ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ତ୍ରିଚତ୍ଵାରିଂଶୋଂଧ୍ଯାୟଃ

 ତ୍ରିଚତ୍ସାରିଂଶ ଅଧ୍ୟାୟ 

କହନ୍ତି ଜୈମିନି ମୁନି ଶୁଣ ରଷିଗଣ 
କହୁଅଛି ସମ୍ବସର ବ୍ରତର ବିଧାନ | 
ଫାଲ୍‌ଗୁନ ପୂର୍ଣ୍ଣିମା ସମ୍ବସର ଆଦ୍ୟଦିନେ 
ସମ୍ବସର ବ୍ରତାରମ୍ଭ କରିବ ବିଧାନେ | 
ଦ୍ଵାଦଶ ମାସରେ ବିଷ୍ଣୁଙ୍କର ବାର ନାମ 
ନାମ ଅନୁସାରେ ମୁଜି କରିବ ଗଠନ 
ଫାଲଗୁନ ମାସେ ଆରମ୍ଭ କରି ପ୍ରତିଦିନ 
ଯେ ମାସରେ ଯେଉଁ ମୁର୍ଜି କରିବ ଅର୍ଟନ 
ପ୍ରତ୍ୟେକ ମାସରେ ପୁଷ ଫଳ ଭିନ୍ନ ଭିନ୍ନ 
କହୁଅଛି ଯଥାକ୍ରମେ ପୁଷ୍ଠ ଫଳ ନାମ 
ଅଶୋକ ମଲ୍ଲୀ ପାଟଳୀ ନୀପ କରବୀର 
ଜାତି ପୁଷ୍ରେ ମାଳତୀ ଯେ କମଳ ଉପ୍ପଳ 
ବାସନ୍ତୀ କନ୍ଦ ପୁନ୍ନାଗ ଦ୍ଵାଦଶ ମାସରେ 
ଫଳ ନାମ କହୁଅଛି ଶୁଣ ମନ ସ୍ପିରେ 
ଡାଳିମ୍ବ ନଡ଼ିଆ ତାମ୍ର ପନସ ଖଜ୍ର 
ପକ୍ତାଳ ପକ୍୍‌ ଆମଳକ ଯେ ଶ୍ରୀଫଳ 
ନାରଦ ଗୁବାକ କରମଙ୍ଗା ଜାତି ଫଳେ 
ଅର୍ଚ୍ଚନା କରିବ ଏକମାସ ଏକଫଳେ 
ପ୍ରତିଦିନ ସୁମଧୁର ଭଙ୍ଗୀ ଭୋଜ୍ୟମାନ 
ଲେହ୍ୟଚୋଷ୍ୟ ପ୍ରଭୃତିରେ କରିବ ଅର୍ଚ୍ଚନ 
ଆସାନାଦି ଉପଚାର ଦେଇଣ ପୂଜିବ 
ଜଗଦ୍ଗୁରୁ ପ୍ରଭୁଙ୍କୁ ଯେ ପ୍ରାର୍ଥନା କରିବ । 
ସର୍ବବ୍ୟାପୀ ତ୍ରିକାଳର ପ୍ରଭୁ ଜଗନ୍ନାଥ 
ଅଘଟ ଘଟନା କରିବାରେ ସମରଥ 
ହେ ବିଷୁ ପୁଣ୍ଡରୀକାକ୍ଷ ସଂସାର ସାଗର 
ପାରି କରିବାକୁ ତୁମ୍ଭେ ଏକାକର୍ଣଣଧାର । 
ବିଶୁ ଏକାର୍ଣ୍ଣବ ହୋଇଥଲା ଯେତେବେଳେ 
କାହିଁ କିଛି ଆଶ୍ରୟ ତ ନ ଥିଲା ସେକାଳେ | 
କଲ ଭୟଙ୍କର ଯୁଦ୍ଧ ବିଶ୍ଵ ରକ୍ଷା ଅଥୈ 
ମଧୁ ଦୈତ୍ୟଯକୁ ବିନାଶ କରିଲେ ସ୍ଵହସ୍ତେ 
ହେ ମଧୁସୂଦନ ମୋତେ କର ପରିତ୍ରାଣ 
ହେ ପ୍ରଭୁ ବାମନ ରୂପ କରିଣ ଧାରଣ 
ତୁମ୍ଭର ହୃଦୟେ ଚତୁଃବେଦ ବିଦ୍ୟମାନ 
ଭୂଗୁଙ୍କୁ ମୋହିଲ ନିଜ ମାୟା ପ୍ରକାଶିଣ: । 
ନାଭିରୁ ପାଦଗୋଟି ଯେ ଉପ୍ପତ୍ତି କରିଲ 
ତିପାଦରେ ତ୍ରିଭୁବନ ଆକ୍ରମଣ କଲ 
ତ୍ରୈଲୋକ୍ୟ ରକ୍ଷାର ଦୈତ୍ୟ କରିଲ ସଂହାର 
ହେ ମାୟାବୀ ତ୍ରିବିକ୍ରମ କରେ ନମସ୍କାର 
ଦେବ ତବ ହୃଦ ଶ୍ରୀ ଦେବୀଙ୍କ ଅଧ୍ବଷ୍ଠାନ 
ଭକ୍ତଗଣଙ୍କୁ କରୁଛ ସର୍ବଦା ଶ୍ରୀ ଦାନ | 
ଏହି ହେତୁ ଆପଣଙ୍କ ନାମ ଯେ ଶ୍ରୀଧର 
ହେ ଶ୍ରୀଧର ଆପଣଙ୍କ ପଦେ ନମସ୍କାର । 
ହେ ଦେବ ଆପଣ ମୁକ୍ତି ଲାଭର କାରଣ 
ପ୍ରାଣୀଙ୍କର ଇନ୍ଦ୍ରିୟ ତୁମ୍ଭର ଅଧ୍ବଷ୍ଠାନ | 
ତେଣୁ ହୃଷୀକେଶ ନାମ ଅଟଇ ତୁମ୍ଭର 
ହୃଷୀକେଶ ଆପଣଙ୍କ ପଦେ ନମସ୍କାର । 
ପ୍ରଭୋ ନାଭୀ କମଳରୁ ଜାତ ଚରାଚର 
ଯେ ନାଭି ପଦ୍ଧ ଆସନ ଅଟେ ବ୍ରହ୍ମାଙ୍କର । 
ଏହି ହେତୁ ପଦ୍ଧନାଭ ନାମ ଯେ ତୁମ୍ଭର 
ପଦ୍ଧନାଭ ଆପଣଙ୍କ ପଦେ ନମସ୍କାର | 
ସତ୍ତବାଦି ତ୍ରିଗୁଣ ନିଜ ଅଙ୍ଗକୁ କରି ଜାତ 
ତ୍ରିଗୁଣେ ବାନ୍ଧି ରଖିଛ ଏ ଜୀବ ଜଗତ । 
ବାନ୍ଧିଥିଲେ କୌତୂକରେ ଯଶୋଦା ରଜରେ 
ତେଣୁ ଦାମୋଦର ନାମେ ଖ୍ୟାତ ଅବନୀରେ । 
ଦାମୋଦର ଆପଣଙ୍କୁ କରେ ନମସ୍କାର 
ହେ ପ୍ରଭୁ ଆପଣ ସବ ସୁଖର ଆଧାର । 
ତ୍ରିଲୋକ ବିପୁବକାରୀ କେଶୀ ନାମେ ଦୈତ୍ୟ 
ଲୀଳାକରି ଅନାୟାସେ ତାକୁ କଲ ହତ । 
ଯେଣୁ କେଶବ ନାମରେ ଲୋକେ ପରିଚିତ 
ହେ କେଶବ ରକ୍ଷାକର ପଦେ ପ୍ରଣିପାତ । 
ହେ ନାଥ ପ୍ରାଣୀମାନଙ୍କୁ କରିଛ ସୃଜନ 
ଏହି ଜଗତରେ ଆଦି କାରଣ ଆପଣ 
ଆପଣଙ୍କର ମହିମା ଚିନ୍ତାର ଅତୀତ 
ନାରାୟଣ ଆପଣଙ୍କ ପଦେ ପ୍ରଣିପାତ 
ଯାର ଅନାଦି ମାୟାରେ ବିଶ୍ଵ ବିମୋହିତ 
ବିଶ୍ଵରୂପୀ ମାଧବଙ୍କ ପଦେ ପ୍ରଣିପାତ | 
ହେ ପ୍ରଭୁ ମୁଁ ଜାଣିନାହି ଆପଣଙ୍କ ତତ୍ଵ 
ଜ୍ଞାନୀଗଣ ଜ୍ଞାନନେତ୍ରେ କରନ୍ତି ସାକ୍ଷାତ । 
ଅରକ୍ଷ ଜନରକ୍ଷକ ଅଟନ୍ତି ଆପଣ 
ହେ ଗୋବିନ୍ଦ ଦୟାକଲେ ବ୍ରତ ହେବ ପୂର୍ଣ୍ଣ । 
ପ୍ରତିମାସ ପୂଜାଶେଷେ ଏମନ୍ତ ପଢ଼ିବ 
ଗୋବିନ୍ଦଙ୍କ ନିକଟରେ ପ୍ରାର୍ଥନା କରିବ । 
ଏ ବିଧ୍ଧରେ ସମ୍ବସର କାଳ ବିତାଇଣ 
ଏ ମୂତ୍ତି ପଞ୍ଜର ବ୍ରତ କରି ଉଦ୍ୟାପନ । 
ବ୍ରତ ପ୍ରତିସ୍ତିତେ ଜଳ କଳଶ ଉପରେ 
ତାମ୍ପପାତ୍ରେ ପଦ୍ଧାକ୍ଷତ ରଖମବ ବିଧ୍ବରେ । 
ବାରଗୋଟି କଳଶରେ ବସ୍ତ୍ର ଆଛ୍ଛାଦିବ 
ପୁବ ସୁବଣ୍ଠ ପ୍ରତିମା ତାପରେ ଥୋଇବ । 
ଭଦମଣ୍ଡଳ କରିବ ମଣ୍ଡଳ ଚୂର୍ଣ୍ଣରେ 
ଭଗବାନଙ୍କର ଏହି ବ୍ରତ ପ୍ରିୟତମ 
ଅଷ୍ଟଦିଗେ ଅଷ୍ଟକୃୂମ୍ଭ ମୂ ସହିଁତରେ 
ଏହାଠାରୁ ନାହିଁ ଆଉ ବ୍ରତ ପୁଣ୍ୟତମ | 
ଚତୁର୍ଦିଗେ ଅନ୍ୟ ଚାରି କୁମ୍ଭକୁ ସ୍ଥାପିବ 
ଯେଉଁଜନ କରେ ଏହି ବ୍ରତ ଅନୁଷ୍ାନ 
ବିଷ୍ଣୁ ମନ୍ତ୍ରରେ ଅର୍ଚ୍ଚନା ବିଧୂରେ କରିବ 
ବ୍ରହ୍ମତେଜ ଲଭି ବଂଶ ହୁଅଇ ବର୍୍ଧନ | 
ପ୍ରତି କଳଶ ଦ୍ଵାଦଶ ଅକ୍ଷର ମନ୍ତ୍ରରେ 
ଯଶ ବୃଦ୍ଧି ହୋଇ ଆୟୁ ବୃଦ୍ଧି ହୋଇଥାଏ 
ପୁଜା କରିବ ପୁଥକ୍‌ ରୂପେ ଉପଚାରେ 
ସଞ୍ତ ଚିତ୍ତରେ ଯେଉଁଜନ ବର୍ଷେ ରହେ । 
ପଞ୍ଚାମୂତେ ଏକେ ଏକେ କରାଇବ ସ୍କାନ 
{ଅତଏବ ମୁନିଗଣ ସଞ୍ଜତ ଚିତ୍ତରେ 
ଗୋଟି ଗୋଟି କରି କ୍ରମେ କରିବ ଅର୍ଚ୍ଚନ । | 
ଏହି ବ୍ରତ ଅନୁଷ୍ଠାନ କର ବିଧାନରେ | 
ସକଳ ମୂ୍ିର ପ୍ରତି ନିମିତ୍ତ କରିବ 
“ ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ନୃତ୍ୟ ଗୀତେ ବାଦ୍ୟ ବ୍ରାହ୍ମଣଙ୍କୁ ତୋଷାଇବ । |
 ତେୟାଳିଶ ଛାନ୍ଦ ଶେଷ ଉତ୍କଳ ଭାଷ୍ପାରେ । 
ପ୍ରତ୍ୟେକ ମୂ୍ି ନିକଟେ ବସନ ଯୁଗଳ 
ଏ ବ୍ରତକୁ ଅନୁଧ୍ୟାନ କରିନାହିଁ ମୁହିଁ n 
ବ୍ୟଜନ କଳଶ ଶଯ୍ୟା ଚନ୍ଦନ ତାମ୍ବୁଳ । | 
ବ୍ରତର ବିଧାନ ମୋତ୍ରେ ମିଳିବ ତ କାହିଁ । 
ମୁଦ୍ରିକା କୂଣ୍ଡଳ ଆଦି ଅର୍ପଣ କରିବ 
ଏକଳି କାଳରେ ନାହିଁ ଦେହରେ ତ ଶକ୍ତି 
ପୂଥକ ରୂପେ ପୂର୍ବରୁ ସଞ୍ଜ ରଖୁଥବ | | 
ଉଦର ଚିନ୍ତାରେ ଯାଉଅଛି ଦିନ ରାତି | 
ଦ୍ଵାଦଶ ପ୍ରଦୀପ ପ୍ରତଦନ ରାତ୍ରକାଳେ 
ଏତିକି ମାତ୍ର କରୁଣା କର ମହାବାହୁ 
ଗବ୍ୟଗ୍ୂତେ ପୂର୍ଵକରି ଜାଳିବ ଭକ୍ତିରେ ।| 
ତବ ନାମ ରଟି ରଟି ଏ ଜୀବନ ଯାଉ । 
ଏ ରୂପେ ରାତ୍ର ପାଳନ କରି ପ୍ରଭାତରେ | 
କେଶବ କଂସାରି ରାମ ଶ୍ରୀ ମଧୁସୂଦନ 
ଅଗ୍ନି ସ୍ଥାପନ କରିବ ଯଥା ବିଧାନରେ । | 
ଗୋବିନ୍ଦ ପୁଣ୍ଡରୀକାକ୍ଷ ନୂସିଂହ ବାମନ । 
ପ୍ରତ୍ୟେକ ଦେବତାଙ୍କର ପ୍ରୀତି ଉଦ୍ଦେଶ୍ୟରେ | 
କରଯୋଡ଼ି ମାଗୁଅଛି ହରିହର ଦୀନ 
ତ୍ରିଶତ ସମିଧ ପାଦ୍ୟଚରୁ ସହିତରେ 
ଅନ୍ତିମ କାଳରେ ରଟୁଥବି ଏହି ନାମ । 
ପୁର୍ବଉତ୍ତର ସହସ୍ତ ତିଳାହୂତି ଦାନ 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ଆଚାର୍ଯ୍ୟଙ୍କ ଏ ସକଳ ଦକ୍ଷିଣା ପ୍ରଦାନ । 
ସମ୍ବତ୍ସର ବ୍ରତ ବିଧାନ ବର୍ଣ୍ଣନେ 
ଦ୍ଵାଦଶ କପିଳା ଧେନୁ ମଣ୍ଡି ଅଳଙ୍କାରେ 
ନାମ ତ୍ରିଚତ୍ଵାରିଂଶୋଂଧ୍ଯାୟଃ । 
ପ୍ରଦାନ କରିବ ଘଟ ପ୍ରତିମା ସାଙ୍ଗରେ । 
ଉପଚାର ଦ୍ରବ୍ୟ ଆଦି କରି ସମ୍ପଦାନ 

 



ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.


Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ