ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଦଶମୋଂଧ୍ୟାୟଃ
ଦଶମ ଅଧ୍ଯାୟ
ଅଷ୍ଟଶକ୍ତିଙ୍କର ସ୍ପିତି କହିଲେ ସର୍ବଥାବିପଦ ସାଗରୁ ଉଦ୍ଧାରିବେ ଲକ୍ଷ୍ମୀକାନ୍ତ ।ଯେତେ ଦୀର୍ଘ ପ୍ରତି କଲେ ତାହାର ବର୍ଣ୍ଣନା |ଭାଷାବିତ୍ ପଣ୍ଡିତଗଣ ନ କରିବ ରୋଷରଥେ ଆରୋହଣ କରି କ୍ଷେତ୍ର ପରିକୂମା ।ନିଜ ଗୁଣେ କ୍ଷମା ଦେବ ହରି ହର ଦୋଷ ।କ୍ଷେତ୍ରେ ପ୍ରବେଗି ସମୁଦ୍ର ସ୍କାନ ପରିଯନ୍ତେଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳ ଖଣ୍ଡେବୁଝାଇ କହିଲେ ବିପ୍ର ରାଜାଙ୍କ' ଅଗ୍ରତେ ।ଇନ୍ଦ୍ରଦ୍ମ୍ପ ନିର୍ମାଲ୍ୟ ମାଳା ଗ୍ରହଣେ ନାମତୀର୍ଥଯତ୍ରୀଙ୍କର ମୁଖୁ ପୁଟ ପୂର୍ବେ
ଶୁଣିଥୂଲେ ନବମୋଂଧ୍ୟାୟଃ ।ବ୍ରାହ୍ମଣ କହନ୍ତେ ରାଜା ବି ବଶ୍ଵାସ କରିଲେ ।ପବିତ୍ର କ୍ଷେତ୍ର ମାହାତ୍ମ୍ୟ ଶ୍ରବଣ
କରିଲେ ଦଶମ ଅଧ୍ଯାୟ
ହୃଷ୍ଟଚିତ୍ତେ ବ୍ରାହ୍ମଣଙ୍କୁ ରାଜନ କହିଲେଆହେ ଦ୍ଵିଜ ମୋର ଆଶା ହେଉନାହିଁ ପୂର୍ଣ୍ଣଆଉଥରେ କ୍ଷେତ୍ରକଥା କରନ୍ତୁ ବର୍ଣ୍ଣନଇନ୍ଦ୍ର ନୀଳମଣିମୟ ମାଧବ ମୂରତିବର୍ଣ୍ଣନ ଯଥାର୍ଥ ରୂପେ କରନୁ ସଂପ୍ରତି |ବିଦ୍ୟାପତି କହୁଛନ୍ତି ଶୁଣନ୍ତୁ ରାଜନପ୍ରଭୁଙ୍କର ଦିବ୍ୟମୂଭି କରୁଛି ବର୍ଣ୍ଣନ |ଚମ୍ମି ଚକ୍ଷୁରେ ଦର୍ଶନ କଲେ ଜୀବମ୍ପକ୍ତଇନ୍ଦ୍ର ନୀଳମଣି ଦ୍ଵାରା ସେ ମରି ନିମିତ |ପୁରାତନମୂରରି, ବ୍ରହ୍ମ ଆଦି ଦୈବଗଣସେ କ୍ଷେତ୍ରରେ ସନ୍ଧ୍ୟାକାଳେ ହେଲ ଉପସ୍ଥୁତପ୍ରତ୍ୟହ ସ୍ବର୍ଗରୁ ଆସି କରନ୍ତି ପୂଜନଭଗବାନଙ୍କ ନିକଟେ ଚଳିଲି ତୁରିତ |ଏ ଯେଉଁ ନିମାଲ୍ୟ ମାଳା କରିଛ ଧାରଣ |ଯାଅ ଯାଅ ଏହ ଧ୍ଵନି ଆକାଶ ପଥରେସ୍ଵର୍ଗ ଭୁବନରୁ ଆଣିଥିଲେ ଦେବଗଣହେଉଥିଲା ଶୁଣଲ ମୁ କଣ୍ଠ ଯୁଗଳରେ ।ଗନ୍ଧହୀନ ନ ହୁଅଇ ନ ହୁଅଇ ମ୍ଳାନମହୀପତି ସେ କାଳରେ ମିଳି ଦେବଗଣପୂଜା କଲେ ମାଧବଙ୍କୁ କରିଲେ ଅର୍ପଣ ।ଆକାଶରୁ ପୁଷ୍ପ ବୃଷ୍ଟ କଲେ ବରଷଣ ।ଅନେକ ଦିନ ହେଲାଣି ଏ ମାଳା ନରେଶ ।ନୀଳାଚଳକୁ ପୁଷ୍ଣରେ ଆଛ୍ଥାଦତ କଲେସୌରଭ ସୌନ୍ଦର୍ଯ୍ୟ କିଛି ହୋଇନାହିଁ ହ୍ରାସ ।ବୈକୁଣ୍ଠନାଥ ସମୀପେ ଉପସ୍ଥୃତ ହେଲେ ।ଇନ୍ଦ୍ଦ୍ୟୁମ୍ପ କହୁଛନ୍ତି ବିପ୍ରମଣି ଶୁଣକିପରି ସେହି-କ୍ଷେତ୍ରକୁ କରିଲ ଗମନ ।ଜନ୍ମନାବଧୂ ସେ କ୍ଷେତ୍ରକୁ ଯାଇ ତ ନ ଥିଲଦିବ୍ୟ ଅଦ୍ଭୂତ ବୃତ୍ତାନ୍ତ କିପରି ଶୁଣିଲ ।ସେ କଥା ଆମ୍ଭ ନିକଟେ କରନ୍ତୁ ପ୍ରକାଶଶୁଣି ବିଦ୍ୟାପତି ମନେ ହୋଇଲେ ହରଷ ।ବିଦ୍ୟାପତି କହୁଛନ୍ତି ଶୁଣ ମହାରାଜଥରେ ଯାଇଁ ବୁଝିଅଛି ସେ କଥା ଆଶ୍ଚର୍ଯ୍ୟ ।ସ୍ଵଗୀୟ ସଙ୍ଗୀତ ଗାନ କରିଲେ ସେ କାଳେପାପହାରୀ ଜଳ ସେହି କୁଣ୍ଡ ଅଛି ପୂର୍ଣବୀଣା ବେଣୁ ମୃଦଙ୍ଗାଦି ବାଦ୍ୟ ବଜାଇଲେ ।ଦର୍ଶକ ମନ ନୟନ କରଇ ହରଣ |ଦେବଗଣ ପ୍ରଭୁଙ୍କର ପ୍ରୀତି ସାଧନାର୍ଥ କୁଣ୍ଡ }ପାର ବଟ୍ ଛାୟା ଅତି ସୁଶୀତଳଉପଚାର ଦ୍ରବ୍ଯମାନ ଆଣିଲେ ବହୁତସେହି କୁଣ୍ଡ ପୂର୍ବଦିଗ ବେଦୀ ମଧ୍ୟସ୍ଥଳ ।ମୋର ମନେ ହେଉଅଛି ସେହି ଉପଚାର |ତହିଁ ଚକ୍ର ଗଦାଧର ଦେବ ବିରାଜିତନ ହୁଏ ଦୃଷ୍ଟିଗୋଚର କେବେ ମନୁଷ୍ୟର ।ଇନ୍ଦ୍ର ନୀଳମଣିମୟ ମୁଭି ପୁତିଷ୍ଠିତ |ତପ୍ୂରେ ଦେବତାଗଣ ଜଗନ୍ନାଥଙ୍କରଏକାଶୀତି ଅଙ୍ଗୁଳ ସେ ମୂରି ପରିମାଣପୂଜା କଲେ ସ୍ତବ ସ୍ତୋତ୍ର ପଢ଼ିଲେ ସତ୍ତ୍ବର ।ସ୍ବର୍ଣ୍ଣ ପଦୋପରି କରିଛି ଅବସ୍ଥାନ |ଭଗବାନଙ୍କର ପ୍ରୀତି କରି ସମ୍ପାଦନଲଲାଟ ଶୋଭାରେ ଅର୍ବ ଚନ୍ଦ୍ର ପରାଜିତସ୍ଵର୍ଗ ଧାମକୁ ଆନନ୍ଦେ କରିଲେ ଗମନନେତ୍ର ନୀଳ କୁମୁଦକୁ କରଇ ଧ୍ବକୃତ |ଦେବଗଣ ଚଳିଯାନ୍ତେ ମୋର ମିତ୍ରବରମୁଖ ଚନ୍ଦ୍ର ଦର୍ଶନରେ ତାପତ୍ରୟ ଶାନ୍ତବିଶ୍ଵାବସୁ ନାମ ତାର ଜାତିରେ ଶବରନାସାଦୃୟ ତିଳ ପୁଷ୍ପ ପରି ସୁଶୋଭିତ ।ପ୍ରଭୁଙ୍କର ଭୋଗ୍ୟ ଖାଦ୍ୟ ଦ୍ରବ୍ୟ ପୁଷ୍ଠମାଳା |ଶରୀର ହୋଇଛି ସିନା ପାଷାଣେ ନିର୍୍ତିତଉପହାର ଅର୍ଥେ ଆଣି ମୋତେ ସମର୍ପିଲା ˆ ।ସର୍ବଦା ଅଧର ଦେଶେ ହାସ୍ୟ ବିକସିତ ।ଏ ମାଳା ନୁହଇ ମ୍ଳାନ ମୂଲ୍ୟ ନିରୂପଣଗଣ୍ଡ ଯୁଗଳ ଆନନ୍ଦେ ଉତ୍ଫୁଲ ଦିଶଇହୋଇପାରି ନାହିଁ ଶୁଣ ଅବନ୍ତୀ ରାଜନଚିବୁକ ଆବର ହନୁ ଶୋଭା ବିରାଜଇ ।ଏ ମାଳା ସର୍ଶରେ ଦେହେ ଅଲକ୍ଷ୍ମୀ ନ ରହେ |ଓଷ୍ଠଦୃୟ ପ୍ରାନ୍ତଭାଗ ଅପୂର୍ବ ଗଠନଆବର ପାପ ରାକ୍ଷସ ଭୟରେ ପଳାଏଗଣ୍ଡଦ୍ୟ ନିମ୍ନଭାଗ ଅର୍ତି ସୁଶୋଭନ |ଯେଉଁ କ୍ଷେତ୍ରେ ବାସ କରିଛନ୍ତି ଭଗବାନବିଶ୍ବକର୍ମାଙ୍କର ଶେଷ ଶିଳ୍ପ ନିଦର୍ଶନତାର ପରିଚୟ କହୁଅଛି ରାଜା ଶୁଣକଣ୍ଠ ଯୁଗଳେ ମକର କୁଣ୍ଡଳ ଭୂଷଣ |ଅପୂର୍ବ ଶିଳ୍ପ ଚାତୁରୀ ରୂପ ମନୋହରବୃହସ୍ପତି ଶୁକ୍ର ଦୁଇଙ୍କର ମଧ୍ୟସ୍ପିତତାହାଁ ବର୍ଣ୍ଣିବାକୁ ଶକ୍ତି ନାହିଁ ମନୁଷ୍ୟରପୂର୍ଣ୍ଣଚନ୍ଦ୍ର ଶୋଭା ହେଉଅଛି ପରାଜିତ ।ମହାରାଜ଼ା ଆପଣଙ୍କ ଭାଗ୍ୟବଳୁ କରିକଣ୍ଡଦେଶ ସୁଶୋଭନ ମାଳାରେ ଭୁଷିତଦର୍ଶନେ ସମର୍ଥ ହେଲି ଯାଇ ନୀଳଗିରିଦକ୍ଷିଣାବର୍ଉକ ଶଙ୍ଖ ହସ୍ତେ ସୁଶୋଭିତ |ଯାହା ଦେଖଅଛି ତାହା କରୁଛି ବର୍ଣ୍ଣନପ୍ରଭୁଙ୍କର ଚାରିବାହୁ ଆଜାନୁ ଲମ୍ବିତସେ କ୍ଷେତ୍ରର ଚାରିଦିଗ ଗହନ କାନନସ୍କନ୍ଦ ଯୁଗଳ ପୂଥୁଳ ଅତ୍ୟନ୍ତ ବିସ୍ତୃତ |ମଧ୍ୟସ୍ଥାନେ ଅଛି ନୀଳ ସୁନ୍ଦର ପର୍ବତଅତି ମନୋହର ବକ୍ଷସ୍ଥଳ ବିରାଜଇକ୍ଷେତ୍ରର ନାଭି ରୂପରେ ହୁଏ ବିରାଜିତଅତି ସୁନିର୍ମଳ ହାର ଶୋଭା ପାଏ ତହି ।ଏ କ୍ଷେତ୍ରର ଦୀର୍ଗ ପ୍ରତି ପାଞ୍ଚକ୍ରୋଶ ଅଟେଦିବ୍ୟ କଉସ୍ତୁଭ ମଣି ଗଳାରେ ଶୋଭଇସ୍ଵର୍ଣ୍ଣ ବାଲୁକାରେ ପୂର୍ଣ ସମୁଦ୍ରର ତଟେଚତୁର୍ବଶ ଭୁବନର ପ୍ରତିବିମ୍ବ ତହିଁ |ନୀଳଗିରି ଶ୍ଵଙ୍ଗ'ଦୈଶେ କଳ କାଳ ସ୍ଥାୟୀ |ଗଭୀର ନାଭି ହ୍ରଦରେ ସୂକ୍ଷ୍ମ ରୋଗାବଳୀଅତିବଡ଼ ବଟବୃକ୍ଷ ଗୋଟିଏ ଅଛଇ କଣ୍ଠରୁଲମ୍ବିଣ ହାର ପାଇଛି ତ୍ରିବଳୀ |ସେ ବୃକ୍ଷର ପରିମାଣ କ୍ରୋଶ ପରିମିତଅଚଳ ଭାବରେ ପ୍ରଭୁ ହୋଇ ଅବସ୍ଥିତଫଳ ପୁଷ୍ପ କିଛି ନାହିଁ ପଲ୍ଲବେ ମଣ୍ଡିତ ॥ସ୍ଥାଣୁ ବୃକ୍ଷ ପରି ଶୋଭା ପାନ୍ତି ଜଗନ୍ନାଥ ।ସୂର୍ଯ୍ୟ ଗତି ଅନୁସାରେ ସେ ବୃକ୍ଷର ଛାଇ |କଟୀଦେଶ ତ୍ରିଜଗତ ଲାବଣ୍ୟର ଖଣିପରିବର୍ଭନ ନହୋଇ ଏକାରୂପେ ଥାଇଶୋଭା ପାଏ କାଞ୍ଚ ଦାମ ମୁକ୍ତାର କିଙ୍କଣୀ ।ରୋହିଣୀ କୁଣ୍ଡ ସେ ବୃକ୍ଷ ପଶ୍ଚିମେ ଶୋଭିତତାହାଙ୍କର ପରିଧାନ ପୀତ ଯେ ଦୁକୁଳନୀଳକାନ୍ତ ମଣିରେ ତା ସୋପାନ ନିର୍୍ିତ ।ଜଘନେ ମଞ୍ଜୁଳ ବିଳମ୍ବିତ ମୁକ୍ତାମାଳ |ସୋପାନ ରହିଛି କୂଣ୍ଡ ନିମ୍ନଦେଶ ଯାଏମନୋହର ଜାନୁଦ୍ୟ ସ୍ତମ୍ବଯୁଗ ପରିଚାରିଦିଗେ ସ୍ପଟିକର ବେଦୀ ଶୋଭାପାଏ ।ଶୋଭା ପାଏ ମୋକ୍ଷଦ୍ଵାର ତୋରଣା ଯେପର ।ମହାପ୍ରଭୁଙ୍କର ଜାନୁଦ୍ଵୟ ଗୋଲାକାରଶିଥିଳ ହୁଅଇ ତାର ସଂସାର ବନ୍ଧନତା ପରେ ଲମ୍ବି ଛି ମାଳା ଅତି ମନୋହର ।ଆନନ୍ଦରେ ବୈକୁଣ୍ଠରେ କରେ ଅବସ୍ଥାନ ।କଣ୍ଠ ଦେଶୁଁ ପଦଯାଏ ମାଳା ଲମ୍ବମାନବିବିଧ ଶାସ୍ତ୍ରରେ ମନୁଷ୍ୟର କର୍ମ ଫଳଅତି ମନୋହର ଶୋଭା କରିଛ ଧାରଣ ।ଉକ୍ତ ହୋଇଅଛି ଯେତେ ତାହା କଲେ ଠୁଳକଙ୍କଣ କେୟୁର ମୁକୂଟାଦି ଅଳଙ୍କାରବିଷ୍ଣୁ ଦର୍ଶନ ଫଳକୁ ଶତଭାଗ କଲେବିଭୂଷିତ ହୋଇ ଶୋଭା ପାଏ କଳେବର ।ଏକଭାଗ ସଙ୍ଗେ ତୁଲ ନୂହେଁ କେଉଁକାଳେ ।ଶଙ୍ଖ ଚକ୍ର ଗଦା ପଦ୍ଧ ବିରାଜେ ହସ୍ତରେ |ଆଉ ଅଧ୍ବକ କହିବା ନାହିଁ ପ୍ରୟୋଜନବୈରାଗ୍ୟ ଏଶଵର୍ଯ୍ୟ ୯ ଧର୍ମ ଜ୍ଞାନ ରୂପ ଧରେ ।ପୁରୁଷୋଉମ କ୍ଷେତ୍ରର ମହିମା ଏସନ |ନିଜ ତେଜେ ଚତୁର୍ଦିଗ କରି ଆଲୋକିତ ।ନୀଳାଦ୍ରିନାଥଙ୍କ ଯେ ବା କରଇ ପ୍ରଣାମନୀଳ ପର୍ବତ ଶିଖରେ ବିଜେ ଜଗନ୍ନାଥ ।ଇଚଛାଧ୍ବକ ଫଳ ଲାଭ ମିଳେ ତତକ୍ଷଣ ।ତାହାଙ୍କୁ ଦର୍ଶନ କରି ଭକ୍ତିରେ ପ୍ରଣାମଯେ ଜନ ନାଳାଦ୍ରିଶଙ୍କୁ କରିଛି ଦର୍ଶନକଲେ ଜୀବନ୍ଧକ୍ତ ହୁଏ ଫିଟଇ ବନ୍ଧନନାନବିଧ ଯାଗ କର୍ରାଁ ଦାତା ସେହି ଜନ ।ପ୍ରଭୁଙ୍କର ବାମପାର୍୍ତେ ଲକ୍ଷ୍ମାଦେବୀ ବିଜେ |ସତ୍ଯବାଦୀ ଧର୍ମାଚାରୀ ରୂପେ ପରିଚିତପଦଧ-ହସ୍ତେ ଆଲିଙ୍ଗନ କରିବାକୁ ନିଜେ ।ସର୍ବଗୁଣେ ଗୁଣବାନ ଲୋକରେ ବିଖ୍ୟାତ ।ଲାବଣ୍ୟ ଆଧାର ଦେବୀ କ୍ଷିରୋଦ ନନ୍ଦିନୀ |ହେ ରାଜନ ପ୍ରଭୁଙ୍କର ସେବାକରୀ ଦଳଦିବ୍ୟାଳଙ୍କାର ଭୂଷିତା ବୀଣା ହସ୍ତେ ରେନି ।କହୁଥିଲେ ତାଙ୍କ ମୁଖେ ଶୁଣିଛି ସକଳ ।ବୀଣା ବାଦନ କରନ୍ତି ଅତି ଆନନ୍ଦରେସେ କ୍ଷେତ୍ରରେ ପରମ୍ପରା ଗତ ପୁରାତନଭଗବାନଙ୍କର ମୁଖ ନିରେଖ ନେତ୍ରରେଉପାଖ୍ୟାନ ଶୁଣିବାକୁ କଲି ମୁଁ ଗମନ ।ଜଗତର ପିତା ମାତା ଲକ୍ଷ୍ମୀ ନାରାୟଣହେ ରାଜନ୍ଦ୍ରେ ଆପଣଙ୍କ ଆଦେଶ ପାଳିଲିନୀଳାଚଳେ ମୌନ ଭାବେ କରି ଅବସ୍ଥାନ ।ପୁରୁଷୋତ୍ତମ କ୍ଷେତ୍ରକୁ ଦର୍ଶନ କରିଲି |ସ୍ପିତହାସେ ପୂର୍ଣ୍ଣ ମୁଖେ କରି ନିରୀକ୍ଷଣସକଳ ବାର୍ଉାଁ ଛାମୁରେ କଲି ନିବେଦନଦର୍ଶନ ଳାରୀଗିଣଙ୍କୁ କରୁଛନ୍ତି ଧନ୍ୟଯାହା ଇଚ୍ଛା ଅଛି ତାହା କରନ୍ତୁ ଆପଣ ।ଅନନ୍ତ ନାଗ ତାଙ୍କର ପଶ୍ଚିମ ଭାଗରେଇନ୍ଦ୍ରଦ୍ୟୁମ୍ନ କହୁଛନ୍ତି ଭଗବାନଙ୍କରସହସ୍ର ଫଣାକୁ ଟେକିଛନ୍ତି ଛତ୍ରାକାରେରୁପ ଗୁଣ ଆମ୍ଭ ମୁଖୁ ଶୁଣିଲି ସତର |ସମ୍ମୁଖରେ କରଯୋଡ଼ି ଚିନତା ନନ୍ଦନଦିବ୍ୟ ନିର୍ମାଲ୍ୟ ଧାରଣେ ହେଲି କୃତକୃତ୍ୟଦର୍ଶନାର୍ଥେ ତହିଁ କରିଛନ୍ତି ଅବସ୍ଥାନପାପରାଶି ନଷ୍ଟ ହେଲା ବହୁ ଜନ୍ମାର୍ଜତ ।ଭଦୃଶ ଅଭୁତ ରୁପେ ସପନ ଶ୍ରୀପତିନୀଳମାଧବଙ୍କୁ କରିବାକୁ ଦରଶନଦର୍ଶନ କରି ଦର୍ଶକେ କୃତାର୍ଥ ଲଭନ୍ତିଅଧୁକାର ଜାତ ହେଲା ମୋର ଏହିକ୍ଷଣ ।ଚିତ୍ତ ଯେପରି ରନୁରେ ହୋଇ ଆକର୍ଷିତ ।ରାଜ୍ୟ ସମ୍ପଦ ଘେନି ମୁଁ ଯିବି ସେହିସ୍ଥାନପ୍ରଭୁଙ୍କୁ ପାଇବା ଅର୍ଥେ ହୁଅଇ ଧାବିତବାସ ଯୋଗ୍ୟ ଗୃହ ଦୁର୍ଗ କରିବି ନିମାଣ ।ଯେ ଜନ ବହୁ ସହସ୍ର ଜନ୍ମରୁ ସଞ୍ଚୟତହିଁ ବାସ କରି ନିତ୍ୟ ପୂଜା ପ୍ରଭୁଙ୍କରକରିଛି ପୁଣ୍ୟ ନିଶ୍ଚୟ କର୍ମ ସତ୍ୟମୟପ୍ରତ୍ୟହ କରିବି ଦେଇ ଶସ ଉପଚାର ।ସେ ପୁଣ୍ୟ କର୍ମର ଫଳ ହୋଇଲେ ଉଦୟ |ସେହି କ୍ଷେତ୍ରେ ଅଶ୍ଵମେଧ ଯାଗ ମୁଁ କରିବିପ୍ରଭୁଙ୍କୁ ଦର୍ଶନ କରି ପାରିବ ନିଶ୍ଚୟପ୍ରଭୁ ଭଗବାନଙ୍କର ପ୍ରୀତି ସମ୍ମାଦିବି |ତୀସ୍ଥାନ ତପ ହୋମ ବେଦପାଠ ଦାନ |ଜଗଦଗୁରୁଙ୍କର ପ୍ରୀତି .ସାଧନ ନିମିତ୍ତବ୍ରତ ଆଦି ପୁଣ୍ୟ କାର୍ଯ୍ୟ କରେ କେଉଁ ଜନ ।ବ୍ରତୋପବାସ ନିୟମ ପାଳିବି ସତତ |ଏ ସକଳ ପୁଣ୍ୟ ଫଳେ ମର୍ଭ୍ଯୟବାସୀଗଣ |ସଂସାର ତାପରେ ହେଉଅଛି ମୁଁ ସନ୍ତପ୍ତଜଗନ୍ନାଥଙ୍କ ଦର୍ଶନେ ନୂହନ୍ତି ଭାଜନ ||ଶୀତଳ କରିବେ ଦେଇ ବଚନ ଅମୃତ ।ଯେ ଜନ ପୁରୁଷୋତ୍ତମେ କରି ଅବସ୍ଥାନ ।ଇନ୍ଦ୍ରଦ୍ୟୁମ୍ନ ଏହିପରି ଶ୍ରଦ୍ଧା ଭକତିରେନିର୍ମଳ ନୀଳମୀଧବ ଚିଭ୍େେ କରେ ଧ୍ୟାନ ।ଜଗତ୍ ପିତାଙ୍କର ସ୍ତବ କଲେ ହରଷରେ ।ଏକ ଭାଗ ସଙ୍ଗେ କୋଟି ଗୁଣ ନୁହେ ତୁଲ ।ବିଷ୍ଣୁ ଭକ୍ତିର ମହିମା ଏପରି ଅଟଇକହି ନୁହେ ବଚନରେ ତ୍ଳଳନା ନୁହଇ ।ଜୈମିନି କହନ୍ତି ଶୁଣ ସର୍ବ ରଷିଗଣନାରଦଙ୍କ ବାକ୍ୟ ଶୁଣି ତୋଷ ଇନ୍ଦ୍ରଦ୍ୟୁମ୍ନ ।ବିଷୁଭକ୍ତିର ମାହାତ୍ମ୍ୟ କରିଲେ ଶ୍ରବଣଭକ୍ତିର ସ୍ଵରୂପ ଜାଣିବାକୁ କଲେ ମନ ।ପୁନର୍ବାର ନାରଦଙ୍କୁ କହିଲେ ବଚନହେ ମୁନି ଭକ୍ତି ସ୍ଵରୂପ କରନ୍ତୁ ବର୍ଣଣନ ।ଭକ୍ତି ସ୍ଵରୂପ କିପରି ଜାଣିବାକୁ ଇଚ୍ଛାଚିରକାଳୁ ରହିଅଛି ପୁରାଅ ମୋ ବାଞ୍ଚା ।ହେ ବୈଷ୍ଣବାଗ୍ରଣୀ ଭକ୍ତି ଲକ୍ଷଣ ବର୍ଣ୍ଣନେଭବାଦୂଶ ସମ ବକ୍ତା ନାହିଁ ତ୍ରିଭୁବନେ ।ନାରଦ କହନ୍ତି ଶୁଣ ରାଜା ଇନ୍ଦ୍ରଦ୍ୟୁମ୍ନତୁମ୍ଭେ ଭକ୍ତ ତେଣୁ ପୁଛଥ ଭକ୍ତିର ଲକ୍ଷଣ ।ଅତି ଆନନ୍ଦରେ ବିଷ୍ଣୁ ଭକ୍ତିର ଲକ୍ଷଣଶୁଣ ଯଥାର୍ଥ ରୂପରେ କରୁଛି ବର୍ଣ୍ଣନହେ ରାଜନ ! ତୁମ୍ଭେ ଅଟ ସତ୍ପାତ୍ର ଉତ୍ତମ |ତାମସ୍ବୀ ଭକ୍ତିରେ ପିତ୍ନ ଲୋକ ହୁଏ ପ୍ରାପ୍ତଭକ୍ତି ସ୍ଵରୂପ କହୁଛି କରନ୍ତୁ ଶ୍ରବଣପାପାଚାରୀ ଦୂଷ୍ଟବୂଵ୍ଧି ଅଟେ ଯେଉଁ ଜନତାକୁ ଭକ୍ତି କଥା ନ କହିବ କଦାଚନହେ ନିଷ୍ପାପ ରାଜା ସନାତନୀ ବିଷ୍ଣୁ ଭକ୍ତିସାମାନ୍ୟ ଆଉ ବିଶେଷ ରୂପେ ତାର ସ୍ଥିତିକହୁଅଛି ଏକଚିତ୍ତେ କରନ୍ତୁ ଶ୍ରବଣଯାର ଆଶ୍ରୟରେ ଦୁଃଖ ହୁଅଇ ଦହନତିନି ପ୍ରକାର ସେ ଭକ୍ତି ତ୍ରିଗୁଣ ଭେଦରେଅପରା ତୂରୀୟା ଭକ୍ତି ନିର୍ଟୁଣ ରୂପରେପ୍ରଥମ ଯୈ ଜନ କାମ-କ୍ରୋଧୈ ଅବିଭୁତଦୃଷ୍ଟିରେ ଯେ ଦ୍ରବ୍ୟ ଦେଖେ ତାକୁ ମଣେ ସତ୍ୟ ।ସେ ଜନ ନିଜର ଲାଭ ଆଉ ଅବିଚାରକରିବାକୁ ସଦାକାଳେ ହୋଇ ତତପରପରମେଶ୍ବରଙ୍କ ପ୍ରତି କରଇ ଯେ ଭକ୍ତିତା ନାମ ତପସ୍ୟା ଭକ୍ତି ବୁଧେ କହିଛନ୍ତିଦ୍ବିତୀୟା ରାଜସୀ ଭକ୍ତି କରନ୍ତୁ ଶ୍ରବଣଅତିରିକ୍ତ ଯଶ ଲାଭ ହେବ ଦିନୁ ଦିନଲୋକ ସମାଜେ ମିଳିବ ବହୂ ପରଶଂସାପରଲୋକେ ସୁଖ ଲାଭ ହେବ କରେ ଆଶା |ଏ ନିମନ୍ତେ ଯେଉଁ ଭକ୍ତି ଜନେ କରିଥାନ୍ତିତାହାର ନାମ ଅଟଇ ରାଜସୀ ଭକତିତୃତୀୟରେ ଏକ ବସ୍ତୁ ରହିଅଛି ସ୍ପିରବିନାଶ ହୁଅଇ ଦୁଷ୍ଟ ପଦାର୍ଥ ସକଳଏହିରୂପେ ସ୍ଥିରବୁି ଜାତ ଯାହାଙ୍କରବର୍ଣ୍ଣାଶ୍ରମ ଧର୍ମ ପାଳନରେ ତତପରଆତ୍ମଜ୍ଞାନ ଲାଭ ଅଥୈ କରେ ନିତି ଭକ୍ତିତା ନାମ ସାତ୍ତ୍କୀ ଭକ୍ତ ବୁଧେ କହିଛନ୍ତିଚତୁର୍ଥେ ଏହି ଜଗତ ସ୍ବୟଂ ଜଗନ୍ନାଥଏ ଭିନ୍ନ ଅନ୍ୟ କାରଣ ନାହିଁ ତ ଯଥାର୍ଥଆମ୍ଭେ ତାହାଠାରୁ ଭିନ୍ନ ନୋହୁ କେତେବେଳେସେତ ନୂହେଁ ଭିନ୍ନ ଆମ୍ଭଠାରୁ କେଉଁ କାଳେବାହାରେ ତ ଦେଖାଯାଏ ଏ ସ୍କୁଳ ଶରୀରସୁଖକର ଗନ୍ଧମାଲ୍ୟ ବିଷୟ ସକଳଜୀବର ପ୍ରୀତି ବଢ଼ାଏ ବେଳୁ ବେଳ ନିତିକିନ୍ତୁ ଏଥୁରେ ଜୀବର ନ ହୁଏ ସଦଗତିମୋକ୍ଷ ନିମିତ୍ତ ଯେ ଭକ୍ତି ହୁଏ ପ୍ରକାଶିତସେ ଭକ୍ତି ଅତି ଦୂର୍ଚ୍ଭ ତା ନାମ ଅଦ୍ବୈତସାତ୍ତିକ ଭକ୍ତିରେ ବ୍ରହ୍ମଲୋକ ହୁଏ ପ୍ରାପ୍ତିସ୍ଵର୍ଗଲୋକେ ବାସ ଦିଏ ରାଜସୀ ଭକତିପୁନର୍ବାର ଭୂଲୋକରେ ଜନ୍ମ ହୁଏ ସେତ ।ଜନ୍ମିଲେ ତାମସ କଲେ ରାଜସିକ ଭଚ୍ତିରାଜସିକ ଭକ୍ତ କରେ ସାର୍ଵିକ ଭକତି |ସାତ୍ଵିକ ଭକ୍ତ ଅଦ୍ବୈତ୍ୟ ଭାବନା ବଳରେଜୀବତ୍ବ ରୂପ ବନ୍ଧନୂମୁକ୍ତି ଲାଭ କରେ ।ଅତଏବ ଯେ କୌଣସି ଗୋଟିଏ ଭକତିଆଶ୍ରୟରେ କ୍ରମେ ମୁକ୍ତି ପଥ ହୁଏ ପ୍ରାପ୍ତି |ଆବର ଯେ ବ୍ୟକ୍ତି ବିଷ୍ଣୁ ଭକତି ବିହୀନତାର ବେଦୋକ୍ତ ସୃତ୍ୟକ୍ତ ଆଦି କ୍ରିୟାମାନ ।ପ୍ରାୟଶ୍ଚିତ ତୀର୍ଥଯାତ୍ରା ତପ କୃଚ୍ଛବ୍ରତସତ୍କୂଳେ ଜନମ ଶିଳ୍ପ ବିଦ୍ୟାରେ ପଣ୍ତିତ ।ଲୌକିକ ଭୁଷଣ ମାତ୍ରେଅଟେ ଏ ସକଳଅସତୀ ନାରୀର ବ୍ୟଭିଚାର ସଙ୍ଗେ ତୁଲ ।ଭକ୍ତିହୀନ ଅନୁଷ୍ଠାନ ଯେ କରେ ତାହାରଶରୀରରେ ଲଭେ କ୍େ୍ଶମାତ୍ର ସେ କେବଳକୁଳାଚାର ହୀନ ବ୍ୟକ୍ତି ଇଶ୍ଵରଙ୍କ ପ୍ରତିଜିତେନ୍ଦିୟ ହୋଇ କରେ ଯଦି ବିଷୁଭକ୍ତି ।ସକଳ ଲୋକ ମଧ୍ୟରେ ସେ ବ୍ୟକ୍ତି ପ୍ରଧାନକହୁଅଛି ମନଦେଇ ଶୁଣ ହେ ରାଜନ ।ଅଷ୍ଟାଦଶ ବିଦ୍ୟା ବିଶାରଦ ଯେଉଁ ଜନସତ୍କୁଳେ ଜନମି କରେ ଧର୍ମ ଆଚରଣ ।ଯଦିଚ ସେ ଜନ ହୋଇଥାଏ ଭକ୍ତି ହୀନଏ ସକଳ ଗୁଣ ତାର ହୁଏ ଅକାରଣ |ଅଳ ଭାଗ୍ୟ ପୁରୁଷର ବିଷୁଭକ୍ତି ଲାଭନ ହୁଅଇ ଜାଣିରଖ ଆହେ ନରଦେବ ।ବହୁ ପରିଶ୍ରମେ ବିଷୁଭକ୍ତି ଲାଭ ହେଲେମାନବ ଜୀବନ ହୁଏ ସାର୍ଥକ ସେ କାଳେ ।ଜଗନ୍ନାଥଙ୍କୁ ସେ ବିଦ୍ୟା ବଳେ ଜାଣିହୁଏତାହାକୁ ଉତ୍ତମ ବିଦ୍ୟା ବୋଲି କୁହାଯାଏ ।ଏ ଉତ୍ତମ ବିଦ୍ୟା ଭକ୍ତି ଆଉ ଦ୍ଢ଼ବ୍ରତଏ ତିନି: ଲକ୍ଷଣ ଥିଲେ ହୁଏ ବିଷ୍ଣୁଭକ୍ତ |ତାଦୃଶ ବିଷ୍ଣୁ ଭକତ ଜନ ଇଛ୍ଥା କଲେସୃଷ୍ଟି ପାଳନ ସଂହାର କରିପାରେ ଭଲେ ।ସଵର୍ଗାଦି କାମନା ପ୍ୃଥ୍ବୀର ଆଧୂପତ୍ୟଅତି ତୁଚୁ ମନ କରେ ହେଲେ ବିଷୁଭକ୍ତ ।ତୁମ୍ଭ ନିକଟେ କହିବି ଆଉ କି ଅଧୂକବିଷ୍ଣୁଭକ୍ତ ଆଉ ବିଷ୍ଣୁ ଦୁଇ ଦୁହେଁ ଏକ ।ଏ ଦୁଇ ମଧ୍ୟରେ କିଛି ପାର୍ଥକ୍ୟ ଯେ ନାହିଁଭକ୍ତସେବା କଲେ ବିଷ୍ଣୁ ସେବା ଫଳ ପାଇ |ବାସୁଦେବଙ୍କର ଭକ୍ତ ଯେଉଁ ଜନଗଣକହୁଛି ତାଙ୍କ ଲକ୍ଷଣ କରନ୍ତୁ ଶ୍ରବଣବାସୁଦେବ ଭକ୍ତ ଚିତ୍ତ ସବଦା ପ୍ରଶାନ୍ତସୁନ୍ଦର ଇନ୍ଦରିୟଗଣ କାମନା ବର୍ଚ୍ଚିତକାୟମନ ବାକ୍ୟରେ ସେ ପରର ଅନିଷ୍ଟଚିନ୍ତା ନ କରଇ ଥାଏ ସର୍ବଦା ସନୁଷ୍ଟଅନ୍ତଃକରଣ କରୁଣା ରସେ ସଦା ଅର୍ଦ୍ଧପରହିଂସା କାର୍ଯ୍ୟରେ ତ ଅଟଇ ଦରିଦ୍ରପରଦ୍ରବ୍ୟାପହରଣେ ନୁହଇ ପ୍ରବୃତ୍ତିପର ଗୁଣ ଦେଖୁ ନ ହୁଅଇ ପକ୍ଷପାତୀସଦା ସଦାଚରେ ଅନ୍ତଃକରଣ ନିର୍ମଳପର ଉନ୍କର୍ଷ ସାଧନ କରେ ସଦାକାଳସର୍ବଦା ମାସ୍ପର୍ଯ୍ୟ ଶୂନ୍ୟ ହୁଅଇ ତା ମନଭୌତିକ ଦ୍ରବ୍ୟକୁ ବିଷୁରୁପେ କରେ ଜ୍ଞାନଦୀନଜନ ପ୍ରତି ହୁଏ ସର୍ବଦା ସଦୟଅତ୍ୟନ୍ତ ପରହିତୈଷୀ ସର୍ବଦା ନିର୍ଭୟଦିବ୍ୟ ଉପଚାର ଦେଇ ଦେବ ପୂଜା କରେପୁତ୍ରପରି ଦେବତାଙ୍କ ଲାଳନ ସେ କରେସ୍ତ୍ରୀ ପୁତ୍ର ସଂସାର ଆଉ ବାହ୍ୟ ବିଷୟରେକୃଷ୍ଣ ସର୍ପ ପରି ଭୟ କରଇ ମନରେପୁତ୍ର କଳତ୍ର ଆଦିରେ ହୁଏ ଅନାସକ୍ତଦେବ ପୂଜା ବିଷୟରେ ହୁଏ ପ୍ରୀତିଜାତବୈଷ୍ଣବଗଣ ପ୍ରାତିକୁ ବିଷ୍ଣୁ ବିଷୟରେବିସ୍ତାର କରନ୍ତି ଶତ କୋଟି ଯେ ଗୁଣରେବିଷୁଭକ୍ତ ଜନ ନିତି କର୍ଭବ୍ୟ ଜ୍ଞାନରେଶଙ୍କରାଦି ଦେବଗଣ ଅର୍ଚ୍ଚନା ଯେ କରେପିତୃଗଣଙ୍କର ପିତ୍ସଯଞ୍ଞେ କରେ ତୃପ୍ତିବିଷୁରୂପେ ସମସ୍ତଙ୍କ ନିଜ ମନେ ଚିନ୍ତିସକଳ ଜଗତ ବିଷୁରୂପେ ଦରଶନବାସୁଦେବ ଭକ୍ତଙ୍କର ) ଏମନ୍ତ ଲକ୍ଷଣବିଷୁ-ରୁପେ ସମବାୟୀ କାରଣରୁ ଜାତଘଟପଟ୍ଟୁ ଆଦି କାର୍ଯ୍ୟ ରୂପେ ଏ ଜଗତବିଷୁ-ରୁପେ ଜଗତକୁ ନ କରି ଦର୍ଶନଅସମ୍ଭବ ପାର୍ଥକ୍ୟ ଯେ କରନ୍ତି ବିଧାନସେ କିନ୍ତୁ ପୃଥକ କେଉଁକାଳେ ହୁଏ ନାହିଁସ୍ଥୁଳ ଦୃଷ୍ଟିରେ ପୃ ପୃଥକ ରୂପେ ପ୍ରକାଶଇତଥାପି ଏ ରୂପ "ଭେଦ ରହିଥୁବା ସ୍ପଳେଏକବିଷୁ ବ୍ୟଷ୍ଟ ରୂପେ ସମଷ୍ଟି ରୂପରେରାଜାର ପୁରୁଷ ରାଜା ପୁରୁଷ ଯେସନଭିନ୍ନ ନୁହେ ଏକବସ୍ତୁ ରୂପେ ବିଦ୍ୟମାନତେସନ ଜଗତ କାର୍ଯ୍ୟ କାରଣ ରୂପରେପାର୍ଥକ୍ୟ ଦେଖା ହୁଅଇ ବିଚାର ମନରେ ।ହେ ଜଗନ୍ନାଥ ଆପଣ ଆମ୍ଭର କାରଣଆମ୍ଭେ କରୁଅଛୁ କାର୍ଯ୍ୟରୂୁପେ ବିବରଣ ।ଏ ନିମନ୍ତେ ଆମ୍ଭେ ତୁମ୍ଭର ତ ନୋହୁ ଦାସସେବ୍ୟ ସେବକ ଭାବଟି କାର୍ଯ୍ୟେ ପରକାଶ।ଆହେ ଦେବ ମୁଁ ସେବକ ସେବ୍ୟ ଯେ ଆପଣତୁମ୍ଭ ଆମ୍ଭଠାରେ ଏହି ଭେଦ୍ଯ ବିଦ୍ୟମାନ ।ଅନ୍ତର୍ଯ୍ୟାମୀ ଅନ୍ତରରେ କରି ଅବସ୍ଥାନସେବ୍ୟ ବା ସେବକରୁପେ ତୁମ୍ଭେ ବିଦ୍ୟମାନ ।ଏ ରୂପ ଭାବନା କରି ଏକାଗ୍ର ଚିତ୍ତରେବ୍ରହ୍ମାଙ୍କର ସେବ୍ୟ ପାଦପଦ୍ଧେ ଯୁଗଳରେ ।ପ୍ରଣାମ କରନ୍ତି କେହି କରନ୍ତି କୀଉଁନସେ ନର ଚୌଦ ଭୁବନ କରେ ତୁଛୁଜ୍ଞାନ ।ଯେ ଜନ କରନ୍ତି ସଦା ପର ଉପକାରପର ସୁଖକୁ ମଣନ୍ତି ଯେହ୍ନେ ଆପଣାର ।ପର ଦୂଃଖରେ ସର୍ବଦା ହୁଅନ୍ତି କାତରବୈଷ୍ଣବ ବୋଲି ବିଖ୍ୟାତ ହୁଅନ୍ତି ସେ ନର ।ପର ସମ୍ପତ୍ତିକୁ କରେ ଯେ ପାଷାଣ ଜ୍ଞାନପର ସ୍ତ୍ରୀ କଣ୍ଟକାକୀର୍ଣ୍ଣ ଶାନ୍ନଳୀ ସମାନ ।ରିପୁ ମିତ୍ର ଉଭୟକୁ କରେ ସମଜ୍ଞାନପ୍ରସିଦ୍ଧ ବୈଷ୍ଣବ ରୂପେ ଯେ ହୁଏ ଗଣନ ।ଏକାଗ୍ର ଚିତ୍ତେ ଇଶ୍ଵରେ ଚିତ୍ତ ସମର୍ପଣକରେ ଗୁଣୀ ବ୍ୟକ୍ତିକୁ ଯେ ସାଦରେ ସମ୍ମାନ।ଅନ୍ୟ ବ୍ୟକ୍ତି ମର୍ମ କଥା କରଇ ଗୋପନସର୍ବଦା ଯେ ପ୍ରିୟ ବାକ୍ୟ କରେ ଉଚ୍ଚାରଣ ।ଯେ ଜନ ସଂସାରେ ଅଟେ ବୈଷବ ପ୍ରଧାନଆବର କହୁଛି ଶୁଣ ବୈଷ୍ଣବ ଲକ୍ଷଣ |କଂସହନ୍ତା ପାପ ନାଶକାରୀ କୃଷ୍ଣ ନାମସଦା ମନେ ଚିନ୍ତି ଉଚ୍ଚେ କରଇ କୀର୍ଉନ ।ସଦାକାଳେ ଜଗନ୍ନାଥ ନାମ କରେ ଗାନଏ ସଂସାରେ ସେହି ଜନ ବୈଷ୍ଣବ ପ୍ରଧାନ ।କାୟ ମନୋବାକ୍ୟେ କରେ ଆତ୍ମ ସମର୍ପଣସଦା ଏକଚିତ୍ତେ କରେ ପାଦପଦ୍ଧ ଧ୍ୟାନ ।ଶ୍ରୀକୃଷ୍ଣ ଚିନ୍ତାରେ ସଦା ହୋଇଥାଏ ଭୋଳସୁଖ ଦୁଃଖ ସମଜ୍ଞାନ ତାହାର କେବଳ ।ବିନୟ ବଚନେ ହରି ସ୍ତବଗାନ କଲେବ୍ୟଗ୍ର ରହିଥାଏ ସଦା ହରିଙ୍କ ପୂଜାରେ ।ଏହି ଲକ୍ଷଣେ ଲକ୍ଷିତ ହୁଏ ଯେଉଁ ଜନସେ ଜନ ଏହି ଜଗତେ ବୈଷ୍ଣବ ପ୍ରଧାନ ।ଶଙ୍ଖ ଚକ୍ର ଗଦା ପଦ୍ଧ ଆଦି ଚିହ୍ନମାନବାହୁମୂଳେ କରିଥାଏ ତିଳକ ଧାରଣଶ୍ରୀକୃଷ୍ଣ ଚରଣ ଧୁଳି ସର୍ବାଙ୍ଗେ ଭୂଷିତବୈଷ୍ଣବ ମଣ୍ଡଳୀ ହୁଅନ୍ତି ଯେ ଜୟଯୁକ୍ତଶ୍ରୀକୃଷ୍ଣ ଅଙ୍ଗ ତୁଳସୀ ସୁଗନ୍ଧ ଚନ୍ଦନପୁଷ୍ପ ମାଲ୍ୟାଦିରେ ଅଙ୍ଗ କରି ବିଭୂଷଣଭକ୍ତିଭରେ କୃଷ୍ଣଙ୍କର କରନ୍ତି ପୂଜନଜୟ ଲାଭ କରିଥାନ୍ତି ବୈଷ୍ଣବ ପ୍ରଧାନଦର୍ପ ଅଭିମାନ ଅହଂକାର ଯାହାଙ୍କରଦୂର ହୋଇଅଛି ଚିତ୍ତ ସର୍ବଦା ନିର୍ମଳଦେବଗଣଙ୍କର ବନ୍ଧୁ ଶ୍ରୀକୃଷ୍ଣ ଚରଣସେବା କରି ଶୋକ ଶୂନ୍ୟ ହୁଅନ୍ତି ଯେ ଜନସେମାନେ ତ ଏ ସଂସାରେ ବୈଷ୍ଣବ ନିଶ୍ଚୟସର୍ବତୋ ଭାବରେ ତାହାଙ୍କର ହେଉ ଜୟହେ ରାଜନ ଶୁଣିଲ ତଂ ଭକତି ଲକ୍ଷଣକଲି କୃଷ୍ଣଙ୍କର ଶୁଭ ଚରିତ କୀଉଁନଯେଉଁ ନର । ଶ୍ରୀକୃଷ୍ଣଙ୍କୁ କରନ୍ତି ଭକତିଶ୍ରୀକୃଷ୍ଣ ଚରିତ ନିତି କର୍ଣ୍ଣରେ ଶୁଣନ୍ତିତାହାଙ୍କର ଜନ୍ମ ଜନ୍ମାର୍ଜିତ ପାପ ତାପଝଟତି ଦୂର ହୁଅଇ ଶୁଣିଥାଅ ଭୂପନାରଦଙ୍କ ଚିତତ କ୍ଲଷ୍ଣ ପ୍ରେମେ ହୋଇ ଭୋଳଶ୍ରୀକୃଷ୍ଣ ଗୁଣ କୀଉଁନେ ହୋଇଲେ ଆକୁଳଆହେ ପ୍ରଭୁ ମାଗୁନାହିଁ ମୁହିଁ କିଛି ଧନଶରୀର କେଶକୁ ଦୁଃଖ ନ ମଣିବ ମନମଧୁର ବଚନେ ନାମ କରିବି କୀର୍ରଁନଭଜନ ଉତ୍ସବ ଚିନ୍ତା କରି ଯିବ ଦିନବୈଷ୍ଣବ ନୂହଇ ଯେଉଁ ଜନ ଏ ସଂସାରେଅନ୍ୟର ଉତ୍ତମ ଚରିତ୍ରକୁ ନିନ୍ଦା କରେଅସାଧୁ ଚରିତ୍ର ଚିନ୍ତା କରେ ଅବିରତଅମଙ୍ଗଳ କାର୍ଯ୍ୟାଦିରେ ଚିତ୍ତ ରହେ ସୁସ୍ଥଭଗବାନଙ୍କର ଚିନ୍ତା ନ କରେ ମନରେଚିତ୍ତ ତାର ଲୟ ହୁଏ ବିଷୟ ଚିନ୍ତାରେପରମ ସୁଖର ସ୍ଥାନ ଜଗନ୍ନାଥ ପଦକ୍ଷଣମାତ୍ର ସ୍ଥାନ ପାଏ ନାହିଁ ତାର ହୃଦବିଷୟ ଚିନ୍ତାରେ ସଦା ଚିତ୍ତ ଥାଏ ମତହରିନାମ ମିଥ୍ୟା ବୋଲି କରେ ପ୍ରଚାରିତନୈଷ୍ଠବ ନୂହନ୍ତି ଏହି ଗୁଣଶାଳୀ ଜନପର ସ୍ତ୍ରୀ ପରଧନରେ ଲୋଭ ଯାର ମନନିଜ ଉଦର ପୁରଣେ ଉତ୍ସୁକ ଯେ ଅତିତା ବୁବି ଅତି କଦର୍ଯ୍ୟ ନ ବୂଝେ ଉନ୍ନତିନିଜ କପାଳକୁ ମାନି କରେ କାଳ କ୍ଷେପଏମାନେ ତ ନରପଶୁ ଅଟନ୍ତି ହେ ଭୂପ ।ନରହରିଙ୍କର ପାଦ ସ୍କରଣେ ବିରକ୍ତହୁଏ ସଦା କୁସଂସର୍ଗୀ ସଙ୍ଗରେ ଆସକ୍ତ ।ପରକୁ ଯେ ପରାଭବ ଦେବାରେ ତପୂରହିଂସା ପରାୟଣ ଜନ ଅତି ଭୟଙ୍କର |ଭିଦୃଶ ଯେ ନରାଧମ ତାହାର ସଙ୍ଗତପରିତ୍ୟାଗ କରିବଟି ଆହେ ନରନାଥ ।ଉତ୍କଳ ଖଣ୍ଡ ଦଶମ ଛାନ୍ଦ ହେଲା ଶେଷସଂସାର ସାଗରୁ ଉଦ୍ଧାରିବେ ହୃଷୀକେଶ ।ଆହେ ଜଗନ୍ନାଥ ତୁମ୍ଭେ ପତିତପାବନପତିତକୁ ଉଦ୍ଧାରିବା ଅଟେ ତୁମ୍ଭ କାମ ।କରଇଉଁବ୍ୟରେ ଅବହେଳା ନ କର ଗୋସ୍ଵାମୀଲୋକ ସମାଜେ ପତିତ ଆହେ ଅନ୍ତର୍ଯ୍ୟାମୀ |ବନ୍ଧୁଗଣ ନିତି କରୁ ନାହାନ୍ତି ଆଦରମନେ କରୁଛନ୍ତି ଏତ ଦୂରାଚାରୀ ନର ।ଦୂରାଚାରୀ ହେଲେ ନର ହୁଅଇ ପତିତପାବନ ହୋଇବ ତୁମ୍ଭସଙ୍ଗେ ହେଲେ ଯୁକ୍ତ ।ଯୋଗସୂତ୍ର ରକ୍ଷାକର ଆହେ ଜଗନ୍ନାଥପତିତପୀବନ ବ୍ରତ କର ଉଦ୍ଯାପିତ |ଉଚ୍ଚୈଃସ୍ଵରେ ବାଜିଉଠୁ କାୟ ମନୋବାକ୍ୟପତିତପାବନ ନାମ ହୋଇବ ସାର୍ଥକ ।ଦୟା ସିନ୍ଧୁରୁ ବିନ୍ଦୁଏ ଦୟା କର ଦାନଶୁଷ୍ଠ ହେବ ନାହିଁ ସିନ୍ଧୁ ବିନ୍ଦୁ କଲେ ଦାନ ।ଆହେ ଜଗନ୍ନାଥ ଏକଥାକୁ ମନେ ହେଜକିନ୍ତୁ ମନେ ଭାବୁଅଛି ହରିହର ଦ୍ଵିଜ |ଶୁଣୁଛ କି ନ ଶୁଣୁଛ ତାହା ତୁମ୍ଭେ ଜାଣସ୍ବରୂପେ ସଦାକାଳେ ତୁମ୍ଭେ ବିଦ୍ୟମାନ ।ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ ଇଦ୍ଦଦ୍ୟମ୍ନନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟବର୍ଣ୍ଣନେ ନାମ ଦଶମୋଂଧ୍ୟାୟଃ ।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment