ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ତ୍ରୟୋବିଂଶୋଧ୍ୟାୟଃ
ତ୍ରୟୋବିଂଶ ଅଧ୍ୟାୟ
ନାରଦ ରଖି କହନ୍ତି ଦ୍ବାରପାଳ ଶୁଣମହାଯଶସ୍ବୀ ରାଜର୍ଷି ରାଜା ଇନ୍ଦ୍ରଦ୍ୟୁମ୍ନ |ବୈଷ୍ଣବମାନଙ୍କ ଚୂଡ଼ାମଣି ସାର୍ବଭୌମଆସିଛନ୍ତି ବିଧାତାଙ୍କ କରିବେ ଦର୍ଶନଏହିକ୍ଷଣି ତୁମ୍ଭେ ତାଙ୍କୁ ଦିଅ ଅନୁମତିବିଧାତାଙ୍କ ସମୀପକୁ ଯିବେ ସେ ଝଟତିଏହା ଶୁଣି ଦ୍ବାରପାଳ ଉତ୍ତର ଦିଅନ୍ତିହେ ସ୍ଵାମୀ ! ଆପଣଙ୍କର ସଙ୍ଗେ ଆସିଛନ୍ତି ।ତେଣୁ ବୁଝୁଛି ନୁହନ୍ତି ଏ ସାମାନ୍ୟ ବ୍ୟକ୍ତିନ, ଛାଡ଼ିବି ଦ୍ଵାର ନ ପାଇଲେ ଅନୁମତିଏହି ସ୍ଥାନେ ପିତୃୂଗଣ ଆଉ ଦିଗପାଳମନୃନ୍ତରାଧୂପ ରହି ଅଛନ୍ତି ସକଳମର୍ୟବାସୀ ପ୍ରଭାବ ସମ୍ପନ୍ନ ନରପାଳକେତେକ୍ଷଣ ବିଶ୍ରାମ କରନ୍ତୁ ଏହିସ୍ପଳଆପଣ ପଦ୍ଧଯୋନିଙ୍କୁ ଯାଇଁ ଜଣାଇବେ :ଅନୁମତି ଦେଲେ ସଭା ମଧ୍ୟକୁ ଏ ଯିବେ |ଆମ୍ଭେ ଭୃତ୍ୟ ଦ୍ଵାର ରକ୍ଷା କାର୍ଯ୍ୟରେ ନିଯୁକ୍ତପ୍ରଭୁ ଆଦେଶ ପାଳନ କରିବା ଉଚିତ ।ଆପଣଙ୍କ ପିତା ଆଉ ଆପଣ୍ତ ନିଜେ ତଏ ବିଷୟରେ କରିବେ ନାହି କ୍ରୋଧ ଜାତ ।ଦ୍ଵାରପାଳର ବଚନ ଶୁଣନ୍ତେ ଏସନନାରଦ ସଭା ମଧ୍ଯକୁ କରିଲେ ଗମନ ।ସାଷ୍ଟାଙ୍ଗ ପ୍ରଣାମ କଲେ ପିତାଙ୍କ ଚରଣଜଣାଇଲେ ଦ୍ଵାରେ ଅଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନଏହା ଶୁଣି ପଦ୍ମଯୋନି ଆଖୁ ଠାରିଦେଲେରାଜାଙ୍କୁ ପ୍ରବେଶ ପାଇଁ ଅନୁମତି କଲେ ।ସେ ସମୟେ ହେଉଥଲା ସଭାରେ ସଂଗୀତତାହା ଶୁଣିବାକୁ ଚତୁମୁଁଖ ଥଲେ ରତ |ନାରଦ ସନ୍ତୋଷ ଶୁଣି ଗାନ ଗାୟକରଅନୁମତି ହେଲା ଏହା ବୁଝିଲେ ସତ୍ତର :।ରାଜାଙ୍କୁ ନେଇ ସଭାରେ ପ୍ରବେଶ ହୋଇଲେଏହା ଦେଖୁ ଦେବଗଣ ବିସ୍ମୟ ମଣିଲେ ।ଜଗତ୍କରା ବିଧାତାଙ୍କୁ ଦୂରରୁ ଦର୍ଶନକରନ୍ତେ ଚିତ୍ତେ ବିଚାର କିଲେ ଇନ୍ଦ୍ରଦ୍ୟୁମ୍ନ ।ଏ ପର୍ଯ୍ୟନ୍ତ ଥଲେ ଦାରୁ ମୁର୍ଭି ଜଗନ୍ନାଥସ୍ଵୟଂ ଜଗନ୍ନାଥ ବୋଲି ଦୈବେ ତ ସାକ୍ଷାତ ।ରାଜ ହାତଯୋନି କରି ଧୀରେ ଧୀରେ ଗଲେସ୍ତବ ପାଠ ନମସ୍କାର ପ୍ରଣାମାଦି କଲେ ।ସଭାକୁ ଆସନ୍ତେ ରାଜା ମନେ ଭୟ କଲେନାରଦ ଦେଖାଇ ଦେଲେ ସେ ସ୍ଥାନେ ବସିଲେ ।ଅନନ୍ତର ଲକ୍ଷ୍ମୀପତି ଚରିତ ଗାୟନ` [ଶୁଣନ୍ତେ ବିଧାତା ହେଲେ ମୁହୂରୈ ମଉନ ।ସାବିତ୍ରୀ ଶାରଦା ବ୍ରହ୍ମାଙ୍କର ଦୁଇ ପନ୍ନୀବିଧାତାଙ୍କ ଦୁଇପାଶ୍ଵୈ ଚାମର ଢାଳନ୍ତି ।ସ୍ଵଚ୍ଛ ନିର୍ମଳ ଶରୀରଧାରୀ ଦେବଗଣବ୍ରହ୍ମାଙ୍କର କରୁଛନ୍ତି ସୁଖେ ସ୍ତୁତି ଗାନ ।ସ୍ଵୟଂ ଚତୁର୍ମୁଖ ଧାତା କରିଲେ ସ୍ମଜନକାଳ କାଷ୍ଠା ନିମେଷାଦି ଯୁଗ ପରିମାଣ |ସେ ଲୋକର ମନ୍ନ୍ତର ଯୁଗ ଆବନକଳାନ୍ତର ଆଦି ନାମ ନ ହୁଏ ଶ୍ରବଣ ।ସେ ଲୋକରେ ସେହି ବ୍ୟକ୍ତି ନୂହେଁ ଜରାଗ୍ରସ୍ତଜନ୍ମ ମୁତ୍ୟୁ ଆଧୂ ବ୍ୟଯାଧବ ପୀଡ଼ାର ମୁକତ ।ସେହି ସ୍ଥାନେ ପିତାମହ ସଂଗୀତ ଶେଷରେହସି ହସି ରାଜାଙ୍କୁ ତ କହିଲେ ମଧୁରେ ।
ଇନ୍ଦଦ୍ୟୁମ୍ପ ମହା ବଳଶାଳୀ ନରନାଥତୁମ୍ଭ ଭଗବାନଙ୍କ ଅତି ପ୍ରିୟପାତ୍ରସାମାନ୍ୟ ଜନେ ଦୁର୍ଲଭ ଏ ସତ୍ଯଲୋକ ତଏକଥା ପୂର୍ବରୁ ତୁମ୍ଭେ ହୋଇଅଛ ଜ୍ଞାତ ।ମୁନିଗଣେ ଅତି ଦୁଃଖେ ତପସ୍ୟା କରନ୍ତିପାପ ଶୂନ୍ୟ ହୋଇ ବ୍ରହ୍ମଲୋକକୁ ଆସନ୍ତିଚତୁର୍ବଶି ଭୁବନରେ ସୃଷ୍ଟି ପ୍ରାଣୀଗଣବିଭିନ୍ନ ପ୍ରକାର ରୂପ କରନ୍ତି ଧାରଣସେ ସକଳ ଏହି ବ୍ରହ୍ମ ଲୋକକୁ ଆଶ୍ରୟକରିଥାନ୍ତି ଏ କଥାରେ ନ କର ସଂଶୟଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଉଦ୍ଦେଶ୍ୟଟି ଯାହାପିତାମହ ପୂର୍ବରୁ ଯେ ଜାଣିଛନ୍ତି ତାହାତଥାପି ସମ୍ମାନ ସହ ପରମ ପ୍ରୀତିରେରାଜାଙ୍କୁ ତ ପଚାରିଲେ ସସ୍ତେହ ଦୃଷ୍ଟିରେକି ନିମିତ୍ତ ଆସିଅଛ ଏ ନିତ୍ୟ ଭୁବନମନ କଥା ପ୍ରକାଶ୍ୟରେ କରନ୍ତୁ ବର୍ଣ୍ଣନଆଉ .ଯେ ବିଷୟ ବାଞ୍ଛା ମନମଧ୍ୟେ ଅଛିତାହା କହିବାରେ ନାହିଁ ପ୍ରୟୋଜନ କିଛିରାଜା କହନ୍ତି ବିନୟେ ଚତୁର ବଚନଆପଣ ତ ଅନ୍ତର୍ଯ୍ୟାମୀ ମନ କଥା ଜାଣ ।ଆପଣଙ୍କର ଅଜ୍ଞାତ କେଉଁକଥା ଭବେଶ୍ରବଣ କରନ୍ତୁ ତାହା କହୁଅଛି ଏବେତଥ୍ୃପି ହେ ନାଥ ମୋତେ ପଚାରିଲ ଯାହାତହିଁରେ ପ୍ରକାଶ ହେଲା ମୋର ପ୍ରତି ଦୟା ' !ଆପଣଙ୍କ ପୁତ୍ର ନାରଦଙ୍କର ମୁଖରୁଆପଣଙ୍କର ଆଦେଶ ଶୁଣିବା ହେତୁରୁସହସ୍ର ସଂଖ୍ୟାରେ ଅଶ୍ଵମେଧ ଯାଗ କଲିସମୁଦ୍ରେ ଭାସିବା ଏକ ଦାରୁ ଯେ ଦେଖୁଲି ।ସେ ଦାରୁକୁ ଆଣି ମୁଭି କରିଲି ଗଠନପ୍ରଭୁଙ୍କ ନିମିତ୍ତ କଲି ମନ୍ଦିର ନିର୍ମାଣଆପଣଙ୍କ ଅନୁଗ୍ରହେ ସକଳ କରିଛିସାକ୍ଷାତ ଜଗନ୍ନାଥଙ୍କ ଦର୍ଶନ ପାଇଛିଯେଉଁ ସ୍ଥାନରେ କରିଛି ପ୍ରାସାଦ ନିର୍ମାଣସେହି ସ୍ଥାନକୁ ଆପଣ କରିବେ ଗମନସେ ଦେଉଳେ ଜଗନ୍ନାଥ ଦେବଙ୍କୁ ସ୍ଥାପନକଲେ ମୋ ମନ କାମନା ହୋଇଯିବ ପୂର୍ଣ୍ଣ ।ଏଣୁ ନାରଦ ରଖଷିଙ୍କ ସଙ୍ଗରେ ଆସିଛିଆପଣଙ୍କ ପାଦପଦ୍ଧ ଦର୍ଶନ ଲଭିଛିପିତାମହ ଆମ୍ଭପ୍ରତି ହୂଅ ସୁପ୍ରସନ୍ଧସତ୍ତ୍ତର କରନ୍ତୁ ଆମ୍ଭ ଅଭୀଷ୍ଟ ପୂରଣସାକ୍ଷମାତେ ଆପଣ ଆଉ ଜଗନ୍ନାଥ ଏକଦୁହିଙ୍କ ମଧ୍ଯରେ ନାହିଁ କିଛି ତ ପାର୍ଥକ୍ୟ ।ଏହିକ୍ଷଣି ଜଗନ୍ନାଥ ହେବେ ସ୍ଥାପନୀୟଆପଣ ସ୍ଥାପନ କର୍ଭା ହୋଇବେ ନିଶ୍ଚୟ ।ଏକମାତ୍ର ଜ୍ଞେୟ ବସ୍ତୁ ସେହି ଜଗନ୍ନାଥଆପଣ ଜ୍ଞାତା ରୂପରେ ସ୍ଵୟଂ ଅବସ୍ଥିତ ।ଜୈମିନି କହନ୍ତି ନରପତି ଇନ୍ଦ୍ରଦ୍ୟୁମ୍ନ
ଏହି ପ୍ରକାରେ ପିତାଙ୍କ କରନ୍ତେ ଜଣାଣ ।ଦୁର୍ବାସା ମୁନି ସହସା ଏହି ସମୟରେଉପସ୍ଥିତ ହେଲେ ଆସି ସେ ସଭା ମଧ୍ଯରେ ।ବିଧାତାଙ୍କୁ ସାଷ୍ଟାଙ୍ଗରେ ହେଲେ ପ୍ରଣିପାତକୃତାଞ୍ଜଳି ହୋଇକରି କହିଲେ ଏମନ୍ତ ।ପ୍ରଭୋ ! ସଭାଦ୍ଵାର ଦେଶ ଦିଗପାଳଗଣସର୍ବେ ମନୁନ୍ତରାଧୂପ ଆଉ ପିତୂଗଣ ।ଦ୍ବାରପାଳ ଏମାନଙ୍କୁ ଦ୍ଵାର ଛାତୁନାହିଁନୀଚ ଜନପରି ହେଉଅଛନ୍ତି ବିନୟୀ |ହେ ଲୋକ ଭାବନ ଶୀଘ୍ର ଦିଅ ଅନୁମତିସେମାନେ ଏ ସ୍ଥାନେ ଆସି ହୁଅନ୍ତୁ ପ୍ରଣତି ।ଦେବ ଦେବ ପିତାମହ ଦୁର୍ବାସାଙ୍କ ବାଣୀଶୁଣିକରି ହସି ହସି କହିଲେ ସେକ୍ଷଣି |ହେ ଦୁର୍ବାସା ! ଇନ୍ଦ୍ରଦ୍ୟୁମ୍ନ ସଭାକୁ ଆସିଲେଲୋକପାଳଗଣ କିମ୍ପା ବାହାରେ ରହିଲେ ।ଏହି କଥା କହୁଅଛ ଆହେ ମୁନିବରକିନ୍ତୁ ସେ ରାଜା ସମାନ ନୂହନ୍ତି ସକଳ ।ସେ ସକଳେ ମୋହେ ବଶୀଭୂତ ହୋଇଛନ୍ତିଇନ୍ଦ୍ରଦ୍ୟୁମ୍ନ ସଙ୍ଗେ ସମ ହେବାକୁ ଇଚଛନ୍ତି ।ଜୀବନକ୍ତ ଅଟନ୍ତି ତ ଏହି ନରପତିସଜ୍କାଯ୍ୟରେ ଦେହ ପାପ କ୍ଷୟ କରିଛନ୍ତି ।ଆମ୍ଭ ବଂଶରେ ଏ ରାଜା ପଞ୍ଚମ ସନ୍ତାନବୈଷ୍ଣବ ଆଉ ସର୍ବଦା ବିଷ୍ଣୁ ପରାୟଣ ।ନିଜ ସୁଖ ଭୋଗ ଅରେ ଏହି ଦେବଗଣଦେବତ୍ବ ଲଭିଲେ କରି ନାନାବିଧ କର୍ମ ।ବ୍ରଦ୍ଲଲୋକେ ଆସିବାକୁ ତପ୍ର ଆଚରିଲେଏ ସ୍ଥାନକୁ ଆସିବାକୁ ସମର୍ଥ ହୋଇଲେ ।ଯାହାହେଉ ଏହିକ୍ଷଣି ତୁମ୍ଭର କଥାରେଆମ୍ଭଙ୍କୁ ଦର୍ଶନ କରି ଯାଆନ୍ତୁ ସୁଖରେ ।ଅନନ୍ତର ଦୁର୍ବାସା ଯେ ତାହାଙ୍କୁ ଡାକିଲେଦେବଗଣ ସଭାମଧ୍ୟେ ପ୍ରବେଶ ହୋଇଲେ ।ଗାୟକଗଣ ଯେ ସ୍ଥାନେ କରୁଥିଲେ ଗାନଦୃରେ ରହି ସେହିସ୍ଥାନେ କରିଲେ ପ୍ରଣାମ |ସମ୍ମୁଖେ ପ୍ରଣବ ସର୍ବ ଲୋକ ପାଳଗଣଆଉ କରଯୋଡ଼ି ରହିଛନ୍ତି ଇନ୍ଦ୍ରଦ୍ୟୁମ୍ନଏମାନଙ୍କୁ ଦୃଷ୍ଟିଦାନେ କୃତାର୍ଥ କରିଲେଇନ୍ଦ୍ରଦୂମ୍ନ ରାଜାଙ୍କୁ ତ ବିଧାତା କହିଲେ ।ହେ ରାଜା ତୁମ୍ଭେ ଦେଉଳ କରିଛ ନିର୍ମାଣସ୍ଵୟଂ ଭଗବାନ କରିବେତୃ ଅବସ୍ଥାନଏକଥା ଯଥାର୍ଥ କିନ୍ତୁ ନାହିଁ ସେହିଦିନଯେଉଁକାଳେ ହୋଇଥିଲା ଦେଉଳ ନିର୍ମାଣଏହାମଧ୍ୟେ ତୁମ୍ଭ ରାଜ୍ୟ ହୋଇଲାଣି ଧ୍ଵଂସତୁମ୍ଭ ବଂଶ ସନ୍ତାନ ସନ୍ତତି ହେଲେ ନାଶ ।ସେ ସମୟେ ଗାଉଥଲେ ଗାୟକ ସକଳସେ ସମୟ ତୁମ୍ଭ ପକ୍ଷେ ଅତି ଦୀର୍ଘକାଳ ।ଦେବତାମାନଙ୍କ ଏକ ସପ୍ତତି ଯୁଗରେଏକ ମନ୍୍ନ୍ତର ହୁଏ ପୃଥିବୀ ମଧ୍ଯରେ |ତୁମ୍ଭର ବିଶୁଦ୍ଧ ବଂଶ ହୋଇଅଛି ନାଶକୋଟି କୋଟି ରାଜା ରାଜ୍ୟେ ଭୋଗ କଲେ ଶେଷ ।କେବଳ ସେ ଦାରୁ ମୂର୍ଭି ଦେବ ବିଦ୍ୟମାନରହିଅଛି ଯେ ଦେଉଳି କରିଛ ନିର୍ମାଣ ।ସ୍ଵାରୋଚିଷ ମନୁଙ୍କର ଆଦି ଯୁଗକାଳେଆମ୍ଭ ସମୀପରେ ଗାନ ଶୁଣି କଟାଇଲେ ।ମୃତ୍ୟୁ ଆଉ ବାର୍ଵକ୍ୟରେ ହୋଇଛ ଆଅକ୍ରାନ୍ତରତୁ ବିପର୍ଯ୍ୟୟ ନ ଜାଣିଲ ଏ ସ୍ଥାନେତ ।କାଳ ପରିମାଣ କିଛି ବୁଝି ନ ପାରିଲଭୁଲୋକ ଗମନ କରି ଏକ୍ଷଣି ଚଞ୍ଚଳ ।ଦେବତା ଦେଉଳ ନିଜ ଆୟତ୍ତକୁ ଆଣପୁନର୍ବାର ଏହି ସ୍ଥାନେ କର ଆଗମନଆଉ ଏ ସ୍ଥାନେ ଆସିବା ନାହିଁ ପ୍ରୟୋଜନତୁମ୍ଭ ପଛେ ପଛେ ଯିବୁ ଆମ୍ଭେ ସେହିସ୍ଥାନ ।ପ୍ରଥମରେ ଧରାଧାମେ କରନ୍ତୁ ଗମନମୂଲ୍ୟବାନ ଦ୍ରବ୍ଯ ସର୍ବ କର ଆୟୋଜନ ।ସେୈ କାଳ ମଧ୍ଯରେ ଆମ୍ଭେ ଏ ସ୍ଥାନରୁ ଯିବୁତୁମ୍ଭ ନିକଟରେ ଆମ୍ଭେ ପ୍ରବେଶ ହୋଇବୁ ।ଇନ୍ଦ୍ରଦ୍ୟୁମ୍ନଙ୍କୁ ଏ ଆଜ୍ଞା ପ୍ରଦାନ କରିଲେଦେବଗଣଙ୍କୁ ସସ୍ତେହ ଦୃଷ୍ଟିରେ ଚାହିଲେ ।
କରଯୋଡ଼ି ଦେବ ସମ୍ମୁଖରେ ଉପସ୍ଥିତ
ଗ୍ରୀବାଦେଶ ହୋଇଅଛି ବିନୟାବନତ
ଅଧୋମୁଖେ କରିଛନ୍ତି ଦେବେ ଅବସ୍ଥାନ
ପଦ୍ଧଯୋନି କହିଲେ ତ ମଧୁର ବଚନ
ହେ ଅମରଗଣ ସର୍ବେ ହୋଇ ଏକତ୍ରିତ
କି ନିମନ୍ତେ ଏହି ସ୍ଥାନେ ହେଲ ଉପସ୍ଥିତ
ତୁମ୍ଭର କି କାର୍ଯ୍ୟ ଅଛି ଆମ୍ଭ ସମୀପରେ
ପ୍ରକାଶ କରନ୍ତୁ ଅତି ଶୀଘ୍ର ଏ ସ୍ଥାନରେ ।
ବିଧାତାଙ୍କ ଏ ବଚନ କରନ୍ତେ ଶ୍ରବଣ
ଦେବଗଣଙ୍କର ମନ ହେଲା ସୂପ୍ରସନ୍ଧ
ବିଧାତାଙ୍କୁ ପ୍ରତ୍ୟୁତ୍ତର କରିଲେ ବହନ
ପିତାମହ ଦୟାକରି କରନ୍ତୁ ଶ୍ରବଣ |
ପୂର୍ବକାଳେ ସିନ୍ଧୁତଟେ ନୀଳ ପର୍ବତରେ
ନାଳମଣିମୟ ଦେବ ବିଜେ କରିଥୁଲେ ।
କି ନିମନ୍ତେ ସେହି ଦେବ ହେଲେ ଅନ୍ତହିତ
ଆମ୍ଭେମାନେ ହେଲୁ ତାଙ୍କ ସେବାରୁ ବଞ୍ଚତ ।
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଯଜ୍ଞ ଶେଷକାଳେ
କି ନିମନ୍ତେ ମହାପ୍ରଭୁ ଦାରୁରୂପ ହେଲେ ।
ଏ ବିଷୟ ଜାଣିବାକୁ ଆମ୍ଭେ ଦେବଗଣ
ଆପଣଙ୍କ ପାଦପଦ୍େ କରୁଛୁ ପ୍ରଣାମ |
ହେ ଦେବ ଆପଣ ବେଗେ ହୁଅ ସୁପ୍ରସନ୍ଧ
କିମ୍ପା ଦାରୁମୁରି ହେଲେ କରନ୍ତୁ ବର୍ଣ୍ଣନ ।
ଏହି କଥା ଦେବଗଣ କଲେ ନିବେଦନ
ପିତାମହ କହୁଛନ୍ତି କୋମଳ ବଚନ |
ଦେବଗଣ ଏହି କଥା ଗୋପନ ଅଟୃଇ
କେଉସ୍କାନେ ପ୍ରକାଶ ଯେ କରିନାହିଁ ମୁହିଁ ।
ଏହିସ୍ଥାନେ ଦୀର୍ଘକାଳ କଲ ଅବସ୍ଥାନ
ଆଗୂହରେ ଯେଉଁକଥା କରୁଅଛ ପ୍ରଶ୍ନ |
ସେହି କଥା ଅଟଇ ତ ଅତି ଗୁହ୍ୟତମ୍
ତାହା ବର୍ଣ୍ଣନା କରୁଛି ଶୁଣ ଦେବଗଣ ।
ଆମ୍ଭର ଏକ ପରାର୍ଵକାଳ ଶେଷବେଳେ
ଶ୍ରୀ ପରୁଷୋତ୍ତମ କ୍ଷେତ୍ରେ ଭଗବାନ ଥଲେ ।
ନୀଳକାନ୍ତ ମଣିମୟ ଶରୀର୍ ଧାରଣ
କରିଥଲେ ସାକ୍ଷାତରେ ତହି ଭଗବାନ ।
ଶ୍ଵବୈେତବରାହ କଳ୍ଧରେ ଏକ୍ଷଣି ଆମ୍ଭର
ଦ୍ଵିତୀୟ ପରାର୍ଵ ଦିନ ହେଲା ପ୍ରାତଃକାଳ ।
ସ୍ଵବାୟଂଭୂବ ମନୁଙ୍କର ହେଲା ଆଧ୍ବପତ୍ୟ
ଦାରୁ ରୂପରେ ବିଜୟ ହେଲେ ଜଗନ୍ନାଥ ।
ଦ୍ଵିତୀୟ ଝ ପରାର୍ବ କାଳ ଶେଷ ପରିଯନ୍ତେ
ଦାରୁ ରୂପ ଧରି ରହିଥୁ୍ବେ ଜଗନ୍ନାଥେ ।
ହେ ଦେବଗଣ ! ଆମ୍ଭର ଆତ୍ମା ଭଗବାନ
କରଯୋଡ଼ି ଦେବ ସମ୍ମୁଖରେ ଉପସ୍ଥିତଗ୍ରୀବାଦେଶ ହୋଇଅଛି ବିନୟାବନତଅଧୋମୁଖେ କରିଛନ୍ତି ଦେବେ ଅବସ୍ଥାନପଦ୍ଧଯୋନି କହିଲେ ତ ମଧୁର ବଚନହେ ଅମରଗଣ ସର୍ବେ ହୋଇ ଏକତ୍ରିତକି ନିମନ୍ତେ ଏହି ସ୍ଥାନେ ହେଲ ଉପସ୍ଥିତତୁମ୍ଭର କି କାର୍ଯ୍ୟ ଅଛି ଆମ୍ଭ ସମୀପରେପ୍ରକାଶ କରନ୍ତୁ ଅତି ଶୀଘ୍ର ଏ ସ୍ଥାନରେ ।ବିଧାତାଙ୍କ ଏ ବଚନ କରନ୍ତେ ଶ୍ରବଣଦେବଗଣଙ୍କର ମନ ହେଲା ସୂପ୍ରସନ୍ଧବିଧାତାଙ୍କୁ ପ୍ରତ୍ୟୁତ୍ତର କରିଲେ ବହନପିତାମହ ଦୟାକରି କରନ୍ତୁ ଶ୍ରବଣ |ପୂର୍ବକାଳେ ସିନ୍ଧୁତଟେ ନୀଳ ପର୍ବତରେନାଳମଣିମୟ ଦେବ ବିଜେ କରିଥୁଲେ ।
କି ନିମନ୍ତେ ସେହି ଦେବ ହେଲେ ଅନ୍ତହିତଆମ୍ଭେମାନେ ହେଲୁ ତାଙ୍କ ସେବାରୁ ବଞ୍ଚତ ।ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଯଜ୍ଞ ଶେଷକାଳେକି ନିମନ୍ତେ ମହାପ୍ରଭୁ ଦାରୁରୂପ ହେଲେ ।ଏ ବିଷୟ ଜାଣିବାକୁ ଆମ୍ଭେ ଦେବଗଣଆପଣଙ୍କ ପାଦପଦ୍େ କରୁଛୁ ପ୍ରଣାମ |ହେ ଦେବ ଆପଣ ବେଗେ ହୁଅ ସୁପ୍ରସନ୍ଧକିମ୍ପା ଦାରୁମୁରି ହେଲେ କରନ୍ତୁ ବର୍ଣ୍ଣନ ।ଏହି କଥା ଦେବଗଣ କଲେ ନିବେଦନପିତାମହ କହୁଛନ୍ତି କୋମଳ ବଚନ |ଦେବଗଣ ଏହି କଥା ଗୋପନ ଅଟୃଇକେଉସ୍କାନେ ପ୍ରକାଶ ଯେ କରିନାହିଁ ମୁହିଁ ।ଏହିସ୍ଥାନେ ଦୀର୍ଘକାଳ କଲ ଅବସ୍ଥାନଆଗୂହରେ ଯେଉଁକଥା କରୁଅଛ ପ୍ରଶ୍ନ |ସେହି କଥା ଅଟଇ ତ ଅତି ଗୁହ୍ୟତମ୍ତାହା ବର୍ଣ୍ଣନା କରୁଛି ଶୁଣ ଦେବଗଣ ।ଆମ୍ଭର ଏକ ପରାର୍ଵକାଳ ଶେଷବେଳେଶ୍ରୀ ପରୁଷୋତ୍ତମ କ୍ଷେତ୍ରେ ଭଗବାନ ଥଲେ ।ନୀଳକାନ୍ତ ମଣିମୟ ଶରୀର୍ ଧାରଣକରିଥଲେ ସାକ୍ଷାତରେ ତହି ଭଗବାନ ।ଶ୍ଵବୈେତବରାହ କଳ୍ଧରେ ଏକ୍ଷଣି ଆମ୍ଭରଦ୍ଵିତୀୟ ପରାର୍ଵ ଦିନ ହେଲା ପ୍ରାତଃକାଳ ।ସ୍ଵବାୟଂଭୂବ ମନୁଙ୍କର ହେଲା ଆଧ୍ବପତ୍ୟଦାରୁ ରୂପରେ ବିଜୟ ହେଲେ ଜଗନ୍ନାଥ ।ଦ୍ଵିତୀୟ ଝ ପରାର୍ବ କାଳ ଶେଷ ପରିଯନ୍ତେଦାରୁ ରୂପ ଧରି ରହିଥୁ୍ବେ ଜଗନ୍ନାଥେ ।ହେ ଦେବଗଣ ! ଆମ୍ଭର ଆତ୍ମା ଭଗବାନଆମ୍ଭେ ଆତ୍ମା ଦେବଗଣଙ୍କର ନୋହୁ ଭିନ୍ନ ।ଆମ୍ଭ ଦୁହିଙ୍କ ବ୍ୟତୀତ୍ର ଜଗତ ମଧ୍ଯରେଆଉ କେହି ରହିନାହି କୌଣସି ସ୍ଥାନରେ ।କ୍ଷୀର ସମୁଦ୍ରରେ ଶ୍ଵେତ ଦ୍ଵୀପର ମଧ୍ଯରେମଣିମୟ ମଣ୍ଡପରେ ଅନନ୍ତ ଶଯ୍ୟାରେ ।ଯୋଗନିଦ୍ରା ଦେବୀଙ୍କୁ ଯେ କରିଣ ଆଶ୍ରୟଶୟନ କରିଅଛନ୍ତି ପ୍ରଭୁ ଦେବରାୟସେ ପ୍ରଭୁ ସଚରାଚର ଜଗତ କାରଣଶଙ୍ଖ ଚକ୍ରରେ ଅଙ୍କତ ତାଙ୍କ ଦେହ ଲୋମଶ୍ଵେତଦ୍ଵୀପେ ଚୈତନ୍ଯର ଅଧ୍ବଷ୍ଠାନ ରୂପେସତ୍ୟ ପୁରୁଷ ପ୍ରକାଶ ବୃକ୍ଷର ସ୍ଵରୂପେପ୍ରଥମରେ ସିନ୍ଧୁଜଳେ ହେଲେ ସମୁପ୍ରନ୍ଧତ୍ରୈଲୋକ୍ୟ ଭୋଗ ସକଳ ଇଚ୍ଛାକରି ମନ |ଜଗନ୍ନାଥ କଲେ ଦାରୁ ବିଗ୍ରହ ଧାରଣଅନେକ ସହସ୍ର ଜନ୍ମ ଲାଭ କରି ଜନଭକ୍ତି ସହ ଚିନ୍ତାକଲେ ପୂର୍ଣକାମ ହୁଏଏ ରୋର ସଂସାର ଦୁଃଖ ନାଶ ହୋଇଯାଏ।ସେ ପ୍ରଭୁ ଜୀବର କର୍ମଫଳ ନାଶ କରିସାଫଲ୍ୟ ମୁକ୍ତି ଜଗତ ବାସୀଙ୍କୁ ବିତରିଧ୍ୟାନ ଧାରଣା ଦୁସ୍କର ତପସ୍ୟା ବ୍ୟତୀତମୋକ୍ଷ ଦେବାକୁ ସେ ପ୍ରଭୁ ହେଲେ ଆର୍ବିଭୂତ।ଦାରୁମୟ ମୂର୍ଭି କଥା ଅତି ଗୋପନୀୟଏ ବିଷୟ ' ମିନ ମଧ୍ୟେ କରଇ ସଂଶୟଯେ ଯେଉଁ ରୂପରେ ତାଙ୍କୁ କରଇ ଦର୍ଶନତା ସମୀପେ ସେହିରୂପେ ପ୍ରଭୁ ବିଦ୍ୟମାନଧାର୍ମିକ ଜନତା ମତ ` `ଏ ଅଟେ ପ୍ରମାଣସେ ପ୍ରଭୁ ଚତୁର ଵର୍ଗ କରନ୍ତି ପ୍ରଦାନଭୂମଣ୍ଡଳେ ଜୀବଗଣ କରିଲେ ଦର୍ଶନପାପ ମୁକ୍ତ ହୋଇ ମୋକ୍ଷଭାଗୀ ତତକ୍ଷଣଜୈମିନି କହନ୍ତି ସେହି ସ୍ଥାନେ ଦେବଗଣସନଧୁଷ୍ଠ ହୋଇଲେ ଶୁଣି ବ୍ରହ୍ମାଙ୍କ ବଚନଆନନ୍ଦ ମନରେ ଚିନ୍ତା କରିଲେ ତକ୍ଷଣକ୍ଷଣସ୍ଥାୟୀ ଦେବପଦେ କେଉଁ ପ୍ରୟୋଜନଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ହୋଇବୁ ଜନମଶୁଦ୍ଧ ଚିତ୍ତରେ ସେବିବୁ ପ୍ରଭୁଙ୍କ ଚରଣବିଧାତା ଆନନ୍ଦ ନେତ୍ରେ ଚାହିଣ କହିଲେଯେ ପ୍ରଭୁ ଇନ୍ଦ୍ରଦ୍ୟୁମ୍ନକୁ ଅନୁଗ୍ରହ କଲେସେହି ପ୍ରଭୁ କରିବେ ତ ଶ୍ରୀମୁଖ ବର୍ଣନପ୍ରତିମାସେ ଯାହା ହେବ ଯାତ୍ରା ପର୍ବମାନଆଉ ମଧ୍ଧ ସେହି ପ୍ରଭୁ ଭକତ ବସ୍ସଳବରଦାନ କରି ଉଦ୍ଧାରିବେ ଜୀବକୂଳଇନ୍ଦ୍ରଦ୍ୟୁମମଙ୍କର ଦେଉଳରେ ପ୍ୃଭୁଙ୍କରପ୍ରତିଷ୍ଠା କରିବା ଅଥୈ ଚଳିବ ସତ୍ଵରତୁମ୍ଭେମାନେ ସେହିସ୍ଥାନେ କରିବ ଗମନଇନ୍ଦ୍ରଦ୍ୟୁମ୍ନ ସଙ୍ଗେ ଯାଇ କର ଆୟୋଜନନିଜ ନିଜ ଅଧରକାର ଇ ଛାଡ଼ି ଦେବଗଣଇନ୍ଦ୍ରଦ୍ୟୁମ୍ନଙ୍କ ସାହାଯ୍ୟ କରିବ ବହନସମ୍ପତି ପ୍ରଥମ ମନ୍ନ୍ତର ହେଲା ଗତସେ ପ୍ରସାଦ ସେ ପ୍ରତିମା ରାଜାର ପ୍ରକୃତଏହିକଥା ତୁମ୍ଭେମାନେ କରିବ ନିଶ୍ଚିନ୍ତ
ଶୀଘ୍ର ଚଳିଯାଅ ନୀଳ ସୁନ୍ଦର ପର୍ବତଏହି ରାଜାର ସନ୍ତତି କେହି ତ ନାହାନ୍ତିଏକ୍ଷଣି ସହାୟ ହୀନ ରାଜା ହୋଇଛନ୍ତିଅତଏବ ତୁମ୍ଭେମାନେ ପ୍ରତିଷ୍ଠା ନିମିତ୍ତଆୟୋଜନ କର ଦ୍ରବ୍ୟ ସମ୍ଭାର ଯାବତଆମ୍ଭ ଅନୁମତି ପାଇ ପଦ୍ଧନିଧୂ ଯିବେପ୍ରତିଷ୍ଠା ଦ୍ରବ୍ୟ ସମ୍ଭାର ସର୍ବ ସମ୍ପାଦିବେଇନ୍ଦଦ୍ୟୁମ୍ନ ବ୍ରହ୍ମାଙ୍କର ଏହି ଆଧ୍ପତ୍ୟଦର୍ଶନରେ ଅତ୍ୟାଶ୍ଚର୍ଯ୍ୟ ହେଲେ ହୃଷ୍ଟଚିତତଜଗଦଗୁରୁଙ୍କର ନେଲେ ତହି ଅନୁମତିଚରଣ ତଳେ କରିଲେ ସାଷ୍ଟାଙ୍ଗ ପ୍ରଣତିଧାତାଙ୍କର ଆଜ୍ଞା ଶିରେ କରିଲେ ଗ୍ରହଣଦେବଗଣ ସହ କଲେ ଭୁଲୋକେ ଗମନସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେତ୍ରୟୋବିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେଜୟ ପଙ୍କଜ ଆସନ ଜଗତ କରତାତୁମ୍ଭେ ଜୀବ ଜଗତର ସୁଖ ଦୂଃଖ ଦାତାଜୀବ ଯେଉଁ କର୍ମ କରେ ସେହି ଅନୁସାରେସେ କର୍ମର ଫଳ ଭୋଗିଲେକ କପାଳରେସେ ଫଳ ଭୋଗ ତ ଜୀବ ନିଶ୍ଚୟ କରିବଏ ଭାବ ତାକୁ ଅନ୍ୟଥା କେ କରିପାରିବଏ ସଂସାର ସୁଖ ଦୁଃଖେ ନାହି ପ୍ରୟୋଜନକିପରି ଏ ଭବ ସିନ୍ଧୁ ହୋଇବି ଉତ୍ତୀର୍ଣ୍ଣଜୟଗୁରୁ ଜଗଦ୍ଗୁରୁ ଜୟଗୁରୁ ନାମରସନା ରଟିବ ମାର୍ଗେ ହରିହର ଦୀନଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳଖଣ୍ଡେଇନ୍ଦ୍ଦଦ୍ୟୁମ୍ନ ବ୍ରହ୍ମଲୋକ ଗମନେବ୍ରହ୍ମସଭା ବର୍ଣ୍ଣନେ ନାମତ୍ରୟୋବିଂଶୋଧ୍ୟାୟଃ
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment