ଘରକୁ ଯିବେ ପ୍ରଭୁ ଯେ ପଥରେ |ସେ ମୁଖେ ସକଳ ହୋଇଅଛି ସମ୍ପାଦନସେ ପଥକୁ ପିରଷ୍କାର କରିବ ଯତ୍ନରେମହବେଦୀ ଉତ୍ସବକୁ କର ଆଗମନ |ପଥ ମଧ୍ୟରେ ବିଶ୍ରାମ କରିବା ନିମିତ୍ତଚକ୍ରଧର କୃପାଦୃଷ୍ଟି ପକାଇ ଆମ୍ଭରକୃତ୍ରିମ ପୁଷ୍ଣ ଉଦ୍ୟାନ କରିବ ପ୍ରସ୍ତୁତପବିତ୍ର କରନ୍ତୁ ଦଶଦିଗ ଅନ୍ଧକାର |ଦୂଇପାଶ୍ଵ ଫୁଲପେଣ୍ଡା ଦୂକୁଳ ଚାମରେଚରାଚର ଜଗତରେ ଯେତେ ଜୀବଗଣପୁଷ୍ଠମାଲ୍ୟ ସଜାଇବ ଅତି ଆଡ଼ମ୍ବରେମୋକ୍ଷପଦ ଲାଭ କରି ଲଭନ୍ତୁ କଲ୍ୟାଣ ।ସମତଳ ହୋଇଥିବ କର୍ଦ୍ଦମ ବିଧୀନହେ ଦେବ ଲୋକଙ୍କୁ ଦୟା କରିବା ନିମିତ୍ତନିର୍ମଳ ଉତ୍ତମ ଗନ୍ଧ କଙ୍କରାଦି ଶୂନ୍ୟଦାରୁରୂପ ଧରି ହୋଇଅଛ ଆବିର୍ଦୂତ |ପଥ ଉପରେ କୋମଳ ବାଲୁକା ବିଞ୍ଚବ ।ଦହେ ପ୍ରଭୁ ଆମ୍ଭମାନଙ୍କୁ ହୁଅ ସୁପ୍ରସନ୍ଧଯେପରି ଗମନ କାଳେ ସୁଖକର ହେବ । |ଭୂମିପରେ ପାଦ ଥୋଇ ଆସନ୍ତୁ ବହନ ।ପଥମଧ୍ୟେ ଧୂପପାତୁ କରିବ ସ୍ଥାପନଭଗବାନଙ୍କ ରଥକୁ ନେଦ ଯେ କାଳରେଆମୋଦରେ ଚତୁର୍ଦ୍ଦିଗ ହୋଇଥୁବ ପୂର୍ଣ୍ଣ । |ଶାକୁନ ସୂକ୍ତ ପଢ଼ିବେ ବ୍ରାହ୍ମଣ ସେ କାଳେ ।ଚନ୍ଦନ ଜଳ ଛିଟିକା ପଡ଼ିବା ନିମିତତକର୍ପୁର ଚୂର ମିଶାଇ କୁସୁମ ବର୍ଷଣପଥ ଉଭୟ ପାର୍ଶ୍ଵରେ ଥୁବ ଜଳ ଯନ୍ତ୍ର କରିବଯୈ କାଳେ ପ୍ରଭୁ କରିବେ ଗମନ ।ରତୁ ଜାତ ପୁଷ୍ଠରାଜି କରିବ ସ୍ଥାପନମଙ୍ଗଳ ଗାଥା ପଠନ ଥୋକାଏ କରିବେରଥ ଯିବା ସମୟରେ କରିବ ବର୍ଷଣକେତେ ଜୟ ଜୟ ଶବ୍ଦ ମୁଖେ ଉଚ୍ଚାରିବେ ।ତେ ଜିତଂ ଇତ୍ୟାଦି ମନ୍ତ୍ର କରି ଉଚ୍ଚାରଣ |ଗୁଣ୍ଡିଚା ଯାତ୍ରାରେ ଶ୍ରେଷ୍ଠ ଯାତ୍ରା ଆଉ ନାହିଁପ୍ରଭୁଙ୍କ ସଙ୍ଗତେ ଯିବେ ସାଧୁ ସନ୍ଧଗଣଉଗବାନଙ୍କୁ ସନ୍ତୁଷ୍ଟ କରିବାର ପାଇଁ |ସୁତ ମାଗଧ ସକଳ ଭଗବାନଙ୍କର ପୂର୍ବେଇନ୍ଦ୍ରଦ୍ୟୁମ୍ପଙ୍କୁ ଯେ ଆଜ୍ଞା ଦେଇଥିଲେପୁଣ୍ୟକୀତ୍ତ ଗାନ କରିବେ ଯେ ନିରନ୍ତର ।ଗୁଣ୍ଡିଚା ମଣ୍ଡପେ ଯିବୁ ବର୍ଷକରେ ଥରେ ।ଉଭୟ ପାର୍ଣ୍ଣରେ କେତେ ଧରି ସୁନାବେତ |ନେଇଯିବ ରଥେ ଆରୋହଣ କରାଇଣଉପ୍ରରେ ଟେକିବେ କମ୍ପାଇଣ ନିଜହସ୍ତ । |ପରମ କୌତୁକେ ଆମ୍ଭେ କରିବୁ ଗମନ ।ସ୍ଵର୍ଵପାତ୍ରେ କୃଷ୍ଣାଗୁରୁ ଧୂପ ସୁଗନ୍ଧରେରଥେ ବସି ଗଲାବେଳେ ଗୁଣ୍ଡିଚା ଘରକୁଆକାଶ ଦିଗ ସମୂହ ପୁଳିବ ସେ କାଳେ । |ଯେଉଁ ମାନବ ଦର୍ଶନ କରନ୍ତି ପ୍ରଭୁଙ୍କୁ ।ପ୍ରଭୁଙ୍କ ବିଜୟ କୀଳେ ଚର୍ଚ୍ଚରୀ ଝର୍ଡରୀ ।ସେମାନେ ବୈକୁଣ୍ଠ ପୁରେ କରନ୍ତି ଗମନମୃଦଙ୍ଗ ମହୁରୀ ଆଦି ବାଦ୍ୟ ନାଦ କରି । |ତିନିବାର ସତ୍ୟକରି କହୁଛୁ ପ୍ରମାଣ |ଏହିପରି ସମାରୋହ କରି ସେ କାଳରେ |ଏ ଉତ୍ସବଠାରୁ ଆଉ ଶ୍ରେଷ୍ଠ ମହୋତ୍ସବବ୍ରାହ୍ମଣ କ୍ଷତ୍ରିୟ ବୈଶ୍ଯ ମିଳି ଆନନ୍ଦରେ ।[କୌଣସି ଶାସ୍ତ୍ରରେ ଖୋଜିଲେ ତ ନ ପାଇବ ।ଆଦ୍ୟେ ବଳରାମ ପରେ ସୁଭଦ୍ରାଙ୍କୁ ନେବେ ।ଗୁଣ୍ଡିଚା ଯାତ୍ରା କଥା ତ କରିଲ ଶ୍ରବଣତା ପରେ ଜଗନ୍ନାଥଙ୍କୁ ବିଜେ କରାଇବେ ।ରଖଷିଗଣ ଆଉ ଅଧ୍ୂକେ କି ପ୍ରୟୋଜନ ।ସୁବର୍ଣ୍ଣ ଦଣ୍ଡରେ କରି ରତନ ଖଚିତଏ ଉତ୍ସବ ଦରଶନ କରି ଦେବଗଣେସୂକ୍ଷ୍ମ ବସ୍ତର ପ୍ରାନ୍ତଭାଗେ ମୁକ୍ତା ବିଭୁଷିତଅଧ୍ବକାରୀ ହୋଇଛନ୍ତି ଅମର ଭୁବନେ ।ଏବଂ ବିଧ ବହୁଛତ୍ର ଉଭୟ ପାର୍ଶ୍ଵରେଦେବଗଣଙ୍କର ପୁଣ୍ୟ ଶେଷ ନୁହେଁ ଯେଣୁଧାରଣ କରିବ ପ୍ରଭୁଙ୍କର ମସ୍ତକରେଗୁଣ୍ଡିଚା ଯାତ୍ରା ମାହାତ୍ କହିନୁହେ ତେଣୁ ।ଏହି କାଳରେ ବ୍ରାହ୍ମଣ ଆଦି ଚାରିବର୍ଣଣଗୁଣ୍ଡିଚା ଯାତ୍ରା ଏ ନାମ କଲେ ଉଚ୍ଚାରଣମନେ ନ କରିବ ଉଚ୍ଚ ନୀଚ ଭେଦ ଜ୍ଞାନ । |ତାର ଶତ ଜନ୍ମ ପାପ ହୁଅଇ ଦହନ |ରାଜା ପ୍ରଜା ସହିତରେ ନୀଚ ଜାତିଗଣଦେବ ତ୍ରୟ ତିନିରଥ କରି ଆରୋହଣଧନୀ ଦରିଦ୍ର ସକଳ ମଣିବ ସମାନଯେ କାଳେ ମହାବେଦୀକୁ କରନ୍ତି ଗମନ ।ମହାପ୍ରଭୁଙ୍କୁ ପହଣ୍ଡି ଯେମାନେ କରାନ୍ତିସେ କାଳେ ପଥ ମଧ୍ୟରେ କଲେ ଦରଶନସେ ବାହକମାନେ ଯଦି ବିଶ୍ରାମ ଇଳଛନ୍ତିଶତକୋଟି ଜନ୍ମ ପାପ ହୁଅଇ ଦହନ |ତେବେ ଅତି ଧୀରଭାବେ ପାଦ ପକାଇଣ |ଭଗବାନଙ୍କର ରଥ ଛାୟା ସ୍ପର୍ଶ କଲେ' ତୁଳାପୁର୍ଣ ଆସନରେ କରିବେ ସ୍ଥାପନ
ବ୍ରହ୍ମଦତ୍ୟା ପାପରାଶି ଦୂର ହୁଏ ଭଲେ ।ଶ୍ରମ ଦୁର ହେଲେ ପୂର୍ବପରି ବହିନେବରଥ ଧୂଳି ଯେ ଜନର ଦେହରେ ପଡ଼ଇରଥ ନିଁକଟରେ ନେର ସ୍ଥାପନ କରିବତାହାର ତ୍ରିବିଧ ପାପ ବିନାଶ ହୁଅଇ |ନୃତ୍ୟଗୀତ 'ବାଦ୍ୟ ଆଦି ଉତ୍ସବ କରିବସ୍କାନ କଲେ ସ୍ଵର୍ଗଗଙ୍ଗା ଜଳେ ଯେତେ ପୁଣ୍ୟଜଗନ୍ନାଥଙ୍କୁ ହସ୍ତରେ ଧାରଣ କରିବତାଠାରୁ ଅଧୁକ ପୁଣ୍ୟ ଲଭେ ସେହି ଜନ ।ପ୍ରଦକ୍ଷିଣ କରି ରଥ ଉପରକୁ ନେବବୃଷ୍ଟିଯୋଗେ ଯେବେ ପଥ ହୁଅଇ କର୍ଦମଚନ୍ଦ୍ରାତପେ ଶୋଭା ମଣ୍ଡପରେ ବସାଇବ । |ଭଗବାନଙ୍କର ଦୃଷ୍ଷି ପଡ଼ନ୍ତେ ତକ୍ଷଣ |କିଙ୍କଣୀ ମାଳା ଯେ ମାଲ୍ୟ ଚାମର ଶୋଭିତ |ପବିତ୍ର ହୋଇ ଅନ୍ତର ପାପକୁ ନାଶଇକୃଷ୍ଣାଗୁରୁ ଧୂପେ ହେଉଥୂବ ଆମୋଦିତ । |ଏ କଥାରେ କିଛିମାତ୍ର ସନ୍ଦେହ ତ ନାହିଁ ।ଏ ରୂପେ ତିନି ରଥକୁ ବିଜେ କରାଇବ ।ଯେ ବୈଷ୍ଣବ ସେହି ପଙ୍କେ ମସ୍ତକ ରଖୁଣବଳରାମ ସୁଭଦ୍ରା ଯେ ଜଗନ୍ନାଥ ଦେବ । |ଦଣ୍ଡବତ ହୋଇ ପଡ଼େ ପ୍ରଭୁଙ୍କ ଚରଣ ।ରଥେ ନେଇ ତୁଳାଗଦୀ ପରେ ବସାଇଣ |ତାହାର ଅସୀମ ପାପ ହୋଇଯାଏ ଦୂରବସ୍ତାଳଙ୍କାର ମାଳରେ କରିବ ଭୂଷଣମୋକ୍ଷପାଦ ଲାଭ କରେ ସଂଶୟ ନ କର ।ଭର୍ତି ସହିତରେ ଦେଇ ନାନା ଉପଚାର ।କୋଟି ଗୋଦାନ ଅୟୁତ କନ୍ୟାଦାନ ଫଳପ୍ରଭୁଙ୍କୁ ପୂଜା କରିବ ନିର୍ମଳ ମନରେସହସ୍ାଶ୍ବମେଧ ଯାଗ ଫଳ ହୁଏ ତାର ।ଯାହାର ପ୍ରକୃତ ଭକ୍ତି ନ ଥାଏ ମନରେସେ ଜନକୁ ସୁରଗଣ ନତ ମସ୍ତକରେଗୁଣ୍ଡିଚା ଯାତ୍ରା ଉତ୍ସବ ଦେଖୂୁବା ବିଚାରେ ॥ପ୍ରଦକ୍ଷିଣ କରିଥାନ୍ତି ଆନନ୍ଦ ମନରେସେ ଜନ ରଥ ପଛରେ କରନ୍ତେ ଗମନ |ତାହାର ହୂଅଇ ବିଷ୍ଣୁତୂଲ୍ୟ ପରାକ୍ରମତା ପଛେ ଧାମନ୍ତି ଇନ୍ଦ୍ର ଆଦି ଦେବଗଣ । |ଶେଷରେ ବୈକୁଣ୍ଠ ପୁରେ କରଇ ଗମନ ।ରଥ ଗମନ କାଳରେ ଯେ କରେ ଦର୍ଶନ |ଏକ ପରଂବ୍ରହ୍ମ ନିଜ ମାୟାଶକ୍ତି ବଳେଦାରୁମୟ ଜଗନ୍ନାଥ ବ୍ରହ୍ମ ସନାତନ । |ତିନି ମୁ୍ିର ଦର୍ଶନ ନିଅନ୍ତି ସେ କାଳେ ।ଅଶ୍ଵମେଧ ଯଜ୍ଞ ଫଳ ଲଭଇ ଯେ ଜନ ।ମହତ ପୁଣ୍ୟ ଜନନୀ ଶ୍ରୀଗୁଣ୍ଡିଚା ଯାତବୈଦିକ ମନ୍ତ୍ରରେ ସ୍ତୁତି କରେ ଯେ ବ୍ରାହ୍ମଣ । |ଯହିଁ ଦେବରଷି ପିତୂଗଣ ସମବେତ |ଇତିହାସ ପୁରାଣୋକ୍ତ ସ୍ତବ ସ୍ତୋତ୍ରମାନଜଗତପ୍ରଭୁ ଜଗନ୍ନାଥ ଅତି କୌତୁକରେଅବା ସ୍ଵରଚିତ ସ୍ତୋତ୍ର କରିବ ପଠନ ।|ରଥରେ ବସି ଗମନ କରନ୍ତି ଯେ କାଳେ ।ଏ ସକଳ ଜନ ପାପ ଶୂନ୍ୟ ହୋଇଥାନ୍ତି |ପୂଥୁବୀରେ ରହିଛନ୍ତି ଯେତେ ନୃପବରନାରଦାଦି ରଷିଙ୍କର ସମାନ ହୁଅନ୍ତିମହୋସବ କରିବ ଯେ କରଇ୍ବ୍ୟ ତାଙ୍କର ।ଯେଉଁମାନେ ପ୍ରଭୁଙ୍କର ଗମନ କାଳରେ ।ଗୁଣ୍ଡିଚା ଯାତ୍ରାରେ ଇନ୍ଦ୍ର ଆଦି ଦେବଗଣଜୟ ଜୟଧ୍ବନି କରୁଥାନ୍ତି ଆନନ୍ଦରେଛାଡନ୍ତି ନିଜ ନିଜର ଦେବ ଅଭିମାନ ।କାୟିକ ବାଚିକ ମାନସିକ ପାପମାନଯେ ଯାହାର ଦିବ୍ୟ ବସ୍ତ୍ର କରି ପରିଧାନଜୟ କରନ୍ତି ସେମାନେ ସନ୍ଦେହ ନମଣଧାଢ଼ିଧରି ରଥସଙ୍ଗେ କରନ୍ତି ଗମନ |ତାଳ ଲୟ ହୀନ ଗୀତ ମାଧୁରୀ ବିହୀନ |ପ୍ରଭୁ ଜଗନ୍ନାଥ ରଥ କରି ଆରୋହଣଗୀତ ଗାନ କରି ନୃତ୍ୟ କରନ୍ତି ଯେ ଜନ ||ଗୁଣ୍ତିଚା ନବର ପ୍ରତି କରନ୍ତି ଗମନ |ପୁଣ୍ୟାତ୍ମା ମାନବ ସାଧୁ ବୈଷ୍ଣବ ସମାନ |ଚଉଦ ଭୁବନ କରା ଶ୍ରୀ ପରମେଶ୍ବରମୋକ୍ଷପଦେ ଅଧୂବକାରୀ ହୁଅଇ ସେ ଜନ ।।ବ୍ରହ୍ମଲୋକ ଆଗମନ କରନ୍ତି ସତ୍ତବର |ଭଗବାନଙ୍କର ନାମ କରି ସଂକୀର୍ଉଁନସେ କାଳେ ବୈଦିକ ମନ୍ତ୍ର କରି ଉଚ୍ଚାରଣପ୍ରଭୁଙ୍କ ଗମନ କାଳେ ଯେ କରେ ଗମନ । |ଦେବତାଙ୍କ ଅଗ୍ରେ ଯାଇ କରନ୍ତି ପ୍ରଣାମ ।ପୁର୍ବୋକ୍ତ ସକଳ ଫଳ ଲଭଇ ସେ ଜନଜଗନ୍ନାଥଙ୍କର ସଙ୍ଗେ ଯଦି ବ୍ରହ୍ମାଙ୍କରସନ୍ଦେହ ନ କର ଏ କଥାରେ ରଷିଗଣପ୍ରଭେଦ ନାହିଁ ତଥାପି ଆସି ବେଦବର ।ପ୍ରଭୁ ଗୁଣ୍ଡିଚା ମଣ୍ଡପେ ଗମନ କାଳରେପ୍ରଭୁଙ୍କ ରଥ ପଛରେ କରନ୍ତି ଗମନବାରମ୍ବାର ଭକ୍ତି ସହିତରେ ଗାନ କଲେଗୁଣ୍ଡିଚା ଯାତ୍ରା ମହିମା ଅଟଇ ଏସନ |ଜୟକୃଷ୍ଣ ଜୟକୃଷ୍ଣ କହଇ ମୁଖରେମହାଦେବୀ ମହୋସବ ପ୍ରକୃତ ପକ୍ଷରେସେ ଆଉ କ୍ଲେଶ ନ ପାଏ ଜନନୀ ଗର୍ଭରେ ।ସର୍ବତୀର୍ଥ ଫଳ ଦେଇ ପାପ ନାଶ କରେ ।ଯେ ବ୍ୟକ୍ତି ଜଗନ୍ନାଥଙ୍କ ରଥ ସମ୍ମୁଖରେ |ଏ ଜଗତେ ଏହାଠାରୁ ଶୁଭଯୋଗ ନାହିଁଚାମର ବ୍ୟଜନ ଆଦି ତାଳବୁନ୍ତ କରେଶୁଣ ରଷିଗଣ ସର୍ବଶ୍ରେଷ୍ଠ ଯୋଗ ଏହି ।
ତାହାକୁ ଅପ୍ସରାଗଣ କରନ୍ତି ବ୍ୟଞ୍ଜନଏ କାଳରେ ଯଦି କେହି ବିଷ୍ଣୁଭକ୍ତ ଜନପାଛୋଟି ନିଅନ୍ତି ତାକୁ ଗନ୍ଧରବଗଣବିଷ୍ଣୁ ଉଦ୍ଦେଷ୍ୟେ କରେ କିଛି ବସ୍ତ ଦାନ ।ସ୍ଵର୍ଗପୁରେ ଯାଇ ଇନ୍ଦ୍ରଙ୍କର ଆସନରେଅଳ ମାତ୍ର ହେଲେ ମଧ୍ୟ ସେହି ବସ୍ତ ଦାନକଳ କାଳଯାଏ ସ୍ଵର୍ଗସୁଖ ଭୋଗ କରେ । |ମେରୁଦାନ ତୁଲ୍ଯଫଳ କରଇ ପ୍ରଦାନ ।ତଦନ୍ତରେ ବ୍ରହ୍ମଲୋକେ କରଇ ଗମନଗୁଣ୍ଡିଚା ମଣ୍ଡପେ ପ୍ରଭୁ ଗମନ କାଳରେମୁକ୍ତିଲାଭ କରିଥାଏ ଆହେ ରଷିଟଣଯଦି କେହି ପୁଣ୍ୟ ଅନୁଷ୍ଠାନ କରିପାରେ ।ରଥର ଗମନ କାଳେ ସମ୍ମୁଖ ଭାଗରେବିବିଧ ' ପ୍ରକାରେ ଭକ୍ଷ୍ୟ ଭୋଜ୍ୟ ଦ୍ରବ୍ଯମାନପ୍ରଭୁଙ୍କ ନିମିତ ପୁଷ୍ପ ବୃଷ୍ଟି ଯେହୁ କରେଅବା ଉପହାର କିଛି କରେ ସମ୍ପଣ |ତାର ସର୍ବ ମନୋରଥ ହୋଇଥାଏ ପୂର୍ଣ୍ଣ |ଶ୍ରୀ ଜଗନ୍ନାଥଙ୍କୁ ଅବା ବ୍ରାହ୍ମଣଙ୍କୁ ଦେବସହସ୍ର ନାମକୁ ପଢ଼ି ଯେ କରେ ଗମନସେ ଜନ ଅକ୍ଷୟ ପୁଣ୍ୟ ନିଶ୍ଚୟ ଲଭିବ ।| ତିନି ଅବା ଚାରିବାର କିମ୍ବା ସପ୍ତବାରହରିଙ୍କ ରଥ ସଙ୍ଗରେ ଯେ କରେ ଗମନପ୍ରଭୁଙ୍କ ଶ୍ରୀମୁଖ ଚାହିଁ କରଇ ପ୍ରଣାମରଥ ପଥଧୁଳି ପଙ୍କ ଦେହରେ ଲାଗିଲେକୋଟିଜନ୍ସ । ପାପ ତାର ନାଶ ହୁଏ ଭଲେସର୍ବଯଜ୍ଞ ଅନୁଷ୍ଠାନ ସର୍ବତୀର୍ଥୈ ସ୍ଵାନସର୍ବବିଧ ଦାନେ ଲାଭ ହୁଏ ଯେତେ ପୁଣ୍ୟ ।ତାହା ଲାଭ କରି ମୋକ୍ଷପଦ ସେହୁ ପାଇଏହାଠାରୁ ଶ୍ରେଷ୍ଠ ମହୋତ୍ସବ ଆଉ ନାହିଁବଳରାମ ସୁଭଦ୍ରାଙ୍କ ସହ ଜଗନ୍ନାଥରଥେ ଯାଇଁ ଦଶଦିଗ କରନ୍ତି ପବିତ୍ରନିଜ ଅଙ୍ଗ ସ୍ପର୍ଶ ପବନରେ ଭଗବାନଦେହଧାରୀଙ୍କର ପାପ କରନ୍ତି ଦହନପ୍ରକୃତରେ ଜଗନ୍ନାଥ ପ୍ରଭୁ ମୁକ୍ତିଦାତାଅଜ୍ଞଜନେ ଅବିଶ୍ବାସ କରନ୍ତି ଏକଥାଏମାନଙ୍କ ମନ କରିବାକୁ ଆକର୍ଷଣରଥଯାତ୍ରା ଆଦି ଲୀଳା କରିଲେ ଭିଆଣଏହିରୂପ ଆଡ଼ମ୍ବରେ ଚଳନ୍ତେ ଶ୍ରୀହରିମଧ୍ୟାହ୍ନ କାଳରେ ସୂର୍ଯ୍ୟ ତେଜ ଲାଗିକରିରଥରଜୁ ଆକର୍ଷଣକାରୀ ଜନଗଣଦ୍ଲାନ୍ତ ହେବାକଥା ଜାଣିକରି ଭଗବାନନିଜର ଧୂସର ଅଙ୍ଗ ମୁଖ ପଦ୍ଧ ମ୍ଲାନଅଚଳ ଭାବେ କରନ୍ତି ପଥେ ଅବସ୍ଥାନପ୍ରଭୃଙ୍କ ସନ୍ତାପ ଦୂର କରିବା ନିମିତ୍ତକପୁର ପୁଷ୍ଠ ମିଶ୍ରିତ ଜଳ ପଞ୍ଚାମୃତଦର୍ପଣରେ ଅଭିଷେକ ପ୍ରଭୁଙ୍କୁ କରିବଚନ୍ଦନ କସ୍ତୁରୀ ଆଦି ସର୍ବାଙ୍ଗେ ଲେପିବଚାମର କଳାର୍ଦ୍ଧ ସୁକ୍ଷ୍ମ ବସନେ ବିଞ୍ଚବସୁଗନ୍ଧ ପୁଷ୍ପ ମାଳାରେ ଶରୀର ମଞଣ୍ଡିବବଳରାମ ସୁଭଦ୍ରା ଶ୍ରୀ ଜଗନ୍ନାଥଙ୍କରବିବିଧ ଦ୍ରବ୍ୟରେ ପୂଜା କରିବ ସତ୍ତବରସୁମଧୁର ପଣା ଖଣ୍ଡ ନିର୍ମିତ ମିଷ୍ଟାନ୍ନଖର ପନୀର ରମ୍ଭା ଆଦି ଫଳମାନତାଳ ପନସାଦି ରୁଚିକର ଦ୍ରବ୍ଯମାନସର ଛେନା ପାପୁଡ଼ି ଯେ କରିବ ଅର୍ପଣକର୍ପୁରରେ ସୁବାସିତ ସୁଶୀତଳ ଜଳଏକା ଲବଙ୍ଗ ସହିତ ଗୁବାକ ତାମ୍ଭୁଳ |ଯେ ଜନ ସେକାଳେ କରେ ଦର୍ଶନ ଅର୍ଚ୍ଚନସଂସାର ସାଗରେ ତାର ନ ହୁଏ ଜନମବ୍ରହ୍ମଲୋକରେ ବସତି କରେ ସେହି ଜନରଥେ ଥାଇଁ ପ୍ରଭୁଙ୍କୁ ଯେ.କରେ ପ୍ରଦକ୍ଷିଣ ।ତଦନ୍ତେ କରିବ ପ୍ରଣିପାତ ଦଶବାର !ପୁର୍ବେ ବ୍ରହ୍ମା ଯେଉଁ ସ୍ତବ ପଢ଼ି ସ୍ତୁତି କଲେତାହା ପଢ଼ି ପ୍ରଭୁଙ୍କୁ ଯେ ଜନ ସ୍ତୁତି କରେ ।ପୁଣ୍ୟଆତ୍ମା ସେ ମାନବଗଣ ଅନ୍ତକାଳେବ୍ରହ୍ମଲଲୋକକୁ ଗମନ କରନ୍ତି ସକଳେ ।ଅପରାହ୍ନ କାଳ ହେଲେ ଭଗବାନଙ୍କରଦେହ ଦକ୍ଷିଣା ପବନେ ହୂଅନ୍ତେ ଶୀତଳ ।ପୁନରପି ରଥଗତି ଆରମ୍ଭ କରିବନୃତ୍ୟ ଗୀତ ବୀଣା ବେଣୁ ଆଦି ବାଦ୍ୟସର୍ବ ।ପଞ୍ଚମ ସ୍ଵରେ ମହୂରୀ ବଜାଇ ତକ୍ଷଣହସ୍ତରେ ଚାମର ଧରି କରିବ ବ୍ୟଞ୍ଚନ ।ଏହିପରି ଭଗବାନ କରନ୍ତେ ଗମନସୂର୍ଯ୍ୟଦେବ ଅସ୍ତାଚଳେ ହୋଇଯାନ୍ତେ ଲୀନ ।ଚତୁର୍ଦିଗେ ଦୀପମାଳା ଆଲୋକ କରିବସେ ଆଲୋକ ଅବଶିଷ୍ଟ ପଥ ବାହିନେବ ।ଅନନ୍ତର ତିନିଦେବ ରଥୁ ଓହ୍ଲାଇବେମହବେଦୀ ମଣ୍ଡପକୁ ବିଜେ କରିଯିବେ ।ସେବେଳେ ଦର୍ଶକଗଣ ଅତି କୁତୁହଳେଠେଲା ଠେଲି ହୁଅନ୍ତି ଯେ ଦଶନ ଆଶାରେ ।ପୂର୍ବପରି ସୁଶୋଭିତ ମଣ୍ଡପ ମଧ୍ୟରେତିନି ଦେବଙ୍କୁ ଯେ ନେଇ ସ୍ଥାପିବ ବିଧ୍ବରେ |ସେ ମଣ୍ଡପ ଶୋଭା ଚନ୍ଦ୍ରାତପେ ମନୋହରଚାରିଦିଗେ ଲମ୍ବିଥବ ମାଲ୍ୟ ଓ ଚାମର ।ସର୍ବସ୍ତମ୍ଭ ହୋଇଥିବ ରତନେ ଖଚିତତାହାର ମଧ୍ୟରେ ସ୍ଵର୍ଣ୍ଣ ଦେବୀ ସୁଶୋଭିତ ।ଚାରିଦିଗ ପ୍ରାଚୀରରେ ବେଢ଼ା ହୋଇଥିବ
ସର୍ବସ୍ଥାନେ ଚୂର୍ଣ୍ଲିପି ଧବଳ କରିବ |ସୋପାନ ମାଳାରେ -ସେ ମଣ୍ଡପ ବିରାଜିତସୁପ୍ରଶସ୍ତ ଦ୍ଵାର ଚତୁଷ୍ଟୟେ ସୁଶୋଭିତ ।ତାହାକୁ ଦେଖୁଲେ ଲୋକେ ଭାବିବେ ମନରେଏହିସ୍କାନେ ଇନ୍ଦଦ୍ୟୁମ୍ପ ଯାଗ କରିଥିଲେ ।ଏହି ମହାବେଦୀରେ ତ ପ୍ରଭୁ ଜଗନ୍ନାଥଦାରୁମୟ ଦେହ ଧରି ହେଲେ ଆବିର୍ଦୃତ ।ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେତ୍ରୟତ୍ରିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ ।ବଳରାମ ସୁଭଦ୍ରା ସେ ଦେବ ଜଗନ୍ନାଥଦାରୁମୟ ଦେହଧରି ହେଲେ ଆବିର୍ଦୂତ |ଦୀନ ଅନାଥ ପତିତଜନ ମାନଙ୍କର `ଦୁଃଖ ବିନାଶନ ଅଥୈକରିଲ ବିଚାର |ଯାତ୍ରା ପର୍ବ ମହୋତ୍ସବ କରିଲ ଭିଆଣଯାତ୍ରା ଦେଖୁବାକୁ କର ଲୋକେ ଆକର୍ଷଣ ।ଆକୃଷ୍ଟ ହୁଅନ୍ତି ଲୋକେ ଯାତ୍ରା ଦେଖୁବାକୁସଦଗତି ଲଭନ୍ତି ନେତ୍ରେ ଦେଖ ଆପଣଙ୍କୁପତିତପାବନ ନାମ କରିଛ ଧାରଣପତିତଜନ ମାନଙ୍କୁ କର ଆକଷଣସଚ୍ଚିଦାନନ୍ଦ ସ୍ଵରୂପୀ ଅଟନ୍ତି ଆପଣଏ ଉତ୍ସବ ଆନନ୍ଦରେ କେଉଁ । ପ୍ରୟୋଜନହେ ପ୍ରଭୁ ସାର୍ଥକ କରୁଅଛ ନିଜ ବ୍ରତତେଣୁ ଭିଆଇଛ ବାରମାସେ ତେରଯାତଯାତ୍ରା ପର୍ବ ମହୋତ୍ସବ ଦିନରେ ଦର୍ଶନକଲେ ସାଯୁଜ୍ୟ ମୁକତି ଲଭେ ସେହି ଜନଉତ୍ସବ ମଧ୍ୟରେ ଶ୍ରେଷ୍ଠ ଶ୍ରୀଗୁଣ୍ଡିଚା ଯାତଦର୍ଶନ କରନ୍ତି ଯେଉଁମାନେ ଭାଗ୍ୟବନ୍ତପଥଶ୍ରମ କରି ଯିବାପାଇଁ ଭୟ କଲିକୁଟୁମ୍ବ ପୋଷଣ ବ୍ରତ ସଦା ଆଚରିଲିବିଶ୍ଵରୂପ ସର୍ବରୂପେ ତୁମ୍ଭରି ପ୍ରକାଶବିଶ୍ଵମୟ | ଯେତୈରୁପ ତୁମ୍ଭର ସଦୃଶଏ ସର୍ବେଶ୍ବରଙ୍କୁ କିଖା ନ ଦିଅଂ ଚିହ୍ବାଦାରୁମୟ ଦେହେ ଲୀଳା କରୁଛ ଗୋସାଇଁଲୀଳା ଦେଖୁବାକୁ ନୀଳାଚଳକୁ ଗମନକରନ୍ତି ଶ୍ରଦ୍ଧାରେ ଭକ୍ତଗଣ ପ୍ରତିଦିନସେମାନଙ୍କର ସଙ୍ଗେ ମନଭୂୃଙ୍ଗ ଧାଇଯାଉଲୀଳାରସ ପାନ କରି ନୀଳାଚଳେ ଥାଉଏତିକି ମାତ୍ର ମାଗୁଣି ଚରଣେ ତୁମ୍ଭରଲୀଳାଦେଖୁ ଜୀବଯାଉ କହେ ହରିହରଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳ ଖଣ୍ଡେତଥା ଗୁଣ୍ଡିଚାଯାତ୍ରା ବର୍ଣ୍ଣନେନାମ ତ୍ରୟୋତ୍ରିଂଶୋଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment