ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଉନଚତ୍ବାରିଂଶୋଧ୍ୟାୟଃ
ଉନଚତ୍ବାରିଂଶ ଅଧ୍ୟାୟ
ଅର୍ଘ୍ୟ ଆଚମନ ସ୍କାନ ପାଦୋଦକ ଜଳ ।ମନ ମୁନଙ୍କ ପଚାରନ୍ତ ମୁନଗଣପାନ୍ କଲେ ପାପରାଶି ହୁଅଇ ନିର୍ମୁଳ । |ଝିଗନ୍ନାଥଙ୍କ ମହମା କରନ ଶ୍ରବଣି ।ତୀର୍ଥସ୍ବାନ ଫଳ ମିଳେ ହୁଏ ଗ୍ରହ ଶାନ୍ତିନବେଦତ ଅନ୍ନ ଆଉ ନମାଲ୍ୟ ମହମାରାକ୍ଷସ ଭୂତ ବେତାଳ ଦୂରକୁ ପଳାନ୍ତି । |ବୁଝାଇ କହିଲେ ସର୍ବ ଆହେ ପୁଣ୍ୟତମା ।ଶବାଦି ଅମେଧ୍ୟ ବସ୍ତୁ ସିର୍ଖ ଦୋଷ ନାଶ |ଅନ୍ୟଯତ୍ରା ମାନଙ୍କରେ ହୁଏ ଯେତେ ଫଳହୁଏ ବୃତଦୀକ୍ଷା ଫଳ ଲଭଇ ଅବଶ୍ୟ । |ଯଥାର୍ଥ ରୂପେ ବୁଝାଇ କହନ୍ତୁ ସକଳ ।॥ଏଁଶବର୍ଯ୍ୟ ବଢ଼ାଇ ଅପମ୍ପତ୍ଯୁ ନାଶ କରେ |ଯେଉଁ ଉଦ୍ଦେଶ୍ୟରେ ପ୍ରଭୁ ଯାତ୍ରା ଭିଆଇଲେଦୂରାରୋଗ୍ୟ ବ୍ୟାଧୂରାଶି ନାଶ ବେଗେ କରେ । |ତାହା ଶୁଣିବାକୁ ଇଚ୍ଛା କରୁଛୁ ସକଳେ ।ସୁରା ଗୋସାଂସ ଭକ୍ଷଣ ଯଦି କରିଥାଏଜୈମିନି ମୁନି କହନ୍ତି ଶୁଣ ମୁନିଗଣସେ ପାପରୁ ସେହିଜନ ବେଗେ ମୁକ୍ତ ହୁଏ ।ଲୋକହିତେ ପ୍ରଭୁ ଯାତ୍ରା କରିଲେ ଭିଆଣ ।ଉକ୍ତ ଚତୁବିଧ ଜଳେ ଅଙ୍ଗ ଅର୍ଦ୍ଧ ଥବ |ର ପ୍ରଭୁ ବିବିଧ ଗଣ ବିବିଧ ରୂପରେଆଶୌଚ ବାରତା ଯଦି ଗ୍ରହଣ କରିବ ।ନାନାଚେଷ୍ଟା ନାନାଭାବେ ଲୀଳାରେ ବିହରେ ।ତଥାପି ଅଶୁଚି ନ ହୋଇବ ସେହି ଜନ |ଅହଙ୍କାର ଜିଭ କର୍ମଫଳ ଜନେ ନାହିଁପୂର୍ବପରି କରିବ ସେ ସକଳ କରମ ନଳ ନସେ ଜନ ପ୍ରତିଜ୍ଞା କରି ଯାବତ ଜୀବନ |ଅହଙ୍କାର ଯୋଗେ ଜୀବ ବନ୍ଧନେ ପଡ଼ଇ ।
ଏ ଜଳ ବହୁତ ଅବା ଅଳପ ପ୍ରମାଣଅହଙ୍କାର ବୁଦ୍ଧିରେ ଯେ କରିଥାଏ କର୍ମଗ୍ରହଣ କରଇ ନିତ୍ୟ ଆନନ୍ଦ ମନରେସେ କର୍ମରେ ଶୁଭାଶୁଭ ଫଳ ବିଦ୍ୟମାନ ।ନିଶ୍ଚୟ ସେ ଜନ ମୁକ୍ତିପଦ ଲାଭ କରେ । |ସତ୍ତଵାଦ ଗୁଣ ଭେଦରେ ଜନମାନଙ୍କରଏହିପରି ନୀଳାଚଳ ଧାମେ ଜଗନ୍ନାଥବୁବ୍ଧି ଯେ ପ୍ରକାଶ ହୁଏ ତିନି ପରକାର ।ଲୋକମାନଙ୍କୁ ଯେ ଦୟା. କରିବା ନିମିତ । |ଯାହାର ବୁଦ୍ଧିରେ ସତ୍ତଗୁଣ ପ୍ରକାଶଇପୁରୁଷୋଉମ କ୍ଷେତ୍ରରେ କମଳା ସହିତଅନ୍ୟକଥା ଛାଡ଼ି ମୋକ୍ଷ ଫଳକୁ ଇଚ୍ଛଇ ।ବିବିଧ ପ୍ରକାରେ ଲୀଳା କରନ୍ତି ସତତ । |ଏ ହେତୁ ସେ ଜନମାନେ ଯେ କର୍ମ କରନ୍ତିସକଳ ଜନକୁ ମୁକ୍ତିଦାନ କରୁଛନ୍ତି ସେକମ୍ରେ ଭଗବାନ ସନ୍ତୋଷ ହୁଅନ୍ତି ।ପୁରୁଷୋଉମ କ୍ଷେତ୍ରରେ ସର୍ବଦା ଅଛନ୍ତି । |ସ୍ଵ ଜନର ବୁଛି ରଜୋଗୁଣେ ହୁଏ ପୂର୍ଣନିର୍ମାଲ୍ୟ ବା ପାଦୋଦକ ନୈବେଦ୍ୟ ଭୋଜନ |ଗପ ଜନ କରନ୍ତି ସେ ସକଳ ପୁଣକିମ୍ବା ତାହାଙ୍କୁ ଦର୍ଶନ କଲେ ବା ପ୍ରଣାମ ! |ଲୋକେ କରିବେ ପ୍ରଶଂସା ଯେ କୀର୍ଭି ରହିବତାହାଙ୍କୁ ଦୂଲ୍ଲଉ ମୁକ୍ତି କରନ୍ତି ପ୍ରଦାନସନ୍ଦେହିଁ ଜି କର ଏକଥାରେ ମୁନିଗଣ । |ଚଳୋଗୁଣୀ ଶ୍ରମ ସହି କର୍ମ ସମ୍ପାଦିବ _ ।ସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେ |ତମୋଗୁଣୀ ଇହଲୋକେ ଯେ କର୍ମ କରନ୍ତିଅଷ୍ଟତ୍ରିଂଶ ଛାନ୍ଦ ଶେଷ ଉନ୍ମଳ ଭାଷାରେ ॥ |ପ୍ରତ୍ୟକ୍ଷରେ ଫଳ ହେବ ବୋଲି ବିଚାରନ୍ତି ।ଜଗନ୍ନାଥ ବଳରାମ ସୁଭଦ୍ରା ସଙ୍ଗରେଗତାନୁଗତିକ ଭାବେ ପ୍ରସଙ୍ଗ କ୍ରମରେଦାରୁଦେହେ ଲୀଳା କର ନୀଳ ପର୍ବତରେ । |ଫଳ କାମନାରେ ତାମସ ଯେ କର୍ମ କରେ ।
ରହିଛନ୍ତି ଆପଣଙ୍କ ଧ୍ଵକର ଉପରେଆପଣଙ୍କ ପାଦପଦ୍ଧ ଦର୍ଶନ ନିମିତମସ୍ତକେ ଜଳ ବଷନ୍ତି ହୋଇ ଆନନ୍ଦିତପ୍ରଜା ପାଳନ ନିମିତ୍ତ ଏହି ମହୀତଳଜଳରେ ପ୍ଲାବନ କରୁଅଛନ୍ତି ସକଳଏ ରୂପେ ପ୍ରାର୍ଥନା କରି ବିନୟ ବଚନେଜଗନ୍ନାଥଙ୍କୁ ସନ୍ତୁଷ୍ଟ କରିବ ସେକ୍ଷଣେଯେଉଁପରି ପ୍ରଭୁଙ୍କର ଦୟା ପ୍ରକାଶିବଆଲଟ ଚାମର ଧରି ବ୍ୟଜନ କରିବସୁଗନ୍ଧ ଚନ୍ଦନ ଦେହେ କରିବ ଲେପନଶଯ୍ୟା ଗୃହ ଦ୍ଵାରଦେଶେ କରିବ ସ୍ଥାପନ ।ଉତ୍ତମ ପାୟସ ଇକ୍ଷୁ ଜାତଦ୍ରବ୍ୟମାନପ୍ରତିପ୍ରଦ-ଯାବତ ଯେ ନାନାଫଳେ ପୂର୍ଣ ।ବହୁବିଧ ପିଷ୍ଟକ ଯେ ଘୂତ ସୁପାଚିତଇତ୍ୟାଦି ଉପକରଣ ତାମ୍ବୁଳ ସହିତଭକ୍ତିରେ ପ୍ରଭୁଙ୍କୁ ନିବେଦନ କରି ଦେବଯେ ଜନ ଏହି କାଳରେ ଦର୍ଶନ କରିବ ।ଅଥବା ସୁତି କରିବ ଆନନ୍ଦ ଚିତ୍ତରେକ୍ଲେଶ ନ ସହିବ କେବେ ଜନନୀ ଗର୍ଭରେ ।ଏଦିନ ଜଗନ୍ନାଥଙ୍କୁ ଯେ କରେ ଦର୍ଶନମହାଫଳ ଲାଭ କରେ ଶୁଣ ରଷିଗଣ ।ଜଗନ୍ନାଥ ପ୍ରଭୁଙ୍କର ପ୍ରୀତି ଉଦ୍ଦେଶ୍ୟରେସ୍ବାନ ଦାନ ଜପ ହୋମ ଯେଉଁଜନ କରେ ।ପୂଜା କରି ଯେଉଁ ଜନ ରହେ ଜାଗରିତଅକ୍ଷୟ ଫଳ ଲଭଇ ସନ୍ଦେହ ନାହିଁତ ।ଯେଉଁ ଜନ ଏ ସକଳ କରେ ଅନୁଷ୍ଠାନସଂସାରରେ ଆଉଥରେ ନ ହୁଏ ଜନମ ।| ଏ ବ୍ରତ ଶେଷରେ ବ୍ରାହ୍ମଣଙ୍କ ଦେବ ଦାନସନ୍ତୋଷ କରିବ ଭୁଞ୍ଜାଇଣ ମି ମିଷ୍ଟଅନ୍ନ |ସମୁଦାୟ ଅଙ୍ଗପୁଣ୍ଠ କରି ଏହି ବ୍ରତଯେ କରଇ ବିଝୁଲୋକ. ତାକୁ ହୁଏ ପ୍ରାପ୍ତ ।ସେ ଜନ ମନରେ ଯାହା କାମନା କରଇସେ ସକଳ କାମନା ଯେ ସିଦ୍ଧ ହୋଇଥାଇ ।ସ୍କାନ ଦାନ ଜପ ହୋମ ସହ ଏହି ବ୍ରତଯେ କରେ ତାହାର ହୁଏ ପୂର୍ଣ୍ଣ ମନୋରଥ ।ସକଳ କାମନା ସିବି ହୋଇଥାଏ ତାରଅନ୍ତକାଳେ ବୈକୁଣ୍ଠକୁ ଯାଏ ସେହି ନର ।ପାର୍ଶ୍ଵ ପରିବ୍ଭନର ବିଧାନ ଶୁଣିଲେଅକ୍ଷୟ ସମ୍ପତ୍ତି ସେହି ଜନ ଲାଭ କରେ ।ଏହାପରେ ଉତ୍ଥାପନ ଉତ୍ସବ ବିଧାନଶ୍ରବଣ କରନ୍ତୁ କହୁଅଛି ରଷିଗଣ |ଜୁମାର ପୂର୍ିମା ଦିନ ଜଗନ୍ନାଥଙ୍କରଅର୍୍ଚନ କରିବା ଯଥା ବିଧାନେ ସତ୍ଵବର ।ଜଳକ୍ରୀଡ଼ା ପୁଷ୍ପମାଲ୍ୟ ଅନୁଲେପନରେପ୍ରଭୁଙ୍କ ପ୍ରୀତି ସାଧନ କରିବ ଭକ୍ତିରେ |ପୁଣିମା ରାତ୍ରି କାଳରେ ଉତ୍ସବ କରିବର୍ିବିଧ ଫଳ ପିଷ୍ଟଳେ ଯତନେ ପୂଜିବ ।ଏହାପରେ ପ୍ରାତଃକାଳ ଉପସ୍ମିତ ହେଲେକାରିକ ବ୍ରତ ସଂକଳ୍ପ କରିବ ବିଧ୍ଵରେ ।
ଶୁକ୍ଲପକ୍ଷ ଏକାଦଶୀ ଦିନ ପରିଯନ୍ତନାନାବିଧ ଉପଚାର ଦେଇଣ ପୂଜିବବ୍ରତ ଗ୍ରହଣ କରିବ ହୋଇଣ ସଂଯତପୁଜାଶେଷେ ନିରାଜନ ବିଧୂରେ କରିବ ।ଏକାଦଶୀ ଦିନ ଯଥା ବିଧାନେ ପୂଜିବଏହାପରେ ଦୁଇକର ଯୋଡ଼ି ଆନନ୍ଦରେଶୟନରୁ ଉତ୍ଥାପନ ବେଗେ କରାଇବ । |ପ୍ରାର୍ଥନା କରିବ ଜଗନ୍ନାଥଙ୍କ ପୟରେ ।ଏହିଦିନ ନିଶାକାଳେ ଆନନ୍ଦ ଚିତ୍ତରେହେ ପ୍ରଭୁ ହେ ଚରାଚର ବିଶ୍ବ ରକ୍ଷାକାରୀମନ୍ତ୍ର ପଢ଼ି ଉଠାଇବ ପ୍ରଭୁଙ୍କୁ ବିଧ୍ୂରେହେ ଜଗତଗୁରୁ ଜୀବଗଣେ ଦୟାକରି ।ହେ ଦେବଦେବେଶ ଜଗଡ୍ତ୍ୟୋତି ତେଜୋରାଶି |ଅମୃତ ଦୃଷ୍ଟିରେ ସଦା ନିରୀକ୍ଷଣ କରବେଗେ ଉଠ ଶୟନରୁ କରୁଣା ପ୍ରକାଶିସଂସାର ସାଗରୁ ଜଗନ୍ନାଥ ପାରିକର |ତୁମ୍ଭ ମାୟାରେ ପ୍ରସୁପ୍ତ ସକଳ ଜଗତଅନନ୍ତର ନୃତ୍ୟ ଗୀତ ଆଦି କଉତୁକେଶୟନରୁ ବେଗେ ଉଠିକର ଦୃଷ୍ଟିପାତ |ରାତ୍ମି ଯାପନ କରିବ ପରମ ଉତ୍ତୁକେ ।ପ୍ରସ୍କୁଟିତ ପଦ୍ଧସମ ଶୋଭିତ ନୟନଏହିକାଳେ ଯେଉଁଜନ କରନ୍ତି ଦର୍ଶନଚାହିଲେ ପବିତ୍ର ହେବେ ସକଳ ଭୁବନ । |ମୋହନିଦ୍ରା ତେଜିଯାନ୍ତି ବୈକୁଣ୍ଠ ଭୁବନ ।ଶୁତିସୃତି ଭକ୍ତ କ୍ରିୟା ବିଧ୍ବରେ ପ୍ରବୃତଏହି ଜନମାନଙ୍କର କାମନା ସକଳବିଶ୍ଵବାସୀ ୧ ସର୍ବ ହେବେ ସହ୍ଦେହ ନାହିଁ ତପୂର୍ଣ ହୋଇଥାଏ ଏଥୁ ସନ୍ଦେହ ନ କର ।ଏମନ୍ତ ପଢ଼ିବ ବୀଣା ବେଣୁ ବଜାଇଣପ୍ରାପ୍ତ ହୁଏ ସହସ୍ରାଶ୍ଵମେଧ ଯାଗଫଳମଙ୍ଗଳ ଗାନ କରିବେ ସୂତ ବନ୍ଦିଗଣକୋଟିଏ କପିଳା ଧେନୁ ଦାନ ସଙ୍ଗେ ତୁଲ ।ଶଙ୍ଖ କାହାଳ ମୁରଜ ଆଦି ବାଦ୍ୟଧ୍ନିପୃଥିବୀର ସର୍ବତୀର୍ଥ ସ୍କାନ ଯେତେ ଫଳସ୍ତୋତ୍ରପାଠ ସହ ନୃତ୍ୟ ଗୀତ ଜୟଧ୍ବନିତାହା ଲାଭକରେ ସେହି ଜନଟି କେବଳ ।ଏ ରୂପେ ଜଗନ୍ନାଥଙ୍କୁ ବେଗେ ଉଠାଇବ ।ମୁନିଗଣ ଚାତୁର୍ମାସ୍ୟା ବ୍ରତର ପାରଣପ୍ରଭୁଙ୍କ ଅଙ୍ଗରେ ତୈଳ ମର୍€୍ଦନ କରିବକରିବ କାରକ ଶୁକ୍ଳ ପୂର୍ଣଣିମାର ଦିନନୃତ୍ୟ ମଣ୍ଡପରେ ଆଣି ସ୍ଥାପନ କରିବଚାତୁର୍ମାସ୍ୟା ବ୍ରତକାଳେ ହୋଇଣ ସଂଯତପଞ୍ଚାମୂତ ଫଳୋଦକେ ସ୍ଵାନ କରାଇବଆଠମାସ ସୁବର୍ଣ୍ଣରେ କରିବ ନିର୍ମିତ |ଯବ କଳକ ଆମଳକୀ ଟୂର୍ଣ୍ଣକୁ ଲେପିବ ।|
ଅବା ଶକ୍ତି ଅନୁସାରେ ଭଗବାନଙ୍କରସର୍ବାଙ୍ଗ ତୁଳସୀ ଚୂର୍ଣ୍ଣ ଘର୍ଷଣ କରିବପ୍ରତିମା ଗଠନ କରିବେ ଯେ ବ୍ୂତୀନର ।ଉତ୍ତମ ଗନ୍ଧ ଚନ୍ଦନ ସର୍ବ ଶରୀରରେ କିମ୍ବାଶାଳଗ୍ରାମ ଶିଳା କରିଣ ସ୍ଥାପନଲେପନ କରିବ ଆଣି ଶ୍ରଦ୍ଧା ଭକତିରେବିଷ୍ଣୁଙ୍କର ଚତୁମୂଭି କରିବ ଅ୍ଚନ |ଅନନ୍ତର କ୍ରମେ ପୁଷ୍ଠ ବାସିତ ଜଳରେଏହି ପୂଜା ସୁଧାଲିପା ମଣ୍ଡପେ କରିବକର୍ପୁର ମିଶ୍ରିତ ଜଳ କୁଶ ଉଦକରେ ଅଥବା ।ଗୃହ କୋଣକୁ ସଜାଇ ମଣ୍ଡିବ ।ରତ୍ତୋଦକ ଗନ୍ଧୋଦକ ପୃଥକ କରିଣଚନ୍ଦ୍ରାତଫ ପୁଷ୍ଠମାଳା ଚାମର ଶୋଭିତସେ ସ୍ଥାନେ ଭଗବାନଙ୍କ କରାଇବ ସ୍କାନ୍ ¦ |ଭିଭି ସକଳ ହୋଇବ ସୁଧା ଧବଳିତ ।ସେ କାଳେ ଜଗନ୍ନାଥଙ୍କୁ ଯେ କରେ ଦର୍ଶନ |ସ୍ତମ୍ଭମାନଙ୍କର ନାନା ଚିତ୍ର ବିଭୂଷିତପାପ ଶୂନ୍ୟ ହୋଇଯାଏ ବୈକୁଣ୍ଠ ଭୁବନ । |କାଳାଗୁରୁ ଧୂପେ ହେଉଥୁୂବ ସୁବାସିତ |ଆଉ କି ଅଧକ ଶୁଣିଥାଅ ରଷିଗଣତନ୍ମଧ୍ୟେ ପଞ୍ଚିବର୍ଣ୍ଣରେ ମଣ୍ଡଳ ଆଙ୍କିବସାକ୍ଷାତ କମଳା ଦେବୀ କରି ଆଗମନତଦୂପରି ହସ୍ତୀଦନ୍ତ ପଲଙ୍କ ସ୍ଥାପିବ |ନିଷ୍ପାପ ସେହି ଜନକୁ ଧରିଣ ହସ୍ତରେସେ ପଲଙ୍କେ ପଟ୍ଟରାଦୀ କରିବ ସ୍ଥାପନସ୍କଥାପନ କରନ୍ତି ନେଇ ପୁଭୁଙ୍କ. କୋଳରେ । ।ତହିଁରେ ଦମୋଦରଙ୍କୁ କରିବ ଅର୍ଚ୍ଚନ |କୁଙ୍କୁମାଗୁରୁ କସ୍ତୁରୀ କର୍ପୁର ଚନ୍ଦନଏ ରୂପେ ଦାମୋଦରଙ୍କୁ କରିବ ନିର୍ମାଣତୀଥୌଦକେ ଗୋଳି ଅଙ୍ଗେ କରିବ ଲେପନ ।ଲକ୍ଷ୍ମୀଙ୍କୁ କରିବ ବାମ କରେ ଆଲିଙ୍ଗନ ।ବାଳାଗୁରୁ ରସେ ସିକ୍ତ କର୍ପୁର ମିଶ୍ରିତଅନ୍ୟ ଦକ୍ଷିଣ କରରେ ବର ମୁଦ୍ରା ଥବମାଳତୀ ମାଳ କଣ୍ଠରେ ଲମ୍ବାଇ ଦେବ ତ ।।
ଭକ୍ତଗଣ ମନୋବାଞ୍ଚା ପୂରଣ ହୋଇବ ।ନାସିକା ଲଲାଟ ନେତ୍ରଦୃୟ କର୍ଣ୍ଣଦ୍ୟସୁନ୍ଦର ରୂପେ ଗଠନ କରିବ ନିଶ୍ଚୟବକ୍ଷସ୍ଥଳ ସୁବିସ୍ତୃତ ସମସ୍ତ ଶରୀରଲାବଣ୍ୟରେ ପୂର୍ଵ ହୋଇ ଅତି ମନୋହରଲକ୍ଷ୍ମୀଙ୍କର ଏକହସ୍ତେ ସ୍ଵର୍ଣ୍ଣ ପଦ୍ଧ ଦେବପ୍ରଭୁଙ୍କ ପାଇଁ ତାମ୍ଭୂଳ ଅନ୍ୟହସ୍ତେ ଥିବପଞ୍ଚାମୃତେ ସ୍ାନକରି ବସ୍ତର ପିନ୍ଧାଇବଯଥାଶକ୍ତି ଉପଚାରେ ଅର୍ଚ୍ଚନା କରିବପୂଜା ଶେଷରେ ପ୍ରଭୁଙ୍କୁ କରିବ ଅର୍ପଣତାମ୍ରମୟ ମୂଣ୍ମୟ ବା ଦୀପାବଳି ମାନଗତସଂଖ୍ୟା ଦୀପବୃକ୍ଷ ଗବ୍ୟଘ୍ପତ ଦେଇଅବା ତିଳ ତୈଳେ ଜଳାଇବ ବେଗେ ତହିଁଏ ସମୟେ ବ୍ରହ୍ମା ନାରଦାଦି ରଷିଗଣଏମାନଙ୍କୁ ଯଥାବିଧ କରିବ ଅର୍ଚ୍ଚନବସ୍ତର ମାଲ୍ୟ ଭକ୍ଷ୍ୟ ଆଦି ଉପଚାରମାନଦାମୋଦଗରଙ୍କୁ ପୂଜିଣ ବିପ୍ରେ ଦେବ ଦାନତୀର୍ଥରାଜା ସ୍ଵାନକାଳେ ଯେପରି ବିଧ୍ୂରେପୂଜା କଲେ ଏହିସ୍କାନେ ସେପରି ବିଧୂରେତଦ୍ବିଷୋ ଇତ୍ୟାଦି ମନ୍ତ୍ର କରି ଉଚ୍ଚାରଣବ୍ରହ୍ମା ଆଦି ଦେବତାଙ୍କୁ କରିବ ଅର୍ଚ୍ଚନଗୀତ ବାଦ୍ୟ ପୁରାଣେ ପଠନ ମହୋତ୍ସବକରି ଉଜ୍ାଗରେ ରାତ୍ରି ଯାପନ କରିବଅନନ୍ତର ରାତ୍ରି ଶେଷେ ସ୍କାନାଦି କରିବବୈଷ୍ଣବ ଅଗ୍ନି ସ୍ଥାପନ ବିଧ୍ୂରେ କରିବଅଷ୍ଟାକ୍ଷର ମନ୍ତ୍ରେ ଦାମୋଦର ପ୍ରୀତି ଅର୍ଥେଅଗ୍ନିରେ ଦେବ ସମିଧ ଘୂତ ଚରୁଯୁକ୍ତେଲକ୍ଷ୍ମୀଙ୍କର ଉଦ୍ଦେଶ୍ୟରେ ଶ୍ରୀସୂକ୍ତ ମନ୍ତ୍ରରେମଧୁଲାଜା ଶଏଆଠ ଆହୁତି ଅଗ୍ନିରେନାମ ମନ୍ତ୍େ ପ୍ରତ୍ୟେକଙ୍କୁ ଅଷ୍ଟସଂଖ୍ୟା ହୋମବ୍ରହ୍ମା ନାରଦ ବଶିଷ୍ଠ ଦକ୍ଷ ଗଉତମସନତ କୁମାର ଅତ୍ରି ଭରଦ୍ଵାଜ ମୁନିକଶ୍ୟପ ଦୁର୍ବାସା ଅଗସ୍ତ୍ୟ ଯେ ଏତେ ଘେନି ।ଏହାପରେ ମହଦେବୀଙ୍କର ଉଦ୍ଦେଶ୍ୟରେଶହେ ଆଠ ତିଳାହୂତି କରିବ ଅଗ୍ନିରେଏ ସକଳ ରଷିଗଣ ବୈଷ୍ଣବ ପ୍ରଧାନବିଷ୍ଣୁ ସ୍ଵରୂପେ ସାକ୍ଷାତେ ସନ୍ଦେହ ନମଣଏମାନଙ୍କୁ ପୂଜା ଯେହୁ କରିଲ ଭକ୍ତିରେସନ୍ତୋଷ ହୁଅନ୍ତି ଦାମୋଦର ତାହାଠାରେ ।ଏହାପରେ ଆଚାର୍ଯ୍ୟଙ୍କୁ କରାଇ ଭୋଜନସ୍ବର୍ଣ ଧେନୂ ବସ୍ତର ଧାନ୍ୟ ଆଦି ଦେବ ଦାନ ।ଭଗବାନ ବାସୁଦେବ ସନ୍ତୋଷ ନିମିତ୍ତବ୍ରାହ୍ମଣମାନଙ୍କୁ ଦେବ ମିଷ୍ଟାନ୍ସ ବହୁତଦାମୋଦର ପ୍ରତିମାକୁ ଉପଚାର ସହଆଚାର୍ଯ୍ୟଙ୍କୁ ଦେଇଦେବ ହୋଇଣ ବିନୟ ।
ଦାମୋଦର ଜଗନ୍ନାଥ ହୂଅନ୍ଧୁ ପ୍ରସନ୍ନସମଗୁ ଜଗତରୂପୀ ଅଟନ୍ତି ଆପଣହେ ବିଶ୍ବ ଆଧାରି ପ୍ରାଣୀମାନଙ୍କର ଧର୍ମଦୟାକରି ମୋର ବ୍ରତ କରନ୍ତୁ ସମ୍ପୂର୍ଣ୍ଣ ।ଦେବ ଦାମୋଦର ମୁରି କରୁଛି ପ୍ରଦାନଏହାର ପ୍ରଦାତା ସ୍ବୟଂ ଦାମୋଦର ଜାଣ ।ବୃଷଭ ଧ୍ଵଜ ଗ୍ରହୀତା ଆହେ ଜନାର୍ଦ୍ଦନଆପଣ ମୋ ପ୍ରତି ବେଗେ ହୁଅନ୍ତୁ ପ୍ରସନ୍ନ ।ଏହିମନ୍ତେ ପ୍ରତିମାକୁ କରିଦେବ ଦାନଅଚାର୍ଯ୍ୟକୁ ମନ କରି ସ୍ଵୟଂ ଭଗବାନ ।ଏ ମନ୍ତ୍ରରେ ପ୍ରତିମାକୁ ଆଚାର୍ଯ୍ୟକୁ ଦେବସ୍ଵୟଂ ଭଗବାନ ବୋଲି ମନେ ବିଚାରିବ ।ଏହିରୂପେ ନିଜ ବ୍ରତ କରି ସମାପନବିପ୍ରଙ୍କୁ ତୋଷିବ କହି ବିନୟ ବଚନ ।ଯେହେତୁ ଆଚାର୍ଯ୍ୟ ଦେବ ହୋଇଲେ ସନ୍ତୋଷନାରାୟଣ ସନ୍ତୁଷ୍ଟ ଯେ ହୁଅନ୍ତି ଅବଶ୍ୟ ।ଅବଶିଷ୍ଟ ଦ୍ରବ୍ୟମାନ ବିପ୍ରେ ଦେବ ଦାନପ୍ରିୟବନ୍ଧୁଗଣ ସହ କରିବ ଭୋଜନଚାତୁର୍ମାସ୍ୟା ବ୍ରତକୁ ଯେ ବିଧାନେ କରଇଇହଲୋକେ ସୁଖଭୁଞ୍ଜି ବଵୈକୁଷଣ୍ଠକୁ ଯାଇ ।ଶ୍ରତି ସ୍ଵୃତି ପୁରାଣରେ ହୋଇଛି ଉକତଏହି ବ୍ରତଠାରୁ ନାହିଁ ଶ୍ରେଷ୍ଠ ଅନ୍ୟନ୍ରତ ।ଦ୍ଵିଜଗଁଣ ବିଷ୍ଣୁଙ୍କର ପ୍ରିୟ ଏହି ବ୍ରତତୁଳନା ନୁହଇ ଏହାସଙ୍ଗେ ଅନ୍ୟବ୍ରତ ।ସହସ୍ର ସହତ୍ର ତିଳ ପୂର୍ଣ୍ଣ ପାତ୍ର ଦାନଅୟୁତ ସଂଖ୍ୟାରେ କନ୍ୟା କରିବ ପ୍ରଦାନ ।ଶତ ଶତ କୃଷ୍ଣାଜିନ ବିପ୍ରେ ଦେବ ଦାନଅୟୁତ ସଂଖ୍ୟାରେ ଅଶ୍ଵ କରିବ ପ୍ରଦାନ ।ଏ ସକଳ ଦାନ କଲେ ଯେତେ ଫଳ ମିଳେସେ ସକଳ ଫଳ ଲଭେ ଏହି ବ୍ରତ କଲେ ।ସର୍ବ ତ୍ରିକୋଟି ତୀର୍ଥରେ ସ୍କାନେ ଯେତେ ଫଳସର୍ବାଭୀଷ୍ଟ ଲାଭ ହୁଏ ଏ ବ୍ରତେ କେବଳ ।ଚିଦାନନ୍ଦମୟ ପ୍ରଭୁ ହେଲେ ପରିଚିତନିଃସନ୍ଦେହ ସେହି ଜନ ହୁଅଇ ମୁକତ ।ଶ୍ରୀସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେଉନଚତ୍ତାରିଂଶ ଛାନ୍ଦ ଉତ୍କଳ ଭାଷାରେଆହେ ପ୍ରଭୁ ବକ ପଞ୍ଚମରେ ନୀଳାଚଳେଲୀଳା କରୁଅଛ ସ୍ଵର୍ଣ୍ଣ କେତକୀ ବେଶରେପଞ୍ଚଦିନେ ପଞ୍ଚବେଶ ହୁଏ ମହାବାହୁମାନସ ପଟରେ ସେହି ବେଶ ଲାଗିରହୁସେହିବେଶ ଦେଖୁଥିବ ମାନସ ନେତ୍ରରେଦୀନ ହରିହର ମାଗେ କରଯୋଡ଼ି ଶିରେଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେଉତ୍ଥାପନ ବିଧ ବର୍ଣ୍ଣନେ ଚାତୁର୍ମାସ୍ୟାବତ ଉପାୀକ୍ଷନ ବର୍ଣ୍ଣନେ ନାମଉନଚତ୍ବାରିଂଶୋଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment