ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚବିଂଶୋଧ୍ୟାୟଃ
ପଞ୍ଚବିଂଶ ଅଧ୍ୟାୟ
ଜୈମିନି ମୁନି କହନ୍ତି ଶୁଣ ରଷିଗଣପ୍ରତିଷ୍ଠା ବିଧାନ ପଚାରିଲେ ଇନ୍ଦ୍ରଦ୍ୟୁମ୍ନ ।ନାରଦ ମହର୍ଷି ଶାସ୍ତ୍ର ବିଚାର କରିଲେପ୍ରତିଷ୍ଠା ବିଧାନ ପତ୍ର ଲେଖାଇ ଯେ ଦେଲୋଦ୍ରବ୍ୟ ସୂଚିପତ୍ର ରାଜା ତକ୍ଷଣେ ପଢ଼ିଲେପଦ୍ଧନିଧ୍ଵଙ୍କର କରେ ନେଇ ଅରପିଲେ ।ପଦ୍ଧନିଧ୍ ଏ ସକଳ ଦ୍ରବ୍ଯ ସମ୍ପାଦିବପୁର୍ଣିମୟୀଶାଳା ବେଗେ ପ୍ରସ୍ତୃତ କରିବବ୍ରହ୍ମାଙ୍କର ବାସଗ୍ଧହ ଶୁଭ୍ଧବର୍ଣ୍ ହେବବହୁର୍ଷିମାନଙ୍କ ଗହ ନିର୍ମଳ କରିବ |!ଇନ୍ଦ୍ରାଦି ଦେବତାଗଣ ଆଉ ସିଦ୍ଧଗଣମର୍ଜ୍ୟଭୁବନେ ଅଛନ୍ତି ଯେତେ ମୁନିଗଣ ।ନୃପଗଣ ପାତାଳରେ ନାଗ ରାଜାଗଣ[ଏମାନଙ୍କ ଅର୍ଥେ ଗୃହ କରିବ ନିର୍ମାଣ ।ସ୍ଵର୍ଗ ମର୍ଭ୍ୟ ପାତାଳରେ ଅଛନ୍ତି ଯେ ପ୍ରାଣୀଏମାନଙ୍କ ଉପଭୋଗ୍ୟ ଦ୍ରବ୍ଯମାନ ଆଣି ।ପଥ ଉଭୟ ପାର୍ଶ୍ଵରେ ସଜାଇ ରଖିବଶ୍ରେଣୀ ବନ୍ଧକରି ଗହ ନିର୍ମାଣ କରିବ ।ଅତି ସତ୍ଵର ଏ ଗହ କରିବ ପ୍ରସ୍ତୁତବିଶ୍ଵକର୍ମା ତୁମ୍ଭଙ୍କୁ ଯେ ସହାୟ ହେବେତ ।ଇନ୍ଦ୍ରଦ୍ୟୁମ୍ନ ଏହି ରୂପେ ଆଦେଶ କରିଲେଏ ସମୟେ ପୁନର୍ବାର ନାରଦ କହିଲେ ।ହେ ରାଜନ ! ଆୟୋଜନ ଯେ ଦ୍ରବ୍ୟ କରିବପୂଥକ ପୂଥକ କରି ତାହା ସମ୍ପାଦିବ |ଉତ୍ତମ ପ୍ରକାରେ କର ତିନିଗୋଟି ରଥସ୍ଵର୍ଣ୍ଣ ଭୂଷଣରେ ହେବ ତାହା ବିଦୂଷିତ ।ପଟ୍ଟବସ୍ତ ମାଳା ରନ୍ ଘଣ୍ଟା ଆଭରଣରଥଗୁଡ଼ିକ ହୋଇବ ସୁନ୍ଦର ନିର୍ମାଣ |ଗରୁଡ଼ ଧ୍ଵଜେ ଚିହ୍ନିତ ଜଗନ୍ନାଥ ରଥପଦ୍ଧଧ୍ବଜେ ବିଭୂଷିତ ସୁଭଦ୍ରାଙ୍କ ରଥ |ଏହି ବିଶ୍ବବ୍ରହ୍ମାଣ୍ଡରେ ଯେ ଅଟେ ଆସନସ୍ଵୟଂ ଜଗନ୍ନାଥ ଦେବେ ତାହାଙ୍କର ଯାନ ।ଯେ ହେତୁ ଆଧାର ସେହି ଅଟେ ପ୍ରଭୁଙ୍କରନାହିଁ ନ ଥଲା ନ ହେବ ଶୁଣ ନୃପବର ।ଜଗନ୍ନାଥ ରଥ ଚକ୍ର ଷୋଡ଼ଶ ସଂଖ୍ୟକଚତୁର୍ବଦଶ ବଳରାମଙ୍କର ରଥ ଚକ୍ର |ସୁଭଦ୍ରାଙ୍କ ରଥ ଚକ୍ର ସଂଖ୍ୟାରେ ଦ୍ଵାଦଶଜଗନ୍ନାଥ ରଥ ଚକ୍ର ହସ୍ତ ଯେ ଷୋଡ଼ଶ ।ବଳରାମ ରଥ ଚକ୍ର ହସ୍ତ ଚତୁର୍ବଶଦେବୀ ରଥ ଚକ୍ର ହେବ ହସ୍ତ ଯେ ଦ୍ଵାଦଶ ।ଯେ ପ୍ରଭୁ ନିର୍ମଳ ଜ୍ଞାନ ରୂପ ଦର୍ପଣରେଚରାଚର ଜଗତକୁ ଦର୍ଶନ ଯେଂକରେ ।ତାହାଙ୍କର କରତଳେ ସର୍ବଦା ଦର୍ପଣନିର୍ମଳ ରୂପରେ କରିଅଛି ଅବସ୍ଥାନ |ଦର୍ପଣ ତଳ ହେବାରୁ ଏହାନାମ ତାଳତେଣୁ ବଳରାମଙ୍କର ଚିହ୍ନ ଅଟେ ତାଳ ।ବଳଭଦ୍ରାବତାର ଅନନ୍ତ ଦେବଙ୍କରରଥ ଉପରେ ଏ ତାଳଧ୍ଵଜ ଯୁକ୍ତ କର ।ଲାଙ୍ଗଳୀ ଯେ ବଳଭଦ୍ରଙ୍କର ଅନ୍ୟ ନାମତେଣୁ ରଥେ ଦେଇପାର ଲଙ୍ଗଳର ଚିହ୍ନ ।ରଥରେ ଉତ୍ତର ରୂପେ ଧ୍ଵଜ ସମ୍ପାଦିବଲାଙ୍ଗଳରୁ ତାଳଧ୍ଵଜ ପ୍ରଶସ୍ତ ଭାଷିବ |ଯଥାବିଧବ ରଥତ୍ରୟ ପ୍ରତିଷ୍ଠା କରିବଅପ୍ରତିଷ୍ଠା ରଥେ ଦେବ ବିଜେ ନ କରିବ ।ପ୍ରତିଷ୍ଠା ନ କରି ଗହ ପ୍ରାସାଦ ମଣ୍ଡପଦେବତା ସ୍ଥାପିଲେ ଫଳ ହାନି ହୁଏ ଭୂପଏଣୁ ପ୍ରଭୁଙ୍କର ରଥ ପ୍ରତିଷ୍ଠା କରିବଆୟୋଜନ କର ଦ୍ରବ୍ୟ ସମ୍ଭାର ଯେ ସର୍ବ ।ଏ ପ୍ରତିଷ୍ଠା କର୍ମ ଆମ୍ଭେ କରିବୁ ସମ୍ପନ୍ନପିତାଙ୍କ ଆଜ୍ଞାରେ ଶୀଘ୍ର କଲୁ ଆଗମନରଷିଙ୍କର ଏହି ବାକ୍ୟ ଶ୍ରବଣ କରନ୍ତେପଦ୍ଧନିଧୂ ଦ୍ରବ୍ଯ ଆଣି ଦେଲେ ତ ତୁରିତେବିଶ୍ଵକର୍ମା ତିନିରଥ ଏକ ଦିନକରେନିର୍ମାଣ କରିଲେ ରଖି ଯେ ଆଦେଶ ଦେଲେ।ଏ ତିନି ରଥର ଚକ୍ର ଅତି ସୁଗଠନରଥ ମାନଙ୍କର ଅବୟବ ଯେ ବିସ୍ତୀର୍ଣ୍ସୁନ୍ଦର ତୋରଣା ଧ୍ଵଜା ପତାକା ଶୋଭିତରଥ ଦେହ ନାନା ଚିତ୍ରେ ହୋଇଛି ଚିତ୍ରିତବିଶୁଦ୍ଧ ସ୍ବର୍ଣ୍ଣ ପିତୁଳା ଯୁଗଳ ରଥରେଆବଦ୍ଧ ହୋଇ ରହିଛି ବନ୍ଧନ କୌଶଳେ ।ସେ ରଥକୁ ଦେଖୁଲେ ତ ମନରେ ଆସଇସୂର୍ଯ୍ୟଙ୍କର ରଥ ଭୂତଳରେ ବିରାଜଇମେଘ ଗର୍ଜନ ସମାନ ଶବ୍ଦ ଶୁଣାଯାଏଗମ୍ଭୀର ନିର୍ଘୋଷ ରଥ ଗମନ ସମୟେଅତି ଦୃଢ଼ ଆକର୍ଷଣ ରନରେ ଶୋଭିତଶୁଭ୍ରବର୍ଣ୍ଣ ବାୟୁବେଗ ଶତେ ଅଶ୍ବଯୁକ୍ତରଷିବର ନାରଦ ଯେ ଶାସ୍ତ ବିଧାନରେଶୁଭଦିନେ ତିନିରଥ ପ୍ରତିଷ୍ଠା କରିଲେଜୈମିନି ମୁନିଙ୍କୁ ପଚାରନ୍ତି ମୁନିଗଣବର୍ଣ୍ଣନା କରନ୍ତୁ ରଥ ପ୍ରତିଷ୍ଠା ବିଧାନଏହା ଶୁଣି ମୁନିବର କହନ୍ତି ବଚନରଥ ପ୍ରତିଷ୍ଠା ବିଧାନ କରନ୍ତୁ ଶ୍ରବଣପୂର୍ବେ ନାରଦ ଯେ ରୂପ ପ୍ରତିଷ୍ଠା କରିଲେଆମ୍ଭେ ଦେଖୁଥିଲୁ ତାହା ଶୁଣନ୍ତୁ ସକଳେ ।ରଥର ଇଶାନ କୋଣେ ଗ୍ରହ ନିର୍ମାଣିବଗହ ମଧ୍ୟ ଭାଗେ ଦେବୀ ଯତନେ କରିବ ।ସମ ଚତୁରସ୍ର ବେଦୀ ଚତୁରସ୍ର ହେବଏକ ହସ୍ତ ଉଚ୍ଚତାରେ ବେଦୀ ନିର୍ମାଣିବ ।
ପ୍ରତିଷ୍ଠା ପୂର୍ବ ଦିବସ ରାତ୍ରି ଶେଷକାଳେସ୍ଵସ୍ତି ବାଚନ ଅଙ୍କୁରାରୋପଣ ବିଧ୍ବରେ ।ରାତ୍ରିକାଳେ ଦେବତାମାନଙ୍କୁ ବଳି ଦେବପ୍ରାତଃକାଳେ ବେଦୀଗଧହେ ପ୍ରବେଶ କରିବ ।ସର୍ବତୋ ଭଦ୍ରମଣ୍ଡଳ ମୁରୁଜେ ଲେଖୁବଅବା ଅଷ୍ଟଦଳ ପଦ୍ଧ ନିର୍ବାଣ କରିବ |ବିମ୍ବ ଆତପ୍ୟ ତଣ୍ଡୁଳ ଉପରେ ଥୋଇବକଷାୟ ଉଦକ ତୀର୍ଥୋଦକ ପୂର୍ଣ କୁମ୍ଭ ।ସପତ ମୃତ୍ତିକା ପଞ୍ଚ ପଲ୍ଲବ ରତନସର୍ବୋଷଧୁ ଗନ୍ଧଦ୍ରବ୍ୟ କୁମ୍ଭ କରି ପୂର୍ଣ ।ଆଚାର୍ଯ୍ୟ ବିଷ୍ଣୁ ସ୍ମରଣ କରି ଶୁଚି ହୋଇପୂର୍ଣ କୁମ୍ଭ ପୁରାଇବ ପଞ୍ଚଗବ୍ୟ ନେଇ ।କୁମ୍ଭ ଗଳଦେଶେ ଝୀନ ବସନ ବେଢ଼ାଇତା ଉପରେ ତଣ୍ଡୁଳ ସରାବ ଫଳ ଦେଇ ।ଗନ୍ଧମାଲ୍ୟ ସିନ୍ଦୁରରେ କରି ସୁଶୋଭିତମଙ୍ଗଳାଚାର ଉତ୍ସବେ ଘଟ ସ୍ଥାପିବତ ।ଅନାମୟ ଦେବ ଦେବ ଶ୍ରୀ ନୃସିଂହ ଦେବଦ୍ଵାତ୍ରିଂଶ ଅକ୍ଷର ମନ୍ତ୍ର ନ୍ୟାସ ଯେ କରିବ, ।ଅନନ୍ତର ରଖୁ ବହୁବିଧ ଉପଚାରମାନସରେ ପୂଜା ଜପ ସାରିବ ସତ୍କର ।ତଦନ୍ତରେ ପ୍ରସନ୍ନତା ପ୍ରାର୍ଥନା କରିବମନ୍ରଚୈତନ୍ୟରେ ଆବାହନ ସମ୍ପାଦିବ ।ସୀଧବଗଣ ମାନେ ସୋପଚାରେ ପୂଜଇବାହ୍ୟ ଉପଚାରେ ବାହ୍ୟ ପୂଜା ସମ୍ପାଦଇ ।ପୂଜାଶେଷେ କୁମ୍ଭ ବାୟୁକୋଣେ କୁଣ୍ଡ ପରିବହି ସ୍ଥାପନ କରିବ ମନ୍ତ୍ର ଅନୁସରି |ଅଷ୍ଟ ଉତ୍ତର ସହସ୍ର ସମିଧାଜ୍ୟ ଚରୁହୋମ କରିବେ ଦେବତା ମୂଳମନ୍ତ୍େ ଗୁରୁ ।ତଦନ୍ତେ ସମ୍ପାତ ପତ୍ର କୁମ୍ଭରେ କରିବ }
ପତାକା ବସ୍ତ ମାଳରେ ରଥ ମଞ୍ଡାଇବ |ସୁଗନ୍ଧ ଚନ୍ଦନ ବାରି ରଥରେ ସିଞ୍ଚବଶଙ୍ଖ କାହାଳାଦି ବାଦ୍ୟମାନ ବଜାଇବକାଳାଗୁରୁ ଧୂପଦ୍ଵାରା ଧୂପିତ କରିବଯଥାଯୋଗ୍ୟ ଧ୍ଵଜ ରଥ ଉପରେ ସ୍ଥାପିବରକ୍ତବର୍ଣ୍ଣ ମାଳାମନ୍ଧେ ପୁଜା ଆଚରିବଗରୁଡ଼ଙ୍କ ପ୍ରାର୍ଥନା ଯେ ମନ୍ତ୍ରରେ କରିବଯେ ଏ ବିଶ୍ଵ ସଂସାରର ପ୍ରାଣର କାରଣପରମାମ୍ଭା ବିଷ୍ଣୁଙ୍କର ଶରୀର ସମାନବିଷୁରଥ କେତୁରୂପେ ସଦା ବିରାଜିତଥରେ ଚିନ୍ତିଲେ ମନରେ ନାଗବିଧ ଭୀତଭୟରେ ନାଗୁଣୀ ଗର୍ଭ ହୁଅଇ ସ୍କ୍ଳନଯାର ମୁଖେ ସର୍ପ ମାଂସ ରକ୍ତ ବିଦ୍ୟମାନଆମ୍ଚେ ସେହି ଛନ୍ଦୋମୟ ନିର୍ମଳ ସୁପର୍ଣ୍ଖଗପତିଙ୍କ ଚରଣ କରୁଛୁ ବର୍ଣ୍ଣନଏ ରୂପ ପ୍ରାର୍ଥନା ପରେ କରି ବେଦ ଧ୍ଵନିବହୁବିଧ ବାଦ୍ୟ ଶଙ୍ଖ ବଜାଇବ ଆଣିପୁରୁଷ ସୂକ୍ତ ମନ୍ତ୍ରରେ ରଥର ଉପରେଗରୁଡ଼ ଧ୍ଵଜ ସ୍ଥାପିବ ମନ ଆନନ୍ଦରେଆଚାର୍ଯ୍ୟ ବ୍ରହ୍ମାଙ୍କ ସହ ପୂଜିତ କୁମ୍ଭରଜଳଦ୍ବାରା ବିଷ୍ଣୁ ମନ୍ତ୍ର ପଢ଼ି ତିନିବାରରଥ ଉପରେ ସେଚନ କରି ପୂର୍ଣାହୂତିବ୍ରହ୍ମାଙ୍କୁ ଦକ୍ଷିଣା ଦାନ ଦେବ ମନ ତୃପ୍ତି ।ଆଚାର୍ଯ୍ୟଙ୍କ ଦକ୍ଷିଣାରେ କରିବ ସନ୍ତୋଷବ୍ରାହ୍ମଣ ଭୋଜନେ ଦେବ ଘୃତ ସେ ପାୟସ।ଏହି ରୂପ ବିଧାନରେ ବଳଦେବ ରଥପ୍ରତିଷ୍ଠା କରିବ ପଢ଼ି ବାସୁଦେବ ମନ୍ତ୍ରଏ ରୂପେ ପ୍ରାର୍ଥନା ମନ୍ତ୍ର କରି ଉଚ୍ଚାରଣସୁଭଦ୍ରାଙ୍କ ରଥେ ଧ୍ବଜା କରିବ ବନ୍ଧନ ।ତିନିରଥ ପ୍ରତିଷ୍ଠା ଯେ ଏକତ୍ରେ କରିବତିନି ଦେବଙ୍କର ପୂଜା ବିଧାନ ସାରିବ ।ପାଞ୍ଚ ପାଞ୍ଚ ଆହୁତି ଯେ ପ୍ନଥକ କ୍ରମରେତିନି ଦେବତାଙ୍କୁ ଦେବ ଯଥା ବିଧାନରେ ।ଦେବତାମାନଙ୍କ ପ୍ରତି ରଖି ଭକ୍ତିଭାବସୁବର୍ଣ୍ଣ ଗୋ ବସ୍ତ୍ର ଆଦି ଦକ୍ଷିଣା ଯେ ଦେବ ।ରଥ ପ୍ରତିମା ଏ ରୂପେ ସମ୍ପନ୍ନ ହୋଇଲେଦେବତାମାନଙ୍କୁ ତହିଁ ବସାଇବ ଭଲେ ।ବେଦଧ୍ବନି ଜୟଧ୍ବନି ମଙ୍ଗଳ ନିର୍ଘୋଷନାନାବିଧ ବାଦ୍ୟ ଧ୍ବନି କରିବ ଅବଶ୍ୟ ।ଚାମର ବ୍ୟଜନ ଧୂପ ପୁଷ୍ପ ବୃଷ୍ଟି କରିବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟଗଣ ସର୍ବେ ମିଳି ।ରଥ ଉପରେ ଦେବଙ୍କୁ କରିବ ସ୍ଥାପନବ୍ରାହ୍ମଣମାନଙ୍କୁ ତୋଷ କରି ଧନ ଦାନ ।ସୁଲକ୍ଷଣ ଘୋଟକ ବା ବଳିବର୍ଦ୍ଦ ଶାନ୍ତରଥରେ ଆଣି ଝଟତି କରିବ ନିଯୁକ୍ତ |କିମ୍ବା ବିଷ୍ଣୁ ଭକ୍ତ ପରାୟଣ ଯେଉଁମାନେରନୁ ଧରି ରଥ ଟାଣିନେବେ ସେ ଯତନେ ।ତପ୍ୂରେ ସୁସ୍ଵାଦୁ ଭକ୍ଷ୍ଯ ଭୋଜ୍ୟ ଦ୍ରବ୍ଯମାନସୁଗନ୍ଧ ଚନ୍ଦନ ତହିଁ କରି ବିତରଣ |ଦେବତାମାନଙ୍କୁ ରଥ ଉପରି ଭାଗରେବଳିଦାନ ଦେବ ମନ୍ତ୍ର ପଢ଼ି ଉଚ୍ଚସ୍ବଵରେ ।ଦେବଗଣ ମୋର ବଳି କରନ୍ତୁ ଗ୍ରହଣହେ ଆଦିତ୍ୟଗଣ ବସୁଗଣ ମରୁଦ୍ଗଣ ।ଲାଙ୍ଗଳଂ ପରବୀରଂ ନତ୍' ଇତ୍ୟାଦି ମନ୍ତ୍ରରେ |ହେ ଅଶ୍ବିନୀ କୁମାର ହେ ସର୍ବ ରୁଦ୍ରଗଣଧ୍ଵଜା ବନ୍ଧନ କରିବ ରଥର ଉପରେମୂଳ ମନ୍ତ୍େ ବଳଦେବଙ୍କର ପୂଜା ସାରିସୁଭଦ୍ରା ରଥ ପ୍ରତିଷ୍ଠା କରିବ ଏପରି ।
ସୂପର୍ଣ୍ଠୀ ପନ୍ନଗ ବଳି କରନ୍ତୁ ଗ୍ରହଣ |ଭୋ ଅସୁଲ ନିଜର ଭୋ ଯାତୁଧାନ ଗଣ ।
ହେ ରଥାଧଷ୍ପିତ ସମୁଦାୟ ଦେବଗଣ |
ଲକ୍ଷ୍ମୀ ସୂକ୍ତ ମନ୍ତ୍ର ପୁଜା ହୋମ ଆଦି ସାରି |ଭୋ ଦିକପାଳଗଳ ଲୋକପାଳ ଯେ ସକଳପଦ୍ଧ ଧ୍ଵଜ ସ୍ଥାପିତ ଯେ ରଥର ଉପରିମୁର ରିପୁ ବିଖୁଙ୍କର ନାଭିରୁ ଉତ୍ପନ୍ନଚତୁର ଆନନଙ୍କର ହୋଇଛି ଆସନବିଷ୍ପପ୍ରିୟା ଲକ୍ଷ୍ମୀଙ୍କର ସ୍ଥାନ ଅବସ୍ଥାନରଥରେ ଧ୍ଵଜା ରୂପରେ କର ଅବସ୍ଥାନବି ଝ ବିନାୟକଗଣ ଦେବର୍ଷି ମଣ୍ଡଳ |ମହର୍ଷିଗଣ ମଙ୍ଗଳ କରନ୍ତୁ ବିଧାନମୋର ଏ ବିଷୟେ ବିଘ୍ନ କର ନିବାରଣ ।ମୋ ପ୍ରତି ଯେ ପ୍ରତିକୂଳ ନ ହେବେ ଆପଣହେ ଦେବଗଣ ହେ ଦୈତ୍ୟଗଣ ଭୂତଗଣ ।ସର୍ବେ ମୋ ପ୍ରଦତ୍ତ ବଳି କରନ୍ତୁ ଗ୍ରହଣତୃପ୍ତ ହୋଇ ସୌମ୍ୟ ଭାବ କରନ୍ତୁ ଧାରଣ ।ବୈଷ୍ଣବୀ ଗାୟତ୍ରୀ ପବିତ୍ର ଯେ ବିଷ୍ଣୁ ସୂକ୍ତପଢ଼ି ଆକର୍ଷଣ ନେବ ଦେବତାଙ୍କ ରଥପବିତ୍ର ଯେ ବାମଦେବ ମନସ୍ତୋକ ମନ୍ତ୍ରମଙ୍ଗଳବାଦ୍ୟ ବାଜଣା କରିବ ସତତଚକ୍ରମାନଙ୍କରେ ତୈଳ ଦେଇ ଧୀରେ ଧୀରେରଥ ଚଳାଇବ ସମତଳ ଭୁମିପରେରଥ କଳ୍ପନା କାଳରେ ଘଟିଲେ ଉତ୍ପାତକହୁଅଛୁ ଶୁଣ ସର୍ବେ ହୋଇ ଏକଚିତତଯଦି ରଥ ଭଶ ଭଗ୍ନ ହୁଏ ଅକସ୍କାତବ୍ରାହ୍ମଣମାନଙ୍କର ଯେ ହୁଏ ଭୟ ଜାତଅକସ୍କାତ ରଥ ଅକ୍ଷ ଯେବେ ହୁଏ କ୍ଷୟକ୍ଷତ୍ରିୟ କୂଳର ଦୁଃଖ ହୋଇବ ନିଶ୍ଚୟଅଖ ତୁଳୀ ଭଗ୍ନ ହେଲେ ବୈଶ୍ୟ ହୁଏ ନାଶଶମୀ ଭଗ୍ନ ହେଲେ ଶୁଦ୍ର କୁଳର ବିନାଶଧୁରାଭଙ୍ଗେ ଅନାବୃଷ୍ଟି ହୁଅଇ ଦେଶରେପ୍ରଜାଗଣ ଭୟ ପାନ୍ତି ପୀଠଭଗ୍ଧ ହେଲେଚକ୍ରଭଙ୍ଗ ହେଲେ ପରରାଷ୍ଟ୍ର ଭୟ ଜନ୍ମେରାଜାର ରାଜତ୍ଵ ନାଶ ଧ୍ଵଜର ପତନେପ୍ରତିମାର ଅଙ୍ଗ ଭଙ୍ଗ ଯଦ୍ୟପି ଘଟିବତେବେ ସେହି ରାଜାର ତ ପଞ୍ଚତ୍ଵ ହୋଇବ ।ଏକ କାଳେ ଏ ସକଳ ଉତ୍ପାତ ଘଟିଲେସମୁଦାୟ ଜନସ୍ଥାନ ନିର୍ଜନ ସେ କାଳେଏହି ଅଶୁଭ ଉପ୍ପାତ ଯଦ୍ୟପି ଘଟିବବଳିଦାନ ଶାନ୍ତି ହୋମ ନିଶ୍ଚୟ କରିବପୁନର୍ବାର ବ୍ରାହ୍ଣକୁ ଭୋଜନେ ତୋଷିବସମାହିତ ଟିତ୍ତେ ଧନ ଦାନ ଯେ କରିବଦୀକ୍ଷିତ ବିପ୍ର ରଥର ପୂର୍ବୋତ୍ତର ଭାଗେଅଗ୍ନିସ୍ଥାନେ କରିବ ଘୃତ ମଧ୍ୟ ଯୋଗେପଲାଶ ସମିଧ ମୂଳ ଅଗ୍ରଭାଗ ଦ୍ଵାରାବୈଷ୍ଣବ ମନ୍ତ୍ରରେ ହୋମ କରିବଟି ତୃରାସୋମ ଅଗ୍ନି ପ୍ରଜା ପ୍ରଜାପତି ଗ୍ରହଗଣବ୍ରହ୍ମା ଦିଗ୍ପାଳଙ୍କୁ ମନ୍ତ୍ରେ କରିବ ଯେ ହୋମ ।ସେ ସ୍ଥାନେ ରଥରେ ଯଦି ଉତ୍ପାତ ଘଟିବସେ ସ୍ଥାନେ ଦୀକ୍ଷିତ. ବିପ୍ରେ ହୋମ କରାଇବ ।ଏ ସକଳ ଦେବତାଙ୍କୁ ବିଶେଷ ଭାବରେମଙ୍ଗଳ ହେଉ ସଂସାରେ ବିପ୍ରମାନଙ୍କରରାଜାଙ୍କର ମଙ୍ଗଳ ତ ହେଉ ନିରନ୍ତରସ୍ଵଜାତିର ମଙ୍ଗଳ ଯେ ହେଉ ଚିରକାଳପ୍ରଜାମାନଙ୍କ ମଙ୍ଗଳ ଜଗତେ ମଙ୍ଗଳ ।ମନୁଷ୍ଯମାନଙ୍କର ଯେ ମଙ୍ଗଳ ସର୍ବତ୍ରଚତୁଷ୍ଠଦ ଜୀବଙ୍କର ଶାନ୍ତି ହେଉ ନିତ୍ୟ ।ପ୍ରଜାମାନଙ୍କ କୂଶଳ ଆମ୍ଭର କୃଶଳଦେବଗଣଙ୍କର ଶାନ୍ତି ହେଉ ଟିରକାଳ ।ଭୂର୍ଦୁବଃ ସ୍ଵଃ ଏହି ତିନି ଲୋକଙ୍କ ମଙ୍ଗଳସବସ୍ଥାନେ ଶାନ୍ତି ରହୁ ସର୍ବଦା ମଙ୍ଗଳ ।ଚତୁର୍ଦଦିଗ ମଙ୍ଗଳରେ ହେଉ ପରିପୂର୍ଣହେ ଦେବ ଜଗତ ସୃଷ୍ଟି କରିଛ ଆଁପଣ ।ଜଗତ ପାଳନକାରୀ ସର୍ବଦା ଆପଣହେ ଜଗତ ପତି ଶାନ୍ତି କରନ୍ତୁ ଜିଧାନ ।ଯାତ୍ରାକାଳେ ରାଜାଙ୍କର ଅନ୍ୟ ଜନଙ୍କରଦୂଷ୍ଟଗ୍ରହ କେଉପରି କରିବ ବିଚାର |ଦୁଷ୍ଟଗ୍ରହ ଥଲେ ଶାନ୍ତି କରିବ ବିଧାନଶ୍ରବଣ କଲ ତ ରଥ ପ୍ରତିଷ୍ଠା ବିଧାନ |ସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେପଞ୍ଚବିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ ।ଶ୍ରୀ ଜଗନ୍ନାଥ ପ୍ରଭୁଙ୍କ ଚରଣେ ଶରଣବଡ଼ ଠାକୂରଙ୍କ ପଦେ କରୁଛି ପ୍ରଣାମ ।ଜୟ ମା ସୁଭଦ୍ରା ଦେବୀ କର ସୁକଲ୍ୟାଣହରିହର ମନୋବାଞ୍ା ବେଗେ ହେଉ ପୂର୍ଣ୍ଣ ।ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳଖଣ୍ଡେ ରଥନିର୍ମାଣ ଓ ପ୍ରତିଷ୍ଠା ବର୍ଣଣନେନାମ ପଞ୍ଚବିଂଶୋଧ୍ୟାୟଃ ।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment