ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଚତୁର୍ବିଂଶୋଧ୍ୟାୟଃ
ଚତୁର୍ବିଂଶ ଅଧ୍ୟାୟ
ଜୈମିନି କହନ୍ତି ନରପତି ଇନ୍ଦ୍ରଦ୍ୟୁମ୍ନବହୁଯୁଗ ପରେ କ୍ଷେତ୍ରେ କଲେ ଆଗମନ ।ଉ୍କଣ୍ଡିତ ଚିତ୍ତେ ଜାତ ରୋମାଞ୍ଚ ଦେହରେଜଗନ୍ନାଥଙ୍କୁ ପ୍ରଣାମ କଲେ ଭୂତଳରେହେ ବ୍ରହ୍ମଣ୍ୟ ଦେବ ଗୋ ବ୍ରାହ୍ମଣ ହିତକାରୀପ୍ରଣତ ଜନର ସଦା ଅଶୁଭ ନିବାରି |ଆପଣ ଧର୍ମାଦି ଚତୁବଗର କାରଣହିରଣ୍ୟ ଗର୍ଭ ପୁରୁଷ ରୂପେ ବିଦ୍ୟମାନ ।ପ୍ରଧାନ ଅବ୍ୟକ୍ତ ଏକମାତ୍ର ଜ୍ଞାନ ଗମ୍ୟସେହି ବାସୁଦେବଙ୍କୁ ଯେ କରୁଛି ପ୍ରଣାମଏହିରୂପେ ସ୍ତୁତି ବାକ୍ୟ କଲେ ଉଚ୍ଚାରଣଆନନ୍ଦ ଅଶ୍ର ନୟନେ କଲେ ପ୍ରଦକ୍ଷିଣ ।ପୁନରପି ବହୁଥର କରିଲେ ପ୍ରଣାମସଙ୍ଗତରେ ଆସିଥଲେ ଯେତେ ଦେବଗଣ ।କୃତାଞ୍ଜଳି ପୁଟେ ଅତି ହରଷ ମନରେଅବନତ ଶିରେ ସୁତି ବାକ୍ୟ ଆରମ୍ଭିଲେ ।ଯାହାର ସହସ୍ର ଶିର ସହସ୍ବ ଶ୍ରବଣସହସ୍ର ଚର୍ମ ନୟନ ଚିହୁନ ଆଉ ପ୍ରାଣମୁଖ ହସ୍ତ ପାଦ ବାୟୁ ଉପସ୍ଥ ସହସ୍ରସକଳ ପ୍ରାଣୀଙ୍କ ଦେହ ମଧ୍ଯରେ ନିବାସନାଭି ଉର୍୍୍ଧେ ଦଶାଙ୍ଗୁଳ ସ୍ଥାନ ବିଦ୍ୟମାନଜ୍ଞାନରୂପୀ ପରମାତ୍ମାଙ୍କର ଅଧବଷ୍ଠାନପରଂବ୍ରହ୍ମ ପରମାତ୍ମା ପରମ ପୁରୁଷତିନିନାମେ ଅଭିହିତ କରନ୍ତି ବିଦୂଷଭୁତ ଭଵିଷ୍ୟତ ବର୍ଭମାନ ତ୍ରିକାଳରେବିଦ୍ୟମାନ ବୋଲି କହୁଛନ୍ତି ଶାସ୍ତକାରେ ।ଏ ରୁପେ ଯାର ମହିମା ସଦା ବିରାଜିତସର୍ବଦେଶେ ସଦାକାଳେ ହୋଇଅଛି ବ୍ୟାପ୍ତ ।ଏହି କାରଣରୁ ସେର୍ହଁ ପ୍ରଭୁ ସର୍ବ ଜ୍ୟେଷ୍ଠଚତୁର୍ଦ୍ଦଶ ଭୁବନରେ ସେ ପୁରୁଷ ଶ୍ରେଷ୍ଠ ।ପୃଥୁବୀ ଜଳ ଅନଳ ଆକାଶ ପବନତାହାଙ୍କର ଏକପାଦ ରୂପେ ବିଦ୍ୟମାନରକ ଯଜୁ ସାମ ବେଦ ` ସେହି ପ୍ରଭୁଙ୍କରଅନ୍ୟ ତିନିପାଦ ରୂପେ ରହିଅଛି ସ୍ଥିରସେହି ପାଦ ଜ୍ରିୟାମ୍ବକ ସୂର୍ଯ୍ୟ ରୂପ ହୋଇସ୍ବର୍ଗ ରାଜ୍ୟ ମୁକ୍ିଦ୍ଵାର ରୂପେ ବିରାଜଇ ।ହେ ଦେବ ସର୍ବନିୟନ୍ତା: ଅଟନ୍ତି ଆପଣପରମାମ୍ଭା ସ୍ଵରୂପରେ କରି ଅବସ୍ଥାନଆପଣଙ୍କଠାରୁ ଛିଦ୍ର ହୋଇଛି ଉପ୍ପନ୍ଧଆଉ ଯଜ୍ଞ ପୁରୁଷଙ୍କୁ କରିଛନ୍ତି ଜନ୍ମ |ଆପଣଙ୍କଠାରୁ ସର୍ବ ପ୍ରାଣୀ ଉତପତ୍ତିମୁଖ ଦେଶରୁ ଜନମ ଏ ବ୍ରାହ୍ମଣ ଜାତି ।ବାହୂରୁ କ୍ଷତ୍ରିୟ ଉରୁଦେଶୁ ବୈଶ୍ୟ ଜାତପାଦ ଦେଶରୁ ଯେ ଶୂଦ୍ର ହୋଇଛି ସମ୍ଭୁତ ।ଆପଣଙ୍କ ମନରୁ ଯେ ଚନ୍ଦ୍ରର ଜନମନୟନରୁ ସୁ ସୂର୍ଯ୍ୟ କର୍ଣ୍ଣ ଦେଶରୁ ପବନ ।ଜିହ୍ବାରୁ ଅନଳ ଜାତ ନାଭିରୁ ଆକାଶମସ୍ତକରୁ ସ୍ବର୍ଗ ପଦଧୁ ପୁଥୁବୀ ପ୍ରକାଶ |କର୍ଣ୍ଣ ଦଵୟରୁ ଯେ ଅଷ୍ଟଦିଗ ଉତପର୍ତିସ୍ଵୟଂ ଯଜ୍ଞ ପୁରୁଷ ରୂପରେ ଅବସ୍ଥିତି |ସପ୍ତ ସମୁଦ୍ର ପରିଧୂ ରୁପେ ଶୋଭା ପାଏଏକବିଂଶ ଛାନ୍ଦ ଯଞ୍ଞେ ସମିଧ ବୋଲାଏ ।ଚରାଚର ଏ ଜଗତ ତୁମ୍ଭଠାରୁ ଜାତହେ ପରମେଶ୍ବର ତୁମ୍ଭେ ସ୍ବୟଂ ଜଗନ୍ନାଥ ।ଜଗତ ପାଳନକରଉାଁ ଆପଣ ଅଟନ୍ତିଜଗତ ସଂହାର କର ଧରି ଉଗ୍ର ମରି |ଆପଣ ନିଜକୁ ନିଜେ କରନ୍ତି ପ୍ରକାଶଆପଣ ତ ସ୍ଵୟଂ ଯଜ୍ଞ ଆବର ଯଜ୍ଞାଂଶ ।ଆପଣ ଅଟନ୍ତି ପରାପୂର ଯଞ୍ଞେଶ୍ଵରପରମ ଶବଦ ବ୍ରହ୍ମ ରୂପରେ ବିହାରଏହି ବିଶ୍ଵକୁ ପ୍ରକାଶ କରନ୍ତୁ ଆପଣବ୍ରହ୍ମ ସ୍ଵରୂପ ସମ୍ରାଟ ରୁପେ ବିଦ୍ୟମାନ ।ଆପଣ ତ ଅଧଃ ଉର୍ଧ ଚାରିଦିଗେ ବ୍ୟାପ୍ତଶ୍ରେଷ୍ଠପଦ ଦିଅ ଯଜ୍ଞେ ହେଲେ ଆରାଧୂତ ।ଭୋକ୍ତାରୂପରେ ଆପଣ ଭୋଜ୍ୟ ତ ଆପଣହବି ହୋତା ହୋମଫଳ ରୂପେ ବିଦ୍ୟମାନ ।ସମସ୍ତ କର୍ମର ଭୋକ୍ତା ଅଟନ୍ତି ଆପଣଆବର ସମସ୍ତ କର୍ମ ରୂପେ ବିଦ୍ୟମାନ ।ସମସ୍ତ କର୍ମର ଉପକରଣ ଆପଣସମଗ୍ର କର୍ମର ଫଳ କରନ୍ତି ପ୍ରଦାନ |ସକଳ ପ୍ରାଣୀଙ୍କୁ କର୍ମେ ନିଯୁକ୍ତ କରନ୍ତିଧର୍ମ ଅର୍ଥ କାମ ମୋକ୍ଷଫଳ ଦେଇଥାନ୍ତି ।ହୃଷିକେଶ ଆଉ କିଏ ଆପଣଙ୍କ ଭିନ୍ନସମର୍ଥ ହୋଇବା କରିବାକୁ ମୁକ୍ତି ଦାନ ।ଅନନ୍ତ ଦେବ ସହସ୍ତ ମୁର୍ଭି ପାଦ ଶିରକର୍ଵଚକ୍ଷୁ ଉରୁ ବାହୁ ହଜାର ହଜାରସହସ୍ର ନାମ ଶାଶ୍ବତ ପୁରୁଷ ଉତ୍ତମସସ୍ରକୋଟି ଯୁଗଧାରୀ ପ୍ରଭୁଙ୍କ ପ୍ରଣାମ ।ପ୍ରଭୋ ଆମ୍ଭ ଅଧ୍ବକାର ହୋଇଅଛି ଚ୍ୟୁତଆପଣଙ୍କ ପାଦତଳେ ଶରଣ ଗଲୁ ତହେ ପୁଣ୍ଡରିକାକ୍ଷ ଆମ୍ଭର ନାହିଁ ଅନ୍ୟଗତିଆମ୍ଭର ତ ଏକମାତ୍ର ଆପଣ ଯେ ଗତି
ଆମ୍ଭମାନଙ୍କୁ ଯେ ରକ୍ଷା କରନ୍ତୁ ଆପଣଏ ସଂସାରେ ଦୁଃଖ ଭୋଗୁଛନ୍ତି ଜୀବଗଣତାହାଙ୍କର ଏକମାତ୍ର ଆଶ୍ରୟ ଅଟନ୍ତିଦୀନ ଜନମାନଙ୍କୁ ତ ପାଳନ କରନ୍ତିଦୀନ ଅନାଥ ବ୍ୟକ୍ତିର ଆଶ୍ରୟ ଆପଣହେ ବିଷୁ ହେ ଜଗନ୍ନାଥ କର ପରିତ୍ରାଣ ।ହେ କମଳକାନ୍ତ ତୂମ୍ଭ ବିନା ଏ ଭବରେଆମ୍ଭଙ୍କୁ ରକ୍ଷା କରିବ ସଂସାର ସାଗରେ ।ପ୍ରଭୁ ଅନ୍ତର୍ଯ୍ୟାମୀ ସର୍ବ ତେଜର ଆଧାରଆପଣଙ୍କ ପାଦତଳେ କରୁଁ ନମସ୍କାରଜୈମିନି ମୁନି କହନ୍ତି ଶୁଣ ରଷିଗଣଏହିରୂପେ ବହୁ ସ୍ତବ କଲେ ଦେବଗଣ ।ପୁନଃ ପୁନଃ ପ୍ରଣିପାତ ସକଳେ କରିଲେଇନ୍ଦ୍ରଦ୍ୟୁମ୍ନଙ୍କ ସଙ୍ଗତେ ତହୁଁ ବାହୁଡ଼ିଲେନରସିଂହଙ୍କ ମନ୍ଦିରେ ପ୍ରବେଶ ହୋଇଲେପ୍ରଥମେ ପ୍ରଣାମ କରି ଭକ୍ତିରେ ପୂଜିଲେ ।ନୀଳ ପର୍ବତ ଶିଖରେ ପ୍ରଭୁଙ୍କ ନିମିତଯେଉଁ ମନ୍ଦିର ପୂର୍ବରୁ ହୋଇଛି ନିର୍ମିତତାର ପ୍ରତିମା ସମ୍ଭାର ପ୍ରସ୍ତୁତ କରିବେପଦ୍ଧନିଧ୍ବଙ୍କ ସହିତ ସର୍ବ ସମ୍ପାଦିବେଦେଖଲେ ଦେଉଳ ଅତି ଉଚ୍ଚ ହୋଇଅଛିଗଗନ ମଣ୍ଡଳ ଭେଦ ଅଗ୍ର କରିଅଛିମନରେ ଚିନ୍ତିଲେ ବିନ୍ଧ୍ୟ ପର୍ବତ ସମାନେସୂର୍ଯ୍ୟଙ୍କର ଗତିରୋଧ ହେବ କି ଏ ସ୍ଥାନୋଆଉ ସବୁ ଦିନ ବ୍ୟାପୀ ହୋଇ ଅବସ୍ଥିତସେ ପ୍ରାସାଦ ବହୁବିଧ ଚିତ୍ରରେ ଚିତ୍ରିତବହୁକାଳ ପରେ ଶୋଭାମ୍ପାନ ହୋଇନାହିଁନୂତନ ନିର୍ମାଣ କରି କାନ୍ତି ବିରାଜଇବିଷୁଭକ୍ତ ଇନ୍ଦ୍ରଦ୍ୟୁମ୍ନ ପୁ୍ସାଦ ଦେଖୁଲେବିକୃତ ଯେ ହୋଇନାହି ମନରେ ଚିନ୍ତିଲେ ।ଯେତେବେଳେ ସତ୍ୟଲୋକେ କରିଲି ଗମନହୋଇ ନଥିଲା ତ ଶେଷ ଦେଉଳ ନିର୍ମାଣ |ଏହିକ୍ଷଣି ଏ ଦେଉଳ ହୋଇଛି ସମ୍ପଦେବ ଅନୁଗ୍ରହ ବିନା ଅନ୍ୟ କେ ଭାଜନମନ୍ବନ୍ତର ପରେ ମନ୍ଵନ୍ତର ଉପସ୍ଥିତଚନ୍ଦ୍ର ସୂର୍ଯ୍ୟ ଇନ୍ଦ୍ର ଆଦି ହେଲେ ଲକ ପ୍ରାନ୍ତ ।ତଥାପି ତ ଏ ଦେଉଳ ବିକୃତ ନ ହୋଇରହିଅଛି ପୂର୍ବପରି ଆଶ୍ଚର୍ଯ୍ୟ ଲାଗଇ |ବାଲ୍ଧୀକ ସମାନ ଅନ୍ୟ ସକଳ ଦେଉଳମନୁଷ୍ୟଦ୍ଵାରା ନିର୍ମିତ ହୋଇଛି କେବଳ ।ଉପରି ଭାଗରେ ନାନାବିଧ ବ୍ରକ୍ଷ ଜାତଜୀର୍ଣ୍ଣ ଶୀର୍ଣ୍ଣ ଦେଖାଯାଏ ସେ ଦେଉଳ ଗାତ୍ର।ସେହିସବୁ ଦେଉଳର ସ୍ପିତି ଅଳକାଳଭଗବାନଙ୍କର ଦୟା ଆମ୍ଭଙ୍କୁ କେବଳ |ପ୍ରଭୁ ନିଜ ନିକେତନ ରକ୍ଷା କରିଛନ୍ତିଏହା ମନେ ଚିନ୍ତାକରି ବଚନ କହନ୍ତି |ହେ ସାହାଯ୍ୟକାରୀଗଣ ! ତୁମ୍ଭେମାନେ ଜାଣପ୍ରଭୁଙ୍କ ଅଥୈ ପ୍ରାସାଦ କରିଛି ନିର୍ମାଣ ।ଭଗବାନ ସ୍କୟଂ ଦାରୁମୟ ରୂପ ଧରିଆବିର୍ଦୃତ ହୋଇଛନ୍ତି ଏହି ନୀଳଗିରି |ସେ କାଳେ ଆକାଶବାଣୀ ଶ୍ରବଣ କରିଲି .ଜଗଦୀଶ୍ବରଙ୍କ ବାସ ଅ୍ଥୈ ନୀଳଗିରି |ଶିଖର ଦେଶରେ କର ପ୍ରାସାଦ ନିର୍ମାଣସହସ୍ର ହସ୍ତ ହୋଇବ ତାର ଆୟତନଏହିସ୍କାନେ ପ୍ରଭୁଙ୍କର ପ୍ରତିଷ୍ଠା ନିମିତ୍ତସ୍ଵୟଂ ପଦ୍ଧଯୋନି ସିଦ୍ଧ ବ୍ରହ୍ମ ସହିତ |ସକଳ ଦେବତାଗଣ ଘେନି ସଙ୍ଗତରେଉପସ୍ଥିତ ହେବେ ଆସି ନୀଳ ପର୍ବତରେ ।ଆହେ ଦେବଗଣ ଏହିକ୍ଷଣି କି ପ୍ରକାରଆୟୋଜନ କରାଯିବ କି ଦ୍ରବ୍ୟ ସମ୍ଭାର ।ରାଜାଙ୍କର ଏହିକଥା କରନ୍ତେ ଶ୍ରବଣକହୁଛନି ତହି ଥିଲେ ଯେତେ ଦେବଗଣ ।ହେ ରାଜନ ଜଣାନାହି ପ୍ରତିଷ୍ଠା ବିଧାନକିପରି ହେବ ପ୍ରତିଷ୍ଠା ହବ୍ଯ ଆୟୋଜନ ।ଆମ୍ଭମାନଙ୍କର ଗୁରୁଦେବ ବୃହସ୍ପତିଦେବ ପ୍ରାସାଦ ପ୍ରତିଷ୍ଠା ବିଧାନ ଜାଣନ୍ତି ।ସଵର୍ଗରାଜ୍ୟେ ଆମ୍ଭମାନଙ୍କ ପୁରୋହିତସେ କହିବେ ଆମ୍ଭେମାନେ ନୋହୂତ ସମର୍ଥ ।ଏହି ବିଷୟରେ ପଦ୍ଧନିଧ୍ବ ଯେ କହିଲେହେ ରାଜନ ବିଧାତାଙ୍କ ଆଦେଶାନୂସାରେ ।ଆପଣଙ୍କ ସଙ୍ଗତରେ ଆସିଛି ଏ ସ୍ଥାନକହନ୍ତୁ କି କାର୍ଯ୍ୟ ମୁହିଁ କରିବି ସାଧନ ।ଆଉ ଯେ ସମ୍ଭାର ଦ୍ରବ୍ୟ ହେବ ପ୍ରୟୋଜନତାହା ମୁଁ ଯୋଗାଇ ଦେବି ହୋଇ ସାବଧାନ ।ଜୈମିନି କହିଲେ ପୂର୍ବେ କମଳ ଆସନନାରଦ ରଷିଙ୍କୁ କରିଥିଲେ ତ ପ୍ରେରଣ ।ଏହିରୂପେ କୁହାକୁହି ହେଉୁଥିଲାବେଳେନାରଦ ମହର୍ଷି ଉପସ୍ମିତ ଆସି ହେଲେ ।ରଷିଙ୍କୁ ଦେଖ ରାଜନ କହିଲେ ବଚନପ୍ରତିଷ୍ଠା ନିମିତ୍ତ କର ସର୍ବ ଆୟୋଜନ ।ନାରଦଙ୍କୁ ଦେଖୁ ତହିଁ ସର୍ବ ଦେବଗଣଆନନ୍ଦରେ ଯଥାଯୋଗ୍ୟ କରିଲେ ସମ୍ମାନ ।ରାଜା ଷଡ଼ାର୍ଘ୍ୟରେ ରଖିବରଙ୍କୁ ପୂଜିଲେନର ଦେହଧାରୀ ଦେବେ ପ୍ରମାଣ କରିଲେ ।ଇନ୍ଦ୍ରଦ୍ୟୁମ୍ନ ପ୍ରତିଷ୍ଠାର ଦ୍ରବ୍ୟ ସମ୍ପାଦନବିଷୟରେ ନାରଦଙ୍କୁ କଲେ ନିବେଦନ „ |ଆହେ ମୁନିଶ୍ରେଷ୍ଠ ମୋତେ କିଛି ଜଣାନାହି
ବହୁକାଳ ହେଲା ପୁରୋଧାଙ୍କୁ ଦେଖୁନାହିଁ ।ଯେପରି ଦ୍ରବ୍ୟ ସମ୍ଭାର ହେବ ସମ୍ପାଦନଆପଣ କରନ୍ତୁ ଶୀଘ୍ର ଆଦେଶ ପ୍ରଦାନସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେଚତୁର୍ବିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେଅଚ୍ୟୁତାନନ୍ଦ ଗୋପାଳ ଗୋବିନ୍ଦ ଶ୍ରୀହରିହେ ମଧୁସୁଦନ ବାସୁଦେବ ଦଇତାରିଯାମଳାନୁଁନ ଭଞ୍ଜନ ଗୋକୁଳ ବିହାରୀଦୀନଜନ୍ ଦୁଃଖ ନାଶ ଅର୍ଥେ ଚକ୍ରଧାରୀଲୀଳା ବିସ୍ତାରିଛ ଜଗତରେ ନାରାୟଣକହେ ହରିହର କିମ୍ପା ଡାକିଲେ. ନ ଶୁଣଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳ ଖଣ୍ଡେଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିରଦର୍ଶନେ ନାମ ଚତୁର୍ବିଂଶୋଧ୍ୟାୟଃ
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment