ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ
ପ୍ରଥମ ଅଧ୍ୟାୟ
ଏକ ସମୟରେ ସର୍ବ ମୁନିଗଣ ମିଳିଜୈମିନି ମୁନିଙ୍କ ପାଶେ କରିଲେ ଯେ ଅଳି ।ହେ ମହର୍ଷି ଅଟ ତୁମ୍ଭେ ସର୍ବଶାସ୍ତ୍ ବେତ୍ତାଯେ ତୀର୍ଥର ଯେ ମାହାତ୍ମ୍ୟ ଯେ ସକଳଙ୍ଞାତାଶ୍ରୀପୁରୁଷୋତ୍ତମ କ୍ଷେତ୍ର ସର୍ବତୀଥୈ ସାରଇତି ପୂର୍ବେ କହୁଅଛି ଆହେ ମୁନିବରମନୁଷ୍ୟ ଲୀଳା କରିବା ପାଇଁ ନାରାୟଣନୀଳାଚଳେ ଦାରୁବ୍ରହ୍ମଂରୂପେ ବିଦ୍ୟମାନଯାହାର ଦର୍ଶନ ମାତ୍ରେ ସାକ୍ଷାତରେ ମୁଚ୍ତିସକଳ ତୀର୍ଥର ଫଳ ମିଳଇ ଝଟତିସେହି କ୍ଷେତ୍ରଟିକୁ କେଉଁ ବ୍ୟକ୍ତି ନିର୍ମାଣିଛିତାହା ଶୁଣିବାକୁ ଆମ୍ଭ ଶରଧା ବଢ଼ିଛିପରମ ପୁରୁଷ ନାରାୟଣ ଭଗବାନଜ୍ୟୋତି ସ୍ଵରୂପରେ ସଦାକାଳେ ବିଦ୍ୟମାନ ।କି ନିମିତ୍ତ ଦାରୁମୟ ରୂପକୁ ଧଇଲେଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ପ୍ରକାଶ ହୋଇଲେ ।ତାହା ଶୁଣିବାକୁ ଶ୍ରଦ୍ଧା ହୋଇଅଛି ଜାତଆପଣ ତ ଲୋକ ଗୁରୁ ଆଉ ସୁପଣ୍ଡିତ
ଜେମନ ଉବାଚ
ମୁନିଗଣ ଶୁଣ ସର୍ବେ ଏ ରହସ୍ୟ କଥାଶିବଙ୍କ ମୁଖୁ କାରିକ ଶୁଣି ଏ ବାରତାମନ୍ଦର ପର୍ବତେ ଗଲେ ଆନନ୍ଦିତ ମନେସଭା କରୁଛନ୍ତି ବସି ତହିଁ ଦେବଗଣେ ।ଯାହା ଶୁଣିଥିଲୁ ତାହା କରୁଛୁ ବର୍ଣ୍ତନପୂରୁଷୋତ୍ତମ କ୍ଷେତ୍ରରେ ମହିମା ଏସନଯେତେବେଳେ ଗଲୁ ଆମ୍ଭେ ଶିବ ପୂଜିବାକୁଶିବଙ୍କ କଳା ଶୁଣିଲୁ କାଉିକେୟ ମୁଖୁଯେଉଁ ଜନ ତ ନୁହଇ ବିଷ୍ଣୁ ପରାୟଣଭକ୍ତି ଜାତ ହୁଏ ନାହିଁ କରିଲେ ଶ୍ରବଣ ।କିନ୍ତୁ ସେ କ୍ଷେତ୍ର ମହିମା କରିଲେ କୀର୍ଉନହୃଦୟରେ ତମୋଗୁଣ ହୋଇଯାଏ ଲୀନ ।ଜଗନ୍ନାଥ ସର୍ବବ୍ୟାପୀ ସକଳ କାରଣପାପ ବିନାଶେ ସକଳ କ୍ଷେତ୍ର ବିଦ୍ୟମାନ ।ଅଧ୍ବକ ଏ କ୍ଷେତ୍ରେ ମୂର୍ଭିମାନ ଜଗନ୍ନାଥଏଣୁ ସର୍ବତୀର୍ଥ ମଧ୍ୟେ ଶ୍ରେଷ୍ଠ ଏହି କ୍ଷେତ୍ର ।ଏହିସ୍କାନେ ଦେହ ଧରିଛନ୍ତି ଭଗବାନଏଣୁ ଏ ତୀର୍ଥର ନାମ ଶ୍ରୀ ପୁରୁଷୋତଉତମ ।ଯେଉଁ ଜନ ଏହି କ୍ଷେତ୍ରେ କରେ ଅବସ୍ଥାନତାହାର ସକଳ ପାପ ହୂଅଇ ଖଣ୍ଡନ |କ୍ଷେତ୍ରେ ବାସ କରି ନିତି କରିଲେ ଦର୍ଶନତାହାର ସୌଭାଗ୍ୟ କିଏ କରିବ ବର୍ତନ ।ପରମ ପବିତ୍ର ଅତି ଆଶ୍ଚର୍ଯ୍ୟ ଏ ତୀର୍ଥଦଶ ଯୋଜନ ବିସ୍ତୃତ ସାଗର ବେଷ୍ଟିତ ।ତୀର୍ଥରାଜ ସମୁଦ୍ର ଜଳରୁ ଉତପନ୍ଧବାଲିବନ୍ତ ମାନ ସବୁସ୍ଥାନେ ବିଦ୍ୟମାନ ।ମଧ୍ୟସ୍ଥଳେ ବିରାଜିତ ଶ୍ରୀ ନୀଳ ପର୍ବତପୂୃଥବୀର ଏକସ୍ତନ ପରି ସୁଶୋଭିତପୁରାକାଳେ ବରାହ ରୂପରେ ନାରାୟଣପ୍ରଳୟ ଜଳେ ପୃଥୁବୀ ହୁଅନ୍ତେ ନିମଗ୍ନ ।କରିଲେ. ଉଦ୍ଧାର ବ୍ରହ୍ମା ମିଳି ତତକ୍ଷଣସର୍ବତୋ ଭାବେ ତାହାକୁ କରିଲେ ଶୋଭନାସର୍ବତେ ବେଷ୍ଟନ କଲେ ହୋଇଲା ସୂୁସ୍ଥିରସୃଷ୍ଟି କଲେ ତୀର୍ଥକ୍ଷେତ୍ର ଆଦି ଚରାଚର ।ଏପରି କରିଲେ ସୃଷ୍ଟି ନ ପାଇଲେ ସୁଖଭାବିଲେ ନ ହେବ ଆଉ ଏହିପରି ଦୁଃଖ ।ତ୍ରିତାପରେ ସନ୍ତାପିତ ଜନମାନଙ୍କରକିପରି ହୋଇବ ମୁକ୍ତି ଚିନ୍ତିଲେ ସ୍ଵର ।ତହୁଁ ବ୍ରହ୍ମାଙ୍କର ମନେ ଜାତ ହେଲା ଜ୍ଞାନପରାପ୍ରର ବିଷ୍ଣୁଙ୍କର କଲେ ସ୍ତୁତି ଗାନ ।ନମସ୍ତେ ନମସ୍ତେ ପ୍ରଭୁ ଜଗତ ଆଧାରଶଙ୍ଖ ଚକ୍ର ଗଦା ପଦ୍ଧ ଶୋଭିତ ଶ୍ରୀକର ।ଯାହାଙ୍କ ନାଭିପଦ୍ଧରୁ ହେଲି ମୁଁ ଜନମଚରାଚର ସୃଷ୍ଟି କରିବାକୁ ହେଲି କ୍ଷମ ।ସେହି ବ୍ରହ୍ମା ଆପଣଙ୍କୁ କରେ ନମସ୍କାରଆହେ ପ୍ରଭୁ ପରମାତ୍ମା-ସ୍ଵରୂପ ଶ୍ରୀଧର ।ତୁମ୍ଭ ବ୍ୟତୀତ ଜଗତେ ନ ଜାଣଇ ଆନତୁମ୍ଭ ମାୟା ଏ ଜଗତେ କରିଛି ନିର୍ମାଣ ।ଯାର ନିଃଶ୍ଵାସରୁ ଶବ୍ଦବ୍ରହ୍ଧ ହୋଇ ଜାତଓ ତତ୍ସତ୍ ଏହି ତ୍ରିଗୁଣେ ବିଭକ୍ତତାହାକୁ ଆଶ୍ରୟ କରି ସମଜିଲି ଜଗତତୁମ୍ଭ ବିନା ଅନ୍ୟ କିଛି ନାହିଁ ହେ ଶାଶ୍ବତସ୍ଥୁଳ ସୂକ୍ଷ୍ମ ହ୍ରସ୍ଵ ଦୀର୍ଘ ଆଦି ଯେ ବିକାରପୃଥକ ନୂହଇ ବିଷ୍ଣୁମୟ ଚରାଚର -ସୁବର୍ଣ୍ଣରୁ ହୁଏ ଜାତ ନାନା ଅଳଙ୍କାରତାଦୃଶ ଜଗତ ଗୁଣଂତ୍ରୟର ବିକାରମହାଭାଗ ସେ କ୍ଷେତ୍ରକୁ କରନ୍ତୁ ଗମନତୁମ୍ଭେ ଏ ଜଗତସ୍ତଷ୍ଟା ସଜ୍ୟ ଓ ସୃଜନତୁମ୍ଭେ ଜଗତ ଆଧାର ତୁମ୍ଭେ ତ ଆଧେୟପୋଷ୍ୟ ପୋଷଣ ପାଳକ ଅଟନ୍ତି ଆପଣ
ତୁମ୍ଭେ ତ ଧାରଣକର୍ରା ଆହେ ଦୟାମୟତୁମ୍ଭେ ଅଟ ସୃଷ୍ଟିକର୍ଭା ତୁମ୍ଭେ ସୃଷ୍ଟି ବସ୍ତୁପାଳନକର୍ଭା ତୁମ୍ଭେ ତ ପାଳନୀୟ ହେତୁତୁମ୍ଭ ପ୍ରେରିତ ବୁଦ୍ଧିରେ ସର୍ବ ଜୀବଗଣକରନ୍ତି ଜଗତେ ଶୁଭାଶୁଭ ଅନୁଷ୍ଠାନକର୍ମ ଅନୁରୂପ ଫଳ ହୁଅଇ ପ୍ରାପତଜୀବର ଯେୈ ଗତି ହୁଏ ସେତୁ କର୍ମ ପଥଏଣୁ ଜଗତର ଅଟ ତୁମ୍ଭେ ଗତିଭର୍ଭାସାକ୍ଷୀରୂପେ ବିଦ୍ୟମାନ ରହିଛ ସର୍ବଥାଆହେ ପ୍ରଭୁ ଚରାଚର ଜଗତର ଗୁରୁଜୀବ ଜଗତର ବୀଜ ରୂପରେ ବିହରୁଜଗନ୍ନାଥ ତୁମ୍ଭପଦେ ପଶିଲି ଶରଣ “ଦୁଃଖ ନାଶିବାକୁ ପ୍ରଭୁ ହୁଅ ସୁପ୍ରସନ୍ଧନୀଳ ଜଳଧର କାନ୍ତି ଶଙ୍ଖଚକ୍ରଧାରୀଗରୁଡ଼ ଧ୍ଵଜ ଗରୁଡ଼ ପୃଷ୍ଠେ ବିଜେ କରିବ୍ରହ୍ମାଙ୍କ ସ୍ତୁତିରେ ତୋଷ ହେଲେ ଭଗବାନକହିବାକୁ ଓଷ୍ଠାଧର କରିଲେ କମ୍ପନ |ଆହେ ବ୍ରହ୍ମା ଯେ ନିମନ୍ତେ କଲ ସୁତିଗାନତାହା ଯେ ନୁହଇ ଆମ୍ଭ ଶକ୍ତିର ଅଧୀନସ୍ଵଭାବ ସିଦ୍ଧା ଅନାଦି ସୁକଠନା ମାୟାକର୍ଜରୂପ ବନ୍ଧନରେ ଦୁଷ୍ତେଦ୍ୟଟି ତାହା ।ସେହି ମାୟାର ପ୍ରଭାବ ଆଇ କି ପ୍ରକାରେଜନ୍ମଂମୂତ୍ୟୁ ପରିତ୍ୟାଗ ହେବ ଏ ସଂସାରେ ।ହେ ଅନଘ ହୋଇଅଛି ଯେବେ ତୁମ୍ଭ ଶ୍ରଦ୍ଧାଯେପରି ତୁଟିବ ଶୁଣ ଜନ୍ମ ମୃତ୍ୟୁ ବାଧା ।ଏ ଅଖୁଳ ଜଗତଟି ମୋ ନିଜ ) ସ୍ବରୂପତୁମ୍ଭ ମୋ ମଧ୍ୟରେ ଆଉ ନାହିଁ ବିକଳପ ।ତୁମ୍ଭର ଯହିଁରେ ରୁଚି ମୋ ରୁଚି ତହିଁରେଅନ୍ୟଥା ବିଚାର ଆଉ ନ କର ମନରେ ।ସମୁଦ୍ର ଉତ୍ତରେ ମହାନଦୀ ଦକ୍ଷିଣରେଯେ ପ୍ରଦେଶେ ସର୍ବତୀର୍ଥ ଫଳ ଦାନ କରେ।ସେଠାରେ ଯେଉଁ ମନୁଷ୍ୟ କରିଥାନ୍ତି ବାସଜନ୍ମାନ୍ତର କର୍ମଫଳ ଲଭନ୍ତି ବିଶେଷ |ପୁଣ୍ୟହୀନ ନାହିଁ ଯାର ଭକତି ମୋଠାରେସେ ଜନ-ଜନ୍ମଗ୍ରହଣ ନ କରେ ସେଠାରେ ।ଏକ୍ରାମ କାନନଠାରୁ ଦକ୍ଷିଣ ସମୁଦ୍ରଯାଏ ସ୍ଥାନ ପାହୁଣ୍ଡକେ ଅଧକ ପବିତ୍ର ।ସିନ୍ଧୁତୀରେ ବିଦ୍ୟମାନ ଯେ ନୀଳ ପର୍ବତପୃଥୁବୀ ମଧ୍ୟେ ସେ ସ୍ଥାନ ଅତୀବ ଗୁପତ ।ଦେବତା ଅସୁର କେହି ନ ଜାଣନ୍ତି ତାହାଆବୃତ୍ତ କରି ରଖୁଛି ମୋର ନିଜ ମାୟା ।ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ହୋଇ ଦେହଧାରୀଅବସ୍ଥାନ କରିଅଛି ସର୍ବସଙ୍ଗ ଛାଡ଼ି |ସେ କ୍ଷେତ୍ରକୁ ସୃଷ୍ଟି ନାହିଁ ନାହିଁ ତ ପ୍ରଳୟଏଠାରେ ଯେ ରୂପେ ଦେଖୁଅଛ ମହାଶୟ ।ସେ କ୍ଷେତ୍ରକୁ ଗଲେ ଏହା କରିବ ଦର୍ଶନ,ଶଙ୍ଖ ଚକ୍ରଧାରୀ ଚତୁର୍ଭୁଜେ ବିଦ୍ୟମାନ ।ନୀଳାଦ୍ରି ପର୍ବତ କଳ୍ପ ବଟର ମୂଳରେବାୟୁ କୋଣେ କୁଣ୍ଡ ଅହି ରୋହଣୀ ନାମରେ।ତାର ତୀରେ କଲେ ବାସ ଏ ଚର୍ମ ଚକ୍ଷୁରେକରିବ ଦର୍ଶନ ନାହିଁ ସନ୍ଦେହ ଏଥୁରେ ।ସେ କୁଣ୍ଡ ଜଳରେ ସ୍ଵାନ କଲେ ପାପ କ୍ଷୟସାଯୁଜ୍ୟ ମୁକ୍ତି ମିଳଇ ନ କର ସଂଶୟ ।ମୋତେ ଚିନ୍ତାକରି କ୍ଷେତ୍ର ମହିମା ଦର୍ଶନ ।ପରମ ଆଶ୍ଚର୍ଯ୍ୟ ତୁମ୍ଭ ମନରେ ହୋଇବତୁମ୍ଭ ମନରୁ ସନ୍ଦେହ ଦୂର ହୋଇଯିବ ।ଶ୍ରତି ସ୍ଵୃତି ଇତିହାସ ପୁରାଣେ ଗୋପନମାୟାଯୋଗେ ସେହିକ୍ଷେତ୍ର ଲୋକେ ଅକଳନ ।ତୁମ୍ଭର ଏହି ସ୍ତବରେ ହୋଇଲୁ ପ୍ରସନ୍ନସେ କ୍ଷେତ୍ରେ ସକଳ ବ୍ୟକ୍ତି କରିବେ ଦର୍ଶନ ।ବ୍ରହ୍ମ ତୀର୍ଥ ଯଜ୍ଞଦାନେ ଯେ ଫଳ ପ୍ରାପତଅହୋରାତ୍ର ବାସ କଲେ ସେହି ଫଳ ପ୍ରାପ୍ତି ।ନିମିଷେ ମାତ୍ର ଯେ ସ୍ଥାନେ କରିଲେ ବସତିଅଶ୍ଵମେଧ ଯଜ୍ଞଫଳ ହୋଇଥାଏ ପ୍ରାପ୍ତ ।ଆହେ ବିପ୍ରଗଣ ବିଧାତାଙ୍କ ଏହା କହିପୁରୁଷୋଉମ ଅନ୍ତରହିତ ହେଲେ ତହିଁ ।ଆହେ ପ୍ରଭୁ ଦୟାମୟ କରୁଣା ସାଗର
ଏ ଦୀନ ଜନର ଅପରାଧ କ୍ଷମା କରତୁମ୍ଭ ଶ୍ରୀପାଦ ପଦ୍ଧରେ ପଶୁଛି ଶରଣରଖୁବ କି ନ ରଖୁବ ତାହା ତୁମ୍ଭେ ଜାଣ ।ଭୂତାଦି ସପ୍ତଲୋକରେ ତୁମ୍ଭେ ଅଛ ପୁରିଏ ସଂସାରେ ଜୀବରୂପେ ବହୁ ଲୀଳା କରି ।ଲାଳା କ୍ଲାନ୍ତ ଜୀବକୁ ଯେ ଶ୍ରୀଗୁରୁ ରୂପରେପାରିକରି ହେଉଅଛ ଭବ ପାରାବାରେତୁମ୍ଭେ ଗୁରୁ ସଦ୍ଗୁରୁ ଜଗତର ଗୁରୁକୃପାକର ହରିହର ମନୋବାଞ୍ଚା ପୂରୁ
ଇତି ଶ୍ରୀ ସ୍କନ୍ଦପୂୁରାଣେ ଉତ୍କଳଖଣ୍ଡେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନେ ନାମ ପ୍ରଥମୋଧ୍ୟୋୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment