ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ବିଂଶୋଧ୍ୟାୟଃ
ବିଂଶ ଅଧ୍ୟାୟ
ଜୈମିନି କହନ୍ତି ମହୀପତି ଇନ୍ଦ୍ରଦ୍ୟୁମ୍ନନାରଦଙ୍କଠାରୁ ଶୁଣି ଏସନ ବଚନଅତି ଉଚ୍ଚସ୍ବରେ ସ୍ତୁତି ବାକ୍ୟ ଆରମ୍ଭିଲେକୃପାସିନ୍ଧୁ ଜଗନ୍ନାଥଙ୍କର ସ୍ତୁତି କଲେ |ହେ ମୁରାରି ! ପୂର୍ବେ ପୂବ ଜନମରେ ମୁହିଁଆପଣଙ୍କ ପାଦପତ୍ଧ ସେବା କରିନାହିଁ |ସେହି କର୍ମବିପାକରେ ହେଲି ଅତି ଦୀନଭୋଗୁଛି ଦାରୁଣ ଦୁର୍ବିପାକ ଭୋଗମାନ ।ବ୍ରହ୍ମା ରୁଦ୍ର ଇନ୍ଦ୍ରଦେବ ମୁକୁଟ ମଣିରେଆପଣଙ୍କ ପାଦ ପଦ୍ଧ ବନ୍ଦାନ୍ତି ସଧୀରେବିଷ୍ଠାମୃତ୍ର ରକ୍ତ ମାଂସ ଚର୍ମ ଅସ୍ମି ଦେହଧରି ସେବିବି କିପରି ଆହେ ଦୟାମୟସାଦଧଶ ହତଭାଗାର ପକ୍ଷେ ଅସମ୍ଭବଆପଣଙ୍କ ପାଦପଦ୍ଧ ଅତ୍ୟନ୍ତ ଦୁର୍ଳ୍ଲଭଅସାର ସଂସାରେ ଭ୍ରମି ହେଲି ଅତିଶ୍ରୀନ୍ତଦୁଃଖ ସହିପାରୁ ନାହିଁ ଆହେ ଜଗନ୍ନାଥଆପଣଙ୍କ ସ୍ଵରୂପକୁ କିପରି ବୁଝିବିବୁଝିବାକୁ ହେଲେ କ୍ଲେଶ ସହି ନ ପାରିବି ।ଯେଉଁମାନ ଏ ସଂସାରେ ଦୁଃଖ ଭୋଗ କରିକ୍ଲାନ୍ତ ବୋଧ ନ କରନ୍ତି ଆହେ ନରହରିତାହାଙ୍କର ଶ୍ରମ ଅଟେ ଅତ୍ୟନ୍ତ କଠୋରଆପଣଙ୍କ ସ୍ଵରୂପକୁ ଜାଣନ୍ତି ନିକରଅନେକ ଜନ୍ମରେ କଲି ପାପ ବହୁତରତେଣୁ ଦୁଃଖ ଭୋଗ କରେ ବହୁ ପରକାର ।ତିକ୍ତ ରସସହ ମଧୁ ଆସ୍ଵାଦନ କଲେଯେ ସ୍ଵାଦ୍ଧ୍ ହୁଏ ଏହିଁକ ଭୋଗ ସେ ପ୍ରକାରେ ।ପୂର୍ବ ପୂର୍ବ ଜନ୍ମେ କଲି ଯେତେ ପୁଣ୍ୟ କର୍ମସୈ ଫଳେ କିଞ୍ଚତ ସୁଖ ଲାଭ ଏହିକ୍ଷଣ ।ସୁଖ ଭୋଗ ଅର୍ଥେ ପୂର୍ବେ ପୁଣ୍ୟ ଯାହା ଥଲାଉତ୍କଟ ପାପର ଫଳୈ ଦୁଃଖମୟ ହେଲା |ମୋପରି ଦୁଃଖୀ ଲୋକ ତ ସଂସାରରେ ନାହିଁଭବ ସଂସାର ଜଞ୍ଜାଳେ ଆସକ୍ତ ଯେ ହୋଇ ।ମନ ମଧ୍ୟେ ଆପଣଙ୍କୁ ଯେବେ ଚିନ୍ତିଥାନ୍ତିଆଉ ଜନ୍ମ ଦୁଃଖ ଭୋଗ କିର୍ଚାଇ କରନ୍ତି ।ହେ ମୁରାରି ଏ ସଂସାରେ କେତେ ପିତା ହେଲିକେତେଥର ପୁତ୍ର ହୋଇ ଜନମ ଲଭିଲି ।କେତେବେଳେ ପ୍ରଭୁ କେତେବେଳେ ହେଲି ଦାସକେବେ ମାତା ପତି ଜାୟାବନ୍ଧ୍ୟା ଆଉ ହଂସ ।କେତେ ପକ୍ଷୀ ଜାତି କେବେ ହୋଇଲି ଦେବତାଉଚ୍ଚ ନୀଚେ ଜନ୍ମି ଭୋଗ କଲି କି ଅବସ୍ଥା ।କେତେ ପ୍ରକାରେ ଯେ ରିଷ୍ଟ ଭୋଗ କରିଅଛିତେଣୁ ଆପଣଙ୍କ ଚିନ୍ତା ମନୁ ପାସୋରିଛି ।ପ୍ରଭୋ ଏତେ କାଳେ କଷ୍ଟ ସହି ଏକଦିନବୁଝି ନ ପାରିଲା ମାୟାଧରଙ୍କର କାମ ।ଆପଣଙ୍କୁ ନ ଚିହ୍ନିଲି ପଶୁର ସମାନସସାଗରା ପୃଥିବୀରେ କଲି ରାଜପଣ |ସ୍ଵରୂପା ସୁନ୍ଦରୀ ଶତ ଶତ ପୂରନାରୀମନ ଅନୁକୂଳେ ଭୋଗ କରୁଅଛି ହରି ।ଏହି ନିଷ୍ଣ୍କ ରାଜ୍ୟ ପଶୁ ହସ୍ତଗତପଶୁସ୍କନ୍ଧେ ଗୁରୁ ଭାରା ଦେବାକି ଉଚିତ ।ହେ କୃପା ସାଗର ତୁମ୍ଭେ ଦୟାକର ମୋତେଭାର ଓହ୍ଲାଇ ଦିଅନ୍ତୁ କନ୍ଧରୁ ତୁରିତେ |ଏହି ଭାର ଯେତେବେଳେ ହୋଇବ ଲାଘବମୋର କଷ୍ଟ ଦୂର ହେବ ଆହେ ବାସୁଦେବ ।ହେ ଦୀନ ଦୟାଳୁ ହସ୍ତୀ କରିଲା ସରଣତାହାର ବନ୍ଧନ ଶୀଘ୍ର କରିଲ ମୋଚନ ।ଘଟି ଯନ୍ତ୍ର ପରି ଘୁରୁଅଛି ଏ ସଂସାରେକେବେ ଖସୁଛି ତଳକୁ ଉଠୁଛି ଉପରେ ।ଜଗନ୍ନାଥ ଏ ଦୁଃଖରୁ କର ପରିତ୍ରାଣଆଉ ମାତୃ ଗର୍ଭେ ନ କରିବି ମୁଁ ବିଶ୍ରାମ ।ଜଳ ସ୍ରୋତେ ଭାସମାନ ବୃକ୍ଷର ସମାନସଂସାର ସ୍ରୋତରେ ଭାସୁଅଛି ମୁଁ ତେସନ ।ଆପଣଙ୍କ ଭିନ୍ନ ବନ୍ଧୁ ଆଉ କେହି ନାହିଁବିଷୟ ଭୋଗରେ ଶ୍ରଦ୍ଧା ମନରେ ବଢ଼ଇସଂସାର ବନ୍ଧନ ଅତି କଠୋର ହୋଇଛିପାପ ବୁବ୍ଧି ପାପ କାର୍ଯ୍ୟ ସର୍ବଦା ମାତିଛିଆପଣଙ୍କ ପାଦପଦ୍ମେ ନ ହୁଏ ଆସକ୍ତପାପ କାର୍ଯ୍ୟରୁ ସେ ବୁବ୍ଧି ଫେରିବ ଯେମନ୍ତ |ଆପଣଙ୍କ ପ୍ରାଦ ପଦ୍ମେ ଲୀନ ହୋଇଥୁବଏତିକି ପ୍ରାଥନା ବୁଦ୍ଧ ଅଚ୍ୟୁତ ନ ହେବସହସ୍ର ଜନ୍ମ ସଞ୍ଚତ ସୌଭାଗ୍ୟ ବଳରେଆପଣ ପ୍ରାପ୍ତ ହୁଅନ୍ତି କୃତ ପୁଣ୍ୟଫଳେ
ସଚ୍ଚିଦାନନ୍ଦ ସାଗର ସ୍ଵରୂପୀ ଆପଣଆପଣଙ୍କ ଭିନ୍ନ ଅନ୍ୟେ ନ କରନ୍ତି ମନଦୁଃଖମୟ ବିଷରୂପ ଅଳ ସୁଖଯୁକ୍ତବିଷୟ ରାଶିରେ ନ ହୁଅନ୍ତି ବିମୋହିତଅତ୍ୟନ୍ତ ସୁଖ କେବଳ ଦୁଃଖ ଗ୍ରନ୍ଧି ଯୁକ୍ତଦୂର୍ଭେଦ୍ୟ କର୍ମ ବନ୍ଧନେ ନାନା କାର୍ଯ୍ୟବ୍ୟସ୍ତଅନାଦି ଅନନ୍ତ ଆନନ୍ଦରେ ପରିପୂର୍ଣଆପଣଙ୍କ ପାଦପଦ୍ମ ପାଇବି କେସିନମମତାବର୍ର କୁକର୍ମ କୁମ୍ଭୀରରେ ପୂର୍ଣଏମାୟା ସାଗରେ ଭାସୁଅଛି ଚିରଦିନଦେବ ଆଶ୍ରୟ ବିହୀନ ଜନର ଉପରେକୃପା ଦୃଷ୍ଟି ଦେଇ ପାରି କରିଦିଅ ତୀରେଯେଉଁମାନେ କରିବାକୁ ସ୍ଵକାର୍ଯ୍ୟ ସାଧନଶ୍ରୀପଦେ କରନ୍ତି ନିତ୍ୟ ଆଶ୍ରୟ ଗ୍ରହଣତାହାଙ୍କର ମନୋରଥ କରିବାକୁ ପୂର୍ଣହେ ଦୀନ ଦୟାଳୁ ତୁମ୍ଭେ ସଦା ସାବଧାନଆପଣ ଅଟନ୍ତି ଏକ ଉଦ୍ଧାର କରତାଏକଥା ନ ବୁଝି କ୍ଷୁଦ୍ର କାର୍ଯ୍ୟ ଭରମେ ବୃଥାହେ ଜଗତ ବନ୍ଦନୀୟ ମୁଁ ତ ଅତି ଦୀନହେ ଦୀନ ବାନ୍ଧବ ମୋତେ କର ପରିତ୍ରାଣହେ ବେଦାନ୍ତ ଶାସ୍ତ୍ବେଦ୍ୟ ଅବ୍ୟୟ ଇଶ୍ବରକରନ୍ତି ସମର୍ଥ ପଣେ ପାଏ ରାଶି ଦୂରହେ ନାଥ ମୁଁ ମନ୍ଦ ମତି ଆପଣଙ୍କୁ ତେଜିଘୂରୁଅଛି ଇହକାଳ ସୁଖ ଖୋଜି ଖୋଜିସ୍ଥାବର ଜଙ୍ଗମ କୀଟ ପତଙ୍ଗ ସମସ୍ତପ୍ରାଣୀବର୍ଗ ଆପଣଙ୍କ ମାୟାରେ ନିଦ୍ରିତଆପଣଙ୍କର ସ୍ଵରୂପ ଜ୍ଞାନ ସୁର୍ଯ୍ୟୋଦୟହେଲେ ମୋହ ନିଦ୍ରାତେଜି ` ଉଠିବେ ନିଶ୍ଚୟ |ବଳଦେବ ଆପଣ ତ ଅଖୁଳ ଇଶ୍ଵରସହସ୍ତ ଫଣା ଛତ୍ରରେ ଦେହ ମନୋହରବଳବାନ୍ ବ୍ୟକ୍ତି ମଧ୍ୟେ ଶ୍ରେଷ୍ଠ ଯେ ଆପଣତେଣୁ ହୋଇଅଛି ବଳଦେବ ତୁମ୍ଭ ନାମଯେଣୁ ଅଟନ୍ତି ଜଗତ ଇଶ୍ଵର ଆପଣତେଣୁ ତୁମ୍ଭ ପାଦ ପଦ୍ମେ ପଶିଲି ଶରଣହେ ନାଥ ଆପଣଙ୍କର ଯେଉଁ ନିଜଶକ୍ତିଏ ଜଗତ ସୃଷ୍ଠି କରି ଲଭିଅଛି ଖ୍ୟାତିଯାହାଙ୍କୁ ହୃଦୟ ପଦ୍ଧେ ଦେଇଛି ଆସନସେ ତ ଦେବଗଣଙ୍କର ଉତ୍ପତ୍ତି କାରଣଏ ଅଖୁଳ ଜଗତର ଆଶ୍ରୟ ଅଟନ୍ତିସେହି ସୁଭଦ୍ରା ଦେବୀଙ୍କ ଚରଣେ ପ୍ରଣତିହେ ନାଥ ଯାର କିରଣ ପ୍ରତିବିମ୍ବ ରୂପେଚତୁର୍ବଶ ବ୍ରହ୍ମାଣ୍ଡ ଯେ ଦୃଶ୍ୟ ହୁଏ ଆପେଜଗନ୍ନାଥଙ୍କର ହସ୍ତ ସଂସର୍ଗ ଫଳରେଦୁର୍ବାନ୍ତ ଦୈତ୍ୟମାନଙ୍କ ପ୍ରାଣ ବେଗେ ହରେସୁନ୍ଦର ରୂପେ ଜଗତ ଯେ କରେ ଦର୍ଶନତେଣୁ ଜଗତେ ଲଭିଛ ନାମ ସୁଦର୍ଶନସେ ସୁଦର୍ଶନ ଚକ୍ରକୁ କରୁଛି ପ୍ରଣାମଏ ଘୋର ସଂସାରୁ ଦେବ କର ପରିତ୍ରାଣଜୈମିନି କହିଲେ ସେହି ରାଜା ଇନ୍ଦ୍ରଦ୍ୟୁମ୍ନଏହିରୂପେ ସ୍ତବ କଲେ ସାଷ୍ଟଙ୍ଗ ପ୍ରଣାମଜଗନ୍ନାଥ ଏ ସଂସାର ସାଗରେ ନିମଗ୍ନହେ ଅନାଥ ବନ୍ଧୁ ମୋତେ କର ପରିତ୍ରାଣସେହିସ୍ଥାନେ ଥଲେ ଆଉ ଯେତେ ରାଜାଗଣବେଦ ପାରଗ ଉତ୍ତମ ଶ୍ରୋତ୍ରୀୟ ବ୍ରାହ୍ମଣମୁନିବର୍ଗ ଦବିଜଗଣ କ୍ଷତ୍ରିୟ ବିଦ୍ଵାନବୈଶ୍ୟ ଜାତି ସର୍ବେ କଲେ ସାଷ୍ାଙ୍ଗ ପ୍ରଣାମ ।ଜଗନ୍ନାଥ ବଳଦେବ ସୁଭଦ୍ରା ଦେବୀଙ୍କୁସ୍ତୁତି କଲେ ଉଚ୍ଚେ ପଢ଼ି ବୈଦିକ ମନ୍ତ୍ରକୁସୂକ୍ତ ମନ୍ତ୍ର ପୂରାଣୋକ୍ତ ସ୍ତବ ସ୍ତୋତ୍ରମାନକବିତା ରଚନା କରି ଗାଇଲେ ବିଦ୍ଵାନନାରଦ ମୁନି ଯେ ସ୍ତବ ପଢ଼ିଲେ ତକ୍ଷଣଜୟ ଜୟ ନାରାୟଣ ପ୍ରଭୁ ଭଗବାନଅପାର ଭବ ସାଗରୁ କର ପରିତ୍ରାଣସନକ ସନନ୍ଦ ସନାତନ ଯୋଗୀଗଣଚିନ୍ତା କରୁଛନ୍ତି ଦିବ୍ୟ ତତ୍ତ୍ର ଅନୁଦିନନିଜ ମାୟାରେ କରିଛ ଏ ସୃଷ୍ଟି ଭିଆଣଛନ୍ଦୋମୟ ଗାନ ନାଗରାଜାଙ୍କର ପ୍ରିୟଭକ୍ତ ବତ୍ସଳ ହେ ପ୍ରଭୁ ଭକ୍ତଜନ ପ୍ରିୟନିଜ ମାୟାଜାଲେ ଆଛ୍ଥାଦିତ ନିଜ ରୂପବିଶ୍ଵ ପ୍ରକାଶ ବିଶ୍ଵ ତୋ ମୁଖ ବିଶ୍ବ ଚୁପଅନନ୍ତ ନେତ୍ର ଅନନ୍ତ କର୍ଣ୍ଣ ପାଦ ହସ୍ତଯେ ମାନବ ପିତୃଗଣଙ୍କର ଉଦ୍ଦେଶ୍ୟରେଶିର ଗ୍ରୀବା ନାସା ଚର୍ମ କେଶ ଲୋମଯୁକ୍ତ ।ପିଣ୍ଡ ଦାନ କରଇ ଯେ ଏ ତୀର୍ଥ କୂଳରେ ।ହେ ଅନନ୍ତ ଲିଙ୍ଗ ତୁମ୍ଭେ ସର୍ବ ଲୋକାମତ୍ମକ |ଏକ ବିଂଶତି ପୁରୁଷ କରଇ ଉଦ୍ଧାରସର୍ବଲୋକ ସୁଖାବହ ସର୍ବୋପକାରକସେ ମାନବ ବ୍ରହ୍ମଲଲୋକେ କରଇ ବିହାର ।ସର୍ବଲୋକେ ନମସ୍କୃତ ଲୀଳା ବିଳସିତଅଶ୍ଵମେଧ ଯାଗରୁ ଯେ ହୋଇ ଉତପନ୍ଧକୋଟି ପଦ୍ମୋଭବ ରୁଦ୍ର ଇନ୍ଦ୍ରାଦି ସେବିତ ।ଇନ୍ଦ୍ରଦ୍ୟୁମ୍ନ ସରୋବର ନାମେ ବିଦ୍ୟମାନ ।ତ୍ରିଭୁବନ ଗୁରୁ ପ୍ରଭୋ ନମସ୍ତେ ନମସ୍ତେପୂଥବୀରେ ଶ୍ରେଷ୍ଠ ତୀର୍ଥ ଆଉ କାହି ନାହିଁଜ୍ଞାନର ଅତୀତ ମହାପ୍ରଭୁ ହେ ନମସ୍ତେ ।ତ୍ରିପଥ ଗାମିନୀ ଗଙ୍ଗା ସମାନ ଅଛଇପୁରୋହିତଙ୍କୁ କହିଲେ ରାଜା ଇନ୍ଦ୍ରଦ୍ୟୁମ୍ନଜଗନ୍ନାଥ ଦେବଙ୍କର ପ୍ରସାଦ ନିର୍ମାଣବିଷୁଙ୍କର ପୂଜା ଦ୍ରବ୍ଯ କର ଅୟୋଜନ ।
କରିବାକୁ ବିଚାରିଲେ ତହିଁ ଇନ୍ଦ୍ରଦ୍ୟୁମ୍ନନାରଦଙ୍କ ଉପଦେଶେ ସେହି ନରପତିଦୈବଜ୍ଞଗଣ ନିର୍ଣ୍ଣୟ କରିଲେ ତକ୍ଷଣମନ୍ତ୍ର ପଢ଼ି ଦେବତାଙ୍କୁ ପୂଜିଲେ ଝଟତି ।ଯୋଗ ନକ୍ଷତ୍ର ମୁହୂ ଆଦି ଶୁଭଦିନବଳଦେବଙ୍କ ଯେ ପୂଜା କଲେ ଭଚ୍ତିଭରେନାରଦ ପ୍ରଭୁତି ବିପ୍ରଗଣଙ୍କୁ ତୋଷିଲେଦ୍ଵାଦଶାକ୍ଷର ଶ୍ରୀ ବାସୁଦେବଙ୍କୁ ମନ୍ତ୍ରରେ ।କର୍ମାଙ୍ଗ ସ୍ଵସ୍ତି ବାଚନ ରାଜନ ପଢ଼ିଲେ ।ଉତ୍ତାନ ପାଦ ରାଜାର ପୁତ୍ର ଏହି: ମନ୍ତ୍ରଶ୍ରୀ ଜଗନ୍ନାଥଙ୍କ ମନେ କରିଲେ ସ୍କରଣଉପାସନା କରି ଉର୍ନ୍ ଲୋକେ ବସିଲେ ତ ।ପ୍ରସାଦ ନିର୍ମାଣ ଅଥୈ ଦେଲେ ଅର୍ଘ୍ୟ ଦାନ ।ଅତ୍ୟନ୍ତ ପାବନ ଅଟେ ଯେ ପୁରୁଷ ସୁକ୍ତ |ବସୁଧା ଦେବଙ୍କୁ ରାଜା ପ୍ରାର୍ଥନା କରିଲେତିନି ବେଦରେ ରହିଛି ତାହାର ମହତ୍ତ୍ |ଯେତେକାଳ ଚନ୍ଦ୍ର ସୂର୍ଯ୍ୟ ଥିବେ ଆକାଶରେ ।ସେ ପୁରୁଷ ସୂକ୍ତ ପାଠ କଲେ ନରପତିସେତେକାଳଯାଏ ରହିଥବ ଏହି ସ୍ଥାନବିଷ୍ଣୁଙ୍କୁ ପୂଜା କରିଲେ ମନେ କରି ଭକ୍ତି |ବାସୁଯାଗେ ବାସ୍ତୁଦୋଷ ହେଲା ଉପଶମ ।ସୁଭଦ୍ରାଙ୍କୁ ଦେବୀ ସୂକ୍ତ ମନ୍ତ୍ରରେ ପୂଜିଲେ ।ଶିଳ୍ପୀଗଣେ ବହୁ ଧନ ପୁରସ୍କାର ଦେଲେସୌଦର୍ଶନୀ ସୁକ୍ତେ ସୁଦର୍ଶନ ପୂଜା । କଲେ ।ଗୀତ ବାଦ୍ୟ ଉତ୍ସବାଦି ଆନନ୍ଦେ କରିଲେ ।ସେ ରାଜା ନିଁଜେ ବିଭବ ଭଚ୍ି ଅନୁସାରେ |ଦୀନ ଅନାଥ ବିପନ୍ନ ଥଲେ ଯେତେ ଜନସକଳ ଦେବତା ପୂଜା ସମାପନ କଲେ ।ତାହାଙ୍କର ଅଭିଳାଷ କରିଲେ ପୁରଣ |ଦେବତାମାନଙ୍କ ପ୍ରୀତି ସାଧନ ନିମିତ୍ତନାନା ଦେଶରୁ ଯେ । ଆସିଥୁଲେ ରାଜାଗଣସାଭ୍ଵିକ ଭାବେ ବିପ୍ରଙ୍କୁ ଦକ୍ଷିଣା ଦେଲେ ତ ॥ନିଷ୍ଠାପଂ ହେଲେ କରିଲେ ବିଷ୍ୁଙ୍କୁ ଦର୍ଶନ ।ତୁଳା ପୁରୁଷ ପ୍ରଭୃତି ଯେତେ ମହା ଦାନ |ଇନ୍ଦ୍ରଦ୍ୟୁମ୍ନ ସେ ରାଜାଙ୍କୁ ବହୁ ପ୍ରଶଂସିଲେଯେଉଁ ଦିନେ ଅଶ୍ଵମେଧ ଯାଗ ହୁଏ ପୂର୍ଣ୍ଣ ।ସ୍ଵଦେଶେ ଯିବା ନିମିତ୍ତ ଆଦେଶ କରିଲେ ।ଅଳଂକୃତ କରି କୋଟି ଧେନୁ ଦାନନରପତି ଦେବଗ୍ଧହ ନିର୍ମାଣ ନିମିତଆନନ୍ଦ ମନେ ପ୍ରଦାନ କରିଲେ ରାଜନ ।ବହୁ ପ୍ରସ୍ତର ଛେଦନ କଲେ ଯଥାର୍ଥତ ।ଏହି ଧେନୂମାନଙ୍କର ଖୁରାଗ୍ରେ ଖୋଦିତନିମାଣ କାର୍ଯ୍ୟେ ଅସଂଖ୍ୟ ଧନ ବ୍ୟୟ କଲେସେହି ସ୍ଥାନରେ ହୋଇଲା ଏକ ମହାଖାତ ।ଅଧ୍ବକ ପ୍ରସ୍ତର ଲୋଡ଼ା ହେଲା ସେ ସ୍ଥାନରେ ।ଦାନ କାଳରେ ହସ୍ତରୁ ଯେ ଜଳ ଖସିଲା |ପାଷାଣ ସମ୍ପତ୍ରିଶାଳୀ ଯେଉଁ ରାଜା । ଥଲେସେହି ଜଳେ ମହାଖାତ ପୂର୍ଣ୍ଣ ହୋଇଗଲା ।ବହୁ ଦେଶରୁ ତାହଙ୍କୁ ଡକାଇ ଆଣିଲେ ।ଏକ ପବିତ୍ର ତୀର୍ଥରେ ହେଲା ପରିଣତସେ ରାଜାଙ୍କୁ ସଭାମଧ୍ୟେ କହିଲେ ରାଜନସ୍କାନ ତର୍ପଣ କରିଲେ ପିତୃଗଣ ତୃପ୍ତଦିଗ୍ବିଜୟ କାଳେ ଯେତେ କଲି ଉପାର୍ଜନ ।ସହସ୍ରାଶ୍ବମେଧ ଯଜ୍ଞ ଫଳ ଲାଭ କରେବ୍ୟୟ କରିଦେବି ସେହି ଉପାର୍ଡିତ ଧନସଂଶୟ ନ କର ତୀର୍ଥ ଫଳଦାନ କାରେ ।ଜଗନ୍ନାଥଙ୍କ ଦେଉଳ କରିଣ ନିମାଣ |ରାଜା ଇନ୍ଦ୍ରଦ୍ୟୁମ୍ମଙ୍କର ନାମ ଅନୁସାରେ |ଯେତେ ଶ୍ରମ ଦିଗ୍ବିଜୟ ବେଳେ କରିଥୁଲିଇନ୍ଦ୍ରଦ୍ୟୁମ୍ନ ସରୋବର ବିଖ୍ୟାତ ଲୋକରେ ।ଦେଉଳ ନିମାଣ କରି ସଫଳ ମଣିଲି |ଏହାଠାରୁ କି ଅଧକ ଭାଗ୍ୟ ଆଉ ହେବସଵଜ଼ତ ଧନ ଦେଉଳ ନିର୍ମାଣ ଲାଗିବ ।ବିଷ୍ଣୁଙ୍କର ପ୍ରିୟତମା ଲକ୍ଷ୍ମୀ ଦେବୀଙ୍କରଅନୁଗ୍ରହେ ହୋଇଅଛି ସମ୍ପତି ମୋହରସେ ଧନେଏହି ଦେଉଳ କରିବି ନିର୍ମାଣକୃତ୍ୟ କୃତ୍ୟ ହୋଇ ତାଙ୍କୁ କରିବି ଅର୍ପଣଚରାଚର ପ୍ରଭୁଙ୍କର କୃପା ମୋତେ ଅଛିଦେଉଳ ତୋଳିବା ପାଇଁ ସମର୍ଥ ହୋଇଛି ।ସଦୟ ହୁଅନ୍ତି ସେହି ପ୍ରଭୁ ଯାହା ପ୍ରତିସର୍ବତୋଭାବେ ବଢ଼ଇ ତାହାର ସମ୍ପରଭି ।ଯାହାଙ୍କ ଜିହ୍ଵାରେ ବାକ୍ୟଦେବୀ କରେ ନୃତ୍ୟଆରାଧନା କରି ବ୍ରହ୍ମା ଲଭିଛି ବ୍ରହ୍ମତ୍ |ରୁଦ୍ର ମହେଶ୍ବର ପଦେ ହେଲେ ଅଧ୍ଷ୍ଠିତଇନ୍ଦ୍ର ସ୍ଵର୍ଗ ଭୁବନରେ ପାଇଲେ ମହତ୍ତ୍ଵଜଗତରେ ବନ୍ଦନୀୟ ସେ ଦେବ ଶାଶ୍ବତତାହାଙ୍କର ପାଦ ପୂଜା କରିବା ନିଶ୍ଚିତଆନନ୍ଦେ କରନ୍ତି କୃଷ୍ଣ ଚରଣ ପୂଜନପାପ ମୁକ୍ତି ହୋଇଥାନ୍ତି ସେ ମହାତ୍ମାଗଣଶ୍ରୀ ପୁରୁଷୋତ୍ତମ ଦେହ ରୂପ ଏହି କ୍ଷେତ୍ରପୁରୁଷୋତ୍ତମ ନାମରେ ହୋଇଛି ବିଖ୍ୟାତଏହିସ୍ଥାନେ ଜଗନ୍ନାଥ ଅହଙ୍କାରେ ଯୁକ୍ତଆବିର୍ଭୂତ ତିରୋଭୂତ ହୁଅଛ୍ତି ନିଶ୍ଚିତଦେହଧାରୀ ମାଧବଙ୍କୁ ଏ କ୍ଷେତ୍ର ମଧ୍ଧରେଯେ ମାନବ ଶ୍ରଦ୍ଧାସହ ଅରଚନା କରେଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ତାରସିଵ୍ଧି ହୁଏ ନ ଦେଖଇ ଭବ ପାରାବାରସ୍କାନ୍ଧ ପୁରାଣ ଉତ୍କଳ ଖଣ୍ଡେ ବିଂଶ ଛାନ୍ଦସମାପ୍ତ ଉତ୍କଳ ଭାଷା କଲି ଅନୁବାଦଜୟ ଜଗନ୍ନାଥ ଜୟ ବଳଭଦ୍ର ଦେବଜଗନ୍ନୟୀ ସୁଭଦ୍ରା ଦେବୀଙ୍କ ଦୟା ହେବସୁଦର୍ଶନ ଚକ୍ରେ ଛେଦ ଜଗତ ଆପଦଦୀନ ହରିହର ଇଚ୍ଛା କରେ ସେହି ପାଦଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେଉନ୍ଦଦ୍ୟୁମ୍ପ ସୁତି କରଣେ ନାମବିଂଶୋଧ୍ୟାୟଃ
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment