ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ସପ୍ତତ୍ରିଂଶୋଧ୍ୟାୟଃ
ସପ୍ତତ୍ରିଂଶ ଅଧ୍ଯାୟ
ମୁନିଗଣ ଏହାପରେ କହୁଅଛି ଶୁଣଯେ ରୂପେ ଦକ୍ଷିଣାୟନ ସଂକ୍ରାନ୍ତି ବିଧାନ ।ଏ ସଂକ୍ରାନ୍ତି ଚଳନର ପରେ ପୂଣ୍ୟକାଳବିଂଶଦଣ୍ଡ ପରିମାଣ ବୁଝ ହେ ସକଳ ।ପ୍ରଭୁଙ୍କୁ ପଞ୍ଚାମୃତରେ କରାଇବ ସ୍କାନଦେହେ ଲେପିବ ଅଗୁରୁ କର୍ପୁର ଚନ୍ଦନ ।ମନୋହର ବସ୍ତ୍ ନାନାବିଧ ଅଳଙ୍କାରସୁଗନ୍ଧ ପୁଷ୍ପ ମାଳାରେ ମଣ୍ଡିବ ଶରୀର ।ଦୀପମାଳା ଭକ୍ଷ୍ୟଭୋଜ୍ୟ ଆଦି ଉପଚାରେଶ୍ରୀ ଜଗନ୍ନାଥଙ୍କୁ ପୂଜା କରିବ ବିଧୂବରେ ।କର୍ପୁର ଲିପ୍ତ ତାଳି ହରିଙ୍କ ମୁଖରେଦେଇ ବନ୍ଦାଇବ ଦୁର୍ବାଙ୍କୁର ସହିତରେ ।ଯେ ଜନ ଦର୍ଶନ କରେ ଏ ପୂଜା କାଳରେଅଥବା ପୂଜା ଶେଷରେ ଦରଶନ କରେ ।ଶ୍ରୀ ଜଗନ୍ନାଥ ତାହାଙ୍କୁ ହୁଅନ୍ତି ପ୍ରସନ୍ନଶିତଗୁଣେ ପୁଣ୍ୟଫଳ କରନ୍ତି ପ୍ରଦାନ |ଦକ୍ଷିଣାୟନ ଅର୍ଚ୍ଚନ କାଳରେ ଯେ ଜନପବିତ୍ର ଚିତ୍ତେ ପ୍ରଭୁଙ୍କୁ କରଇ ଦର୍ଶନ |ସମୁଦାୟ ପାପ ରାଶି ହୁଅଇ ଦହନନିଶ୍ଚୟ ବୈକୁଣ୍ଡପୁରେ କରଇ ଗମନ ।କ୍ଷୁଦ୍ର ବା ବୃହତ ହେଉ ଭଗବାନଙ୍କରଉତ୍ସବ ଯେ ମୁକ୍ତିଦାନ କରେ ନିରନ୍ତର ।ଯେ ଜନ ଉତ୍ସବ ଦିନେ କରଇ ଦର୍ଶନମୁକ୍ତିଲାଭ କରେ ସେହି ସନ୍ଦେହ ନ ମଣ ।ସ୍ଵୟଂ ଭଗବାନ କୃପା ପରବଣ ହୋଇ| ମୁର୍ଖଙ୍କ ମନେ ବିଶ୍ଵାସ ଜାତ ହେବା ପାଇଁ ।ପାପୀଗଣଙ୍କର ପାପ ବିନାଶ ନିମିତ୍ତଉତ୍ସବ କଥା ଶ୍ରୀମୁଖେ କରିଲେ ବ୍ୟକତଯେହେତୁ ଏ ମୁଖ ଲୋକେ କରି ଅବିଶ୍ବାସକ୍ଲେଶ ସହ୍ୟ ଧର୍ମ କାର୍ଯ ନ ହେବେ ପ୍ରବେଶ ।ନିତ୍ୟ ଭୋଜନ ନିମିତ୍ତ ଲକ୍ଷ୍ମୀ ପତିଙ୍କରପାକଶାଳା ଯେଉଁରୂପେ କରିବ ସଂସ୍କାରରାଜାଙ୍କ ଦ୍ଵାରା ନିଯୁକ୍ତ ଆଚାର୍ଯ୍ୟ ବ୍ରାହ୍ମଣଶୌଚ ସପ୍ତ ସର୍ବକ୍ରିୟା ବିଧାନେ ନିପୁଣବୈଷ୍ଠବାଗ୍ନି ସଂସ୍ଥାପନ କରିବେ ବିଧ୍ବରେଚରୁ ଅନୃକୁ ପ୍ରସ୍ତୁତ କରିବେ ତହିଁରେଭଗବାନଙ୍କର ପାକ ସାଧନ କାରଣବୈଶ୍ୟଦେବ ଚରୁବଳି କରିବ ପ୍ରଦାନବ୍ରହ୍ମା ବାସୁପତି ପ୍ରଜାପତି ବିଷ୍ଣୁ ଦେବବିଶ୍ଵକର୍ଭାଙ୍କ ଉଦ୍ଦେଶ୍ୟେ ହୋମ ଯେ କରିବ ।ଚଣ୍ଡ ପ୍ରଚଣ୍ଡଙ୍କ ଦ୍ଵାରଦେଶେ ବଳିଦେବକ୍ଷେତ୍ର ପାଳଙ୍କର ବଳି ଇଶାନେ କରିବବିରୂପ ଖଗପତିଙ୍କୁ ଦକ୍ଷିଣ ଦିଗରେ ,ଦୂର୍ଗା ସରସ୍ବତୀଙ୍କୁ ଯେ ନୈର୍ଗତ କୋଣରେ ।ପୂର୍ବେ ଲକ୍ଷ୍ମୀ ମହେନ୍ଦ୍ରଙ୍କୁ ଉତ୍ତର ଦିଗରେବିଷ୍ଣୁଙ୍କର ପାରିଷଦ ଶିବଙ୍କ ସଙ୍ଗରେପଶ୍ଚିମେ ନାରଦ ଅଗ୍ନିକୋଣେ ହୁତାଶନବାୟବ୍ୟରେ ବିଶ୍ଵସାକ୍ଷୀ ପ୍ରାଣାଦି ପବନବିଶ୍ଵକର୍ଭାଙ୍କୁ ସେ ମଧ୍ଯସ୍ଥଳେ ବଳିଦେବପ୍ରତ୍ୟେକଙ୍କୁ ବଳିଶେଷେ ଉଦକ ଅର୍ପିବ ।ବଳିଶେଷେ ରାଜା କରାଇବେ ଯେ ଅଗ୍ନିରେଭଗବାନଙ୍କର ପୂଜା ଚରୁ ତ୍ରିସନ୍ଧ୍ୟାରେ
ପାକ କରାଇବେ ଅନ୍ଧ ବ୍ୟଞ୍ଜନ ବହୁତତ୍ରିକାଳରେ ଭକ୍ଷ ଭୋଜ୍ୟ ଦ୍ରବ୍ୟ ବିଧ୍ଵମତପାକଦ୍ରବ୍ୟ ଯେଉଁପରି ହୋଇବ ପ୍ରସ୍ତୁତବ୍ରାହ୍ମଣାଦି ବର୍ଣଣତ୍ରୟ ସେ କାଯ୍ୟ ନିଯୁକ୍ତଅଥବା ବର୍ଣ୍ଣତ୍ରୟର ସେବା ଯେ କରନ୍ତିପବିତ୍ର ଶୂଦ୍ରକୁ କାର୍ଯ୍ୟ କରିବ ନିଯୁକ୍ତିଏ ରୂପ କଥା ଲୋକରେ ଅଛି ପ୍ରଚଳିତସ୍ବୟଂ ଲକ୍ଷ୍ମୀଦେବୀ ପାକ କରନ୍ତି ପ୍ରସ୍ତୁତସାକ୍ଷାତରେ ମୂର୍ଭିମାନ ସ୍ଵୟଂ ନାରାୟଣଲକ୍ଷ୍ମୀଙ୍କ ହସ୍ତରୁ ଅନ୍ଧ କରନ୍ତି ଭୋଜନପ୍ରଭୁଙ୍କ ନୈବେଦ୍ୟ ଅନ୍ଧ ଅମୃତ ସମାନପାପ ନଷ୍ଟ ହୁଏ ଶିରେ କରିଲେ ଧାରଣଭକ୍ଷଣ 'କଲାମାତ୍ରକେ ମହାପାପ ମାନମଦ୍ୟପାନ ଆଦି ସର୍ବ ହୁଅଇ ବିଲୀନଏ ମହାପ୍ରସାଦ ଯେବା କରଇ ଆଘ୍ରାଣସକଳ ମାନସ ପାପ ହୁଅଇ ଦହନ |ଦର୍ଶନରେ ଦୃଷ୍ଟିଜାତ ପାପ ହୁଏ ଲୟଆସ୍ବାଦ ମାତ୍ରକେ ବାଚନିକ ପାପ କ୍ଷୟ ।ଶ୍ରବଣଜ ପାପ ମିଥ୍ୟା କଥନରୁ ଜାତସର୍ବ. ପାପ ସ୍ପର୍ଶକଲେ ହୁଏ ଲଯପ୍ରାପ୍ତ |ନୈବେଦ୍ୟ ଅନ୍ଧ ଅଙ୍ଗରେ କଲେ ବିଲେପନଶିରୀରଜ ସର୍ବପାପ ହୁଅଇ ବିଲୀନ |ଦେବକାର୍ଯ୍ୟ ପିତୃକାରଯ୍ୟ କରେ ଯେଉଁ ଜନଶ୍ରୀହରିଙ୍କ ନୈବେଦ୍ୟାନ୍ସ କରେ ନିବେଦନ ।ତାପ୍ରତି ଦେବତାଗଣ ଆଉ ପିତୁଗଣସନଧଷ୍ଠ ହୋଇ ବୈକୂଣ୍ଡେ କରନ୍ତି ଗମନ ।ମୁନିଗଣ ହବ୍ୟକବ୍ୟ କାର୍ଯ୍ୟମାନଙ୍କରେୟାଠାରୁ ପବିତ୍ର ଦ୍ରବ୍ଯ ନାହିଁ ଭୂତଳରେ ।ଅଧ୍ୂକ କି ନରଦେହ ଧରି ଦେବଗଣଏ ମହାପ୍ରସାଦ ନିତି କରନ୍ତି ଭକ୍ଷଣ |ମହାପ୍ରସାଦ ବିଷୟେ ଦେବ ଚକ୍ରଧରମହାଗୌରବ ମଣନ୍ତି ଶୁଣ ହେ ସକଳ ।ତ୍ରେତାଯୁଗେ ଶ୍ଵେତନାମେ ଏକ ରାଜା ଥଲେପୁରୁଷୋତ୍ତମ କ୍ଷେତ୍ରରେ ବ୍ରତ ସେ କରିଲେ ।ଇନ୍ଦ୍ରଦ୍ୟୁମୁଙ୍କର ମହାଭୋଗ ଅନୁସାରେବିବିଧ ଭୋଗ ବ୍ୟବସ୍ଥା କରିଲେ ବିଧ୍ବରେ ।ଭକ୍ଷଭୋଜ୍ୟ ଦ୍ରବ୍ୟମାନ ସୁଗନ୍ଧ ଚନ୍ଧନମାଲ୍ୟଦାନେ ତ୍ରୁଟି ନ କରନ୍ତି ସେ ରାଜନ ।ଭଗବାନଙ୍କର ତୃପ୍ତି ହୋଇବା ନିମିତ୍ତନୃତ୍ୟଗୀତ ବାଦ୍ୟ ଆଦି କରନ୍ତି ସମସ୍ତ ।ଏହିପରି ନାନାବିଧ ଉପଚାରମାନଯାହା ରାଜଯୋଗ୍ୟ ତାହା କରନ୍ତି ଆପଣ ।ପଣ୍ଡିତଗଣ ସ୍ଵରୂପ ପଦ୍ଧ ସମୂହରସୂର୍ଯ୍ୟସମ ପ୍ରକାଶକ ଶ୍ଵେତ ନ୍ଧପବର |ବୈଷ୍ଣବ ଶାସ୍ତ୍ରନୁସାରେ ବହୁ ଅର୍ଥ ବ୍ୟୟକ୍ଲେଶ ସାଧ୍ୟ ନାନାବିଧ ମହାରୋଗ ଚୟ ।ସେହି ଭୋଗର ବ୍ୟବସ୍ଥା ରାଜା କରିଥିଲେଦିନେ ସକାଳ ଧୂପରେ ଉପସ୍ଥିତ ହେଲେ ।ସ୍ତବ ପଢ଼ି ପ୍ରଣାମ ଯେ କରିଲେ ରାଜନକୃତାଞ୍ଜଳିପୁଟେ ଦ୍ଵାରେ କଲେ ଅବସ୍ଥାନ ।ନିଜ ବ୍ୟବସ୍ଥାନୁସାରେ ଉପଚାରମାନପ୍ରଭୁଙ୍କର ସମ୍ମୁଖରେ ହୋଇଛି ସ୍ଥାପନ |ଉପଚାର ଦବ୍ୟ ଆଦି ସକଳ ଦେଖୁଲେ
¦ | ଧ୍ୟାନସ୍ଥ ହୋଇ ମନରେ ଏ ରୂପ ଚିନ୍ତିଲେ ।ଦିବା ଉପଚାରଦ୍ବାରା ଯାହାର ଅର୍ଚ୍ଚନକରିବାକୁ ଅସମର୍ଥ ସଦା ଦେବଗଣଭାବ ଦଷିତ ଅଟଇ ଏହି ଉପଚାରସନ୍ତୋଷ ବିଧୀନ ନ କରିବ ହରିଙ୍କରଯାହାର ଅର୍ଚ୍ଚନା ମାନସିକ ଉପଚାରେଯୋଗୀଗଣ କରିଥାନ୍ତି ସଂଯତ ଚିତ୍ତରେମନୁଷ୍ୟ ହସ୍ତେ ନିର୍ମିତ ଭୋଗ୍ୟ ବସ୍ତୁମାନସେ ପ୍ରଭୁ କି ସନ୍ଧୁଷ୍ଟରେ କରିବ ଗ୍ରହଣଧ୍ୟାନ ନିମିଳିତ ନେତ୍ରେ ଏହା ଚିନ୍ତାକଲେନୃସିଂ ହଦେବ କହିଲେ ବସ ! ବେଗେ ଉଠତୁମ୍ଭର ଭକ୍ତରେ ଆମ୍ଭେ ହୋଇଲୁ ସନୁଷ୍ଠ ।ଜ୍ଞାନଦୃଷ୍ଟିରେ ସେ ସ୍ଥାନେ ଏ ରୂପେ ଦେଖୂଲେ ।ଜଗନ୍ନାଥ ପ୍ରଭୁ ଦିବ୍ୟାସନେ ସମାସୀନଅନ୍ଧ ବ୍ୟଞ୍ଜନ ସକଳ କରନ୍ତି ଭୋଜନଲକ୍ଷ୍ମୀଦେବୀ ଦିବ୍ଯବସ୍ତ କରି ପରିଧାନଦିବ୍ୟମାଲ୍ୟ ଆଭରଣେ ଶରୀର ମଣ୍ଡିଣଅମୁଲ୍ୟ ରତ୍ନ ନୂପୁର ପାଦେ ସୁଶୋଭିତସ୍ଵର୍ଗଲୋକ ହେଉଅଛି ଧ୍ଵନିରେ ପୂରିତସୁବର୍ଣ୍ଣ ନିର୍ମିତ ଡଙ୍ଗା ହସ୍ତରେ ଧରିଣପରିବେଷଣ କରନ୍ତି ଷଡ଼ରସ ଅନ୍ନଭଗବାନଙ୍କର ପ୍ରତିମୂଜି ଛନ୍ତି ଯେତେଭୋଜନ କରନ୍ତି ବେଢ଼ିକରି ସେ ସମସ୍ତେସେ ନୃପ ଏହି ଅଭୁତ ବ୍ୟାପାର ଦେଖୁଲେକୃତାଥ ହୋଇଲେ ବୋଲି ମନେ ବିଚାରିଲେପୁନର୍ବାର ନେତ୍ରଦ୍ଵୟ କଲେ ଜନ୍ମାଳନପୂର୍ବେ ଯାହା ଦେଖୁଥିଲେ କଲେ ନିରୀକ୍ଷଣସେହି ଦିନଠାରୁ ରାଜା ପରମ ଭକ୍ତିରେଅନାହାରେ ରହି ବ୍ରତ ଗ୍ରହଣ କରିଲେଅକାଳ ମୁତ୍ୟୁ ବିନାଶ ହେବ ପ୍ରଜାଙ୍କର
ମୃତ ବ୍ୟକ୍ତିଗଣ ଯିବେ ବଇକୁଣ୍ଠ ପୁରଆଶ୍ରିତଗଣର କଳ୍ପ ପାଦପ ସ୍ଵରୂପତପସ୍ୟା କରିଲେ ତହିଁ ମନ୍ତ୍ରରାଜ ଜପଏହିରୂପେ ଶତେବର୍ଷ ହୁଅନ୍ତେ ଅତୀତପାପହାରୀ ନୃସିଂହଙ୍କୁ କରିଲେ ସାକ୍ଷାତଯୋଗ ପଦ୍ଧାସନେ ହୋଇଛନ୍ତି ଅଧୁଷ୍ଠିତଲକ୍ଷ୍ମୀଦେବୀ ତାହାଙ୍କର ବାମେ ବିରାଜିତମୁଖମଣ୍ଡଳେ ଭଷତ ହାସ୍ୟ ପୁକାଶିତଦେବ ସିଦ୍ଧଗଣେ ସ୍ତୁତି କରନ୍ତି ବହ୍ତଶ୍ଵେତରାଜ ନୃସିଂହଙ୍କ କରନ୍ତେ ଦର୍ଶନଭୟେ ବିସ୍କୟେ କହିଲେ ଗଦ୍ଗଦ ବଚନହେ ନାଥ ପ୍ରସନ ହୁଅ ଏତିକି କହିଲେଭୁଲୋକରେ ଖ୍ୟାତଶ୍ଵେତ ମାଧବ ନାମରେଆମ୍ଭ ପ୍ରସନ୍ତେ ଅଲଭ୍ୟ କିଛି ନୂହଇ ତପ୍ରାର୍ଥନା କର ଅଭୀଷ୍ଟ ବର ଏକ୍ଷଣେ ତ ।ଏହାଶୁଣି ଶ୍ବେତରାଜା ତକ୍ଷଣେ ଉଠିଲେକର ଦୂଇ ଯୋଡ଼ିକରି ବିନୟେ କହିଲେ ।ହେ ସ୍ଵାମୀ ଯଦ୍ୟପି ତୁମ୍ଭେ ହୋଇଛ ପ୍ରସନ୍ନଦୟାକରି ଏହି ବର କରନ୍ତୁ ପ୍ରଦାନ |ଯେପରି ଆପଣଙ୍କର ସାରୂପ୍ୟ ଲଭିବିତିରକାଳ ଆପଣଙ୍କର ନିକଟେ ରହିବି ।ଯେତେଦିନ କରୁଥବି ମୁହିଁ ରାଜପଣପ୍ରଜାଙ୍କର ଅକାଳରେ ନୋହିବ ମରଣ ।ଯଥାକାଳେ ମୋ ପ୍ରଜାଏ ମୃତ୍ୟୁକୁ ଲଭିବେସକଳ ପ୍ରଜା ବୈକୁଣ୍ଠ ଭୁବନକୁ ଯିବେ ।ଏହାଶୁଣି ନରସିଂହ କହିଲେ ବଚନଶ୍ଵେତରାଜ ତୁମ୍ଭ ମନୋରଥ ହେବ ପୂର୍ଣ୍ଣ ।ଆମ୍ଭର ଦକ୍ଷିଣ ଦିଗେ ତୁମ୍ଭେ କର ବାସଭୋଗକରେ ନିଜ ରାଜ୍ୟ ସହସ୍ରେ ବରଷ ।ଆମ୍ଭର ପ୍ରସାଦ ଅନ୍ଧ ଭୋଜନ କରିଣତୁମ୍ଭର ସକଳ ପାପ ହୋଇବ ମୋଚନ ।ନିର୍ମଳ ଅନ୍ତଃକରଣେ ସାରୂପ୍ୟ ଲଭିବବଟ ସାଗର ମଧ୍ୟରେ ଯେ ସ୍ଥାନ ଦୁର୍ଲଭ ।ମୁକ୍ରିକ୍ଷେତ୍ରେ ଆଦ୍ୟ ଅବତାର ବିଷ୍ଣୁଙ୍କରସମ୍ମୁଖରେ ସ୍ଵଚ୍ଛମଣି ସଦୃଶ ଶରୀର _ସେହି ସ୍ଥାନରେ ନିବାସ କର ଆନନ୍ଦରେ୍ିଷୁ ଆଦ୍ୟ ଅବତାର ତୁମ୍ଭ ମଧ୍ୟସ୍ଥଳେନରପକ୍ଷୀ କୀଟ ଆଦି ଜୀବ ମୂତ୍ୟୁ ହେଲେସେ ସକଳ ଜୀବଗଣ ମୁକତି ଲଭିବେ.ଏ ସ୍ଥାନେ ମରଣ ଇଚ୍ଛା କରନ୍ତି ଯେ ଦେବେତୁମ୍ଭ ନିବାସ ସ୍ଥାନରେ ଉତ୍ତମ ଦିଗରେପାପ ବିନାଶକ ସରୋବରେ ସ୍କାନ କରେତାହାର ଦକ୍ଷିଣ ତଟେ ତୁମ୍ଭ ଦୁହିଙ୍କରଦର୍ଶନେ ପବିତ୍ର ହୋଇ ଛାଡ଼ିବ ଶରୀର ।ନିଶ୍ଚୟ ହୋଇବ ମୁକ୍ତି ସନ୍ଦେହ ନ କର.ଏ କ୍ଷେତ୍ରର ଅନ୍ୟସ୍ଥାନେ ମୂତ୍ୟୁ ହେବ ସାର ।ମୁକ୍ତି ଲାଭ ହୋଇବ ଯେ ଏକଥା ନିଦ୍ଦିତଏହା ମନେ ରଖୁଥାଅ ସର୍ବ ତପୋବନ୍ତ ।ମୁର୍ଖଙ୍କ ମନେ ବିଶ୍ଵାସ ହୋଇବା ନିମିତ୍ତଭୁମିତଳେ ବିଲୁଣ୍ଣିତ ସେ ସ୍ଥାନେ ହୋଇଲେ ।ଏ ସ୍ଥାନଟି ପୁଣ୍ଯତମ ଅତୀବ ପବିତ୍ର |ଶ୍ଵେତରାଜ ତୁମ୍ଭ ରାଜ୍ୟେ ଯେଉଁ ଜନଗଣ
ଆମ୍ଭର ମହାପ୍ରସାଦ କରିବେ ଭୋଜନ ।କଦାପି ଅକାଳ ମୃତ୍ୟୁ ନ ହେବ ତାଙ୍କରଏହି କଥାରେ କଦାପି ସନ୍ଦେହ ନ କର ।ସ୍କନ୍ଦ ପୁରାଣେ ଉକତ ଉକ୍କଳ ଖଣ୍ଡରେସପ୍ତତ୍ରିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେନାରାୟଣ ଜନାର୍ଦନ ଦେ ପୀତବାସଦାରୁବ୍ରହ୍ମ ରୂପେ ନୀଳାଚଳରେ ପ୍ରକାଶଭକତ ଜନଙ୍କ ହିତ କରୁଛ ସାଧନପାପକାରୀମାନଙ୍କୁ ଯେ କର ପରିତ୍ରାଣ ।ଅନ୍ତିମ କାଳରେ ପ୍ରଭୁ ଦେବ ଦରଶନସେତେବେଳେ ଜିହଵା ରଟୁଥବ ତବ ନାମ ।କର ଦୁଇ ଯୋଡ଼ିକରି ମାଗେ ହରିହରପୂର୍ଣ୍ଣ କରିବ ପ୍ରାର୍ଥନା ଏ ଦୀନ ଜନର ।ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେଶ୍ଵେତରାଜା ଚରିତ ବଣ୍ଠନେ ନାମସପ୍ରତ୍ରିଂଶୋଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment