ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଏକବିଂଶୋଧ୍ଯାୟଃ
ଏକବିଂଶ ଅଧ୍ୟାୟ
ଇନ୍ଦ୍ରଦ୍ୟୁମ୍ନ ରାଜା ଏହିପରି କହୁଛନ୍ତିଏ ସମୟେ ଏକ ବିପ୍ର ହେଲେ ଉପସ୍ଥିତି ।ରକ୍ବେଦ ପାରଗ ଜ୍ଞାନ ଶାସ୍ତରେ ପଣ୍ଡିତଜ୍ଞାନଶୀଳ ନୃପତିଙ୍କୁ କହିଲେ ଏମନ୍ତ |ହେ ନୃପ ତୁମ୍ଭର ଭାଗ୍ୟ ଅଟଇ ବିଚିତ୍ରଦାରୁମୁର୍ରି ଧରି ଆବିର୍ଦୂତ ଜଗନ୍ନାଥ |ଏ ଦେବଙ୍କୁ ଉପାସନା କରେ ଯେଉଁ ବ୍ୟକ୍ତବେଦ କହେ ସେହି ବ୍ୟକ୍ତି ହୋଇଯାଏ ମୁକ୍ତି ।ଏ ଦାରୁରେ ପୁରୁଷର କର୍ଚଧତ୍ଵଟି ନାହିଁସମୁଦ୍ର ପାରିରୁ ଭାସିଆସି ଯେ ଅଛଇ ।ଦୂରାରାଧ୍ୟ ଏ ଦେବଙ୍କୁ କଲେ ଉପାସନାଅତ୍ୟନ୍ତ ଦୁର୍ଲଭ ମୋକ୍ଷପଦ ପାଏ ସିନା ।ଏକଥା ଶୁଣନ୍ତେ ବ୍ରହ୍ମାଜ୍ଞାନର ସାଗର
ନାରଦ ବିପ୍ରଙ୍କ ବାକ୍ୟ କରିଲେ ସ୍ଵୀକାର ।ବେଦାନ୍ତ ବାକ୍ୟରେ ଜ୍ଞାନ ଏହି ଭଗବାନବେଦ ଅନୁଯାୟୀ କାର୍ଯ୍ୟ କରନ୍ତି ସାଧନ ।ଏହି ପ୍ରଭୁ ସୃଷ୍ଟି କାଳେ ନିଜେ ସୃଷ୍ଟି ହୋଇକାର୍ଯ୍ୟ କରନ୍ତି ବେଦର ପ୍ରମାଣକୁ ନେଇ ।ବେଦ ବହିର୍ଦୂତ କାର୍ଯ୍ୟ ପ୍ରବୃତ୍ତ କରନ୍ତିସାମାଜିକ ଜନେ ତାହା ଗ୍ରହଣ କରନ୍ତି ।ବେଦରେ ପ୍ରସିଦ୍ଧ ଏ ପ୍ରଭୁଙ୍କ ଅବତାରବେଦାନ୍ତ ଜ୍ଞେୟ ପୁରୁଷ ରୂପରେ ପ୍ରଚାର ।ସାମାନ୍ୟ ପ୍ରତିମା ବୋଲି ନ ମଣ ରାଜନମନୁଷ୍ୟଙ୍କ ଏ କରନ୍ତି ମୁକତି ପ୍ରଦାନ |ଯେ ମନୁଷ୍ୟ ଏ ପ୍ରଭୁଙ୍କୁ କରେ ଦରଶନନାଶ ହୁଏ ତାର ଅତିବଡ଼ ତମୋଗୁଣ |ଏ ଜଗନ୍ନାଥ ପ୍ରତିମା ଅର୍ଚ୍ଚନା ବିଧାନଏହା ପୁରୁ ବେଦରେ ହୋଇଛି ବର୍ଣ୍ଣତନ ।ପ୍ରତିମା ସକଳ ' ଦୃଷ୍ଟିଗୋଚର ହୁଅନ୍ତେସୌଭାଗ୍ୟ ରବି ଉଦୟ ହୋଇଲା ଜଗତେ ।ଆଶ୍ଚର୍ଯ୍ୟ ଭାରତବାସୀଗଣ ପାପଶୂନ୍ୟଯେଣୁ ଆବିର୍ଦୁତ ମୁକ୍ତିଦାତା ଜନାର୍ଦ୍ଦନ ।ଭାରତବର୍ଷ ମଧ୍ଯରେ ଉତ୍କଳ ପ୍ରଦେଶସକଳ ଦେଶ ମୁକୁଟ ମଣିର ସଦୃଶ |ଏଦେଶ ବାସୀ ଏ ଚର୍ମ ଚକ୍ଷୁରେ ' ଦର୍ଶନ
କରୁଛନ୍ତି ଯେଣୁ ବ୍ରହ୍ମରୂପୀ 1 ଜନାର୍ଦ୍ଦନ |ଶୁତି ସୃତି ଶାସ୍ତ୍ର ମତ କର୍ମେ ଆଛାଦିତଘଟ ଯନ୍ତ୍ର ପରି ମାୟା ହୋଇଅଛି ବ୍ୟାପ୍ତ ।କେବଳ ତ ସତ୍ୟପଦ ପ୍ରାପ୍ତିର କାରଣଜ୍ଞାନମୟ ଜଗନ୍ନାଥ ଯହି ବିଦ୍ୟମାନଶ୍ରତି ମତ ବିନା ମୁକ୍ତି ଦାନ କରୁଛନ୍ତିଜନ୍ମ ମୂତ୍ୟୁରୂପେ ଯାତାୟାତ ଯେ କରନ୍ତି ।ସେ ଦୂୃସ୍ଥ ଜନମାନଙ୍କୁ ବାନ୍ଧବ ସଦୃଶସୁଖଦାନ କରୁଛନ୍ତି ସେହି ହୃଷୀକେଶହେ ରାଜନ ସାବଧାନେ ମନ ଦେଇ ଶୁଣଶ୍ରତି ସୃତିର ନିୟମ ନାହିଁ ଏହି ସ୍ଥାନଏ ପ୍ରଭୁଙ୍କୁ ଯେ କୌଣସି ସ୍ତାନେ ଯେ ପ୍ରକାରେନେତ୍ର ପଥରେ ଦର୍ଶନ ଯଦି କେହି କରେଜନ୍ମ ମୃତ୍ୟୁ ଭୋଗ କରେ ଅଭକ୍ତ ଯେ ଜନଯଦ୍ୟପି ସେ କରେ ଏହି ପ୍ରଭୁଙ୍କୁ ଦର୍ଶନସହସ୍ରାଶ୍ୃମେଧ ଯଜ୍ଞ ଫଳ ସେହି ପାଏଏହି ବିଷୟରେ ମନେ ନ କର ସଂଶୟେ ।ସ୍ପିର ଚିତ୍ତେ ଭକ୍ତିଯୋଗେ ନିୟମରେ ରହିଯେଉଁ ଜନ ଏ ପ୍ରଭୁଙ୍କୁ ଭଜନା କରଇବ୍ରହ୍ମ ସାଯୁଜ୍ୟ ମୁକତି, ଲଭେ ସେହି ଜନଏହି ବିଷୟରେ ନାହିଁ ସନ୍ଦେହ କାରଣ ।ବହୁ ଦୁଃଖ ଶ୍ରମ ସାଧ୍ୟ ଅଳ୍ପକାଳ ସ୍ଥାୟୀପୁଣ୍ୟ କ୍ଷୟ ହେଲେ ମର୍ଭ୍ୟରୁବନେ ଆସଇ ।ଏହିପରି ସ୍ଵର୍ଗ ସୁଖ କ୍ଷଣକେ ବିନାଶଏ ସ୍ଵର୍ଗ ଭୋଗକୁ ଇଚ୍ଛା ନ କରେ ନରେଶ ।ଦାବ ଅଗ୍ନିର ସମାନ ପାପ ଭସ୍ମ କରେସଚ୍ଚିଦାନନ୍ଦ ମୁର୍ଭିକୁ ଯେ ଦର୍ଶନ କରେମୁକ୍ତିଦାତା ଦାରୁବ୍ରହ୍ଧ ବିଜେ ଏ ସ୍ଥାନରେହେ ରାଜନ ଅଉ ନାହି କ୍ଷିତି ମଣ୍ଡଳରେଦୁରାତ୍ମାଜନ ବେଦୋକ୍ତ କାର୍ଯ୍ୟେ ଅସମର୍ଥସେ ଯେବେ ଦର୍ଶନ 'କରେ ଦେବ ଜଗନ୍ନାଥ ।ମହାତ୍ମାଗଣ ବୈଦିକ କର୍ମ ଅନୁଷ୍ଠାନକରିଲେ ଭକ୍ତି ଯେ ଫଳ ବା ଲଭେ ଦୁର୍ଜନ ।ଅନ୍ୟକ୍ଷେତ୍ରେ ଭଗବାନ ଦୁର୍ଳଭ ହୁଅନ୍ତିମୁକ୍ତିଦାତା ରୂପେ ଏ କ୍ଷେତ୍ରରେ ବସିଛନ୍ତି ।ମହାଭାଦ ମ୍ଭ ହିତ କହୁଅଛି ଶୁଣଆପଣ ତ ବିଷୁଭକ୍ତ ପଣ୍ଡିତ ପ୍ରଧାନଏହିସ୍କାନେ ବନ୍ଧୁବର୍ଗ ସହ ବାସ କରଉପାସନା କର ନିତ୍ୟ ଚକ୍ରଧରଙ୍କର |ଦେହି ବ୍ରାହଲଣଙ୍କ ବାକ୍ୟ କରିଲେ ଶ୍ରବଣ .ନାରଦ ରଷି କହିଲେ ମଧୁର ବଚନଏ ବ୍ରାହ୍ମଣ ବେଦ ମୂତ ଯା କଲେ ଦର୍ଶନତାହାର ଯଥାର୍ଥ ଅର୍ଥ କରୁନ୍ତୁ ଶ୍ରବଣସୃଷ୍ଟି ଆରମ୍ଚେ ବ୍ରହ୍ମାଙ୍କ ନିଃଶ୍ବାସ ପବନତହିଁରୁ ବେଦ ସମୁହ ହେଲା ଉତ୍ପନ୍ନ ।ସେ ବେଦ ମଧ୍ଯରେ ଦାରୁବ୍ରହ୍ମ ସମ୍ବନ୍ଧରେଅବ୍ୟକ୍ତ ଯା ଥୁଲା ବ୍ୟକ୍ତ ହେଲା ଏ ସ୍ଥାନରେ ।ହେ ରାଜା ଏହା ପୂର୍ବରୁ ସେହଁ ପିତାମହଅବ୍ୟକ୍ତ ଅର୍ଥକୁ ଜାଣିଥିଲେ ତ ନିଶ୍ଚୟ ।ତାହାଙ୍କ ମୁଖରୁ ମୁହି ଜାଣିଲି ସେ ଅର୍ଥତୁମ୍ଭ କାର୍ଯ୍ୟ ସାଧନାରେ ହେଲି ନିୟୋଜିତ ।ତୁମ୍ଭେ ଏହି ଦେବତାଙ୍କୁ କର ଆରାଧନାଏହି ସ୍ଥାନେ ବାସ କର ଆହେ ମହାମନା ।ବ୍ରହ୍ମାଙ୍କ ସମୀପେଆମ୍ଚେ ଯିବୁ ଏହିକ୍ଷଣ
|ମୁରାରୀଙ୍କ ଆବିର୍ଭାବ କରିବୁ ବର୍ଣ୍ଣନ |ତୁମ୍ଭେ ମନଯୋଗ ସହ ବିପୁଳ ଅର୍ଥରେଦେଉଳ ନିର୍ମାଣ କର ଅତି ଯତନରେ ।ସେ ଦେଉଳେ ଜଗନ୍ନାଥ ହେଲେ ପ୍ରତିଷ୍ଠିତସାଯୁଜ୍ୟ ମୁକତି ଦାନ କରିବେ ନିଶ୍ଚିତ ।ଜୈମିନି କହିଲେ ନରପତି ମୁନିଙ୍କରବଟନ ଶୁଣନ୍ତେ ଶୀରେ ଦେଲେ. ନିଜ କର ।ହେ ମହର୍ଷେ ମୁ ତ ଆପଣଙ୍କ ସଙ୍ଗତରେବ୍ରହ୍ମାଙ୍କ ସମୀପେ ଯିବାକୁ ତ ଇଚ୍ଛା କରେ ।ତାହାଙ୍କର ପ୍ରସାଦରେ ଶ୍ରୀ ଜଗନ୍ନାଥଙ୍କୁଦର୍ଶନ କରି ପବିତ୍ର କରିବି ନେତ୍ରକୁ |ମୂରି ପ୍ରତିଷ୍ଠା କିପରି ହେବ ପ୍ରଭୁଙ୍କରଦେଉଳେ ପ୍ରତିଷ୍ଠା କାର୍ଯ୍ୟ ଉତ୍ସବ ସକଳ ।ବ୍ରହ୍ମା ବ୍ରହ୍ମଲୋକେ ଛାଡ଼ି ମର୍ଜ୍ଯୟକୁ ଆସିବେଦେଉଳେ ପୁରୁଷୋତ୍ତମଙ୍କ ଯେ ବସାଇବେ ।ହେ ମହର୍ଷି ପ୍ରତିମା କରନ୍ତୁ ଅଳ୍ଦିନଦେଉଳ ମଧ୍ୟରେ ହେବ ରନ ସସଂହାସନ ।ଏ ସକଳ କାର୍ଯ୍ୟ କରି ବେଗେ ସମାପନଦୁହେଁ ମିଳି ବ୍ରହ୍ମଲଲୋକେ କରିବା ଗମନ ।ଏହାପରେ ରାଜା ଶିଳ୍ପୀଗଣଙ୍କୁ ଡାକିଲେଦେଉଳ ନିର୍ମାଣ କାର୍ଯ୍ୟ ନିଯୁକ୍ତ କରିଲେ ।ଉଚିତ ସତ୍କାର ଆଉ କଲେ ଧନ ଦାନଯେପରି ଦେଉଳ ଶୀଘ୍ର ହୋଇବ ନିର୍ମାଣ ।ଦେଉଳ ନିର୍ମାଣ କାର୍ଯ୍ୟ ଦିନକୁ ଦିନ ତଅତି ସୁନ୍ଦର ରୂପରେ ହୋଇଲା ଉନ୍ନତ ।ଶୁକ୍ଲପକ୍ଷ ଚନ୍ଦ୍ରରି ଅବୟବ ତାରପରିପୂର୍ଣ ହୋଇଦିଶେ ଅତ୍ୟନ୍ତ ସୁନ୍ଦର ।ଦେଉଳିର ଉଚ୍ଚ ଏତେ ଅଧ୍ୂକ ହୋଇଲାଦର୍ଶକ ନେତ୍ରେ ସକଳ ଦେଖି ନ ପାରିଲା ।କେତେ ସଂଖ୍ଯକ ପ୍ରସ୍ତର ଲାଗିଛି ଦେଉଳେତାହା ସଂଖ୍ୟା କରିହେବ କୌଣସି ପ୍ରକାରେ।କିନ୍ତୁ ରାଜା କଲେ ବ୍ଯୟ କେତେ କୋଟିବିତତସେ ଦେଉଳ ହୋଇଅଛି ତା ସଂଖ୍ୟା ଅତୀତ !ସେତେବେଳେ ଏ ଭାରତ ବରଷ ମଧ୍ଧରେଯେଉଁ ରାଜାମାନେ ରାଜ୍ୟ ଶାସନରେ ଥଲେୋ।ଇନ୍ଦ୍ରଦ୍ୟୁମୂ ସେ ସକଳ ରାଜାଙ୍କୁ ତୁରିତଦେଉଳ ନିର୍ମାଣ କାର୍ଯ୍ୟେ କରିଲେ ନିଯୁକ୍ତ ।ଏକ ବିଭାଗରେ ଏକ ନିଯୁକ୍ତ ହୋଇଲେସେମାନେ ବହୁଲୋକଙ୍କୁ ନିଯୁକ୍ତ କରିଲେ ।ସର୍ବେ ଦେଉଳ ନିର୍ମାଣେ ପ୍ରବୃତ୍ତ ହୋଇଲେଏହିରୂପ ଯେତେ ଜନ ତହିଁ ରୁଣ୍ଡ ହେଲେଏ ସକଳ ଲୋକଙ୍କର ହର୍ଷ କୋଳାହଳପରିପୂର୍ଣ ହୋଇଗଲା ଆକାଶ ମଣ୍ଡଳନୃପର୍ତିଙ୍କ ଶ୍ରଦ୍ଧା ଭକ୍ତି ସାତ୍ଵିକ ଭାବରେପ୍ରସନ୍ନ ହେଲେ ଶ୍ରୀଦେବୀ ମନ୍ଦିର ଗାତ୍ରରେଦେଉଳର କେଉଁ ସ୍ଥାନ ସ୍ଵର୍ଣ୍ଣରେ ନିର୍ମିତକେଉଁସ୍ଥାନେ ହୋଇଅଛି ରତନ ଖଚିତସ୍ତଟିକ ନିର୍ମିତ ସ୍ତମ୍ଭ କାହିଁ ଶୋଭା ପାଏଶରତ୍ ରତୁର ମେଘପରି ଦେଖାଯାଏଏପରି ସୁନ୍ଦର ମନୋହର ଗୁଣେ ପୂର୍ଣନିର୍ମାଣ କଲେ ଦେଉଳ ରାଜା ଇହ୍ଦିଦ୍ୟୁମପଦେଉଳ ଉପରେ ବଜ୍ରପାତ ଆଦି ଭୟନିବାରଣ ଅଥୈ ଶାସ୍ପେ ଅଛି ଯେ ଉପାୟପୁରୁଷାକୃତି ପ୍ରସ୍ତର ସ୍ଥାପନ କରିଲେଦୈବ ) ବିପ୍ଵାତରୁ ରକ୍ଷା ପାଇଥାଏ ଭଲେପୁନର୍ବାର ହେବାପାଇରୁଁ ଦେଉଳ ସଂସ୍କାରବହୁମୂଲ୍ୟ ରନ୍ଧ ତହିଁ ରଖୁଲେ ନୂପବରକୀର୍ରିଶାଳୀ ମହାରାଜା ପ୍ରସାଦ ନିର୍ମାଣସମ୍ବନ୍ଧେ ନିଜ କଉଁବ୍ୟ କରେ ସମାପନଅନ୍ୟାନ୍ୟ ଭୂପତିଗଣ ମନେ, ବିଚାରିଲେଏ କାର୍ଯ୍ୟ ସମ୍ଭବ ହେବନାହିଁ ତ୍ରିକାଳରେଜୈମିନି କହନ୍ତି ସ୍ଵର୍ଗବାସୀ ଦେବଗଣଏପରି ଦେଉଳ କରି ନଥିଲେ ଦର୍ଶନ୍ଭୂମିତଳେ ଏହିପରି ଦେଉଳ ତ ନାହଁଅଥିବା ସ୍ଵର୍ଗ ଭୁବନେ ରହିଥୁବ କାହିଁଯେଉଁ ରାଜାର ସହାୟ ନାରଦ ଅଚନ୍ତିଆଉ ମଧ୍ଯ ଏ ଜଗତ ସ୍ରଷ୍ଟା ବେଦବତିସେ ରାଜାଙ୍କୁ କେଉଁ ବସ୍ତୁ ଦୁର୍୍ଭ ନ ହେବବିଷ୍ଣୁ ବା ବିଷ୍ଣୁ ଭକ୍ତକୁ ସକଳ ସମ୍ଭବ |ଅନନ୍ତର ଇନ୍ଦ୍ରଦ୍ୟୁମ୍ନ ପ୍ରାସାଦ ମଧ୍ଯରେନାରଦ ରଷିଙ୍କୁ ଏହି କଥା ପଚାରିଲେ ।ହେ ରଖି ଆମ୍ଭର ଏହି ପ୍ରସାଦ ଯେପରିଚିରକାଳ ଥିବ ବିଷ୍ଣୁଙ୍କ ଦେହପରି |ଏହା କହି ମୁନିଙ୍କର ପାଦଯୁଗଳରେମସ୍ତକ ରଖୁ ପ୍ରମାଣ କଲେ ସେ କାଳରେ ।ନାରଦ ନରପତିଙ୍କୁ ଉଠାଇ ଧରିଲେଆଲିଙ୍ଗନ କରି ଏହି ବଚନୁ କହିଲେ ।ହେ ନୃପତି ତୁମ୍ଭ ଆମ୍ଭ ଦୁହିଁଙ୍କ ମଧ୍ୟରେକୌଣସି ପ୍ରଭେଦ ନାହିଁ ରଖୁଥା ମନରେ ।କେବଳ ତୁମ୍ଭ ନିମିତ୍ତ ରହି ଜଗନ୍ନାଥଏହି ସ୍ଥାନେ ସାକ୍ଷାତରେ ହେଲେ ଆବିର୍ଦୂତ ।ତାହାଙ୍କର ପାଦପଦ୍ବେ ନିଶ୍ଚଳା ଭକତିହୋଇଅଛି ତୁମ୍ଭ ଅନ୍ତଃକରଣରେ ଅତି ।ଏହାଠାରୁ କି ଅଧକ ଅଛି ପରମାର୍ଥପ୍ରଭୁଙ୍କୁ ଅର୍ଚନା କରି ହୁଅ ଜୀବନ୍ମୁକ୍ତ ।ତୀଥ ପର୍ଯ୍ୟଟନ ମନ୍ତ୍ର ପାଠ ଜପ ଦାନସଦକ୍ଷିଣା ଯାଗ ଯଜ୍ଞ କଲେ ସମାପନ ।ଯେଉଁ ଫଳ ଲଭିବାକୁ ନ ହୁଏ ସମର୍ଥଏକା ଉକ୍ତିଦ୍ଵାରା ତାହା ତୁମ୍ଭ ହସ୍ତଗତ |ହେ ରାଜନ ଶୋକ ତୁମ୍ଭେ ନ କର ଯେ ଆଉଏପରି ଭକ୍ତି ମନରେ ଚିରକାଳ ଥାଉ ।ପିତାମହଙ୍କ ନିକଟେ କରନ୍ତୁ ଗମନତାହାଙ୍କୁ ବୁଝାଇ କହ ତୁମ୍ଭର ଯା ମନ ।ପିତାମହ ତୁମ୍ଭଙ୍କୁ ତ ଉପଦେଶ ଦେବେଯାତ୍ରା ମହୋତ୍ସବ ପ୍ରଭୁଙ୍କର ବୁଝାଇବେ ।ହେ ରାଜନ ତୁମ୍ଭଙ୍କୁ ତ ସ୍ଵୟଂ ଭଗବାନମନ ଅଭିଳାଷ ବର କରିବେ ପ୍ରଦାନ ।ସ୍ଵୟଂ ଧାତା ଯେତେବେଳ ଆସିବେ ଏ ସ୍ଥାନଏହି ଦେଉଳ ପ୍ରତିଷ୍ଠା କରିବେ ବିଧାନ ।ସେତେବେଳେ ସପ୍ତରଷି ଗଣ ସଙ୍ଗେ ଘେନିଏ ସ୍ଥାନରେ ଉପସ୍ଥିତ ହେବ ନୃପମଣି ।ଅତଏବ ଆସ ଦୁହେଏକ ସଙ୍ଗେ ଯିବାବ୍ରହ୍ମଲଲୋକେ ବିଧାତାଙ୍କୁ ସାକ୍ଷାତ କରିବା ।ପୃଥିବୀରେ ତୁମ୍ଭ ଭିନ୍ନ ଆଉ କେଉଁ ଜନବ୍ରହ୍ମଲୋକେ ଯିବାକୁ ତ ନୂହଇ ଭାଜନ ।ନାରଦ ମୁନି ରାଜାଙ୍କୁ କହିଲେ ଏମନ୍ତଆକାଶ ପଥେ ଯିବାକୁ ଉଠିଲା ତୁରିତ ।ସ୍କନ୍ଦ ପୁରାଣରେ ଉକ୍ତ ଉତ୍କଳ ଖଣ୍ଡରେଏକବିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ ।ଜଗନ୍ନାଥ ପୂରିଅଛ ସକଳ ବସ୍ତୁରେତୁମ୍ଭର ନ ଥିବା ସ୍ଥାନ ନାହିଁ ଜଗତରେ ।ତୁମ୍ଭ ରୂପ ଚର୍ମ ନେତ୍ରେ ଦେଖୁ ନ ପ୍୍ରଇଜ୍ଞାନ ନେତ୍ର ଖୋଲି ନ ଦେଉଛ କାହିପାଇଁ ।ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ଯେ ଅନୁଗୁହ କଲେନୀଳାଚଳେ ଆସି ଦାରୁରୂପେ ବିଜେ ହେଲେ|ପାପୀ ତାପ୍ରୀ ଜନଙ୍କୁ ଯେ କରିବ ଉଦ୍ଧାରପ୍ରତିଜ୍ଞା କରିଛ ପୂର୍ବକାଳେ ଦାମୋଦର lନିଜର ପ୍ରତିଜ୍ଞା ରିକ୍ଷାକର ଭଗବାନଶ୍ରୀପଦେ ଗୁହାରି କରେ ହରିହର ଦୀନ ।ଇତ ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳେ ମନ୍ଦିରନିର୍ମାଣେ ନାମ ଏକବିଂଶୋଧ୍ଯାୟଃ ।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment