ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଚତୁଃପଞ୍ଚାଶତୋଧ୍ୟାୟଃ
ଚତୁଃପଞ୍ଚାଶତ ଅଧ୍ୟାୟ
| କୈମିନି ମୁନି କହନ୍ତି ଅହେ ମୁନିଗଣଆଶ୍ଚର୍ଯ୍ୟ ଗୋପନ କଥା କହୁଅଛି ଶୁଣ |ତୁମ୍ଭଙ୍କୁ ଯେ ଯୋଗମାନ କହିଲୁ ବ୍ରଝାଇ| ପାପିଷ୍ଠମାନଙ୍କୁ ଆଶ୍ଵାସନା ଦେବାପାଇଁ |ଏ ଯୋଗ ସକଳ ବହୁକାଳେ ଲାଭ ହୁଏକଷ୍ଟ ସହି ତୀର୍ଥଯାତ୍ରା କଲେ ପାପ କ୍ଷୟେ ।ଏହି କଥା ବୂଝିଥାନ୍ତି ପାପକାରୀଗଣସାଂସାରିକ କାର୍ଯ୍ୟୈ ମାତିଥାନ୍ତି ପ୍ରତିଦିନ ।କିନ୍ତୁ ଏମାନଙ୍କୁ ମୁକ୍ତି ପ୍ରଭୁ ନ ଦିଅନ୍ତିଧା୍ମିକେ ବିଶ୍ଵାସ କରି ମୁକ୍ତି ପାଇଥାନ୍ତି ।ପୂର୍ବକାଳେ ଏକ ରଷି କଣ୍ୁନାମେ ଥିଲେଏକ ସ୍ଵର୍ଗ ବେଷ୍ୟା ଦେଖୁ ମୋହିତ ହୋଇଲେ ।ନିତ୍ୟ ନୈମିତ୍ତକ କ୍ରିୟା ସକଳ ଛାଡ଼ିଲେଦିବାନିଶି ଅବିରତ ଭୋଗରେ ମାତିଲେ ।ଆଠଶତ ବରଷ ଯେ ଭୋଗରେ ବିତିଲାନିଜର ସ୍ତଳନ କଥା ମନରେ ପଡ଼ିଲା ।ଏକଦା ମନ ଦୁଃଖରେ ହେଲେ ଅନୁତପ୍ତପୁରୁଷୋତ୍ତମ କ୍ଷେତ୍ରକୁ: ଚଳିଲେ ତ୍ରିତଦାରୁରୂପୀ ଜଗନ୍ନାଥ ଦେବଙ୍କୁ ଦର୍ଶନଉପ୍ପାସନା କରି ବ୍ରହମପଦେ ହେଲେ ଲୀନ ।ପୂର୍ବକାଳେ ଏକ ସମୟରେ କାଉିକେୟସଦାଶିବଙ୍କୁ ପୁଚ୍ଚିଲେ ହୋଇଣ ବିନୟ ।ହେ ତାତ ! ପୁରୁଷୋତ୍ତମ କ୍ଷେତ୍ରର ବିଷୟବୁଝାଇ କହିଲେ ମନୁ ଛାଡ଼ିବ ସଂଶୟ ।ସେ କ୍ଷେତ୍ର ମହିମା ନ ଜାଣନ୍ତି ଅନ୍ୟ କେହିତାହା ଶୁଣିବାକୁ ମନେ ଶରଧା ହୁଅଇ ।ଯେଉଁ ଜନ ବହ୍ଲବାର ଶ୍ରୀକ୍ଷେତ୍ରକୁ ଯାନ୍ତିଯେଉଁ ଫଳ ପୂର୍ଣଣରୂପେ ଲଭି ନ ପାରନ୍ତି ।ସେହି କ୍ଷେତ୍ରେ ` ଏକଦିନ କରି ଅବସ୍ଥାନସେ ଫଳ ଲଭିବ ତାତ କହ ସେ ଆଅଖ୍ୟାନ ।ଜୀବମାନଙ୍କର ପାପକ୍ଷୟ କି ପ୍ରକାରେହୋଇକରି ମୁକ୍ତି ହେବ ଏ କଳିକାଳରେ ।ପାପ ହେତୁ ଦୁଃଖ ଭୋଗୁଛନ୍ତି ଜୀବଗଣସୁଖୀ ହେବେ କେଉ କାଯ୍ୟ କଲେ ଅନୁଷ୍ଠାନ |ସାଂସାରିକ କର୍ମମଧ୍ୟେ ଯେ କର୍ମ ପ୍ରଧାନସର୍ବ ପାପ କ୍ଷୟ ହୁଏ କଲେ ଅନୁଷ୍ଠାନ ।ଏପରି କୌଣସି କର୍ମ ଅଛି କି ସଂସାରେସ୍ଵାନଯୋଗ ଫଳ କଥନେ ନାମ ତିପଞ୍ଚାଶତୋଃଧ୍ୟାୟଃ |ଯାହାକରି ପାପ ମୁକ୍ତି ହୋଇଯିବେ ନରେ ।ଭଶ୍ଵର କହନ୍ତି ବସ୍ସ ସାବଧାନେ ଶୁଣଅର୍ଵ୍ବୋଦୟ ଯୋଗେ କଲେ ଯେଉଁ ଫଳ ଲାଭଭୋଗ ସ୍ଵର୍ଗ ଅପବର୍ଗ ତିନିର କାରଣ |[ଏକମାତ୍ର କେଉଁ ଦାନେ ସେ ଫଳ ଲଭିବ |ସକଳ ପ୍ରକାରେ ଶ୍ରେୟ ଲାଭର ନିଦାନମହେଶ୍ବର କହୁଛନ୍ତି ବସ୍ସ ଏବେ ଶୁଣପୁଣ୍ୟର ଜନକ ଦୁଃଖ ଦୂଗ ବନାଶନ |ସମସ୍ତ ଫଳ ଲଭିବ ଦେଲେ ଏକ ଦାନ ।ସୁଖ ସମୂଵ୍ଧି ସମ୍ପତ୍ତି ଆଦି ଲାଭ ହୁଏସର୍ବପାପ ନାଶ ହୋଇ ହେବ ପୁଣ୍ଯୟବାନଆୟୁବୃ୍ି ହୋଇ ପାପଭୟ ଦୂର ହୁଏ `।କହୁଅଛି ଅତି ଗୁହ୍ୟତମ ଦାନ ଶୁଣଏ ସକଳ କଥା ଆମ୍ଭେ କହୁଛୁ ବୁଝାଇ, |ଚତୁଷଷ୍ଠୀ ଚତ୍ବାରିଂଶ ଅବା ବିଂଶପଳମନେ ରଖୁଥବୁ ବାବା ପାଶୋରିବୁ ନାହିଁ । |କାଂସ୍ୟପାତ୍ରେ ପରରାଇବ ପାୟସ କେବଳ ।ମାଘମାସ ଅମାବାସ୍ୟା ଶ୍ରବଣା ନକ୍ଷତ୍ରତା ଉପରେ ଅଷ୍ଟଦଳ କମଳ ଆଙ୍କିବବ୍ୟତପାତ ଯୋଗ ରବମାସର ଏକତ୍ର । |କର୍ଣ୍ଣିକା ମଧ୍ୟରେ କର୍ଷେ ସୁବର୍ଣ୍ଣ ଥୋଇବ ।ଏହାକୁ କହନ୍ତି ଅର୍ବୋଦୟ ଯୋଗ ବୋଲି |ଏଶକ୍ତ ହୋଇଲେ ଅର୍୍ଧ ପରିମିତ ଦେବସହସ୍ର ସୂର୍ଯ୍ୟପରାଗ ସମ ପୁଣ୍ୟହୋଇ । |ଅଛ ମାତ୍ର ଦେଇ ବିତଶାଠ୍ଯ ନ କରିବ୍ର ।ଦିନ ମଧ୍ୟରେ ଏ ଯୋଗ ହୋଇଲେ ପ୍ରଶସ୍ତ |ଯଥା ବିଧାନରେ ସ୍କାନ କରି ଯହିଁ ତହିଁ Iଅପ୍ରଶସ୍ତ ହୁଏ ରାତ୍ରେ ହେଲେ ଉପ୍ପଗତ ।{ଏ କାର୍ଯ୍ୟରେ ଅନ୍ୟମନ୍ତ୍ର ଆବଶ୍ୟକ ନାହିଁ ।ଗଜ୍ଜନ କରନ୍ତି ପାପରାଶି ସେ ପର୍ଯ୍ୟନ୍ତଏହି ମନ୍ତ୍ର ନିତି ସ୍କାନ ପରେ ଉଚ୍ଚାରଣଅର୍ବଵ୍ୋଦୟ ସ୍କାନ ଯୋଗ ନ ହେବା ପର୍ଯ୍ୟନ୍ତ |ପୁନର୍ବାର ଆଉଥରେ କରିବ ଯେ ସ୍କାନ ।କାଳକୃତ ପ୍ରାକୃତିକ ଯେ ପାପ ନିଚୟତ୍ରୟୋଦଶ ସ୍ଵବରଶିରେ କଳାବିନ୍ଦୁ ଦେଇଏ ଯୋଗରେ ସେ ପାପର ଅଧେ ହୁଏ କ୍ଷୟ। |ଅଥବା କାମ ବୀଜକୁ ତାହାସ୍ଥାନେ ଥୋଇ ।ଏହି ହେତୁ ବୁଧଗଣ ନାମ ଦେଇଛନ୍ତିବିକାର ପୁରୁଷ ଚତୁ୍ୟନ୍ତ ପରେ ନମଃଅର୍ବୋଦୟ ଯୋଗ ତାର ଏ ର୍ପ ଶକତି । |ଅନଳସ ଚିତ୍ତେ କରିବଟି ଉଚ୍ଚାରଣ |ଦେବତାଗଣ ଏ ଯୋଗେ ପ୍ରାର୍ଥନା କରନ୍ତି |ଏମନ୍ତ ସକଳ କାର୍ଯ୍ୟେ ଅଟଇ ପ୍ରଶସ୍ତପାପ ଅନ୍ଧକାରୁ ନରଗଣ ହେବେ ମୁକ୍ତି । |ଆମ୍ଭର ପରମଧନ ଆଉ ଅତି ଗୁପ୍ତ |ବିମଳ ଅନ୍ତଃକରଣ ହେବେ ସର୍ବଜନଏହା ସର୍ବସିବି କର ପୁଣ୍ୟର ଜନକଅର୍ଵ୍ଦୋଦୟଯୋଗ କାଳେ କାଳେ କଲେ ସ୍କାନ । |ମୋକ୍ଷଦ ପାପ ନାଶକ ଶୁଭ ପ୍ରଦାୟକ ।ସକଳ ଜଳ ଜାହ୍ନବୀ ଜଳ ସଙ୍ଗେ ତୁଲ୍ୟ |ପବିତ୍ର ବସ୍ତୁ ମଧ୍ଯରେ ପରମ ପବିତ୍ରଯେଉଁ ଦାନ ଦେବା ତାହା ହେବ ମେରୁତୂଲ୍ୟ । |ଯୋଗୀଙ୍କର ଯୋଗସିବି କରେ ଏହି ମନ୍ତ୍ର ।ପାପ କ୍ଷୟ ଅଭିଳାଷୀ ଜନ ଏ କାଳରେ ।ସ୍ଵାନାନ୍ତେ ପିତୃମାନଙ୍କୁ ତର୍ପଣେ ତୋଷିବଭୁମିଦାନ ଆଦି ଦେବେ ସ୍ଵର୍ଗ କାମନାରେ । |ଧୌତବସ୍ତ ପିନ୍ଧ ଆଚମନ ଯେ କରିବ ।ତୁଳା ପୂରୁଷ ପ୍ରଦାନ କରେ ଯେଉଁ ଜନ |ଯଥା ବିଧାନେ ସୂର୍ଯ୍ୟଙ୍କୁ ଅର୍ବ୍୍ୟେକରି ଦାନକୈଳାସପୁରକୁ ସେହି କରଇ ଗମନ ॥ |ତ୍ରୟୀମୟ ତୁମ୍ଭଙ୍କୁ ମୁଁ କରୁଛି ପ୍ରମାଣ |ହିରଣ୍ୟ ଗର୍ଭ ସୁବର୍ଣ୍ଣ ଯଦି କରେ ଦାନଦେବ ଦେବ ଦିବାକର ଯେ ପୁଣ୍ୟ ମୋହରମାତୃଗର୍ଭେ କ୍ଲେଶ ସହି ନ ହୁଏ .କନମ ।ପୂର୍ବ ଜନ୍ମକୃତ ତାହା ଅକ୍ଷୟ ଯେ କର ।ଏହିପରି ନାନାବିଧ ଦ୍ରବ୍ଯମାନ କଲେତଣ୍ୁଳରେ ପୂର୍ଣ ହୋଇଥବା ପାତ୍ରପରେପାପରୁ ମୁକତ ହୁଏ ସୁଖ ଭୋଗ ମିଳେ ।[ଅଷ୍ଟଦଳ ପ୍୍ଧଟିଏ ଲେଖୁବ ଯତ୍ନରେ |ସ୍କନ୍ଦ କହୁଛନ୍ତି ବାପା ଶୁଣ ମୋ ବଚନ |ପାୟସରେ ପୂର୍ଣ୍ଣ ପାତ୍ର ଅମ୍ପତ ସମାନଅଛ ଭାଗ୍ୟବନ୍ତ ହେବେ କଳିକାଳେ ଜନ ।ବ୍ରହ୍ଧାବିଷ୍ଣୁ ଶ୍ରିବରୂପେ କରିବ ଚିନ୍ତନ |ଜମିଦାନ ଦେବାପାଇଁ ସମର୍ଥ ନ ହେବେ |ତଣ୍ଡୁଳ ପୂର୍ଣ ପାତ୍ରିର ଉପରେ ଥୋଇବକି ରୂପ ପାପ ପଙ୍କରୁ ଉଦ୍ଧାର ପାଇବେ ।ଶ୍ଵେତବର୍୍ତ ଶ୍ଵତମାଲ୍ୟ ଦୂଷଣ କରିବ ।ତୁଳା ପୁରୁଷ ସୁବର୍ଣ୍ଣ ଆଦି ଭୂମି ଦାନବ୍ରହ୍ମାବିଷ୍ଣୁ ଶିବଙ୍କର ସନ୍ତୋଷ ଅର୍ଥରେସହସ୍ର ଗୋଦାନ ଆଉ ନାନା ଦ୍ରବ୍ୟ ଦାନ । |ସମର୍ପଣ କରିଦେବ ବ୍ରାହ୍ମଣ ହସ୍ତରେ |ସେ ବ୍ରାହ୍ମଣ ସଚ୍ଚରିତ୍ର ପ୍ରଶାନ୍ତ ସ୍ଵଭାବବିଧ୍ୂଜ୍ଞ ତାହାରି ଥିବେ ବହୂତ କୁଟୁମ୍ବଶେତ୍ବସ୍ତ ଶ୍ଵେତମାଲ୍ୟ ସେ ବିପ୍ରଙ୍କୁ ଦେବବିନୟ ହୋଇ ଏ ରୂପେ ପ୍ରାର୍ଥନା କରିବହେ ଦ୍ବିଜସତ୍ତମ ସୃ୍ଣ୍ ପାୟସରେ ପୂର୍ଣଏହି ପାତ୍ର ଦିଶୁଅଛି ଅତି ମନୋରମଦାତା ଗ୍ରହୀତା ଦୁହିଙ୍କୁ ଏ କରେ ନିସ୍ତାରଶ୍ରଦ୍ଧା ମନରେ ଏ ପତ୍ର ଗ୍ରହଣ ଯେ କରତୀର୍ଥାଟନେ ଯେତେ ପୁଣ୍ୟ ଅର୍ଜନ ହୋଇଛିଦାନ ଦେଇ ଅତି ଯେତେ ତପସ୍ୟା କରିଛି ।ସେ ସକଳ ପୁଣ୍ୟଫଳ ସମ୍ପୂର୍ଣ ରୂପରେସିଛି ହେଉ ବିପ୍ରମଣି ତୁମ୍ଭ । ପ୍ରସାଦରେ |ବ୍ରାହ୍ମଣ ବେଦ ମୁରତି ନାହିଁ ଯେ ସଂଶୟମୋର ପୁଣ୍ଯଫଳ ବୃଦ୍ଧି ହୋଇବ ନିଶ୍ଚୟ ।ପୁଷ୍ଟିମେଧା ବଳାରୋଗ୍ୟ ସମ୍ପଦ ଆୟୁଷପୁଣ୍ୟକାର୍ଯ୍ୟୈ ଫଳ ବୁଛି ହୋଇବ ଅବଶ୍ୟ ।ଏହି ରୂପରେ ପ୍ରାର୍ଥନା କରିବ ବିପ୍ରଙ୍କୁଯେ ବ୍ୟକ୍ତି ଶ୍ରଦ୍ଧାରେ କରେ ଏ ଅନୁଷ୍ଠାନକୁ |ସେ ଜନର ପୁଣ୍ୟଫଳ ଶୁଣ କହୁଅଛିପଞ୍ଚାଶକୋଟି ଯୋଜନ ବିସ୍ତୃତ ହୋଇଛି ।ସୁବର୍ଣ୍ଣ ମଣିରତନ ସ୍ଥାନେ ସ୍ଥାନେ ପୂର୍ଣସମୁଦ୍ର ମେଖଳା ପୁଥବୀକୁ କଲେ ଦାନ ।ଯେତେ ପୁଣ୍ୟଫଳ ମିଳେ ସେ ଫଳ ପାଇବଅମନ୍ତ୍ରକ ଏ ପାୟସ ଦାନ ଯେ କରିବସର୍ବାଭୀଷ୍ଟ ସିଦ୍ଧି ହେବ ତାହାର ନିଶ୍ଚୟକାଇିକେୟ ଏ କଥାରେ ନ କର ସଂଶୟଅର୍ଵ୍ଦୋଦୟ ଯୋଗେଡୁମି ଗୋଚର ପ୍ରମାଣତା ଅଭାବେ ଯଥାଶର୍ର ଭୂମି ଦେବ ଦାନ.ହେ ଷଣ୍ୁୁଖ ସେହିଜନ ମୌ ଅନୁଗ୍ରହରେଚକ୍ରବର୍ୀ ରାଜା ହୁଏ ଏହି ପୂଥବୀରେଏ ଯୋଗରେ ବ୍ରାହ୍ମଣକୁ କରିବ ଅର୍ଚ୍ଚନବସ୍ତ ଅଳଙ୍କାର ଦେଇ କରିବ ଭୂଷଣପୟସ୍ବିନୀ ଧେନୁ ବସ୍ତେ ମଣ୍ଡି ବସ୍ଥାସହଦକ୍ଷିଣା ସଙ୍ଗତେ ଦେଲେ ହୁଏ ପାପ କ୍ଷୟସେ ଜନ କୈଳାସ ପୁରେ କରଇ ଗମନଏହି କଥା ସତ୍ୟ ମିଥ୍ୟା ନୁହେଁ କଦାଚନନିଜ ବଂଶରେ ଯେ ଅଧୋଗତି ଲଭିଛନ୍ତିତାଙ୍କ ଉଦ୍ଦେଶ୍ୟରେ ଦାନ ଯେ ଜନ ଦିଅନ୍ତି ।ବ୍ରାହ୍ମଣ ହସ୍ତରେ ଦେଲେ ତିଳପାତ୍ର ଦାନସଙ୍କଟୁ ଉଦ୍ଧାର ପାନ୍ତି ତାର ପିତୃଗଣଅର୍ବୋଦୟ ଯୋଗବଳେ ବ୍ରାହ୍ମଣ ହସ୍ତରେଭୂମି ବସ୍ତ ଗୋସୁବର୍ଣ୍ଣ ଧାନ୍ୟ ଦାନ କରେ ।ସୈ ଦାତା ଜନ୍ମ ନ ହେବ ଇନ୍ଦ୍ରତଵ ଲଭିବଅବା ନିରାମୟ ରାଜପଣ ସେ କରିବ ।ଏ ଯୋଗ କାଳରେ ଏ ସକଳ ଦାନ ଭିନ୍ନନାନାବିଧ ଦ୍ରବ୍ଯ ବିପ୍ରେ କରିବ ପ୍ରଦାନ ।ଯେ ହେତୁ ଏ ଯୋଗେ ପିତୃଗଣ ଉଦ୍ଦେଶ୍ୟରେଯାହା ଦେବ ତା ଅକ୍ଷୟ ଫଳ. ଜାତ କରେ |ଏ ଯୋଗରେ ଯେ କୌଣସି ସ୍ଥାନରେ କରିବସ୍ଵାନ ତରପଣ ପିଣ୍ଡ ନାନାଦି ସରବ |ଯେହେତୁ ଗୟା କ୍ଷେତ୍ରରେ ପିଣ୍ଡ ଦାନ କଲେଯେଉଁ ଫଳ ହୁଏ ଅର୍ଵ୍ବୋଦୟ ତାହା ମିଳେ ।ଏ ଯୋଗେ ପିତୃଙ୍କ ଉଦ୍ଦେଶ୍ୟରେ ଦାନ କଲେପିତୃଗଣ ପ୍ରେତତଵରୁ ମୁକ୍ତି ସେହିକାଳେ ।ନିଶ୍ଚୟ ସ୍ବର୍ଗ ଭୁବନେ କରନ୍ତି ଗମନକର୍ମକ୍ଷୟ ହୋଇଥାଏ ସନ୍ଦେହ ନ ମଣ ।ଗଙ୍ଗା ସାଗର ସଙ୍ଗମେ ପ୍ରୟାଗ ତୀର୍ଥରେଦେବନଦୀ ଗଙ୍ଗା ଗର୍ଭେ ପ୍ରଭାସ ପୁଷ୍କରେ ।ବାରାଣସୀ ଅନ୍ୟ ପୁଣ୍ୟ କ୍ଷେତ୍ର ମାନଙ୍କରେଦାନ କରି ନର ଯେଉଁ ଫଳ ଲାଭ କରେ ।ସେ ପୁଣ୍ୟ ଫଳକୁ ଲାଭ କରେ ସେହି ଜନଏହି ଅର୍ଵବୋଦୟ ଯୋଗେ ଯଦି କରେ ଦାନାଅର୍ଵ୍ବୋଦୟ ଯୋଗକାଳେ ଯେକୌଣସି ସ୍ଥଳେଜଳେ ସ୍ମାନ କଲେ ତୀର୍ଥ ସ୍କାନ ଫଳ ମିଳେ ।ପବିତ୍ର ପୁଣ୍ୟ ତୀର୍ଥର ଜଳେ କଲେ ସ୍ଵାନମୋକ୍ଷ ପଦବୀ ଲଭଇ ନିଶ୍ଚୟ ସେ ଜନ ।ହେ ବତ୍ସ ଏ ଯୋଗ କଥା କରିଲ ଶ୍ରବଣସକଳ ସ୍ଥାନେ ସମାନ ଫଳ କରେ ଦାନ ।ତୁମ୍ଭେ ଯେଉଁ ବିଷୟରେ ଆମ୍ଭଙ୍କୁ ପୁଚିଲଶୁଣ ସାବଧାନେ କହୁଅଛି ସେ ସକଳ |ପୂର୍ବେ ଏହି କଥା କାହାରିକୁ କହି ନାହିଁବେଦରେ ଅତି ଗୋପନ ଭାବେ ଅଛି ରହି ।ଧନୀ ବା ଦରିଦ୍ର ସଚ୍ଚରିତ୍ର ଯେ ମାନବଅର୍ବୋଦୟ ଯୋଗେ ବିତ୍ତ ଶାଠ୍ୟ ନ କରିବ।ଦୈନ୍ଯ କାର୍ପଣ୍ୟ ସ୍ଵଭାବ ତେଜି ଆନନ୍ଦରେଭକ୍ତି ସହକାରେ ଭଗବାନଙ୍କୁ ସୁମରେ ।ପୁରୁଷୋତ୍ତମ କ୍ଷେତ୍ରକୁ କରିବେ ଗମନକ୍ଷେତ୍ର ନାମ ଶୁଣି ପାପ ହୁଅଇ ଦହନ ।ଅଵ୍ୋଦୟ ଯୋଗ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର| | କପଟ ଦାରୁ ରୂପରେ ବିଜେ ଜଗନ୍ନାଥ ।ଏ ତିନି ଏକତ୍ର ଯଦି ହୂଅନ୍ତି ମିଳିତଏହାଠାରୁ ଶ୍ରେଷ୍ଠ ଯୋଗ ଆମ୍ଭେ ନ ଜାଣୁ ତ ।ପୂର୍ବ କଳ୍େେ କଳିଯୁଗ ହୋଇଥବା ବେଳେଏକ ଅର୍ଵୋଦୟ ଯୋଗ ସେତେବେଳେସେ କାଳେ ସ୍ବର୍ଗରୁ ଦେବଗଣ ଆସିଥିଲେପାତାଳ ପୁରରୁ ନାଗଗଣ ସଙ୍ଗେ ଥୁଲେପୃଥିବୀ ମଣ୍ଡଳେ ସର୍ବେ ହୋଇ ଉପସ୍ମିତଏକତ୍ରେ ଚଳିଲେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ।ସେ କ୍ଷେତ୍ରେ ଯାଇ ସାଗର ଜଳେ କଲେ ସ୍ମାନଦାରୁବୁହ୍ଧ ଜଗନ୍ନାଥ କରିଲେ ଦର୍ଶନ |ନାନାବିଧ ଉପଚାରେ ଅର୍ଚ୍ଚନା କରିଲେବ୍ରାହ୍ମଣମାନଙ୍କୁ ଯଥାଶକ୍ତି ଦାନ ଦେଲେ ।ସେ କଳର କଳିଯୁଗ ଲୋକେ ଧର୍ମେ ରତଯେପରି କି ସତ୍ୟଯୁଗ ହେଲା ଉପସ୍ଥିତ ।ତାହାପରେ ଆୟୁ ଶେଷ ହେଲା ଯେତେବେଳେପରମ ନିର୍ବାଣ ଲାଭ କରିଲେ ସେ କାଳେ ।ହେ ବସ ଦେବତା ଅବା ମନୁଷ୍ୟ ବା କେହିମନକାମନା ଯାହା ସେ କ୍ଷେତ୍ରେ କରିଥାଇ ।ସେ କାମନା ଫଳ ଯଦି ଅତ୍ୟନ୍ତ ଦୁର୍କ୍ଲଭତଥାପି ସେ ଫଳ ଲାଭ ନିଶ୍ଚୟ ହୋଇବବାସ୍ତବିକ ଭୂମଣ୍ଡଳେ ଏ ତିନି ମିଳନପାପୀଜନଙ୍କ ପକ୍ଷରେ ଦୁର୍କଲଭ ଜାଣିମ ।ଯେ ମାନବ ଆମ୍ବଜ୍ଞାନ ଶୁନ୍ୟ ମୁଡ଼ ହେବଏ ତିନିଯୋଗ ପାଇଲେ ମୋକ୍ଷ ସେ ହୋଇବ ।ହେ ପୂତ୍ର ତୁମ୍ଭଙ୍କୁ ଅତି ଗୋପନ ବିଷୟକହିଲୁ ନିଜ ମନରେ ରଖ୍ବ ନିଶ୍ଚୟ |ଏ କ୍ଷେତ୍ର ଦଶବତାର ମହିମା ଅନେକଅତି ଗୁପ୍ତ ରହିଅଛି ନ ଜାଣନ୍ତି ଲୋକ ।ଶ୍ରୀ ସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେଚାରି ପଞ୍ଚଧ୍ୟାୟ ଶେଷ ଉତ୍କଳ ଭାଷାରେଜୟ ଜୟ ଜଗନ୍ନାଥ କମଳାର ବରଶ୍ରୀବତ୍ସ ଚିହ୍ନରେ ବକ୍ଷସ୍ଥଳ ମନୋହରନୀଳାଚଳେ ବସି ନିତ୍ୟ ଲୀଳା କରୁଅଛପାପୀ ତପୀ ଜନଙ୍କୁ ସେ ମୁକ୍ତି ଦେଉଅଛଭକ୍ତଜନଙ୍କୁ ଉଦ୍ଧାର କରିବା ଇଚ୍ଛାରେଦାରୁରୂପ ଧରିଅଛ ଭକତ ଚିନ୍ତାରେତୁମ୍ଭର ) ଯେ ଭକ୍ତ ହେବ ତାକୁ ଉଦ୍ଧାରିବଏଥୁରେ ବଡ଼ିମା ପଣ ପ୍ରକାଶ ନୋହିବଅଭକ୍ତ ଜନଙ୍କୁ ଆଉ କିଏ ଉଦ୍ଧାରିବ` ଜଗନ୍ନାଥ ଏହି ନାମ କିମ୍ପାଇ ବହିବମୋପରି ପାତକୀ ଯଦି ନ ହେବ ମୁକତକୃପାସିନ୍ଧୁ କୃପାବିନ୍ଦୁ ଶୁଷ୍ଣ ହୋଇବ ତ ।ହେ ପ୍ରଭୁ ମୁକତି ଦାନ ଯଦି ନ କରିବହରିହର କହେ ଆଉ କିଏ ସେ ଶୁଣିବ ।ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେଅର୍୍ଦୋଦୟ ଯୋଗ ସ୍ବାନବିଧୂ ବର୍ଣ୍ଣନେନାମ ଚତୁଃପଞ୍ଚାଶତୋଧ୍ୟାୟଃ |
.
Comments
Post a Comment