ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ
ବ୍ରହ୍ମେନ୍ଦ୍ର ଋଦ୍ର କମଲେଶ ଦିନେଶ ଚନ୍ଦ୍ର ।
ସଂଧ୍ୟା ସମାଜ ମୁକା ଚିତ ପଦମ ଦେବୀ ।।
ତ୍ରିଲୋକ ଜନନୀ ତ୍ରିଗୁଣ ସ୍ବରୂପମ ଧ୍ୟାୟଂ ।
ନୀଲ ଚୁରମ ତାଲୀ ନାଗ ପଞ୍ଚମ୍ ।।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରସଙ୍ଗେ ପୁରାଣ ଶ୍ରବଣ ବିଧ କଥନ
ଉତ୍କଳ ଖଣ୍ଡ
ବସନ୍ ପ୍ରାସାଦାନ୍ତୋ ସହଜ ବଳଭଦ୍ରେଣ ବଳିନା ।
ମହାମ୍ତଭ୍ଭୋଧେ ସ୍ତୀରେ କନକ-ରୁଚିରେ ନୀଳ-ଶିଖରେ
ଜଗନ୍ନାଥଃ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ।
ସୁଭଦ୍ରା ମଧ୍ୟସୁଃ ସକଳ ସୁର ସେବାବସରଦୋ
କସ୍ତୁରୀ ତିଳକଂ ଲଲାଟ ପଟ୍ଟକେ ବକ୍ଷସ୍କଳେ କୌସ୍ତୁଭଂ
ନାସାଗ୍ରେ ଗଜମୌକ୍ତିକଂ କରସ୍ପଳେ ବେଣୁକରେ କଙ୍କଣଂ ।
` ସର୍ବାଙ୍ଗ ହରିଚନ୍ଦନ ସୁଲଳିତଂ କଣ୍ଡେ ଚ ମୁକ୍ତାବଳି ।
ଗୋପସ୍ତୀ ପରିବେଷ୍ଟିତଂ ବିଜୟତେ ଶ୍ରୀ ଗୋପାଳ ଚୂଡ଼ାମଣି !
ଭକ୍ତଂ ପ୍ରିୟ ବାନ୍ଧବ ନଟବରଂ ଚୂଡ଼ା କିରୀଟି ଶିଖଂ ।
ଶ୍ୟାମା ତୁ କୁଣ୍ଡଳ ସୁରୁଚିରଂ ଭୂଭଙ୍ଗୀ ଭଙ୍ଗୀକ୍ଷଣଂ । `
ବେଣୁଧର ହେ ତ୍ରିଭୁବନ ଲଳିତଂ ଗୁପ୍ତଂ ଜଗନ୍ମୋହନଂ ।
ଗୋବସ୍ଥା ପ୍ରତିପାଳନଂ କୁଞ୍ଜସୂଦନଂ ବନଦାହ ତାରଣଂ ।
କଂସ କେଶୀନିସୂଦନଂ ଗୋପ ସତୀ ତତଣଂ: ହେ ଶ୍ୟାମ ରାଧା ପତେ ।
କାଳିନ୍ଦୀ ବିପନେ ସଦାବସ ତୁମେ ତ୍ରାହିତ୍ୟବେମଂ ପ୍ରଭୋ ।
ତୀର୍ଥରାଜ ସମୁଦ୍ରର ତଟେ ବିଦ୍ୟମାନକନକ ରୁଚିର ବାଲୁକାରେ ପରିପୂର୍ଣ୍ଣ ।ନୀଳ -ସୁନ୍ଦର ପର୍ବତେ ବଡ଼ ଦେଉଳରେବଡ଼ଭାଇ ବଳରାମ ଅଛନ୍ତି ସଙ୍ଗରେ ।ଭଦ୍ର ଦାୟିନୀ ସୁଭଦ୍ରା ମଧ୍ୟେ ଅବସ୍ଥିତିସକଳ ଦେବାତଗଣ ସେବାରେ ଖଟନ୍ତି ।ଆଇଉଁତ୍ରାଣ ପରାୟଣ ଜଗନ୍ନାଥ ସ୍ଵାମୀସତ୍ତ୍ବର ହୁଅନ୍ତୁ ମୋ ନୟନ-ପଥଗାମୀ ।ଜୟ ଜୟ ଜଗନ୍ନାଥ କଗୁଣା ସାଗରଭକ୍ତ ବାଞ୍ଚା କଳତରୁ ପ୍ରେମର ଆଧାର ।ଦୀନବନ୍ଧୁ କୃପାସିନ୍ଧୁ ସିନ୍ଧୁ ସୂତା ବନ୍ଧୁଦାରୁବ୍ରହ୍ମ ସ୍ଵରୂପ ହେ ଭକ୍ତଜନ ବନ୍ଧୁ ।ନିତ୍ୟଲୋକ ନିତ୍ୟ ଲୀଳାରସ ପାନ କରିଭକତ ଭାବରେ ବଶ ହୋଇଛି ଶ୍ରୀହରି ।ଅରୂପ କ୍ଷେତ୍ରରୁ ଅବତରିଛି ଗୋସାଇଁସ୍ଵରୂପେ ଧାରଣ ଭକ୍ତ ଉଦ୍ଧାରିବା ପାଇଁ ।ଯେଉଁ ରୂପ ଧରିଅଛ ଆହେ ଭଗବାନଲେଖନୀରେ ଲେଖୁବାକୁ ହେବ କେ ଭାଜନ ।ହାତ ନାହିଁ ପାଦ ନାହିଁ ଇତ୍ଦରିୟ ବିହୀନବ୍ରହ୍ମରୂପେ ଦାରୁ ମଧ୍ଧେ ହୋଇଅଛ ଲୀନ ।ଦାରୁବ୍ରହ୍ମ ରୂପେ କର ଭକ୍ତ ଉଦ୍ଧାରଣନୀଳାଦ୍ରି ମଣ୍ଡନ ନାମ ପତିତପାବନ ।ନୀଳାଚଳ ଧାମେ ନିତ୍ୟ ଲୀଳା କରୁଅଛନୀଳାଚଳେ ଭକ୍ତ ମନୋବାଞ୍ଚା ପୂରାଇଛ ।ଜୀବର ବନ୍ଧନ ରନ୍ଧୁ ଛିଣ୍ଡାଇବା ପାଇଁବାରମାସେ ତେରଜାତ ଭ୍ୟାଇଛ ଗୋସାଇଁ |ଆକର୍ଷି ଆଣୁଛ ଦୂରଦେଶୁ ନରନାରୀଯେସନେ ଧାମନ୍ତି ଭୃତ୍ଯଗଣ ଆଜ୍ଞାକାରୀ ।ସେବାକାରୀ ଗଣେ ସେବା ଖଟୁଛନ୍ତି ନିତିସେ ସେବା ଗ୍ରହଣ କର ଭକ୍ତଭାବ ଚିନ୍ତି ।ଭକ୍ତମାନଙ୍କ ଭାବନା ନୁହଇ ସମାନଯେ ଯେଉଁରୂପେ ଭାବଲ କର ତା ଗ୍ରହଣ ।ନୀଳାଚଳେ ରହି ଲୀଳା କରୁଅଛ ଯେତେତାହା ବର୍ଣ୍ଣିବାକୁ କ୍ଷମ ହେବ କେ ଜଗତେ ।ନୀଳାଚଳ ଧାମ ନାମ ଶ୍ରୀପୁରୁଷୋତ୍ତମଯହିଁ ବିଜେ କରିଛନ୍ତି ପୁରୁଷ ଉତ୍ତମ ।ବଡ଼ ଦେଉଳରେ ରନ୍ଧ ସିଂହାସନ ପରେବଳଭଦ୍ର ସୁଭଦ୍ରାଙ୍କୁ ଘେନିଣ ସଙ୍ଗରେ ।ରନ୍ଧ ସିଂହାସନେ ବସି ଜଗତ ପାଳୁଛଏଣୁ ଜଗନ୍ନାଥ ନାମେ ପ୍ରସିଦ୍ଧ ଲଭିଛ ।ପତିତ ଉଦ୍ଧାର ନାମ ପତିତପାବନଜଗତର ଆଦି ଗୁରୁ ରୂପେ ବିଦ୍ୟମାନ ।ଗୁରୁ ରୂପେ ଦେଇ ଦୀକ୍ଷା ପତିତ ଉଦ୍ଧାରିପତିତପାବନ ବାନା ଉଡ଼ାଉଛ ହରି |ଜନ୍ମ ଜନ୍ମାନ୍ତର ଅପରାଧ କ୍ଷମା କରମୁକତି ଦେବ କି ନାହିଁ ମନରେ ବିଚାର ।ସ୍କନ୍ଦ ପୁରାଣରେ ଉକ୍ତ ଉତ୍କଳ ମହିମାସଂସ୍କୃତ ଭାଷାରେ ଅଛି ତାହାର ଗାରିମା ।ଉତ୍କଳ ଛନ୍ଦୋବନ୍ଧରେ ଲେଖିବାକୁ ଇଚ୍ଛାକରିଅଛି ଆହେ ପ୍ରଭୁ ପୁରୁ ମନୋବାଞ୍ଚା ।ଆହେ ନୀଳଶଇଳ ଗୋସାଇଁ ଜଗତଗୁରୁଶ୍ରୀପଦେ ନମୁଛି ଉଦ୍ଧାରିବ ବିପଦରୁ ।ନମସ୍କାର କରୁଅଛି ନାରାୟଣ ନରନରୋତ୍ତମ ଦେବୀ ସରସ୍ବତୀଙ୍କ ପୟର ।ବଦରୀ ବନରେ ବ୍ୟାସ ମୁନିଙ୍କ ଚରଣବନ୍ଦନା କରୁଛି ଆଜ୍ଞା ଦିଅନ୍ତୁ ବହନ ।ଉତ୍କଳଖଣ୍ଡ ଉତ୍କଳ ଭାଷାରେ ଲେଖଣ ।ସୁଜ୍ଞାନୀମାନଙ୍କ ପଦେ ପଶିଲି ଶରଣ ।ବଳ ନାହିଁ ଧନ ନାହିଁ ନାହିଁ ବୁଦ୍ଧି ବିଦ୍ୟା ।କେବଳ ଭରସା କରିଅଛି ପଦ ଆଦ୍ୟା ।ସେ ପଦ ପଙ୍କଜ ମଧୁ ବେଗେ କରି ପାନମନୋଭୂୁଙ୍ଗ ନାମ ଭଜି କରୁ ବିଚରଣ ।
Click Link 👇Next
ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ" https://aamaswasthya.blogspot.com/2020/07/02.html
Comments
Post a Comment