ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଉନବିଂଶୋଧ୍ୟାୟଃ
ଉନବିଂଶ ଅଧ୍ୟାୟ
ଜୈମିନି କହନ୍ତି ଶୁଣ ସର୍ବ ମୁନିଗଣପ୍ରତିମା ନିର୍ମାଣ ଅର୍ଥେ ରାଜା ଇନ୍ଦ୍ଦ୍ୟୁମ୍ପ ।ଗଠନ ଗୃହର ଦ୍ଵାର ଆବଦ୍ଧ କରିଲେଆକାଶେ ବାକ୍ଦେବୀ ଯେଉଁରୂପେ କହିଥିଲେ ।ସେ ରୂପେ ସର୍ବ ବିଷୟ କଲେ ସମ୍ପାଦନଏହିପରି ଗତ ହୋଇଗଲା କେତେଦିନ ।ସେ ସ୍ଥାନ ଅପୂର୍ବ ଗନ୍ଧେ ଆମୋଦିତ ହେଲାଆକାଶରୁ ପାରିଜାତ କୁସୁମ ବଷିଲା |ମନୋହର ଗୀତ ଧ୍ବନି ସ୍ଵର୍ଗୀୟ ସଂଗୀତଶୁଣାଗଲା ସେ ସ୍ଥାନରେ ଅତୀବ ବିଚିତ୍ର ।ସର୍ଗ ଗଙ୍ଗାଜଳ ସୂକ୍ଷ୍ମ ବିନ୍ଦୁ ବିଦ ହୋଇବରଷା ହେଲା ସେ କାଳେ କେ ପାରିବ କହି ।ଏରାବତ ଆଦି ଗଜ ମତ୍ତହସ୍ତୀଙ୍କରଅତ୍ୟୁକରଟ ମଦଗନ୍ଧ ହେଲା ସୁଖକର |ସେ ଯଜ୍ଞକୁ ଯେତେ ଦେବଗଣ ଆସିଥିଲେହରି ଆବିର୍ଭୂତ ହେଲେ ବୋଲି ବିଚାରିଲେ ।ମାଧବଙ୍କୁ ନି ଦେଖୁବା ଦୁଃଖ କଲେ ଦୂରନିତ୍ୟ ସେବା କରିବାକୁ ହୋଇଲେ ତପ୍ପର ।ନୀଳମଣି ମାଧବକୁ ପୂର୍ବେ ଯେ ପ୍ରକାରେଉପାସାନ କରୁଥିଲେ ଭକତି ଭାବରେ ।ଏ ବିଷ୍ଣୁ ବୃକ୍ଷକୁ ସେହିରୂପେ ପୂଜା କଲେପୁଜାକାଳେ ଦିବ୍ୟ ଚିହ୍ନମାନ ତ ଦେଖୁଲେ ।କ୍ରମେ ପଞ୍ଚଦଶ ଦିନ ହେଲା ଉପସ୍ଥିତଆମ୍ଭେ ପୁର୍ବେ କହିଅଛୁ ତୁମ୍ଭଙ୍କୁ ଯେମନ୍ତ ।
ସେହିରୂପେ ଜଗନ୍ନାଥ ଝ ବର୍ଧକୀ ରୂପରେଏହିରୂପେ ଦେବ ବିଜେ ଚତୁର୍ବଧା ରୂପରେସ୍ବୟଂ ନିଜର ମୁଭିକୁ ନିର୍ମାଣ କରିଲେପୁନର୍ବାର ଶୁଣାଗଲା ବାଣୀ ଆକାଶରେ ।ଜଗନ୍ନାଥ ବଳାରମ ସୁଭଦ୍ରା ନାମରେନରପତି ସେ ପ୍ରତିମା ମାନଙ୍କୁ ସତ୍ତରଚକ୍ର ସହିତ ଚତୁର୍ା ରୁପକୁ ଧଇଲେପଟବସ୍ତେ ଆଛାଦିତ ଦୃଢ଼ରୂପେ କର |ଦିବ୍ୟ ସିଂହାସନେ ଆବିର୍ଦୂତ ଜଗନ୍ନାଥଦେବଙ୍କର ବର୍ଣ୍ଣ ପ୍ରତିମାକୁ ଚିତ୍ରକରଶତ୍ଖ ଚକ୍ର ଗଦା ପଦ୍ଧ ହସ୍ତେ ବିରାଜିତ ।ଜଗନ୍ନାଥ ନୀଳ ମେଘ ସଦୃଶ ଶ୍ୟାମଳ ।ଅନନ୍ତ ଦେବ ଯେ ବଳରାମ ରୂପ ହେଲେ |ବଳଦେବଙ୍କ ଯେ ଶଙ୍ଖପରି ଶୁଭବର୍ଣ୍ଣଗଦା ମୂଷଳ ଯେ ଚକ୍ର ବଜ୍ଜ ଧରି କରେ ।ସୁଦର୍ଶନ ଚକ୍ରକୁ ଯେ କର ରକ୍ତବର୍ଣ୍ଣ |ଛତ୍ରାକୃତି ସପ୍ତଫଣା ମୁକୁଟ ଶିରରେସୁଭଦ୍ରାଙ୍କୁ କଙ୍କୁମ ରଙ୍ଗରେ ସୁଶୋଭିତଉନ୍ମଳ କୁଣ୍ଡଳ ଶୋଭା ଜନମନ ହରେ ।ନାନାଭଙ୍ଗା କରି ବହୁ ଅଳଙ୍କାରେ ଯୁକ୍ତ ।ଚାରୁ ବଦନା ସୁଭଦ୍ରା ଦେବୀ ଏକହସ୍ତେ |ପ୍ରତିମାର ଦାରୁରୂପ କରିଲେ ଦର୍ଶନପଦ୍ଧ ପୁଷ୍ପ ଅଭୟ ଯେ ଘେନି ଅନ୍ୟହସ୍ତେ ।ପାପକ୍ାରୀ ସମ ନର୍କେ କରିବ ଗମନ ।ଚୈତନ୍ୟ ରୂପିଣୀ ଲକ୍ଷ୍ମୀ ସୁଭଦ୍ରା ରୂପରେ |ଅତି ଯତ୍ତେ ପଟବସ୍ତ ନିର୍ଯ୍ୟାସ ଯେ ଦେଇବିଜେ ହୋଇଛନ୍ତି ରତ ସିଂ ହାସନ ପରେ ।ପ୍ରତିମା ଦେହ ଗୋପନ କର ନରସାଇଁ ।କୃଷ୍ଣାବତାର ବେଳରେ ରୋହିଣୀ ଗର୍ଭରେ ।କର୍ମଦକ୍ଷ ଶିନ୍ଧଗଣ ଆସନ୍ତୁ ବହନବଳରାମ ରୂପକୁ ତ ଚିନ୍ତା କରିଥୁଲେପ୍ରତିମା ଦେହ କରନ୍ତୁ ଦୃଢ଼େ ଆଛାଦନ ।ପ୍ରଭୁ ବଳଭଦ୍ର ରୂପେ ଜାତ ପୃଥୂବୀରେପତି ବର୍ଷ ପୂର୍ବା ପୂବ ଟେ ଦେହ ଆବରଣବିଷ୍ଣୁଙ୍କୁ ଯେ କ୍ଷଣକାଳ ନ ଛାଡ଼ନ୍ତି ହେଳେ ।ଫିଟାଇବ ନଁରପର୍ତି କରିବ ନୂତନ |ବିପ୍ରଗଣ ଶୁଣ କୃଷ୍ଣ ବଳରାମ ଦୁଇବନ୍ଧନ ଗାତ୍ର ବିଲେପ ବିନା ସେ ପ୍ରତିମାଏ ଦୁଇଙ୍କ ମଧ୍ୟେ କିଛି ପ୍ରଭେଦ ତ ନାହିଁ ।ସଦାକାଳେ ଏକରୂପେ ରହିଛନ୍ତି ସିନା ।ଏକଗର୍ଭେ ଜାତ ବୋଲି ଲୋକେ କହିଥାନ୍ତି |ଯଦ୍ୟପି କୌଣସି ବ୍ୟକ୍ତି ପ୍ରମାଦ ବଶତଃବଳଭଦ୍ରଙ୍କର ଭଗ୍ନୀ ସୁଭଦ୍ରା ଅଟନ୍ତି |ପ୍ରତିମାର ଗାତ୍ରଲେପ କରେ ଉପନୀତ ।ଏରୂପ ବର୍ଣ୍ଣନା ହୋଇଅଛି ପୁରାଣରେବିଲେପନ ଶୂନ୍ୟ ଯେବେ କରିବ ଦର୍ଶନଲକ୍ଷ୍ମୀ ଦେବୀ ସ୍ତୀ ରୂପରେ ପୁରୁଷ ରୂପରେ ।ସେହି ବ୍ୟକ୍ତି ` ହୋଇବ ତ ନରକେ ପତନସ୍ତ୍ରୀ ନାମରେ ଲକ୍ଷ୍ମୀଦେବୀ ସଦା ବିଦ୍ୟମାନ |ରାଜ୍ୟ ମଧ୍ୟରେ ଦୁର୍ଭିକ୍ଷ ମଡ଼କ ହୋଇବପୁରୁଷ ନାମରେ ଯେତେ ବିଷ୍ଣୁ ଭଗବାନ ।ତାହାର ସନ୍ତାନ ବର୍ଗ ବିନାଶ ତ ହେବ ।ଦେବତା ମନୁଷ୍ୟ ପକ୍ଷୀ ଆଦି ପ୍ରାଣୀ ଯେତେଏ ଚାରିମୂ୍ିକୁ କେଉଁ କାଳରେ ରାଜନଏ ଦୁଇଙ୍କ ବିନା ଆଉ ନାହାନ୍ତି ଜଗତେ ।ଆବରଣୈ ଶୂନ୍ୟ ନ କରିବ ଦରଶନ ।ଏହି ଦେବ ଦେବୀଙ୍କର କ୍ଷମତା ବର୍ଣ୍ଣନବିନା ଆବରଣେ ଯଦି କେ କରେ ଦର୍ଶନକରିବାକୁ କିଏ ଅବା ହୋଇବ ଭାଜନ ।ମହା ଭୟରେ ପୀଡ଼ିତ ହେବ ସେହି ଜନ ।ପୁଣ୍ଡରୀକାକ୍ଷଙ୍କ ବିନା ଆଉ କେଉଁ ଜନ ।ଏଣୁ ବହୁ ବିଲେପନ କରି ବିଲେପିତଫଣା ଅଗ୍ରରେ ଧରିବ ଚଉଦ ଭୁବନ ¦ଉଜ୍ଵଳ ଚତ୍ର କରିଣ କରିବ ସାକ୍ଷାତ |ଏକମାତ୍ର ସମରଥ ଯେ ଅନନ୍ତ ଦେବକଳ୍ପ କୋଟି ପାପରାଶି ହୋଇବ ଦହନତାହାଙ୍କର ନାମ ହୋଇଅଛି ବଳଦେବ ।ଏ ବିଷୟରେ ସନ୍ଦେହ ନ କର ରାଜନ ।ତାହାଙ୍କର ଶକ୍ତିରୂପ ସୁଭଦ୍ରା ଭଗିନୀଏ ମୁ୍ିମାନଙ୍କୁ ଚିତ୍ର ବିଚିତ୍ର କରିଲେହୋଇଛନ୍ତି ଜଗତରେ ସ୍ତ୍ରୀ ରୂପ ଧାରିଣୀ |ତୁମ୍ଭର ମନ କାମନା ପୂର୍ଣ ହେବ ଭଲେ ।ଚତୁର୍ଥରେ ଶାଖାଅଗ୍ର ଚକ୍ର ଶୁଦର୍ଶନତୁମ୍ଭଙ୍କୁ ଯେ ଅନୁଗ୍ରହ କରିବା ନିମିତ୍ତଜଗନ୍ନାଥ ହସ୍ତେ କରି ଅଛନ୍ତି ଧାରଣଭଗବାନ ଏହିସ୍ଥାନେ ହେଲେ ଆବିର୍ଦୂତ |ଏହିରୂପେ ଚାରିମୁରି ହେଲେ ଭଗବାନତୁମ୍ଭ ଅନୁଗ୍ରହେ ଜନ୍ତୁମାନଙ୍କ ବହନନିଜେ ଆପଣାକୁ ଆସି କରିଲେ ନିର୍ମାଣ ।ଚତ୍ୁବଗ ପ୍ରଦାନ କରିବେ ଭଗବାନନୀଳ ପର୍ବତରେ କଳ୍ପ ବୃକ୍ଷ ଅବସ୍ଥିତତାର ବାୟୁକୋଣେ ଦୂର ଏକଶତ ହସ୍ତପ୍ରତିଷ୍ଠିତ ନୃସିଂହଙ୍କ ଉତ୍ତର ଦିଗରେଯେ ପ୍ରଶସ୍ତ ଦେଶ ବିଦ୍ୟମାନ ଯେ ସ୍ଥାନରେସହସ୍ତ ହସ୍ତ ଉନ୍ନତ ତେତେ ଆୟତନଏକ ସୁଦୃଢ଼ ପ୍ରାସାଦ କରନ୍ତୁ ନିର୍ମାଣ
ସେ ପ୍ରାସାଦେ ପ୍ରଭୁଙ୍କୁ ଯେ କରିବ ସ୍ଥାପନପୂୁଜାକଲେ ବିଶ୍ବାବସୁ ଶବର ପ୍ରଧାନମାଧବଙ୍କୁ ପ୍ରତିଦିନ ପୂଜା କରୁଥିଲାବିଦ୍ୟପତିଙ୍କ ସଙ୍ଗତେ । ବନ୍ଧୁତା କରିଲାବିଦ୍ୟାପତି ବିଶ୍ଵାବସୁ ଦୁହିଙ୍କ ବଂଶରେଯେତେ ସନ୍ତାନ ଜନ୍ମିବେ ଭବିଷ୍ୟକାଳରେସେହିମାନଙ୍କୁ ନିଯୁକ୍ତ କର ଏ ସ୍ଥାନରେପ୍ରତିମା ସଂସ୍କାର ଯଜ୍ଞ ଉତ୍ସବ କାର୍ଯ୍ୟରେଆକାଶରୁ ଏହି ବାଣୀ ରାଜନ ଶୁଣିଲେଆନନ୍ଦ ମନରେ ବେଦୀ ସମୀପେ ଚଳିଲେମହାବେଦୀରେ ବେଷ୍ଟନୀ କରିଲେ ମୋଚନପ୍ରଭୁଙ୍କୁ ଦେଖଲଲେ ବିଜେ ରତ୍ନ ସିଂହାସନବଳରାମ ଜଗନ୍ନାଥ ସୁଭଦ୍ରା ସହିତବାସୁଦେବଙ୍କର ଚକ୍ର ଅତି ସୁଶୋଭିତଅଛ ଅବନତ ହୋଇଅଛି ପୂଷ୍ଠଦେଶଦେହର “ଅପର ଭାଗ କୁଣ୍ଡଳ ସଦ୍ରଶ |ହଳ ଚକ୍ର ପଦ୍ଧ ମୁଷଳ ଯେ ଧରି ହସ୍ତଗଳ ଦେଶେ ବନମାଳା ଅତି ସୁଶୋଭିତ ।ହାର କେୟୁର ମୁକୂଟ କିରୀଟ କୁଣ୍ଡଳଅଳଙ୍କାରେ ଦେହ କାନ୍ତି ଦିଶଇ ଉଜ୍ଵଳ ।ଜଗନ୍ନାଥ ବଳରାମଙ୍କର ମଧ୍ୟେ ବିଜେଭଦ୍ରାରୁପିଣୀ ସୁଭଦ୍ରା ରୂପେ ଲକ୍ଷ୍ମୀ ନିଜେ ।ବିକଶିତ ପଦ୍ଧ ତୁଲ୍ଯ ବଦନ ମଣ୍ଡଳହସ୍ତ ଦ୍ଵୟେ ବରାଭୟ ଦିଶଇ ସୁନ୍ଦର |ଦେହ କାନ୍ତି କୂଙ୍କୁମ ରଙ୍ଗରେ ବିରାଜିତମନେ ହୁଏ ଲକ୍ଷ୍ମୀ ଦେବୀ ଅଚନ୍ତି ସାକ୍ଷାତ ।ଜଗନ୍ନାଥଙ୍କର ବାମେ ଶଖାଗ୍ରେ ନିର୍ମିତଚକ୍ର ଶୋଭା ପାଏ ନବ ସୂର୍ଯ୍ୟ କି ଉଦିତ ।ନରପତି ଇନ୍ଦ୍ରଦ୍ୟୁମ୍ନ ସୌଭାଗ୍ୟ ବଶତଃଏ ଦିବ୍ୟ ମୂତ୍ତି ସକଳ କରିଲେ ସାକ୍ଷାତ ।ଅପାର ଆନନ୍ଦ ସମୁଦ୍ରରେ ବୁଡିଗଲେନିଜର କରଉଁବ୍ୟ ଜ୍ଞାନ ବିସ୍ତୃତ ହୋଇଲେ ।ନିଜ ଶରୀରର ବଳ ହୋଇଗଲା କ୍ଷୀଣଆନନ୍ଦ ଲୋତକେ ନେତ୍ର କଲେ ନିମ୍ମୀଳନ ।ଅକାଶରେ ବାକ୍ୟଦେବୀ ଯେ ରୂପେ କହିଲେ |କର ଦୁଇ ଯୋଡ଼ି କିର ନିଶ୍ଚଳ ମନରେତଦ୍ଧପ ଚିତ୍ର ଭୁଷିତ ପ୍ରତିମା ଦେଖୁଲେଜଗନ୍ନାଥଙ୍କର ବକ୍ଷସ୍ପଳ ଯେ ଉନ୍ନତବଦନ ମଣ୍ଡଳେ ଭଷତ୍ ହାସ୍ୟ ବିକଶିତଦୀନ ଜନମାନଙ୍କର ଉଦ୍ଧାର ନିମିତ୍ତଭୁଜ ପଞ୍ଜର ଯେ ହୋଇଅଛି ବିଳମ୍ବିତ:ନେତ୍ରଦ୍୍ୟ ପ୍ରସୂଟିତ ଶ୍ଵେତ ପଦ୍ଧସମରକ୍ତବର୍ଣ୍ଣ ଅଧର ଯୁଗଳ ସୁଶୋଭନଦର୍ଶନକାରୀର ପାପ ହରଣ କରନ୍ତି :ଦାରୁମୟ ଦେହେ ପଦ୍ଧାସନେ ବସିଛନ୍ତିନାନାବିଧ ଦିବ୍ୟ ଅଳଙ୍କାରେ ବିଭୁଷିତନିଜର ନିର୍ମଳ ତେଜ ପୁଞ୍ଜ ବିରାଜିତଦେହ କାନ୍ତି ନୀଳମେଘ ପରି ମନୋହରଜୀବମାନଙ୍କ ସନ୍ତାପ କରୁଛନ୍ତି ଦୂରବଳରାମଙ୍କ ଯେ କଲେ ତହିଁ ଦରିଶନମୁଖ ପଦ୍ମ ଅଟହାସ୍ୟେ ଅତି ସୁଶୋଭନଛତ୍ରାକାରେ ଫଣାରାଜି ହୋଇ ସୁଶୋଭିତବାରୁଣୀ ପାନରେ ନେତ୍ରଦ୍ଵୟ ବିଘୂର୍ଣ୍ିତନାଗରାଜା କି ପାତାଳ ତଳୁ ଆସିଛନ୍ତିବକ୍ଷସ୍ଥଳ ସୁକ୍ରୋମଳ ପୂଥୁଳ ଯେ ଅତିପ୍ରତିମା ସମ୍ମୁଖେ ଉପବେଶନ ମନରେ ।ନାରଦ ମହର୍ଷି ହସି କହିଲେ ବଚନହେ ରାଜା ଯେଉଁ ନିମିତ୍ତ କଲ ଏତେ ଶ୍ରମ ।ଏହିକ୍ଷଣେ ସେହି ଶ୍ରମ ହୋଇଲା ସଫଳପୃଥୁବୀ ମଧ୍ୟରେ ଏକା ତୁମ୍ଭେ ଭାଗ୍ୟଧର ।ଶ୍ରୀ ଜଗନ୍ନାଥଙ୍କୁ କଲ ଆନନ୍ଦେ ଦର୍ଶନଆକର୍ଣ୍ ବିସ୍ତୃତ ପଦ୍ମ ପଲାଶ ନୟନ ।ଭକ୍ତଜନମାନଙ୍କର ଦୟାର ସାଗରବିଷୟ ଗୋଚର ଜ୍ଞାନ ସ୍ଵରୂପ ପ୍ରାଣୀର ।ଯାହାଙ୍କ ଦର୍ଶନ ଅର୍ଥେ ନିତ୍ୟ ଯୋଗୀଗଣକହନ୍ତି ଅନ୍ତଃକରଣେ ସଞ୍ଜମ ସାଧନସେହି ଜନାର୍ଦ୍ଦନ ଦାରୁମୟ ଦେହ ଧରିତୁମ୍ଭଙ୍କୁ ତ ଅନୁଗ୍ରହ କଲେ ଦଣ୍ଡଧାରୀ ।ହେ ରାଜା କରୁଣା ସିନ୍ଧୁ ଦୀନ ବନ୍ଧୁଙ୍କରସ୍ତବ ସ୍ତୁତି କରିବାକୁ ହୁଅ ଆଗଭର |ତୁମ୍ଭେ ସ୍ତବ କଲେ ତୋଷ ହେବେ ଭଗବାନନି୍ଚୟ କରିବି ତୁମ୍ଭ ମନୋରଥ ପୂର୍ଣ୍ଣ ।ଉତ୍କଳଖଣ୍ଡେ ଉଣିଶ ଛାନ୍ଦ ହେଲା ଶେଷଆନନ୍ଦରେ ହରିବୋଲ ସକଳ ବିଦୂଷ ।ହରିବୋଲ ହରିବୋଲ ହରିବୋଲ ସର୍ବେସଂସାର ସାଗର ପାରି ହୋଇଯିବ ଯେବେ ।ଆସର ଭାଇ ବେଗେ ଚଳିଯିବା ନୀଳାଚଳଦଶନ କରିବା ପ୍ରଭୁ ଶ୍ରୀପଦ କମଳଭକ୍ତ ମୁଖେ ନାମ ଶୁଣି କର୍ଣ୍ଣ ହେବ ପୂତଶ୍ରୀଅଙ୍ଗ ନିର୍ମାଲ୍ୟ ଘେନି ଶରୀର ପବିତ୍ରଦେହ ପବିତ୍ର ହୋଇବ କରିଲେ ପ୍ରଣାମରସନା ରଟିବ ସଦା ଜଗନ୍ନାଥ ନାମଜଗନ୍ନାଥ ବଳରାମ ସୁଭଦ୍ରା ସହିତସୁଦର୍ଶନଙ୍କୁ ସାକ୍ଷାତ କରିବା ନିୟତହରିବୋଲ ହରିବୋଲ ଭାଇଗଣ ମିଳିଦୀନ ହରିହର ଯିବାପାଇଁ କରେ ଅଳିଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନେନାମ ଉନନବିଂଶୋଧ୍ୟାୟ
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment